• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

solar eclipse
ଗ୍ରହଣ ପରେ କାହିଁକି ସ୍ନାନ କରିବା ଉଚିତ୍‌

ସୂର୍ଯ୍ୟଗ୍ରହଣରେ କ’ଣ କରିବା ଉଚିତ୍‌ ଏବଂ  କ’ଣ ଉଚିତ୍‌ ନୁହେଁ ସେସବୁକୁ ନେଇ ପୁରାଣ ଏବଂ ଧର୍ମଗ୍ରନ୍ଥରେ ଅନେକ  ଲେଖା ରହିଛି। ଚନ୍ଦ୍ରଗ୍ରହଣଠାରୁ ବେଶି ପ୍ରଭାବ ସୂର୍ଯ୍ୟଗ୍ରହଣର ରହିଛି ବୋଲି ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ତେଣୁ ଗ୍ରହଣ ନିୟମକୁ ସୂର୍ଯ୍ୟଗ୍ରହଣରେ ଠିକ୍ ଭାବେ ମାନିବା ଉଚିତ୍‌ ବୋଲି କୁହାଯାଇଛି। ତେବେ ସୂର୍ଯ୍ୟଗ୍ରହଣ ପରେ ଗାଧୋଇବା କାହିଁକି ବାଧ୍ୟତାମୂଳକ ? ମହାଭାରତରେ ବର୍ଣ୍ଣିତ ରହିଛି, ସେ ସମୟରେ ଲାଗିଥିବା ସୂର୍ଯ୍ୟଗ୍ରହଣ ପରେ  ସ୍ୱୟଂ ଶ୍ରୀକୃଷ୍ଣ, ଦେବୀ ଶ୍ରୀରାଧା, ମାତା […]

solar-1
ସୂର୍ଯ୍ୟୋପରାଗ; କେଉଁଠି ଦିଶୁଛି କେମିତି

ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଯାଇଛି। ଏହି ଗ୍ରହଣ ଭାରତବର୍ଷରେ ଖଣ୍ଡଗ୍ରାସ ଭାବେ ଦେଖାଦେବ। ଗ୍ରହଣ ଗୁଜରାଟର ଦ୍ୱାରିକାରେ ଆରମ୍ଭ ହୋଇଯାଇଛି। ଏହାବ୍ୟତୀତ ଦକ୍ଷିଣ ଭାରତର କେତେକ ରାଜ୍ୟ ଯଥା କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ୟ ଆରମ୍ଭ ହୋଇଯାଇଛି। ଗତ ରାତି ଅର୍ଥାତ୍‌ ୨୫ ଡିସେମ୍ବର ରାତିରୁ ସୂର୍ଯ୍ୟଗ୍ରହଣର ନୀତି ଲାଗୁ ହୋଇ ଯାଇଛି। ରାତିରୁ ପାକନିଷେଧ କରାଯାଇଛି। ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି। ତେବେ ଆସନ୍ତୁ ଦେଖିବା କେଉଁଠି କେମିତି […]

anil
ୟଙ୍ଗ ୟଙ୍ଗ ଲୁକ୍‌ରେ ଅନିଲ କପୁର !

ମୁମ୍ବଇ:ଏଭର ଗ୍ରୀନ ଅନିଲ କପୁରଙ୍କର ଆଜି ୬୩ ତମ ଜନ୍ମଦିନ ପାଳୁଛନ୍ତି। ଅବଶ୍ୟ ତାଙ୍କ ଚେହେରା ଦେଖି କେହି ତାଙ୍କ ବୟସର ଅନ୍ଦାଜ ଲଗାଇ ପାରିବେନି। ଅନିଲ କପୁର ବଲିଉଡର ସେଇ ଷ୍ଟାରମାନଙ୍କ ମଧ୍ୟରେ ଜଣେ ଯାହାକୁ ବୟସ ତାର ରଙ୍ଗତୂଳୀରେ ସଜାଇ ପାରିନାହିଁ। ଏହା ଆମେ କହୁନୁ, କହୁଛନ୍ତି ଅନିଲଙ୍କ ଫ୍ୟାନ୍ସମାନେ। ୨୪ ଡିସେମ୍ବରର ଅନିଲ ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ଗିଫ୍ଟ ଦେଇଛନ୍ତି କିଛି ଫଟୋ। ମଲଙ୍ଗ ଫିଲ୍ମର ଫଟୋକୁ ରିଲିଜ କରିଛନ୍ତି ଏହି […]

cds
CDS ପଦବୀ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଘୋଷଣା

ନୂଆଦିଲ୍ଲୀ: ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ପଦବୀ ସୃଷ୍ଟିକୁ ସୁରକ୍ଷା କ୍ୟାବିନେଟ କମିଟି ମଞ୍ଜୁରୀ ଦେଇଛି। ସିଡିଏସ୍‌ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ୧୯୯୯ କାର୍ଗିଲ ରିଭ୍ୟୁ କମିଟି ସରକାରଙ୍କ ମିଲିଟାରୀ ପରାମର୍ଶଦାତା ଭାବେ ଜଣଙ୍କୁ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ସିଡିଏସ୍‌ ପଦ ସୃଷ୍ଟି କରିଛନ୍ତି। ଏହି […]

operation-1
ଦେବଦୂତ ଡାକ୍ତରଙ୍କ ପାଇଁ ଜୀବନ ଫେରି ପାଇଲେ ଆଦିବାସୀ ଯୁବତୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ସଫଳ ହୋଇଛି ଟ୍ୟୁମର ଅପରେସନ। ଖାଲି ସଫଳ ହୋଇନି, ଜଣେ ଗରିବ ଆଦିବାସୀ ଯୁବତୀ ନିଜ ଜୀବନ ଫେରି ପାଇଛନ୍ତି। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରି ଜଣେ ଗରିବ ଆଦିବାସୀ ଯୁବତୀଙ୍କୁ ଜୀବନ ବଞ୍ଚାଇ ପାରିଛନ୍ତି ଡାକ୍ତର ସପନ କୁମାର ଦିଣ୍ଡା। ଚାଲାଣଗୁଡ଼ାର ରାମ ଦୁରୁଆଙ୍କ ଝିଅ ପ୍ରମିଳାଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ  ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ […]

dead body
ତିନି ଦିନ ଧରି ନିଖୋଜ ଥିଲେ, ମିଳିଲା ମୃତଦେହ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଟେମ୍ରିମାଲ ଗାଁରୁ ଗତ ୩ ଦିନ ଧରି ନିଖୋଜ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଆଜି ଉଦ୍ଧାର କରିଛି। ତାଙ୍କର ମୃତ ଦେହ କ୍ଷତବିକ୍ଷତ ଅବସ୍ଥାରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଟେମ୍ରିମାଲ ଗାଁର ତାଙ୍କ ନାଁ ଲୁଭାବତୀ ଏଣ୍ଡଜା ନାମ୍ନୀ ଜଣେ ଯୁବତୀ ଶୁକ୍ରବାର ସଂଧ୍ୟାରେ ଶୌଚ ପାଇଁ ଯାଇ ନିଖୋଜ ହୋଇ ଯାଇଥିଲେ। ତିନିଦିନ ଧରି ଘରକୁ ନ ଫେରିବାରୁ ଗତକାଲି ପରିବାର […]

labour
ଘରକୁ ଫେରିଲେ ମାଲେସିଆରେ ଫସିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମାଲେସିଆରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଶ୍ରମିକ ଲକ୍ଷ୍ମୀଧର ପ୍ରଧାନଙ୍କ ସହ ଅନ୍ୟ ତିନି ଜଣ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି।  ଅନ୍ୟ ଦୁଇ ଜଣ ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ଫେରିବେ। ମାଲେସିଆରେ ଏହି ପାଞ୍ଚ ଜଣ ଶ୍ରମିକ ଫସିଥିବା ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ ପୀଡ଼ିତଙ୍କ ପରିବାର। ଏହାପରେ ମାଲେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିଥିଲେ ବୈଜୟନ୍ତ।  ରାଷ୍ଟ୍ରଦୂତଙ୍କୁ ଏ ନେଇ […]

mobile
ଆମାଜନ୍‌ର ନୂଆବର୍ଷ ଅଫର: ଏସବୁ ମୋବାଇଲ୍‌ ଉପରେ ଦେଉଛି ୧୦ ହଜାର ଟଙ୍କାର ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ: ନୂଆବର୍ଷରେ ସ୍ମାର୍ଟଫୋନ କିଣିବାର ଯୋଜନା କରିଛନ୍ତି କି ? ଆପଣଙ୍କ ପାଇଁ ଖାସ୍ ଅଫର ନେଇ ଆସିଛି ଅନ ଲାଇନ ସପିଂ ୱେବସାଇଟ୍‌ ଆମାଜନ୍‌। ଆମାଜନର ୱାନପ୍ଲସ ନ୍ୟୁ ଇୟର ସେଲ ଚାଲିଛି। ଏହି ସେଲ୍‌ରେ ୱାନ୍‌ ପ୍ଲସ-୭ ସିରିଜ ଏବଂ ୱାନ ପ୍ଲସ ୭ଟି ସିରିଜ୍‌ର ସ୍ମାଟଫୋନ ଉପରେ ୧୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ରହିଛି। ଏହାବ୍ୟତୀତ ଯଦି ଆପଣଙ୍କର HDFC ବ୍ୟାଙ୍କର କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ରହିଛି ତେବେ  ଅଧିକ ୩୦୦୦ […]

rahul-priyanka
ବାଟରେ ଅଟକାଇଲା ପୋଲିସ; ମୀରଟ ଯାଇ ପାରିଲେନି ରାହୁଲ, ପ୍ରିୟଙ୍କା

ମୀରଟ: ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ମୀରଟର ପୀଡ଼ିତ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧାରୁ ଫେରିବାକୁ ପଡ଼ିଛି। ପୁଲିସ୍‌ ସେମାନଙ୍କୁ ମିରଟରେ ପ୍ରବେଶ ପାଇଁ ଅନୁମତି ଦେଇନାହିଁ। ଆଜି ମଧ୍ୟାହ୍ଣରେ ଉଭୟ ରାହୁଲ ଓ ପ୍ରିୟଙ୍କା ଏକ ଗାଡ଼ିରେ ମୀରଟ ଯିବାକୁ ଚାହିଁଥିଲେ। ହେଲେ ମିରଟରେ ପ୍ରବେଶ କରିବା ପୂର୍ବରୁ ହିଁ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ମିରଟରେ ଧାରା ୧୪୪ ଲାଗିଥିବାରୁ ପୁଲିସ୍‌ ସେମାନଙ୍କୁ ଯିବାକୁ […]

bull
ସ୍ୱୟଂମ୍ବରରେ ମନ ପସନ୍ଦର ସାଥୀ ବାଛିଲେ ଗାଈ

ଭୋପାଲ: ଆଜିକାଲି ଯୁଗରେ ସ୍ୱୟଂମ୍ବର ! ସେ ପୁଣି ଗାଈର ! କି ଆଶ୍ଚର୍ଯ୍ୟ ?  ହେଲେ କଥାଟା ସତ। ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସ୍ୱୟଂବରରେ ଭାଗ ନେଇଥିଲେ ୨୦୦ଟି  ଷଣ୍ଢ । ଏଭଳି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ସେମାନଙ୍କର ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି। ମଧ୍ୟପ୍ରଦେଶର ପଶୁ ସମ୍ପଦ ବିଭାଗ ପକ୍ଷରୁ ଏଭଳି ସ୍ୱୟଂବରର ଆୟୋଜନ କରାଯାଇଥିଲା । ସ୍ୱୟଂବରରେ ଭାଗ ନେଇଥିବା ଷଣ୍ଢମାନେ ଗୋଟିଏ ଲାଇନରେ ଛିଡ଼ା ହେବା ସହ ସେମାନଙ୍କର କୁଣ୍ଡଳୀ […]

modi
ଝାଡ଼ଖଣ୍ଡ ଝଟ୍‌କା ପରେ ବିଜେପିର ମାନସମନ୍ଥନ: ଆଗକୁ ବଦଳିବ କି ରଣନୀତି !

