• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

mangal
ମଙ୍ଗଳ ଗ୍ରହରେ ହେବ ହ୍ୟୁମାନ କଲୋନୀ ! ଜାଣନ୍ତି, କେତେ ଲୋକ ଯିବେ ?

ନୂଆଦିଲ୍ଲୀ:ମଙ୍ଗଳ ଗ୍ରହରେ ରହି ପାରିବ କି ମଣିଷ ? ଜନବସତି ଏଠି ସମ୍ଭବ ହେବ କି ? ଯଦି ସମ୍ଭବ ହୁଏ ତେବେ ହ୍ୟୁମାନ କଲୋନୀ ପାଇଁ ପ୍ରାରମ୍ଭିକ ସ୍ତରରେ କେତେ ଲୋକ ଏଠାରେ ରହିବା ଦରକାର ? ଏମିତି ଅନେକ ପ୍ରଶ୍ନ ଆସେ ମନରେ। ତେବେ ଏହା କେବଳ ଆଉ ପ୍ରଶ୍ନ ହୋଇ ନାହିଁ, ମହାକାଶବିଜ୍ଞାନୀ ଏହାର ସମାଧାନ କରିସାରିଲେଣି। ଏକ ଅଧ୍ୟୟନରୁ ଜଣଯାଇଛି, ମଙ୍ଗଳ ଗ୍ରହରେ ରହିବା ହ୍ୟୁମାନ କଲୋନୀ ବସାଇବା ପାଇଁ ବହୁତ […]

123456
LOC ନିକଟରେ ଜଳୁଛି ଜଙ୍ଗଲ; ଏହା ପାକିସ୍ତାନର ନୂଆ ଷଡ଼ଯନ୍ତ୍ର ନୁହେଁ ତ ?

କଶ୍ମୀର: ପାକିସ୍ତାନ ସୀମାରେ ଥିବା ଜଙ୍ଗଲରେ ନିଆଁ  ଲାଗିଛି। କଶ୍ମୀରର ପୁଞ୍ଚ ଜିଲ୍ଲାର ସାମ୍ନାରେ ଥିବା ମନକୋଟ ସେକ୍ଟର ବିଗତ ଚାରି ଦିନ ହେବ ଜଳୁଛି । ଅଗ୍ନିକାଣ୍ଡ ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ସେନା ଅଧିକାରୀ ଓ ଦମକଳ ବାହିନୀ ନିୟୋଜିତ ରହିଛନ୍ତି। ଏହା ପୂର୍ବରୁ ସୀମାର ଆର ପାର୍ଶ୍ୱରେ ଅଗ୍ନିକାଣ୍ଡ ଘଟିବାରୁ ଭାରତ ସୀମାରେ ଥିବା ରାଜାରେୀ ଝଙ୍ଗଡ, ଲାମ, କାଲାଲ, ମଞ୍ଜାକୋଟ ଏବଂ କୃଷ୍ଣା […]

Puri Rath Yatra 2020
Puri Rath Yatra 2020:ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ, ଗଜପତିଙ୍କ ସହ କଥା ହେଲେ ଅମିତ ଶାହ

ପୁରୀ:ଦିନକ ପରେ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସାରା ରାଜ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ଏହାର ପୁନଃ ବିଚାର କରି ରାୟରେ ଆଂଶିକ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଥିଲା। ଆଜି ଗୋଟିଏ ପଟେ ସୁପ୍ରିମ୍‌କୋର୍ଟ ପୁନଃ ଶୁଣାଣି ପାଇଁ ସମ୍ମତି ଦେଇଥିବାବେଳେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ।  ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। […]

check
କମୁନି କରୋନା ପ୍ରକୋପ: ଦିନକରେ ୪୪୫ ଜୀବନ ଗଲା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩,୬୯୯କୁ ବୃଦ୍ଧି ପାଇଲାଣି।  ଗତକାଲି ଗୋଟିଏ ଦିନରେ ୪୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଦେଶରେ ୪ ଲକ୍ଷ ୨୫ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୧୪ ହଜାର ୮୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୩୭ ହଜାର ୧୯୫ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୭୪ ହଜାର […]

ladakh-2
ଲୋମହର୍ଷକ ଥିଲା ଅନ୍ଧାର ରାତିରେ ଗଲୱାନ ଘାଟିର ସେଇ ସଂଘର୍ଷ; ଜାଣନ୍ତୁ ପୁରା କାହାଣୀ

ନୂଆଦିଲ୍ଲୀ: ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଛି। ଜୁନ୍ ୧୫ ତାରିଖ ରାତିରେ ହୋଇଥିବା ଏହି ଭୟଙ୍କର ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଅନ୍ଧାର ରାତିରେ ସେଇ ସଂଘର୍ଷକୁ ନେଇ ଅନେକ ତଥ୍ୟ ଏବେ ସାମ୍ନାକୁ ଆସୁଛି। ବିଶେଷ କରି ଆମ ବୀର ଯବାନଙ୍କ ସାହାସିକତାର ଅନେକ କଥା ଶୁଣିବାକୁ ମିଳୁଛି। ଏହି ସଂଘର୍ଷରେ ସହିଦ ହୋଇଥିବା କଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାର ନେତୃତ୍ୱ […]

ladakh
ଗଲୱାନ ସଂଘର୍ଷ ପରେ LACରେ ବଦଳିଲା ନିୟମ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ସତର୍କ ହୋଇଛି ଭାରତ। ଭବିଷ୍ୟତରେ LACରେ ଏପରି ସଂଘର୍ଷର ଆଶଙ୍କାକୁ ଆଖିରେ ରଖି ଭାରତ ସରକାର  ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତିତ ନିୟମ ଅନୁସାରେ ଫିଲ୍‌ଡ କମାଣ୍ଡର କୌଣସି ଅସାଧାରଣ ପରିସ୍ଥିତିରେ  ଅସ୍ତ୍ରଶସ୍ତ୍ର ଉପଯୋଗର ଅନୁମତି ଦେଇ ପାରିବେ। ଏଠି କହିରଖିବୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆରମ୍ଭରୁ  ଶତ୍ରୁର ମୁକାବିଲା ପାଇଁ ସ୍ଥଳସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା […]

121212
ଏଥର କରୋନାରୁ ମିଳିବ ମୁକ୍ତି: ବାହାରିଲା ଔଷଧ

ନୂଆଦିଲ୍ଲୀ: କରୋନା ମୁକ୍ତିର ଆଶା ଉଜ୍ଜ୍ୱଳ ହେଲା। କରୋନାରୁ ମୁକ୍ତି ପାଇବା ପାଇଁ ବାହାରିଲା ମେଡିସିନ୍।‌ ଭାରତୀୟ କମ୍ପାନୀ ଗ୍ଲେନମାର୍ଗ ଫାର୍ମାସ୍ୟୁଟିକାଲସ କୋଭିଡ-୧୯ ପାଇଁ ବାହାରି କରିଛି ଔଷଧ। ସାମାନ୍ୟ ଏବଂ ସାମାନ୍ୟରୁ ଅଧିକ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହି ଔଷଧ ‘ଫେବିପିରାବିର’ ସଞ୍ଜୀବନି ପରି କାମ ଦେବ ବୋଲି ଗବେଷକମାନେ ଦାବି କରିଛନ୍ତି। କମ୍ପାନୀ ଫେବିଫ୍ଲୁ ବ୍ରାଣ୍ଡର ଏହି ଔଷଧ ବିଷୟରେ ଶନିବାର ସୂଚନା ଦେଇଛି। ତେବେ କରୋନା ଭାଇରସ ପାଇଁ ଏହି ଔଷଧକୁ […]