ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧୨ଟା୧୦ରେ ଏହା ପୂର୍ଣ୍ଣଗ୍ରାସ ହେବ। ୩ଟା ୪ ମିନିଟ୍ରେ ଏହା ଶେଷ ହେବ। ବର୍ଷର ଏହି ପ୍ରଥମ ସୂର୍ଯ୍ୟପରାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଆଜିର ଏହି ପରାଗ ପରେ ୨୦୩୯ରେ ପୁଣି ଏମିତି ଏକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଜୁନ୍ ୨୧ ତାରିଖ ବର୍ଷର ସବୁଠାରୁ ବଡ଼ ଦିନ। ଏହିଦିନ ପୃଥିବୀ ସୂର୍ଯ୍ୟଙ୍କ ପରିକ୍ରମା କରୁକରୁ ସୂର୍ଯ୍ୟଙ୍କ ଆଡକୁ ଅଧିକ […]
ସବୁଆଡ଼େ କରୋନା ଭୟ। କେଉଁଠି ଲକ୍ଡାଉନ୍ ତ କେଉଁଠି ସଟ୍ଡାଉନ୍। ତା ଭିତରେ କରୋନା ତା’ର ଏତେ ପ୍ରକୋପ ଦେଖାଇ ପାରି ନ ଥିଲା। ହେଲେ ଏବେ ଲକ୍ଡାଉନ୍ କଟକଣା କୋହଳ ହେବା ପରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ହୁ ହୁ ହୋଇ ବଢିଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଏପଟେ ନା ବାହାରି ପାରିଛି ଔଷଧ ନା ଭାକ୍ସିନ। ତେଣୁ ଏପରି ପରିସ୍ଥିତିରେ ଆଗକୁ ଆହୁରି ସଙ୍କଟର ସମୟ ଆସୁଛି। ଏଥିପାଇଁ ଆମକୁ ଅଧିକ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ମନ୍ଦିର ପୁନରୁଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର […]
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଏଇ ଅଧିକାରୀ ଜଣକ ହେଉଛନ୍ତି ବୈଲୋଚନ ପୁହାଣ। ଭଦ୍ରକ ସହରରେ ଥିବା ତାଙ୍କର ଘର, ବଣିଆ ସ୍ଥିତ ପୈତୃକ ଘର, ଚରମ୍ପା ସ୍ଥିତ ଶ୍ୱଶୁର ଘର ଓ ଅଫିସ ସହ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ […]
ନୂଆଦିଲ୍ଲୀ: ଏଣିକି ମାର୍କଟରେ ଉପଲବ୍ଧ ହେବ ରେମଡେସିଭିର ଔଷଧ। ଚଳିତମାସ ଶେଷ ସୁଦ୍ଧା ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ମହାମାରୀ କରୋନାକୁ କିଛି ମାତ୍ରାରେ ମାତ ଦେଇ ପାରୁଥିବା ଏହି ଆଣ୍ଟି ଭାଇରାଲ ଔଷଧର ଉପଲବ୍ଧି କଥା ଜାଣିବା ପରେ ଆଶ୍ୱସ୍ତି ମିଳିଛି। ତେବେ ଏହି ଔଷଧ କେବଳ ଜରୁରୀ ସ୍ଥିତିରେ କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଦିଆଯାଇ ପାରିବ । କିଛି ଦିନ ତଳେ ସର୍ତ୍ତମୂଳକ […]
ନୈନିତାଲ୍:‘ଚୀନ୍ ଉପରେ କେବେ ବି ବିଶ୍ୱାସ କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ। ବନ୍ଧୁତା ପାଇଁ ଆଗକୁ ହାତ ବଢାଇବା ଆଉ ପଛପଟୁ ଛୁରା ବି ଭୂଷିବ। ଏମିତି ପୂର୍ବରୁ ବି ହୋଇସାରିଛି। ଏବେ ମାମଲା ଆଲୋଚନା ମାଧ୍ୟମରେ ଯଦି ତୁଟୁନି ତେବେ ଭାରତକୁ କଠୋର ପଦକ୍ଷେପ ନେବାକୁ ପଡିବା‘ ଇଣ୍ଡୋ-ଚୀନ ସୀମାନ୍ତରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଶୋକ ପ୍ରକାଶ କରିବା ସହ ନିଜର ଅନୁଭୂତି ବଖାଣିଛନ୍ତି […]
ନୂଆଦିଲ୍ଲୀ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି। ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି କରିବା ଆମର ମୂଳ ଲକ୍ଷ୍ୟ। କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ। ଆଲୁମିନିୟମ, ସାର, […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ଆଜି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି । ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ଏଥି ସହିତ, ଅନେକ ଲୋକ ନିଜର ଖୋଲାମତ ଦେବାକୁ ଆଗେଇ ଆସିଛନ୍ତି । କିଛି ଲୋକ ସେମାନଙ୍କ ଉଦାସୀନତାକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି। ଏପରି ସମୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରବିନା ଆମିନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସଲ୍ମାନ ଖାନଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଆଙ୍କ ମୃତ୍ୟୁ […]