ନୂଆଦିଲ୍ଲୀ:ବିଜେପି ନେତୃତ୍ୱାଧିନ ଝାଡଖଣ୍ଡରେ ଜନତା ଏଥର ବିଜେପିକୁ ଗ୍ରହଣ କରି ନାହାନ୍ତି। ଏଠାରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇ ଯାଇଛି। ତେବେ ବିଜେପି ଗୋଟିଏ ପରେ ଗୋଟିଏ ହାରକୁ ସାମ୍ନା କରିଚାଲିଛି। କାହିଁକି ? ଏହାକୁ ନେଇ ଦଳ ଏବେ ମାନସମନ୍ଥନ କରୁଛି। ଅବ୍ୟଶ୍ୟ ଝାଡଖଣ୍ଡରେ ବହୁଥିବା ଦଳ ବିରୋଧୀ ହାୱା ବିଜେପିକୁ ଆଗରୁ ଯେ ଜଣା ନ ଥିଲା, ତାହା ନୁହେଁ। ବରଂ ଦଳୀୟ ନେତୃତ୍ୱ ଜାଣିଥିଲେ ଯେ, ଏଥର ନିର୍ବାଚନ […]

images
ରୁଟି ବ୍ୟାଙ୍କ-ଗରିବଙ୍କୁ ଯୋଗାଏ ମାଗଣା ଖାଦ୍ୟ

ଅହମଦାବାଦ୍‌:ଅନେକ ସମୟରେ ଆମ ଘରେ ଖାଦ୍ୟ ବଳି ପଡେ। କିଛି ଭାବିବା ପୂର୍ବରୁ ଆମେ ତାକୁ ଫୋପାଡ଼ି ଦେଇଥାଉ। ବିଶେଷ କରି ରୁଟି।  ହେଲେ ଏହି ବଳକା ରୁଟିକୁ ନେଇ ଲୋକଙ୍କ କ୍ଷୂଧା ନିବାରଣ କରୁଛନ୍ତି ଅହମଦାବାଦ୍‌ର ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି। ତାଙ୍କର ଏହି ମହତ୍‌ କାମରେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ଅନେକ ଲୋକ। ସେମାନେ ଘରେ  ଅଧିକ ରୁଟି ତିଆରି କରିଥାଆନ୍ତି ଖାସ୍‌ ଭୋକିଲା ଲୋକଙ୍କୁ ଦେବାପାଇଁ। ଦିଲ୍ଲୀପଙ୍କର ଅହମଦାବାଦର ନରନପୁର ନିକଟରେ ଏକ […]

photo
ଏଟିଏମ୍‌ ଲୁଟିବାକୁ ଯାଇ ଫଶିଗଲେ ଲୁଟେରା

ନୂଆଦିଲ୍ଲୀ:ଚୀନ୍‌ରେ ଜଣେ ଚୋର ଏଟିଏମ୍‌ ଲୁଟ୍‌ କରିବା ପାଇଁ ଆସିଥିଲେ। ହେଲେ କିଏ ଜାଣିଥିଲା ଏଟିଏମ୍‌ ଭିତରେ ଏମିତି ଫଶିଯିବେ ବୋଲି । ଆଉ ତା’ପରେ ଲୁଟେରା ଜଣକ ଏମିତି ଡରିଗଲେ ଯେ, ଭୁଲି ଗଲେ ଏଟିଏମ୍‌ର ଦରୱାଜା କେମିତି ଖୋଲାଯାଏ। ଲୁଟେରା ଜଣକ ବାରମ୍ବାର ଏଟିଏମ ଡୋର ଖୋଲୁଛନ୍ତି ଆଉ ବିଫଳ ହେଉଛନ୍ତି-ଏମିତି ଏକ ମଜାଦାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଚୀନରର ଶୋହୋଙ୍ଗ ସହରର ଘଟଣା। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଲୁଟେରା […]

two sist in laws
ଝାଡ଼ଖଣ୍ଡର ହଟ୍‌ ସିଟ୍‌-ସାନକୁ ମାତ୍‌ ଦେବେ ବଡ ଯା’ !

ରାଞ୍ଚି:  ନିର୍ବାଚନ କମିଶନଙ୍କ ତରଫରୁ ଯଦିଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ ତେବେ ଝାଡ଼ଖଣ୍ଡ ବିଧାନସସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।  ରାଜ୍ୟବାସୀ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି।ଜନାଦେଶକୁ ବିଜେପି ସ୍ୱାଗତ କରିଛି। ତେବେ ଏହି ନିର୍ବାଚନରେ ସମସ୍ତଙ୍କର ନଜର ଅଟକିଛି  ଝରିଆ ବିଧାନସଭା ଆସନରେ। କାରଣ ଏହି ଆସନରେ ଲଢୁଛନ୍ତି ଦୁଇ ଯାଆ। ଭୋଟ ଗଣତି ବେଳେ ଝରିଆ ଆସନକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି। କାରଣ ଏହି ଆସନରେ ବିଜେପିରୁ ସାନ […]

amitabh
ଆରାଧ୍ୟାଙ୍କ କୁନିଓଠରେ ଓଜସ୍ୱିନୀ ଭାଷଣ ଶୁଣି ଏମିତି କହିଲେ ଜେଜେବାପା

ନୂଆଦିଲ୍ଲୀ: ‘ସେ ଥିଲା ସବୁଠାରୁ ଗର୍ବିତ ସମୟ..ସ୍ୱର..ମୋ ନିଜର କୁନି ଆରାଧ୍ୟାର.. ’ ନାତୁଣୀ ଆରାଧ୍ୟାର ଏକ ଭିଡିଓ ପୋଷ୍ଟ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ପ୍ରାଉଡ୍‌ ଗ୍ରାଣ୍ଡଫାଦର ଅମିତାଭ ବଚ୍ଚନ। ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ ଅବସରରେ ସୁଟ୍‌ କରାଯାଇଥିଲା ଏହି ଭିଡିଓ। ଭିଡିଓରେ ଅଭିଷେକ-ଐଶ୍ୱର୍ଯ୍ୟା ତନୟା ଆରାଧ୍ୟା ନାରୀ ସଶକ୍ତୀକରଣ ଉପରେ ଏକ ଦମ୍‌ଦାର ଭାଷଣ ଦେଉଥିଲେ। the proudest moment and voice .. of the girl child .. of […]

potato
ଅନେକ ଗୁଣରେ ଭରପୂର ଆଳୁ-ମାରାତ୍ମକ ରୋଗରୁ ବି ମୁକ୍ତି ଦେଇପାରେ !

ନୂଆଦିଲ୍ଲୀ:ଆଳୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ। ଯେମିତି ଆଳୁ ଖାଇଲେ ସୁଗର ବଢିଯାଏ, ମୋଟାପା ବଢିଯାଏ ଇତ୍ୟାଦି। ହେଲେ ଏକଥା ସତ ଯେ, ତରକାରୀରେ ଆଳୁ ନ ଥିଲେ ତରକାରୀର ସ୍ୱାଦ ଆସେନି। ଆଳୁ କମ୍‌ ପଇସାରେ ମିଳିଯାଏ। ଯେ କୌଣସି ପରିବା ସହ ଏହାକୁ ମିଶାଇ ତରକାରୀ କରିହୁଏ। ହେଲେ ଏହାର ଆଉ ଏକ ବିଶେଷ ଗୁଣ ରହିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଳୁ ଅନେକ ଗୁଣର ଭଣ୍ଡାର। ଏଥିରେ […]

broadband
250Mbps ସ୍ପିଡ୍‌ର ବ୍ରଡବ୍ୟାଣ୍ଡ ସେବା ଖୋଜୁଛନ୍ତି ? ଜାଣନ୍ତୁ କିଏ ଦେଉଛି ବେଷ୍ଟ ଅଫର

ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟର ସହ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରତିଯୋଗିତା ବେଶ ବଢି ଯାଇଛି। ରିଲାଏନ୍ସ ଜିଓ ଫାଇବର ଆସିବା ପରେ ଏହି ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ପ୍ରତ୍ୟେକ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ତେବେ ଫାଇବର ସର୍ଭିସ ନେବାବେଳେ ୟୁଜର୍ସ ସବୁବେଳେ ପ୍ରାଥମିକତା ଦେଇଥାନ୍ତି ସ୍ପିଡ୍‌କୁ । ଯେଉଁ ଅଫରରେ ବେଷ୍ଟ ସ୍ପିଡ୍‌ ୟୁଜର୍ସ ସେହି ସର୍ଭିସକୁ ହିଁ ବେଶି ପସନ୍ଦ କରିଥାନ୍ତି। ଏବେ ମାର୍କେଟରେ ଅନକ ପ୍ଲାନ୍‌ […]

jmm
ଝାଡ଼ଖଣ୍ଡ ଫଳାଫଳ: କ’ଣ ହେବ ରଘୁବର ଦାସ, ହେମନ୍ତ ସୋରେନଙ୍କ ସ୍ଥିତି ?

