• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

wb mla
କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ପାର୍ଟି ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ମେ’ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୬୦ ବର୍ଷ ବୟସ୍କ ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ ଦଳ ପାଇଁ ଗତ ୩୫ ବର୍ଷ ଧରି କାମ କରି ଆସୁଥିଲେ।  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ ଏକ ଟ୍ୱିଟ କରି କହିଛନ୍ତି, ଫଲ୍‌ଟାରୁ […]

nepal
ଭାରତ ପରେ ନେପାଳ ସୀମାରେ ଚୀନର ଦାଦାଗିରି; ନିଜ କବ୍‌ଜାକୁ ନେଲା ୩୩ ହେକ୍କର ଅଞ୍ଚଳ

କାଠମାଣ୍ଡୁ: ଭାରତ ସୀମା ଉପରେ ନଜର ପକାଇଥିବା ଚୀନ ଏବେ ପୁଣି ନେପାଳ ସୀମା ଉପରେ ନଜର ପକାଇଛି। ନେପାଳ କୃଷି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା କ୍ରମେ ଦେଶର ପ୍ରାୟ ୧୦ଟି ସ୍ଥାନ  ଚୀନ ନିଜ କବ୍‌ଜାକୁ ନେଇ ଯାଇଛି। ସେତିକି ନୁହେଁ, ପେଇଚିଂ ୩୩ ହେକ୍ଟର ଜମିରେ ନଦରର ଧାରାକୁ ବଦଳାଇ ଏହାକୁ ପ୍ରାକୃତିକ ସୀମା କରି ଦେଇଛି ଏବଂ ଏହାକୁ ନିଜ କବ୍ଜାରେ ରଖିଛି। ଭାରତୀୟ ସୀମାକୁ ନିଜର ବୋଲି କହି ନୂଆ […]

petrol pump
ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଅଧିକ ହେଲା ଡିଜେଲ ଦର

ନୂଆଦିଲ୍ଲୀ: ଗତକିଛି ଦିନ ଧରି ଲଗାତାର ତେଲ ଦର ବଢି ଚାଲିଥିବା ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନ ବଢି କେବଳ ଡିଜେଲ ଦର ବଢିଛି। ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ପେଟ୍ରୋଲ ଦରଠାରୁ ଅଧିକ ରହିଛି । ଦିଲ୍ଲୀରେ ଡିଜେଲ ୪୮ ପଇସା ବଢି ହେଲା ୭୯ ଟଙ୍କା ୮୮ ପଇସା ହୋଇଥିବାବେଳେ  ପେଟ୍ରୋଲ ଲିଟର ପିଛା ଦର ୭୯. ୭୬ ଟଙ୍କା ରହିଛି। ସୂଚନାଥାଉ କି, […]

rajnath singh
ମସ୍କୋରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିବେନି ରାଜନାଥ

ମସ୍କୋ: ରୁଷିଆର ମସ୍କୋରେ ୭୫ ତମ ବିଶ୍ୱଯୁଦ୍ଧ ବିଜୟ ଉତ୍ସବ ସମାରୋହରେ ଯୋଗ ଦେବାକୁ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେ ଫେଞ୍ଜଙ୍କ ସହ ବୈଠକ କରିବେ ନାହିଁ। ଆଜି ମସ୍କୋରେ ହେଉଥିବା ବିଜୟ ଦିବସ ପରେଡ କାର୍ଯ୍ୟକ୍ରମରେ ରାଜନାଥ ଓ ୱେ ଫେଞ୍ଜ (Wei Fenghe) ଅତିଥି ହୋଇଥିଲେ ବି ଦୁହେଁ କୌଣସି ବୈଠକ କରିବେ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ରାଜନାଥ […]

indo-pak
ପାକିସ୍ତାନକୁ କଡା ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ ହାଇ କମିଶନ କାର୍ଯ୍ୟାଳୟ କର୍ମଚାରୀ ସଂଖ୍ୟା ଅଧା କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କୂଟନୈତିକ ଯୁଦ୍ଧ ଜୋର ଧରିଛି  । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୭ ଦିନ ମଧ୍ୟରେ ଅଧା କରିଦେବାକୁ ପାକିସ୍ତାନକୁ କୁହାଯାଇଛି । ୨୦୦୧ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏଥି ସହିତ ଇସଲାମାବାଦସ୍ଥିତ ନିଜ ହାଇ କମିଶନ କାଯର୍ୟାଳୟରୁ ୫୦ପ୍ରତିଶତ ଷ୍ଟାଫଙ୍କୁ ଫେରାଇ […]

