• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 17 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା

ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ। More
  • Satyendu Shekher Mishra
  • 2 years ago

ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ଗୋଟିଏ ବ୍ଲାକ୍‌ବୋର୍ଡରେ ୨ଟି କ୍ଲାସ୍‌କୁ ପଢ଼ାଉଛନ୍ତି ୨ ଶିକ୍ଷୟତ୍ରୀ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ  More
  • Satyendu Shekher Mishra
  • 2 years ago

ଡ୍ରେସ କଣିବାକୁ ପଇସା ନଦେବାରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ । More
  • Chandan Shishu
  • 2 years ago

୧୦ ମାସର ଛୁଆକୁ ଏକ୍ସପାରୀ ଟୀକା ଦେଲେ ଡାକ୍ତର

ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଅଭିଯୋଗ। More
  • Satyendu Shekher Mishra
  • 2 years ago

ସମ୍ଭାବ୍ୟ ବାତ୍ୟା-ବନ୍ୟା ମୁକାବିଲା ପାଇଁ ପିଇବା ପାଣି-ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ

ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ ।  More
  • Satyendu Shekher Mishra
  • 2 years ago

ପ୍ରେମିକାଙ୍କୁ ଠକିଦେଲେ ବିଧାୟକ ! ବାହା ହେବାକୁ ଆସିଲେ ସବରେଜିଷ୍ଟ୍ରୀ ଅଫିସ୍‌

ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ । More
  • Prangyan Parimita
  • 2 years ago

ପୁଅ ହେବ ତ ଏମିତି : ବାପାଙ୍କ ଅଧୁରା ଇଚ୍ଛାକୁ ପୂରଣ କରିବା ଉଦ୍ଦେଶ୍ୟରେ ଗାଁଲୋକଙ୍କ ପାଇଁ ପାର୍କ ତିଆରି କଲେ ସଞ୍ଜିବ

ବାପା ବଞ୍ଚିଥିବା ବେଳେ ମଧ୍ୟ ଆଜିକାଲି ପୁଅମାନେ ପଚାରୁ ନାହାନ୍ତି । କିନ୍ତୁ ଢ଼େଙ୍କାନାଳର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ତିଆରି କରିଛନ୍ତି ଉଦ୍ୟାନ । More
  • Satyendu Shekher Mishra
  • 2 years ago

ପଣ୍ଡା ପାର୍କରୁ ବସ୍ତାରେ ବନ୍ଧା ଥିବା ନାବାଳକର ଗଳିତ ମୃତଦେହ ଉଦ୍ଧାର

ମୃତ ନାବାଳକ ହେଲେ ଦୈତ୍ୟରାଜ ନାୟକ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।  ଘଟଣାର ଛାନଭିନ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । More
  • Satyendu Shekher Mishra
  • 2 years ago

ପୁଣି ପୋଖରୀରେ ଫସିଲା କ୍ଷତାକ୍ତ ହାତୀ !

ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ । More
  • Satyendu Shekher Mishra
  • 2 years ago

ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । More
  • Otv Khabar Bureau
  • 2 years ago

ପ୍ରଶାସନର ଦାଦାଗିରି, ୫୦ ହଜାର ଲାଞ୍ଚ ନଦେବାରୁ ମାଟିରେ ମିଶିଲା ଘର

ଇଏ କେମିତିକା ଆଇନ? ଘର ବାବଦରେ ଲୋକଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଲେ ପୌର ଅଧିକାରୀ। ପଇସା ନଦେବାରୁ ନୋଟିସ୍‌ ଦେବାର ୩ ଦିନ ମଧ୍ୟରେ ଜେସିବି ଲଗାଇ ଲୋକଙ୍କ ଘର ଭାଙ୍ଗିଦେଲେ ବଡ଼ବାବୁ। ଯେତେ କାକୁତିମୀନତି ହେଲେ ବି ଶୁଣିଲେ ଏମାନଙ୍କ ଦୁଃଖ । More
  • Otv Khabar Bureau
  • 2 years ago

୬ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଲା ତେଲିଆ ବୋରେଇ ମାଛ

କିଲୋ ପିଛା ୨୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ବୋରେଇ ମାଛ... More
  • Rajalaxmi Sahoo
  • 2 years ago

ଗୋଟିଏ କଳାପଟା, ଦୁଇଟି କ୍ଲାସ୍‌: କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି

ଏକାଠି ଗୋଟିଏ ସମୟରେ ଆସନ୍ତାକାଲିର ଭବିଷ୍ୟତକୁ ଗଢୁଛନ୍ତି ଓ କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି। ଗୋଟିଏ ଘରେ ଚାଲିଛି ଦୁଇଟି କ୍ଲାସ୍। More
  • Otv Khabar Bureau
  • 2 years ago

ବିରୋଧିଙ୍କୁ ଏକାଠି କଲା ରଜ ପର୍ବ, ମିଳିମିଶି ଦୋଳି ଝୁଲିଲେ ୩ ଦଳର ନେତ୍ରୀ

ରଜରେ ସଜବାଜ ହୋଇ ଦୋଳି ଖେଳିଲେ ଓ ପରସ୍ପର ପିଠା ଖୁଆଇଲେ ୩ ଦଳର ନାରୀ ନେତ୍ରୀ । More
  • Otv Khabar Bureau
  • 2 years ago

ମଝି ସମୁଦ୍ରରେ ବୁଢ଼ିଗଲା ଟ୍ରଲର୍‌, ଅଳ୍ପକେ ବର୍ତ୍ତିଗଲେ ମତ୍ସଜୀବୀ

ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୩ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି ତଟରକ୍ଷା ବାହିନୀ । More
  • Otv Khabar Bureau
  • 2 years ago

ରଜରେ ନିଆରା ବାହାଘର, ଝିଅ ସହ ଝିଅର ବିବାହ

ନିଆରା ପରମ୍ପରା। ରଜ ଉତ୍ସବରେ ଏଇଠି ଝିଅକୁ ବାହା ହୁଏ ଝିଅ। ବରଯାତ୍ରୀ ରୋସଣି କରି ଆସେ, କନିଆଁ ଘରେ ଭୋଜି ଭାତର ଆସର ଜମେ। ପୂରା ଧୁମଧାମ୍‌ରେ ହୁଏ ବାହାଘର। ଛୁଆ ବରକୁ ଛୁଆ କନିଆର ବାହାଘର ପାଇଁ ଲୋକଙ୍କ ଜମେ ଭିଡ଼ More
  • Rajalaxmi Sahoo
  • 2 years ago

କଟକରେ ‘ଅଗ୍ନିପଥ’ ନିଆଁ, ଲାଠିମାଡ଼ କଲା ପୋଲିସ୍‌

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। More
  • Otv Khabar Bureau
  • 2 years ago

Daily Horoscope 17th June 2022: ଆଜି ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ..

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ତିଥି – ୩ ୟା ପ୍ରାତଃ ୦୬/୧୧ ଗତେ ୪ର୍ଥୀ (କ୍ଷୟ) । ରାତ୍ରି ୦୨/୫୯ ଗତେ ୫ମୀ ।  More
  • Rajalaxmi Sahoo
  • 2 years ago

୧୧ ଦିନ ଖରାଛୁଟି ପରେ ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌

 ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପାଠପଢା ଆଜିଠୁ ଆରମ୍ଭ ହେବ। ସକାଳ ସ୍କୁଲ୍‌ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ। More
  • Prangyan Parimita
  • 2 years ago

 ରାହୁଲ ଉଦ୍ଧାର ପଛର ରିଅଲ୍ ହିରୋ ଜିତେନ୍ଦ୍ର, ଅପରେସନ୍‌ ଜିନ୍ଦେଗୀରେ ଜଗନ୍ନାଥ ଭକ୍ତଙ୍କ ବଡ଼ ହାତ

ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା More
  • Otv Khabar Bureau
  • 2 years ago

ରଜ ଶେଷ ଦିନରେ ଦୁଲୁକିଲା ଗାଁଠୁ ସହର

ରଜର ଶେଷ ଦିନରେ ସବୁଆଡ଼େ ଛୁଟୁଛି ପିଠା, ମିଠା ଓ ରଜପାନର ମହକ... More
  • Satyendu Shekher Mishra
  • 2 years ago

BMCର ନୂଆ କମିଶନର ହେଲେ ବିଜୟ ଅମୃତ କୁଲାଙ୍ଗେ

ସୁନ୍ଦରଗଡ଼ ଜିଲ୍ଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । More
  • Otv Khabar Bureau
  • 2 years ago

ବାରବାଟୀ ମ୍ୟାଚ୍‌ରେ ଟିକେଟ୍ ନପାଇ କ୍ରିକେଟପ୍ରେମୀ ନିରାଶ; ନକଲି ପାସ୍‌ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି ଅଭିଯୋଗ

ବାରବାଟୀ ମ୍ୟାଚ୍‌ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍‌ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି । More
  • Satyendu Shekher Mishra
  • 2 years ago

ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା ! ବାସ୍ତବରେ କେମିତି ଉଦ୍ଧାର ହୋଇଥିଲା ରାହୁଲ ? କିଏ କରିଥିଲା ଉଦ୍ଧାର ?

କେମିତି ଉଦ୍ଧାର ପାଇଥିଲା ରାହୁଲ ? ଛୋଟ ପିଲା ତାଙ୍କୁ ଉଦ୍ଧାର କରିଥିଲା ନା ଉଦ୍ଧାରକାରୀ ଦଳ ? More