• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୮ମୀ ଦିବା ୧୧/୫୮ ଗତେ ୯ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ

Aries

ମେଷ

Tuesday 18 Oct 2022

ଅଶ୍ୱନୀ – ଦେହ ପିଡା ଦୂର ହେବ । ପାରିବାରିକ ଜୀବନରେ ଉତ୍ସାହ ବଢିବ । ବ୍ୟବସାୟରେ ପଥ ସୁଗମ ହେବ ।

ଦ୍ୱିଜା – ରାଜନୀତିରେ ସମ୍ମାନ ମିଳିବ । ଚାକିରିରେ ସହକର୍ମୀ ମାନେ ଅସହଯୋଗ କରିବେ । ପଢାପଢିରେ ଶୁଭ ଫଳ ମିଳିବ ।

କୃତିକା – ଆଇନ ମାମଲା ଠାରୁ ଦୂରରେ ରହିଲେ ଭଲ । ମହିଳା ମାନେ ସୁଯୋଗ ବାଦି ରହିବେ

ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :