• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଘନେଇଲାଣି ଚିଟ୍‌ଫଣ୍ଡ ବାତ୍ୟା ! ସରକାର ଟଙ୍କା ଆଦାୟ କରୁଛନ୍ତି ହେଲେ ଲୋକଙ୍କୁ ଦେଉ ନାହାନ୍ତି

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ । More
  • Satyendu Shekher Mishra
  • 2 years ago

ଉପନିର୍ବାଚନ ଜିତିବାକୁ ସବୁ ଦଳଙ୍କ ଷ୍ଟ୍ରାଟେଜୀ ! ଏଥର ଟର୍ଣ୍ଣିଂ ପଏଣ୍ଟ କହିଲା ବିଜେପି

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ । More
  • Prangyan Parimita
  • 2 years ago

ଫୁଟବଲ୍ ଫର୍ ସ୍କୁଲ ବନାମ ଫୁଟବଲ୍ ଫର ଅଲ୍ : ଗୋଟିଏ ଯୋଜନାକୁ ଭିନ୍ନ ନାଁ ଦେଇ ଶ୍ରେୟ ପ୍ରତିଯୋଗିତା

କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍ More
  • Prangyan Parimita
  • 2 years ago

କେମିତି ଠିଆ ହେଲା ମାୟାବିନୀର ବିଶାଳ ସାମ୍ରାଜ୍ୟ ? ED ଓ EOW ରହସ୍ୟ ନଭେଦିବାକୁ ନେଇ ଉଠିଲା ପ୍ରଶ୍ନ

RBIଠୁ ମିଳିଛି ୫ବର୍ଷର ନେଣଦେଣ ତଥ୍ୟ: ଭୁବନେଶ୍ୱର ଡିସିପି More
  • Prangyan Parimita
  • 2 years ago

‘ବାତ୍ୟା ଗୁଜବରେ ପୂର୍ଣ୍ଣଛେଦ, ସପ୍ତାହେ ଭିତରେ ଓଡ଼ିଶାକୁ ସାଇକ୍ଲୋନ୍ ବିପଦ ନାହିଁ ’

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ, ୧୮ ବେଳକୁ ସ୍ପଷ୍ଟ ହେବ ଚିତ୍ର More
  • Satyendu Shekher Mishra
  • 2 years ago

ଧାମନଗର ପାଇଁ ଅବନ୍ତୀଙ୍କ ନାଁ ଘୋଷଣା କଲା ବିଜେଡି

ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ । More
  • Prangyan Parimita
  • 2 years ago

ମୂଷା ବନ୍ଦ କରିଦେଲା ବିଦ୍ୟୁତ୍‌ ସେବା, ଅନ୍ଧାରରେ ୮ଘଣ୍ଟା ରହିଲେ ୮ ପଞ୍ଚାୟତର ଲୋକେ

ନାକେଦମ୍‌ କଲା ମୂଷା, ଲାଗିଲା ନିଆଁ । ମୂଷା ପାଇଁ ୮ଘଣ୍ଟା ବିଦ୍ୟୁତ୍‌ ସେବା ଠପ୍‌ ହେଲା । More
  • Manoranjan Behera
  • 2 years ago

ରୁଚିକା ଆତ୍ମହତ୍ୟା ମାମଲା; ରିପୋର୍ଟ ମାଗିଲେ ସଚିବ

ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା । More
  • Manoranjan Behera
  • 2 years ago

କାଲି ଷ୍ଟାଡିୟମକୁ ଛାଡ଼ିଲେନି, ଆଜି ମାନ ଭଞ୍ଜନ ପାଇଁ ଚେଷ୍ଟା

ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ । More
  • Chandan Shishu
  • 2 years ago

'ଚାଉଳ ମିଳୁଛି, ପଇସା ମିଳୁଛି... ହେଲେ ଦିବ୍ୟାଙ୍ଗଙ୍କୁ ଶିକ୍ଷକ ମିଳୁନି କାହିଁକି?' 

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଗାଇଡଲାଇନ୍ ଜାରି କରିଛି କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିଷ୍ପତ୍ତି ହୋଇନି। More
  • Manoranjan Behera
  • 2 years ago

ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି । More
  • Rajalaxmi Sahoo
  • 2 years ago

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ବିନ୍ଦାସ ଚିନୁଙ୍କୁ ଜେରା

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।  More
  • Rajalaxmi Sahoo
  • 2 years ago

ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ

କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 2 years ago

ମିଆଓ୍ୱାକି ପ୍ଲାଣ୍ଟେସନର କମାଲ୍‌: ଦିନେ ଥିଲା ଟାଙ୍ଗରା ଭୂଇଁ, ଆଜି ଘଞ୍ଚ ଜଙ୍ଗଲ...

ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଫଳ ଗଛ ଲଗାଯାଇଛି। More
  • Minati Mishra
  • 2 years ago

ମନେ ପଡ଼ନ୍ତି ଅକ୍ଷୟ, ଏବେ ବି ଜୀବନ୍ତ ବୟସର କୃଷ୍ଣଚୂଡା, ଚନ୍ଦ୍ରମଲ୍ଲୀର ହସ

କେତେବେଳେ ରାଜଧାନୀ ରାଜଜେମାଙ୍କ ପ୍ରେମ ଆଉ ଧୋକା ତ କେତେବେଳେ ଡାକବାଲା ଗାଡି ଆଉ ଗାଁ ବୋହୂର ଧକଧକ ଛାତି। ପୁଣି କେତେବେଳେ ବାପଘର ଯିବା ପାଇଁ ରଙ୍ଗଲତାର ରାଗରୁଷା ତ କେବେକେବେ ବୟସର କୃଷ୍ଣଚୂଡା ରଙ୍ଗ... ତାଙ୍କ କଣ୍ଠରେ ସବୁ ହୋଇଉଠେ ଜୀବନ୍ତ। ସବୁ ଲାଗେ ମଧୁର ମଧୁର। More
  • Chandan Shishu
  • 2 years ago

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷକ ନିଯୁକ୍ତି କେବେ ?

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିଯୁକ୍ତ ହେଉନାହାଁନ୍ତି ସ୍ବତନ୍ତ୍ର ଶିକ୍ଷକ। More
  • Chandan Shishu
  • 2 years ago

୨୮ ତାରିଖରେ ହେବ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ନିର୍ବାଚନ

ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ। More
  • Rajalaxmi Sahoo
  • 2 years ago

ସୁନା ହାର ଜବତ କଲା ପୋଲିସ୍‌, ହେଲେ ଫେରାଇଲେ ଖାଲି ସୂତା !

ଲୁଟ୍‌ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍‌। ମନମୁଣ୍ଡା ପୋଲିସ୍‌ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।  More
  • Satyendu Shekher Mishra
  • 2 years ago

ହରଡ଼ଘଣାରେ ପଡ଼ିବେ ସରକାର ! ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ କି ପଦକ୍ଷେପ ନେଇଛନ୍ତି ପଚାରିଲେ ସୁପ୍ରିମ୍‌କୋର୍ଟ

ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ? More
  • Satyendu Shekher Mishra
  • 2 years ago

ନାମାଙ୍କନ ବେଳେ ସୂର୍ଯ୍ୟବଂଶୀଙ୍କ ଶକ୍ତିପ୍ରଦର୍ଶନ, ପଦଯାତ୍ରା କରି କାଉଣ୍ଟର କଲା ବିଜେଡି

ଧାମନଗର ଉପନିର୍ବାଚନ ପାଇଁ ବଢୁଛି ଉଷ୍ମତା, ନାମାଙ୍କନ ଭରିଲେ ସୂଯର୍ୟବଂଶୀ । ବିଜେପି କହିଲା ୨୪ ପୂର୍ବରୁ ଆମ ପାଇଁ ଇଏ ସେମିଫାଇନାଲ୍ । More
  • Satyendu Shekher Mishra
  • 2 years ago

ନିଶା ଦେଇ ସୁଟ୍ ହେଉଥିଲା ନଗ୍ନ ଭିଡ଼ିଓ ! ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ

ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା । More
  • Chandan Shishu
  • 2 years ago

ହାଇସିକ୍ୟୁରିଟି ନମ୍ବରକୁ ନେଇ ଏସଟିଏକୁ କଡ଼ା ତାଗିଦ ଗଲା ପରିବହନ ବିଭାଗ

ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  More
  • Satyendu Shekher Mishra
  • 2 years ago

ହରିଶଙ୍କର ବନ୍ଦ ! ପର୍ଯ୍ୟଟକ ନିରାଶ, ଜଳ ସତ୍ୟାଗ୍ରହରେ ସ୍ଥାନୀୟ ଲୋକେ

ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି । More