ନୂଆଦଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ଆଜି ରାହୁଲ ଗାନ୍ଧି ବିଜେପି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କର ’ରେପ ଇନ ଇଣ୍ଡିଆ’ ବୟାନକୁ ନେଇ ବିଜେପି କ୍ଷମାପ୍ରାର୍ଥନା ଦାବି କରିଥିଲାବେଳେ ଆଜି ରାହୁଲ୍ କହିଥିଲେ ‘ମୁଁ ରାହୁଲ ସବରକର ନୁହେଁ, ରାହୁଲ୍ ଗାନ୍ଧୀ। କ୍ଷମାମାଗିବି ନାହିଁ’। ରାହୁଲଙ୍କ ଏହି ବୟାନ ଉପରେ ମତ ରଖିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ କରି ରାହୁଲଙ୍କ ସର୍ନେମ ଉଧାରର ବୋଲି କହିଛନ୍ତି। ଗିରିରାଜ […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସନ୍ତା ଫେବୃଆରୀ ୧ରେ ଉପସ୍ଥାପନ କରିବେ। ଫେବୃଆରୀ ୧ ଶନିବାର ପଡ଼ୁଥିଲେ ହେଁ ସେଦିନ ସଂସଦ ଖୋଲା ଯିବ ଓ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ସେହିପରି ବଜେଟ ପୂର୍ବରୁ ଜାନୁଆରୀ ୩୧ରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ୨୦୧୫-୧୬ ଆର୍ଥିକ ବର୍ଷ ପରି ଏଥିର ମଧ୍ୟ ବଜେଟ ଶନିବାର ଉପସ୍ଥାନ ହେବ। ଶୁକ୍ରବାର […]
ନୂଆଦିଲ୍ଲୀ: ଅଣମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆପଣାଇଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ। ସିଏଏ ସମ୍ବିଧାନର ବିରୋଧାଚରଣ କରୁଥିବା ବେଳେ ଧର୍ମକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଛି। ମୁସଲିମମାନଙ୍କୁ ରାଷ୍ଟ୍ରହୀନ କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପିର ଏହା ଏକ ଚକ୍ରାନ୍ତ ବୋଲି ଓୱେସୀ କହିଛନ୍ତି। ସୋମବାର ଲୋକସଭାରେ ସିଏଏ ଉପରେ ମତ ରଖି ଓୱେସୀ ଏହାକୁ ଜୋରଦାର […]
ଭୁବନେଶ୍ୱର: ପିଆଜ ଦର ହୁ ହୁ ହୋଇ ବଢୁଛି। ତେଣୁ ରୋଷେଇ ଘରର ମହକ ବଢାଇବାକୁ ହେଲେ ଆମକୁ ବିନା ପିଆଜରେ ହିଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ବିନା ପିଆଜର ଏକ Recipe ବିଷୟରେ କହିବୁ। Street Food କାହାକୁ ବା ଭଲ ଲଗେନି ? ହେଲେ ବିନା ପିଆଜରେ ଏହି ଷ୍ଟ୍ରିଟ ଖାଦ୍ୟର ତ ସ୍ୱାଦ ନ ଥାଏ। ତା’ଛଡ଼ା ଷ୍ଟ୍ରିଟ ଫୁଡ୍ କେତେ ସ୍ୱାସ୍ଥ୍ୟପ୍ରଦ ତାହା ସମସ୍ତେ ଜାଣନ୍ତି। ତେଣୁ […]
ଭୁବନେଶ୍ୱର: ଶରୀରର ଫିଟ୍ନେସ ପାଇଁ ସମସ୍ତେ ଚିନ୍ତିତ। ବିଶେଷକରି ମୋଟା ହୋଇଗଲେ, ଓଜନ ବଢଗଲେ.. କଥା ସରିଲା। ଆଖିରୁ ନିଦ ହଜିଯାଏ। ତେବେ ମୋଟା ହେଉଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର। ଘରୋଇ ଉପାୟରେ ଆପଣ ମୋଟାପା କମାଇପାରିବେ। ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ ।ଖାଲି ସ୍ୱାଦିଷ୍ଟ ନୁହେଁ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ ।
