• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

surya parag
ଏଇ ମାସରେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ନୁଆଦିଲ୍ଲୀ: ଜୁନ୍‌ ୨୧ ତାରିଖରେ ପଡିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟର ପରି ଦୃଶ୍ୟ ହେବ। ଏହି ସୂର୍ଯ୍ୟପରାଗ ଯୋଗୁଁ ଦିନ ବି ରାତି ପରି ଲାଗିବ। ସୂର୍ଯ୍ୟପରାଗ ୨୧ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯ୍ୟନ୍ତ ରହିବ। ପୂର୍ଣ୍ଣ ସୂର୍ଯ୍ୟପରାଗ ସକାଳ ୧୦ଟା ୧୭ ମିନିଟରେ ଲାଗିବ। ତେବେ ଭାରତରେ ଏହା ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ଭାବେ ପରିଲକ୍ଷିତ ହେବ। ସୁଚନା ଅନୁଯାୟୀ, ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର […]

bundi 1
ପ୍ରଭୁ ହନୁମାନଙ୍କ ନିକଟରେ ବୁନ୍ଦି ଭୋଗ ଲଗାନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୭ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

32323
ଆଇପିଏଲ୍‌ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । କିନ୍ତୁ ଷ୍ଟାଡିୟମରେ ବସି ଦର୍ଶକ ମ୍ୟାଚର ମଜା ଉଠାଇ ପାରିବେନି। ଅର୍ଥାତ ବିନା ଦର୍ଶକରେ IPL ଆୟୋଜନ ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, ଫ୍ରାଞ୍ଚାଇଜି, ପ୍ରାୟୋଜକ, ପ୍ରସାରଣକାରୀ ସଂସ୍ଥା […]

434343
ଅଣସରରେ ଚାଲିଛି ମହାପ୍ରଭୁଙ୍କ ଔଷଧୀୟ ଉପଚାର

ପୁରୀ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ ।ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିଲା। ଏହାପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ପ୍ରଭୁ। ମହାପ୍ରଭୁଙ୍କୁ ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ ଅଣସରରେ ସୁଦ୍ଧସୁଆରମାନେ ପ୍ରସ୍ତୁତ କରିଥିବା […]

nit
ଦେଶର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଲା ରାଉରକେଲା NIT

ନୂଆଦିଲ୍ଲୀ:ଦେଶର ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶାରୁ ତିନିଟି ପ୍ରତିଷ୍ଠିତ ପ୍ରତିଷ୍ଠାନ ନିଜ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି ।  ତା ମଧ୍ୟରୁ ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ ରହିଛି।  ଏ ନେଇ କେନ୍ଦ୍ର ସରକାରଙ୍କ National Institutional Ranking Framework(NIRF) ଏକ ରିପୋର୍ଟ ଗୁରୁବାର ପ୍ରକାଶ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ଗୁରୁବାର NIRF-୨୦୨୦ର ରାଙ୍କିଂ ତାଲିକା ପ୍ରକାଶ କରିଛନ୍ତି।  NIT ରାଉରକେଲାରକୁ ବାଦ ଦେଲେ ଶିକ୍ଷା ଓ ଅନୁସନ୍ଧାନ […]

border
ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କୀ

ଶ୍ରୀନଗର: କାଶ୍ମୀରରେ ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କବାଦୀ।  ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ୨ ଆତଙ୍କୀ। ଘଟଣାସ୍ଥଳରେ ଗୋଟିଏ ପିସ୍ତଲ, ସିକ୍ସ ମାଗାଜିନ୍ ଏକେ ରାଇଫଲ ଏବଂ ଅନ୍ୟ ମାରଣାସ୍ତ୍ର ଛାଡି ଯାଇଛନ୍ତି। ଏହି ମାରଣାସ୍ତ୍ର ଉଦ୍ଧାର କରି ଅପରେସନ ଜାରି ରଖିଛି କାଶ୍ମୀର ପୋଲିସ । ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା […]

bhubaneswar corona update
ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୨ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ।  ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଅନ୍ୟ ଜଣେ ନୟାପଲ୍ଲୀ ଶ୍ରୀରାମ ବିହାର ଆପର୍ଟମେଣ୍ଟର ବୋଲି ଭୁବନେଶ୍ୱର ମହାନଗର ନିଗମ  ସୂଚନା ଦେଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର […]

high-court
ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ

କଟକ: ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆଜି ନିରାଡମ୍ବର ଭାବେ  କନଫରେନ୍ସ ହଲରେ ସାବିତ୍ରୀ ରଥଙ୍କୁ ଶପଥ  ପାଠ କରାଇଲେ ମୁଖ୍ୟ ବିଚାରପତି। ଏହା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଖ୍ୟା ୧୬ ହେଲା। କରୋନା ପାଇଁ ନିରାଡମ୍ବର ଭାବେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ସୂଚନାଥାଉ କି, ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଥିଲେ। ତାଙ୍କ ନିଯୁକ୍ତିକୁ ସୁପ୍ରିମ୍‌କୋର୍ଟ କଲେଜିଅମ ମିଟିଂରେ ମଞ୍ଜୁରୀ ମିଳିଥିବାବେଳେ […]

dog-1
ପୁଣି ବର୍ବରତା ! କୁକୁର ମୁହଁରେ ୭ ଦିନ ଧରି ବନ୍ଧା ହୋଇଥିଲା ପଟି, ଆଉ ତା’ ପରେ..

ଥିରୁଅନନ୍ତପୁରମ୍‌:  କେରଳରେ ପୁଣି ଅମାନବୀୟ ଘଟଣା ! ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି, ପୁଣି ନିରୀହ ଜୀବଙ୍କ ପ୍ରତି ମଣିଷର ବର୍ବର ଆଚରଣ ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି, ଗୋଟିଏ କୁକୁର ମୁହଁକୁ ଖୁବ୍‌ ଟାଇଟ୍ କରି ବନ୍ଧା ଯାଇଛି ଯେ  ମୁହଁରେ ଘା’ ହୋଇଯାଇଛି। ପ୍ରାୟ ୭ ଦିନ ଧରି ମୁହଁର ପଟକୁ ନେଇ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାକୁ ଉଦ୍ଧାର କରାଯାଇ ନାହିଁ। […]