Bhakta-bhabare
ଚାର୍ଲଟ୍‌ରୁ ‘ଚାରୁଲତା’..ଏକ ଭକ୍ତିପୂତ ପ୍ରେମକାହାଣୀ

ପରିପୂର୍ଣ୍ଣ ବଡ଼ଦାଣ୍ଡରେ ପତିତପାବନ ଗୁମୁଟକୁ ଚାହିଁ ରହିଥାନ୍ତି ସେ। ଅପୂର୍ବ ଆବେଗ ଓ ପୂର୍ଣ୍ଣ ସମର୍ପଣରେ ୪ଚକ୍ଷୁର ମିଳନ ହୋଇଥାଏ ସେଇଠି। ଦେଶୀ ପୁରୁଷର ପ୍ରେମରେ ହୁଏତେ କ୍ଷଣକେ ବନ୍ଧା ପଡି ଯାଇଥାନ୍ତି ଶ୍ୱେତାଙ୍ଗୀ ସୁନ୍ଦରୀ ଚାର୍ଲଟ। ୭ ଦରିଆ ସେପାରି ତାଙ୍କ ଭିଟାମାଟି । ଆଉ ଏଠି ମାଇଲ୍ ମାଇଲ୍ ଦୂରରେ କାଳିଆ । ପୁରୁଷୋତ୍ତମର ପ୍ରେମରେ ଉବୁଟୁବୁ ହେଉଥାନ୍ତି ସେ। ଅନ୍ୟମନସ୍କ ହୋଇ ଉଠୁଥାନ୍ତିୁ ଚାର୍ଲଟ୍। ଅଜାଣତରେ ଅଶ୍ରୁପାତ ହେଉଥାଏ ତାଙ୍କର। ଅଦୂରରେ ପାର୍କିଂ […]

rathajatra-2020
ରଥ, ପଥ, ଜଗନ୍ନାଥ...

ଅଧିକ ଦିନ ଶାସନ କ୍ଷମତାରେ ରହିଲେ କ୍ଷମତା ନିଶା ଘାରିଥାଏ। ଶାସକ ଜନସ୍ୱାର୍ଥ/ଜନକଲ୍ୟାଣ ଛାଡି ଏକଛତ୍ରବାଦୀ ହୁଏ। ସ୍ୱେଚ୍ଛାଚାରିତା ବି ବଢିଯାଏ। Leader ବନିଯାଏ Boss । ଦିନର ଘଟଣା କ୍ରମକୁ ଦେଖିଲେ ଯେ କେହି ଏହାକୁ ଅନୁଭବ କରିପାରିବ। ଓଡ଼ିଆ ମାନେ ସାଧାରଣତଃ ପ୍ରତିକ୍ରିୟାଶୀଳ ନୁହଁନ୍ତି। “ଜଗନ୍ନାଥ” ପାଳନକାରୀ। ନାନା ବାଧାବିଘ୍ନ ସହି ସହି ପାଳନକାରୀର ସହନଶକ୍ତି ବଢିଥାଏ। ତେଣୁ ତା ପ୍ରାଣର ଦେବତାର ପଦାଙ୍କ ଅନୁସରଣରେ ଓଡ଼ିଆ ମଧ୍ୟ ନିଜର ସହନଶକ୍ତିକୁ ବଢ଼େଇ ଦେଇଛି।  […]

Capture
ଶେଷରେ ସେନା ପ୍ରତ୍ୟାହାର ପାଇଁ ରାଜି ହେଲା ଚୀନ୍‌

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ଦେଶର ଜେନେରାଲ ସ୍ତରୀୟ ଆଲୋଚନା ପରେ ଚୀନ ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ସେନା ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଛି। ସୂଚନାଥାଉ କି, ଏହି ଜାଗାରେ ଚୀନ-ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ୪୦ ସୈନ୍ୟ ନିହତ ହୋଇଥିଲେ। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା […]

lord mahadev
ମହାଦେବଙ୍କ ନିକଟରେ ଜଳ ଅର୍ପଣ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୫ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

Untitled-1
ଗଲୱାନା ଆକ୍ରମଣକୁ ନେଇ ଆମେରିକା ଗୁଇନ୍ଦା ସଂସ୍ଥାର ଖୁଲାସା, ସାମ୍ନାକୁ ଆସିଲା ଏମିତି ତଥ୍ୟ

ୱାଶିଂଟନ: ଆମେରିକା ଗୁଇନ୍ଦା ସଂସ୍ଥା ଗଲୱାନ ଘାଟି ଆକ୍ରମଣ ନେଇ ବଡ ଧରଣର ଖୁଲାସା କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ଚୀନର ବରିଷ୍ଠ ଜନରାଲ ନିଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଭାରତ-ଚୀନ ସମ୍ପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକା ରିପୋର୍ଟ ଅନୁସାରେ ଚୀନ୍‌ର ପଶ୍ଚିମି ଥିଏଟର କମାଣ୍ଡ ପ୍ରମୁଖ ଜେନରାଲ ଝାଓ ଜୋଙ୍ଗକି […]

taladhwja
ରଥଯାତ୍ରା 2020: ବଡଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ପୁରୀ; ଶ୍ରଦ୍ଧାଳୁ ନାହାନ୍ତି। କୋଳାହଳ ନାହିଁ। ତଥାପି ନୀତିକାନ୍ତି ଭିତରେ ଆରମ୍ଭ ହୋଇଛ ଶ୍ରୀଜିଉଙ୍କ ନବଦିନ ବ୍ୟାପି ଯାତ୍ରା। ବଡଦାଣ୍ଡରେ ତିନିରଥ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରରାଜା ଛେରା ପହରା କରିବା ପରେ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି ରଥ। ପ୍ରଥମେ ବଡଭାଇ ଭଳଭଦ୍ରଙ୍କ ତଳଧ୍ୱଜ ରଥ ଟଣା ଚାଲିଛି। ରଥ ଟାଣି ନେଉଛନ୍ତି ପୋଲିସ ଓ ସେବାୟତ। ଗଡି ଗଡି ଚାଲିଛି ବଳଦେବଙ୍କ ରଥ। ଚର୍ମଚକ୍ଷୁରେ ନ ହେଲ ନାହିଁ ଟେଲିଭିଜନ ପରଦାରେ ଲୋକେ ଦେଖୁଛନ୍ତି […]

murder
ପତ୍ନୀ, ଶାଶୂଙ୍କୁ ହତ୍ୟା କରିବା ପରେ ଗୁଳି କରି ଆତ୍ମହତ୍ୟା କଲେ ଯୁବକ

କୋଲକାତା: ପାରିବାରିକ ଅଶାନ୍ତିର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଏକ ନଗ୍ନରୂପ ଦେଖିବାକୁ ମିଳିଛି ବାଙ୍ଗାଲୁରରେ। ଚାପଗ୍ରସସ୍ତ ଜଣେ ବ୍ୟକ୍ତି ବେଙ୍ଗଲୁରରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କୋଲକାତା ଯାଇଥିଲେ। ତଥାପି ତାଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା। ସେଠାରେ ତାଙ୍କ ଶାଶୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶେଷରେ ଆତ୍ମଗ୍ଳାନିରେ ନିଜକୁ ଗୁଳିକରି ଦେଇ ଥିଲେ । ବ୍ୟକ୍ତି ଜଣକ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ପୋଲିସ ଘଟଣାର ଯାଞ୍ଚ କରୁଛି। ପୋଲିସ […]

pahandi-1.png-2222
ରଥଯାତ୍ରା 2020: ରଥ ଉପରେ ତିନି ଠାକୁର..ଅପେକ୍ଷା ଗଜପତିଙ୍କୁ...

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର।  ଏବେ ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା…ଗଜପତି ମହାରାଜା। ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଦିବ୍ୟସିଂହ ଦେବ କରିବେ ଛେରା ପହଁରା। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ  ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ  କରିବେ […]