• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

coronavirus
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା

ନୂଆଦିଲ୍ଲୀ:ଭାରତରେ ବଢିବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ସବୁ ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪,୨୫,୨୮୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୩, ୩୬୬ ରହିଛି। ଦେଶରେ ଆକ୍ଟିଭ କେସ ୧, ୭୪, ୩୮୭ ଥିବାବେଳେ ୨, ୩୭, ୧୯୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ବର୍ତ୍ତମାନସୁଦ୍ଧା […]

crpf
ପୁଲୱାମାରେ ଏନକାଉଣ୍ଟର; ୨ ଆତଙ୍କୀ ନିପାତ, ଯବାନ ସହିଦ୍‌

ଜମ୍ମୁ:ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥରେ ଜଣେ ଯବାନଙ୍କର ବୀରଗତିପ୍ରାପ୍ତ ହୋଇଛି। ଜମ୍ମୁ-କାଶ୍ମୀରର ପୁଲୱାମା ସ୍ଥିତ ବାନ୍ଦଜୁ ଇଲାକାରେ ଆତାଙ୍କବାଦୀ ଲୁଚି ରହିଥିବା ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ।  ଏହି ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ ହୋଇ ଯାଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ପ୍ରାଣ ହରାଇଥିବାବେଳେ ସିଆରପିଏଫର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସୂଚନାଥାଉ କି, ୨୧  ତାରିଖ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ […]

sudarshana
ରଥଯାତ୍ରା 2020: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ପୁରୀ:  ଗହଳଚହଳ ନାହିଁ ବଡଦାଣ୍ଡରେ। ଭକ୍ତଙ୍କର ହରିବୋଲ ହୁଳହୁଳି ଶୁଭୁନି। ବଡଦେଉଳରେ ବି ସେବାୟତଙ୍କ ଭିଡ ନାହିଁ। ତଥାପି ତା ଭିତରେ ଚାଲିଛି ରଥଯାତ୍ରା ନୀତିକାନ୍ତି।  ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି।  ସୁଭଦ୍ରାଙ୍କ ରଥରେ ବିଜେ କରିସାରିଲେଣି ଶ୍ରୀ ସୁଦର୍ଶନ। ତା’ ପଛକୁ ବାହାରିବେ ବଡଭାଇ ବଳଭଦ୍ର ଓ ପରେ ସୁଭଦ୍ରା। ଶେଷରେ ଟାହିଆ ହଲେଇ ଆସିବେ କାଳିଆ ଠାକୁର । ଆଜି ସକାଳ ୭ଟାରେ ମଦନମୋହନ, […]

puri
ପୁରୀକୁ ସବୁ ରାସ୍ତା ସିଲ୍‌, ଟ୍ରେନ, ବସ୍‌ ଚଳାଚଳ ବନ୍ଦ

ପୁରୀ:କଟକଣା ଭିତରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର। ଫୁଲରେ ସଜେଇ ହୋଇ ହସୁଛି ଶ୍ରୀମନ୍ଦିର। ସକାଳୁ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି ସମାପନ ସରିବା ପରେ ତିନି ଠାକୁରଙ୍କ ପହଣ୍ଡି ପାଇଁ ଅପେକ୍ଷା କରାଯାଇଛି। ଆଜି ଘୋଷଯାତ୍ରା। ହେଲେ ଭକ୍ତଙ୍କ କୋଳାହଳରେ ଫାଟିପଡୁନି ବଡଦାଣ୍ଡ। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବିନା ଭକ୍ତରେ ଚାଲିଛି ରଥଯାତ୍ରା। ୪୧ ଘଣ୍ଟା ପାଇଁ ପୁରୀକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଗତକାଲି ରାତିରୁ ଭୁବନେଶ୍ୱରରୁ […]

srimandira
୧୮୭୩ରେ ଏମିତି ହୋଇଥିଲା ରଥଯାତ୍ରା: ଗଜପତି ଗଣିଥିଲେ ତଣ୍ଡ

ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]

sweets
ମିଠା ଖାଇ ଘରୁ ବାହାରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୪ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

puri
ରଥଯାତ୍ରା 2020: ଆଜି ଘୋଷଯାତ୍ରା- ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ

ପୁରୀ: ହଟିଆ ଠାକୁର ସେ । ମନୁଆ ଠାକୁର ସେ । ବରଷକେ ଥରେ ଜନ୍ମମାଟିକୁ ଯିବ । ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ […]

odisha
ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭକ୍ତଙ୍କ ଡାକ ଶୁଣିଛନ୍ତି ଚକାଡୋଳା। ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି, ଆସନ୍ତାକାଲି ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେବ ବୋଲି କହିଛନ୍ତି। ଏହି ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟରେ ହୋଇଥିଲା। ରଥଯାତ୍ରା […]

33333
ଘର ଭିତରକୁ ଅଚାନକ ପଶି ଆସିଲା ବାଘ, ଆଉ ତା’ ପରେ....

ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି, ଏକ ବାଘ ଅଚାନକ ଜଣଙ୍କ ଘର ଭିତରକୁ ପଶି ଆସୁଛି। ଏହା ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆତଙ୍କ ଖେଳି ଯାଇଥିଲା। ଏହି ଭିଡିଓକୁ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି ଯାହାଖୁବ୍ ଭାଇରାଲ ହୋଇଛି। All along we had seen of lion in human landscape […]

bhubaneswar corona update
ଭୁବନେଶ୍ୱରରୁ ବାହାରିଲେ ୧୧ କରୋନା ରୋଗୀ

ଭୁବନେଶ୍ୱର:ଭୁବନେଶ୍ୱରରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ। ସମସ୍ତ ୧୧ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ବୋଲି ସୂଚନା ଦେଇଛି  BMC। ଆକ୍ରାନ୍ତ ୧୧ ଜଣଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ଜଣ, ବାଣୀବିହାରରୁ ଜଣେ ଓ ୩ ଜଣ ରେଲୱେ କର୍ମଚାରୀ ବୋଲି କହିଛି ବିଏମ୍‌ସି। ସୂଚନାଥାଉ କି, ରାଜ୍ୟରେ ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଞ୍ଜାମ […]