ରାଞ୍ଚି:ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମତଦାନର ପ୍ରାରମ୍ଭିକ ଗଣନା ପରେ ଜଣାଯାଇଛି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ। ତେବେ ପ୍ରାଥମିକ ଗଣନାରୁ ଜଣାଯାଇଛି ମୋଟ ୮୧ଟି ଆସନରୁ ବିଜେପି ୨୭ଟି ଆସନରେ ଆଗୁଆ ଥିବାବେଳେ ଜେଏମଏମ  ୨୫, ଏହାର ସହଯୋଗୀ ଆଇଏନଏସ ମିଶି ୧୩ଟି ଆସନରେ ଆଗରେ ରହଛି। ତେବେ  ଅପରାହ୍ନ ୧ଟା ସୁଦ୍ଧା ଫଳାଫଳ ଜଣାପଡ଼ିବ […]

sri-1
ଶ୍ରୀମନ୍ଦିର ଭିତରେ ବେଫିକର ମୋବାଇଲ୍‌ରେ ଗପୁଛନ୍ତି ଯୁବକ, ଫଟୋ ଭାଇରାଲ

ପୁରୀ; ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଛିଡ଼ା ହୋଇ ଫୋନ୍‌ରେ ବେଫିକର କଥା ହେଉଛନ୍ତି ଜଣେ ଯୁବକ । ଘଟଣା ସମୟର ଫଟୋ ଭାଇରାଲ୍ ହୋଇଛି। ସୁରକ୍ଷାକର୍ମୀ ମୁତୟନ ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ କିପରି ଗଲା ମୋବାଇଲ୍‌ ?  କିପରି ଦେଖି ପାରିଲେନି ସୁରକ୍ଷାକର୍ମୀ ? ଏପରି ଅନେକ ପ୍ରଶ୍ନ ଉଠିଛି ଭକ୍ତଙ୍କ ମନରେ। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯିବା ଏହା ପ୍ରଥମ ଘଟଣା ନୁହେଁ।  ଗତ କିଛି […]

khordha
ବର୍ବରତା ! ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ, ପରିସ୍ରା ପିଆଇଲେ

ଖୋର୍ଦ୍ଧା: ସୀମା ଟପିଗଲା ବର୍ବରତା। ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଦୟ ଭାବେ ପିଟିଲେ। ଲାତ, ଗୋଇଠା, ମୁଥ ସାଙ୍ଗକୁ ଠେଙ୍ଗାରେ ମାରିଲେ।  ଏହି ଦୃଶ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବୋଲି ଜଣା ପଡ଼ିଛି।  ଭିଡିଓଟିରେ ଯେପରି ଅମାନୁଷିକ ଭବେ ଯୁବକଙ୍କୁ ପିଟୁଛନ୍ତି ଦେଖିଲେ ଯେ କୌଣସି ଲୋକ ବିଚଳିତ ହୋଇଯିବ। ଜଣେ ଯୁବକଙ୍କୁ ଗଛରେ ବାନ୍ଧି ଥରେ ନୁହେଁ କି ଦୁଇ ଥର ନୁହେଁ, ଏକାଧିକ ଥର ଓ […]

caa-1
ସିଏଏ ବିରୋଧୀ ଆନ୍ଦୋଳନ; ମଇଁଷି ରଖି ରାଜରାସ୍ତା ବନ୍ଦ କଲେ ଆନ୍ଦୋଳନକାରୀ

ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ […]

sashi
ଭାରତ ମାନଚିତ୍ରରୁ POKକୁ ହଟାଇ ଟ୍ରୋଲ ହେଲେ ଶଶି ଥରୁର୍‌

ଥିରୁଅନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। ଶଶି କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ପାକ୍‌ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ ବୋଲି ଦର୍ଶାଯାଇ ନ ଥିଲା। ଏହି ଟ୍ୱିଟ୍‌ ପରେ ଶ଼ଶିଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଏ ନେଇ ତାଙ୍କୁ ଘେରିବାର ସୁଯୋଗକୁ […]