• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 29 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନେଇ କଳାକାର-ଆୟୋଜକ ମୁହାଁମୁହିଁ

ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ। More
  • Chandan Shishu
  • 2 years ago

ଗୁଇନ୍ଦା ବିଭାଗ ଫେଲ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘରେ ପଶି ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ

କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର। More
  • Chandan Shishu
  • 2 years ago

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ଅଘଟଣର ଆଶଙ୍କା କଲେ ସେବାୟତ

ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ସ୍ଥିତି। ଏମିତି କି ମନ୍ଦିର ଉପରେ ମାଙ୍କଡ଼ ଡିଆଁ ଡେଇଁରେ ବି ପଥର ଖସି ଅଘଟଣର ଆଶଙ୍କା କରୁଛନ୍ତି ସେବାୟତ। More
  • Chandan Shishu
  • 2 years ago

ହାଇକୋର୍ଟ ମୁଖ୍ୟ ବିଚାରପତି ଓ 5T ସଚିବଙ୍କ ଫଟୋ ଭାଇରାଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରିର ସ୍ପଷ୍ଟୀକରଣ

ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ପ୍ରରୋଚନାରେ ମନ୍ଦ ଉଦ୍ଦେଶ୍ୟରେ ଏହି ଫଟୋକୁ ଭାଇରାଲ୍ କରାଯାଇଥିବା ଏଥିରେ ଦର୍ଶାଯାଇଛି। More
  • Satyendu Shekher Mishra
  • 2 years ago

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା ! ବ୍ଲାକ୍‌ ବୋର୍ଡ ଲମ୍ବ ୩୦ ପୁଟ୍, ଭାଗ ଭାଗ ହୋଇ ବସୁଛନ୍ତି ୫ ଶ୍ରେଣୀର ପିଲା

ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା । More
  • Satyendu Shekher Mishra
  • 2 years ago

ଆହୁରି ମାସେ ବଢ଼ିଲା ହାଇ ସସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧି

୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର । More
  • Rajalaxmi Sahoo
  • 2 years ago

ଅଚଳ ହେବ ଯନ୍ତ୍ରୀ ନିହାରଙ୍କ କ୍ରିପ୍ଟୋ କରେନ୍ସି, ରେଡ୍‌ ବେଳେ ମିଳିଥିଲା ୧ କୋଟି ୭୫ ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସି...

ଅଚଳ ହେବ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ କ୍ରିପ୍ଟୋ କରେନ୍ସି। କ୍ରିପ୍ଟୋରେ ଅର୍ଥ ବିନିଯୋଗ ନେଇ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି। More
  • Satyendu Shekher Mishra
  • 2 years ago

ନବୀନ ନିବାସ ଘେରାଉ ପ୍ଲାନ୍‌ ଫେଲ୍‌, ମନ୍ତ୍ରୀ ତୁଷାରକାନ୍ତିଙ୍କ ଘରେ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କାରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । More
  • Satyendu Shekher Mishra
  • 2 years ago

ଜଗମୋହନ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ

ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି । More
  • Satyendu Shekher Mishra
  • 2 years ago

ପୋଲିସ ସହ ଜୋରଦାର ଧସ୍ତାଧସ୍ତି ! ଦୁଲ ଦାଲ ମାଡ଼ ହେଲା ଅଣ୍ଡା-ଟମାଟ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ । More
  • Rajalaxmi Sahoo
  • 2 years ago

ଧକ୍କା ଦେଇ ପଳାଇଲା ମନ୍ତ୍ରୀଙ୍କ ପୋଲିସ୍‌ ଏସ୍କର୍ଟ ଗାଡ଼ି ! ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଛାତ୍ର...

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍‌ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି। More
  • Satyendu Shekher Mishra
  • 2 years ago

ସମବାୟ ନିର୍ବାଚନ ନେଇ ସରଗରମ ରାଜ୍ୟ ରାଜନୀତି, ସବୁଠି ବିଜେଡି-ବିଜେଡି ଲଢ଼େଇ..!

ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ । More
  • Satyendu Shekher Mishra
  • 2 years ago

ଆସିଲାଣୀ ଥଣ୍ଡା, ପଡ଼ିଲାଣି କାକର ! ସିମିଳିଗୁଡ଼ା ଏବେ ସବୁଠୁ ଥଣ୍ଡା ସହର

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା । More
  • Satyendu Shekher Mishra
  • 2 years ago

ଏପଟେ ମା’ ସେପଟେ ପତ୍ନୀ, ୨ ଜଣ ରୋଗୀ ! ବିଚରା କୃଷ୍ଣ କରିବେ କ’ଣ ? ଦେଖନ୍ତୁ ପୁରା କାହାଣୀ..

ଘରେ ଯେତେବେଳେ ଦୁଇ ଦୁଇ ଜଣ ରୋଗୀ ପଡିଛନ୍ତି ସେତେବେଳେ ସିଏ କରିବେ ବା କଣ ? More
  • Rajalaxmi Sahoo
  • 2 years ago

ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟ- ଏଣିକି ବିବାହିତ ଝିଅ ବି ପାଇବେ ଅନୁକମ୍ପାମୂଳକ ନିଯୁକ୍ତି

ଚାକରିରେ ଥାଇ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ବିବାହିତା ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି।  More
  • Rajalaxmi Sahoo
  • 2 years ago

ବଡ଼ଦେଉଳରୁ ଖସିଲା ପଥର

ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। More
  • Rajalaxmi Sahoo
  • 2 years ago

ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟର ଘାଇ, ଭାଙ୍ଗିଲା କେନାଲ ବନ୍ଧ

୧୦୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗି ଯାଇଛି। ଏଥିଯୋଗୁ ଗୋପୀନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  More
  • Chandan Shishu
  • 2 years ago

ପରାଗରେ ଚିକେନ୍ ବିରିୟାନୀକୁ ନେଇ ହରଡ଼ଘଣାରେ ହେତୁବାଦୀ

ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ହେତୁବାଦୀ ସମାଜ। More
  • Chandan Shishu
  • 2 years ago

ମଧ୍ୟବିତ୍ତଙ୍କ ଘର ସ୍ୱପ୍ନରେ ଗ୍ରହଣ ସାଜିଲା ନଗର ଉନ୍ନୟନ ବିଭାଗ

କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟରୁ ଅତି କମ୍‌ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି । More
  • Satyendu Shekher Mishra
  • 2 years ago

ଯାହା ଆଶଙ୍କା ଥିଲା, ତାହା ହିଁ ହେଲା ! ନିହାରଙ୍କ ଘରେ ଆଖି ତରାଟିଲା ଭଳି ସମ୍ପତ୍ତି

୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍‌ ମଧ୍ୟ ଜବତ ହୋଇଛି । More
  • Ramakrushna Dakua
  • 2 years ago

ରାତି ଅଧରେ ରାନୀଙ୍କ ରେକର୍ଡ ଡ୍ୟାନ୍ସ କାହିଁକି ବନ୍ଦ ହେଲା, ଚପଲ ଫିଙ୍ଗିଥିବା ମହିଳା କହିଲେ ଘଟଣା ଦିନର କାହାଣୀ, ପଢ଼ନ୍ତୁ....

ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ । More
  • Ramakrushna Dakua
  • 2 years ago

ଅଶ୍ଳିଳ ନୃତ୍ୟ ବେଳେ ଅସମ୍ଭାଳ ଭିଡ଼ ; ପେଣ୍ଡାଲ ଚଢ଼ି ଚପଲ ଫିଙ୍ଗି ଡ୍ୟାନ୍ସର ରାନୀଙ୍କୁ ମହିଳାଙ୍କ ବିରୋଧ

ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । More