• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

hirakud
ଆଜି ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ

ହୀରାକୁଦ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡର ଗେଟ୍‌।  ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଗେଟ୍‌ ଖୋଲିବ ବୋଲି ସୂଚନା ଦିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଚାଲଛି। ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୧୬ ଫୁଟ ଜଳ ରହିଛି। ତେଣୁ ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ […]

hospital-1
ବିପଦରେ କରୋନା ଯୋଦ୍ଧା; DMET ଜାରି କଲା ମାର୍ଗଦର୍ଶିକା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ କରୋନା ବିପଦ ! ହସ୍ପିଟାଲ ଜରିଆରେ ସଂକ୍ରମଣର ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା। ଏହି ଦୁଇଟି ଘଟଣା ଏବେ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମହାମାରୀ କରୋନା ମୁକାବିଲାର ଆଗ ଧାଡ଼ିର ଯୋଦ୍ଧା ଅନେକ ଡାକ୍ତର, ନର୍ସ ନିଜ କୋଭିଡ୍‌ରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଡାକ୍ତରଖାନାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବା ନିହାତି ଭାବେ ଗମ୍ଭୀର ବିଷୟ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ […]

coronavirus
ବିଶ୍ୱରେ ୨୪ ଘଣ୍ଟାରେ ୫ ହଜାର ଜୀବନ ନେଲା କରୋନା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି। ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନାରେ ୫ ହଜାରରୁ ଅଧିକ ଜଣକ ଜୀବନ ଯାଇଛି । ସେହିପରି ବିଶ୍ୱରେ ଗୋଟିଏ ଦିନରେ ଲକ୍ଷେ ୭୯ ହଜାର ୭୭୭ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ବିଶ୍ୱରେ ମୃତକଙ୍କ ସଂଖ୍ୟା ୪ […]

ganesh
ପ୍ରଭୁ ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୬ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

ABDURE
ପାରୋଲରେ ଆସିଲେ ସନ୍ଦିଗ୍ଧ ଆତଙ୍କବାଦୀ ଅବ୍‌ଦୁର୍‌

କଟକ: ଆତଙ୍କବାଦୀ ସନ୍ଦହେରେ ଗିରଫ ହୋଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଅବଦୁର ରେହମାନ ପାରୋଲରେ ଜେଲ୍‌ରୁ ବାହାରିଛନ୍ତି। ଚାରି ଘଣ୍ଟା ପାଇଁ ଅବଦୁରକୁ ଜେଲ ବାହାରକୁ ଛଡ଼ା ଯାଇଛି।  ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଥିବା ଜଣାଯାଇଛି । ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ ପାରୋଲ ପାଇଁ ଅନୁମତି ମିଳିଛି। ଦିଲ୍ଲୀ କୋର୍ଟଙ୍କ ଅନୁମତି ମିଳିବା ପରେ ଜଗତପୁର ପୁଲିସ୍  ଅବଦୁରଙ୍କୁ ଚୌଦ୍ୱାର ଜେଲ ଆଣି ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି। ସୂଚନାଯୋଗ୍ୟ, […]

sambit patra
କଂଗ୍ରେସ ଅମଳରେ ଦେଶ ହରାଇଛି ୭୮,୦୦୦ ବର୍ଗ କି.ମି. ଜମି

ନୂଆଦିଲ୍ଲୀ: କଂଗ୍ରେସ ସରକାର ଅମଳରେ ଭାରତ ହରାଇଛି ୭୮ ହଜାର ବର୍ଗ କିଲୋମିଟର ଜମି । ଚୀନ୍ ଏବଂ ପାକିସ୍ତାନକୁ ତତ୍କାଳୀନ ସରକାର ଏହି ଜମି ଦେଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି । ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ବେଳେ ବିଜେପି ଏହି ବଡ଼ ଅଭିଯୋଗ ଆଣିଛି । ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ସ୍ଥିତି ଉଦବେଗଜନକ ଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ ବାକ୍ ଯୁଦ୍ଧ […]

brain
ବ୍ରେନ୍‌ ଶାର୍ପ ହେବ, ମେମୋରି ପାୱାର ବଢିବ-ଖାଆନ୍ତୁ ଏସବୁ ଜିନିଷ

ଆଜିକାଲି ପିଲାଙ୍କ ପାଠପଢା ପାଇଁ ସବୁ ବାପା-ମା’ ବ୍ୟସ୍ତ। ପିଲା ଯେପରି ୧୦୦ ପ୍ରତିଶତ  ନମ୍ବର ରଖିବ ସେଥିପାଇଁ ଅଭିଭାବକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ପିଲାକୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ପଡ଼ିବ। ତେଣୁ କେମିତି  ସନ୍ତାନର ବ୍ରେନ୍‌ ସାର୍ପ ଏବଂ  ମେମୋରି ପାୱାର ବଢାଇବା ପାଇଁ ପିଲାର ଖାଦ୍ୟ ପ୍ରତି ପ୍ରତ୍ୟେକ ବାପା-ମା’ଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଖାଲି ପିଲା ନୁହେଁ, ବୟସ ଅନୁସାରେ ମଣିଷର ସ୍ମୃତିଶକ୍ତି ହ୍ରାସ ପାଇଥାଏ। […]

earth
ମେକ୍ସିକୋରେ ବଡ ଧରଣର ଭୂକମ୍ପ, ୪ ମୃତ

ମେକ୍ସିକୋ ସିଟି: ଦକ୍ଷିଣ ମେକ୍ସିକୋର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ଶହଶହ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ଏହାର ପ୍ରଭାବ ଅନୁଭତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୫ ବୋଲି ଜଣାଯାଇଛି। ଏହାର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ପ୍ରାଣ ବିକଳରେ ସଡକ ଉପରକୁ ଚାଲି ଆସିଥିଲେ। ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ […]

coronavirus
ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୧୬ ହଜାର ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇ ଚାଲିଛି କୋଭିଡ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୪୬୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ  ୧୬ ହଜାର ନୂଆ ପଜିଟିଭ କେସ୍‌ ସାମ୍ନାକୁ ଆସିଛି। ଆଜି ସର୍ବାଧିକ ସଂଖ୍ୟକ ପଜିଟିଭ ବାହାରିଥିବାରୁ କରୋନା ସଂକ୍ରମଣ ନେଇ ଚିନ୍ତାରେ ପଡ଼ିଛନ୍ତି ସରକାର।  ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ ହଜାର ୪୭୬ ପାର୍ କରିଛି । ସେହିଭଳି ମୋଟ୍ ଆକ୍ରାନ୍ତ […]