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଜି ଅୟୋଜିତ ହୋଇଛି ‘ଭାରତ ବଞ୍ଚାଅ ରାଲି’। ଦିଲ୍ଲୀ ରାମଲୀଳା ମଇଦାନରୁ ଆରମ୍ଭ ହୋଇଥିବା ଏହି ରାଲିରେ ମୋଦି ସରକାର ବିରୋଧରେ ବର୍ଷିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମହିଳାଙ୍କ ବିରୋଧରେ ବଢ଼ୁଥିବା ଅତ୍ୟାଚାର, ଚାଷୀଙ୍କ ସମସ୍ୟାକୁ ନେଇ ସରକାରକୁ ସମାଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦି […]
ନୂଆଦିଲ୍ଲୀ: IPhone ମହଙ୍ଗା , ଏକଥା ସମସ୍ତେ ଜାଣନ୍ତି । ହେଲେIPhone ର ଦାମ ୯୧ ଲକ୍ଷ ଟଙ୍କା ! ଏମିତି ଏକ IPhone ମାର୍କେଟକୁ ଆସିଛି ଯାହାର ଦାମ୍ ୯୧ ଲକ୍ଷ ଟଙ୍କା। କମ୍ପାନୀ ଏହି ଫୋନରେ ଅନେକ ସ୍ପେଶାଲ ଫିଚର ସବୁ ରଖିଛି ଯାହାକି ଅନ୍ୟ ମୋବାଇଲଠାରୁ ଏହାକୁ ସ୍ୱତନ୍ତ୍ର କରିଛି। ତା’ଛଡା IPhoneର ଲକ୍ଜୁରୀ ମେକ୍ଅପର ଟ୍ରେଣ୍ଡ ଦିନକୁ ଦିନ ବଢୁଛି। ଏ ଦିଗରେ ଋଷିଆ ଡିଜାଇନର କମ୍ପାନୀ କେଭିଅର ସବୁଠାରୁ ଆଗରେ। […]
ନଏଡ଼ା: ଆର୍ଥିକ ଅନଟନର ପୁଣି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଆର୍ଥିକ ସ୍ଥିତି ସହ ଲଢି ଲଢି ହ ରି ନ ପାରି ସ୍ୱାମୀ ମେଟ୍ରୋ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଲେ। ଏହି ଖବର ପାଇ ଭାଙ୍ଗି ପଡ଼ିଲେ ପତ୍ନୀ। ଦାରିଦ୍ର୍ୟଠାରୁ ବି ଅସହ୍ୟ ଥିଲା ସ୍ୱାମୀଙ୍କ ବିଚ୍ଛେଦ। ଝିଅକୁ ଫାଶୀ ଲଗାଇ ଦେବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିନେଲେ। ଏପରି ଘଟଣା ଘଟିଛି ନଏଡାର ସେକ୍ଟର-୧୨୮ ସ୍ଥିତ ଜେପି ପଭେଲିୟନ କୋର୍ଟରେ। ୩୩ […]
ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରୁ ଜଣେ। ଏପରିକି ସେ ଇଂଲଣ୍ଡର ରାଣୀ ଏଲିଜାବେଥ-୨ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇବାଙ୍କା ଟ୍ରମ୍ପ୍ଙ୍କଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ। ଦୁନିଆର ସବୁଠାରୁ ବେଶି ପ୍ରସାରିତ ପତ୍ରିକା ‘ଫୋର୍ବସ’ ରେ ପ୍ରକାଶ ପାଇଛି ଏହି ରିପୋଟ। ଫୋର୍ବସ ପକ୍ଷରୁ ବିଶ୍ୱର ୧୦୦ କ୍ଷମତାଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ୩୪ ନମ୍ବରରେ ଅଛନ୍ତି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ତାଲିକାରେ […]
ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା […]
ବାଲେଶ୍ୱର:ଏବେ ପର୍ଯ୍ୟଟନର ଋତୁ। ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ । ଆଉ ଏଇ ମୌକାରେ ଦଲାଲମାନେ ଖୋଲାଖୋଲି ଚଲାଇଛନ୍ତି ଦେହ ବେପାର। ବଙ୍ଗୀୟ ଲଳନାମାନଙ୍କୁ ଆଣି ହୋଟେଲ ଓ ଗେଷ୍ଟ ହାଉସମାନଙ୍କରେ ବେଫିକର ଭାବେ ଏହି କାରବାର କରୁଛନ୍ତି। ନା ଅଛି କାହାକୁ ଡର ନା ଭୟ। ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ ଅଞ୍ଚଳରେ। ପର୍ଯ୍ୟଟନ ଋତୁରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ହେଲେ ଏହି […]
ବେଜିଂ-ଚୀନରର ଦାଦୁକ୍ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି ଯାହାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହାର ଏକ ଭିଡଓ ସୋଶାଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି। ଜଣେ ମହିଳା ତାଙ୍କ ପୁଅ ସହ ରାସ୍ତା ପାର୍ ହେଉଥିଲେ। ହଠାତ୍ ଏକ କାର ଆସି ତାଙ୍କ ଉପରେ ଚଢି ଯାଇଥିଲା। ମହିଳାଙ୍କ ସହ ତାଙ୍କ କୁନି ପୁଅ ତଳେ ପଡ଼ିଗଲେ। ହେଲେ ତା’ପରର ଦୃଶ୍ୟ ଥିଲା ସବୁଠାରୁ ବେଶୀ ହୃଦୟସ୍ପର୍ଶୀ। ଛୋଟ ପୁଅଟି ଉଠିଲା […]
ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଧ୍ୟ ହୋଇ ୧୨ଟା ଯାଏ ସଂସଦକୁ ମୁଲତବୀ କରିଥିଲେ। ପରେ ଅନିଶ୍ଚିତ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଆଜି ସଂସଦ ଆରମ୍ଭ ମାତ୍ରେ ଶାସକ ଦଳର ମହିଳା ସାଂସଦମାନେ ନିକଟରେ କଂଗ୍ରେସ ସାଂସଦ ରାହୁଲ […]
ନୂଆଦିଲ୍ଲୀ:ସୁସ୍ଥ ରହିବାର ଟିପ୍ସ ଦେଲେ ଭାରତୀୟ ଜନତା ପାର୍ଟି ସାଂସଦ । ଔଷଧ ନୁହେଁ, ଭାଷା ବଦଳାଇଲେ ଭଲ ହୋଇଯିବ ରୋଗ। କଥାଟା ତ ନିଶ୍ଚୟ ଅବିଶ୍ୱସନୀୟ। ହେଲେ ଏକଥା ସଂସଦରେ କହିଛନ୍ତି ମଧ୍ୟପ୍ରଦେଶର ବିଜେପିର ସାଂସଦ ଗଣେଶ ସିଂ। ସେ କହିଛନ୍ତି, ଆଜିକାଲି ଡାଇବେଟିସ ଏବଂ କୋଲେଷ୍ଟ୍ରଲ ଏକ ସାଧାରଣ ରୋଗରେ ପରିଣତ ହଇଗଲାଣି। ଡାଇବେଟିସ ଏବଂ କୋଲେଷ୍ଟ୍ରଲର ନିରାକରଣ ପାଇଁ ଲୋକେ ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି। ହେଲେ ଏହି ରୋଗକୁ ନିୟନ୍ତ୍ରଣ କରିବାର […]
କଟକ:ପାଖେଇ ଆସୁଛି ଡିସେମ୍ବର ୨୨। ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଓ୍ୱାନ୍ ଡେ ମ୍ୟାଚ୍। ସେଥିପାଇଁ ପ୍ରସ୍ତୁତ ହେଉଛି ଷ୍ଟାଡିୟମ। ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପିଚ ଓ ଆଉଟ ଫିଲ୍ଡ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ସବୁଥର ଭଳି ଏଥର ବି ବାରବାଟୀ ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ସୁହାଇବ ବୋଲି କ୍ୟୁରେଟରଙ୍କ ମତ ଦେଇଛନ୍ତି। ସେପଟେ ବାରବାଟୀର ଶୋଭାବର୍ଦ୍ଧନ କରୁଥିବା କ୍ଲକ ଟାଓ୍ୱାର ଏଥର ଝଲସିବ ନୂଆ ରୂପରେ। ଘଣ୍ଟାରେ ଲେଖାଯିବ ରୋମାନ ଅକ୍ଷର। […]
ଜୟପୁର: ସେ ଦୁହେଁ ଅକ୍ଷମ କିନ୍ତୁ ସକ୍ଷମଙ୍କଠାରୁ କାହିଁ କେତେ ଗୁଣରେ ପାରଙ୍ଗମ। ଅନ୍ୟମାନଙ୍କ ପରି ସେମାନେ ବି ରୋଜଗାର କରୁଛନ୍ତି, ପରିବାରର ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କ ପରିପୂର୍ଣ୍ଣ ପରିବାରରେ ଭରି ରହିଛି ସୁଖ, ଶାନ୍ତି ଓ ଭଲପାଇବା। ନିଜ ଅକ୍ଷମତା ପାଇଁ ସେମାନଙ୍କ ମନରେ ଅଭିଯୋଗ ନାହିଁ କି ନାହିଁ ଅଭିମାନ। ଏହି ଦମ୍ପତ୍ତି ହେଉଛନ୍ତି ଭିନ୍ନକ୍ଷମ ଗିରିଶ ଓ ସିଲି । ରହୁଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରରେ। ଭୁବନେଶ୍ୱର ବାଲିଅନ୍ତାର ଗିରିଶ ସାହୁ। […]
ନୂଆଦିଲ୍ଲୀ:ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାସ ହେବା ପରେ ବୁଧବାର ରାଜ୍ୟ ସଭାରେ ଆଗତ କରାଯାଇଛି। ଏହି ବିଲ୍କୁ ନେଇ ବିରୋଧାଭାବ ପ୍ରକାଶ ପାଉଥିବାବେଳେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଉପରେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁସ୍ଲମାନମାନେ ଏଠିକାର ନାଗରିକ ଥିଲେ ଏବଂ ରହିବେ। ସେମାନଙ୍କୁ ଏଠାରୁ କେହି ବାହାର କରିପାରିବେ ନାହିଁ। ବୁଧବାର ରାଜ୍ୟସଭାରେ ଏହି ବିଲ୍କୁ ନେଇ ଆଲୋଚନା ଜାରି ରହିଛି। ତେବେ ରାଜ୍ୟସଭାର ଗଣିତକୁ ଦେଖିଲେ ବିଲ୍ ସପକ୍ଷରେ […]
ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। Tips to Prepare Paneer Masala(ପନିର ମସାଲା) Recipe Without Onion ବିନା ପିଆଜ, ରସୁଣରେ ପ୍ରସ୍ତୁତ କରିବା ପନିର ମସାଲା। ଖୁବ କମ୍ ସମୟରେ ଏବଂ […]
ନୂଆଦିଲ୍ଲୀ: ଇଣ୍ଡିଆନ-ଆମେରିକାନ ଅର୍ଥନୀତିଜ୍ଞ ଅଭିଜିତ୍ ବିୟକ ବାନାର୍ଜୀ ଅର୍ଥନୀତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ନୋବେଲ୍ ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱିଡେନରେ ଏହି ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ତାଙ୍କ ସହ ଥିଲା ତାଙ୍କର ପତ୍ନୀ ଏସ୍ଥର ଡଫ୍ଲୋ ଏବଂ ସହକର୍ମୀ ମାଇକେଲ କ୍ରେମର୍। ତିନିଜଣ “experimental approach to alleviating global poverty” ଉପରେ ଗବେଷଣା କରିଥିଲେ ଯେଉଁଥିପାଇଁ ତିନିଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି ଏତେ ବଡ଼ […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍ ବର୍ଷର ସବୁଠାରୁ ଅଧିକ ଲାଇକ୍ ପାଇଥିବା ଏବଂ ଅଧିକ ରିଟ୍ୱିଟ୍ ପାଇଥିବା ଟ୍ୱିଟ୍ର ମାନ୍ୟତା ପାଇଛି। ଟ୍ୱିଟର ୨୦୧୯ ମସିହାର ‘ଗୋଲ୍ଡେନ୍ ଟ୍ୱିଟ୍’ କହୁଥିବା ମୋଦିଙ୍କ ଟ୍ୱିଟ୍ ୨୦୧୯ ମସିହା ମେ’ ୨୩ରେ ପୋଷ୍ଟ ହୋଇଥିଲା। ଏଥିରେ ଲେଖାଥିଲା, “ସବ୍କା ସାଥ + ସବ୍କା ବିକାଶ + ସବ୍କା ବିଶ୍ୱାସ= […]
ଇସଲାମାବାଦ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ଭାରତ ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଭାରତର ଲୋକସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏଭଳି ବିଲ୍ […]