ନୂଆଦିଲ୍ଲୀ: ଆଜି ବି ବଢିଛି ତେଲ ଦର। ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ । ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ପଇସା ଏବଂ ଡିଜେଲ ୮୦ଟଙ୍କା ୪୦ ପଇସା ହୋଇଛି । ଶୁକ୍ରବାର ଦେଶରେ ପେଟ୍ରୋଲ ଲିଟର ପଛା ଦର ୨୧ ପଇସା ଏବଂ ଡିଜେଲ ଦର ଲିଟର ପିଛା […]
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮, ୫୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୫,୦୮,୯୫୩ ରହିଥିବାବେଳେ , ମୃତ୍ୟୁ ସଂଖ୍ୟା ୧୫,୬୮୫ ଛୁଇଁଛି। ଦେଶରେ ଆକ୍ଟିଭ ସଂଖ୍ୟା ୧,୯୭,୩୮୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୨,୯୫,୮୮୧ ଜଣ। ଏ ନେଇ କେନ୍ଦ୍ର […]
ନୂଆଦିଲ୍ଲୀ: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ। ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୋଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏତଲା ଦେଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କ ସମ୍ମାନହାନୀ ହୋଇଥିବା ନେଇ ଏହି ଅଭିଯୋଗରେ ଲେଖିଛନ୍ତି। ଏନେଇ FIR ଦେବାକୁ ସେ ଚାହିଁ ନାହାନ୍ତି । ବରଂ ଘଟଣାକୁ […]
ଭୁବନେଶ୍ୱର: କରୋନା ପ୍ରଭାବ ସିନେମା ଶିଳ୍ପକୁ ଏକ ପ୍ରକାର ବନ୍ଦ କରି ଦେଇଥିବାବେଳେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଏକ ନୂଆ ଫିଲ୍ମ। ଲକ୍ଡାଉନକୁ ନେଇ ତିଆରି ହୋଇଛି ଫିଲ୍ମର କାହାଣୀ। ଫିଲ୍ମର କୌଣସି ଟାଇଟଲ୍ ଦିଆଯାଇ ନାହିଁ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ, ତମନ୍ନା, ବବି ମିଶ୍ର ଏବଂ ପପୁ ପମ୍ପମ୍, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ଜୀବନ ପଣ୍ଡା, ତ୍ରିଭୂବନ ପ୍ରମୁଖ । ପବିତ୍ର ରଥଯାତ୍ରା ଦିନ ଜୟଦେବ ବିହାରସ୍ଥିତ ହନୁମାନ […]
ୱାଶିଂଟନ:ଆମେରିକା ଏବଂ ଚୀନ ମଧ୍ୟରେ ବଢୁଥିବା ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବାବେଳେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଗୁରୁବାର କହିଛନ୍ତି, ଆମେରିକା ଏସିଆରେ ତାହାର ସୈନ୍ୟ ମୁତୟନ ସଂଖ୍ୟା ବଢାଇବ। ଏଥିପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଚୀନର ଆକ୍ରମଣାତ୍ମକ ମନୋଭାବ ଉପରେ ଆଲୋଚନା କରି ପୋମ୍ପେଓ କହିଛନ୍ତି, ଭାରତ ଏବଂ ଅନ୍ୟ ମିତ୍ର ରାଷ୍ଟ୍ର ପ୍ରତି ଚୀନର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ସେଠାରେ ସେନା ମୁତୟନ […]
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ବିକ୍ଷୋଭ ପ୍ରକାଶ କରିଛି କଂଗ୍ରେସ୍। ଏନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ। ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ […]
ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍। ଗର୍ଭପାତ ଘଟଣାରେ ଜଣେ ଡିଏସ୍ପି ମାମଲାର ତଦନ୍ତ କରୁଛନ୍ତି । ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ଥିବ, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଡିଆଇଜି […]
ନୂଆଦିଲ୍ଲୀ:ଦେଶରେ ଚିନ୍ତା ବଢାଇଛି କରୋନା ପ୍ରକୋପ। ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁଛି। ଗତ ୨୪ ଘଣ୍ଟାରେ ୪୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୧୫ହଜାର ୩୦୧ ପାର୍ କରିଛି। ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୧୭ ହଜାର ୨୯୬ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ […]
ନୀଳଗିରି: ବହୁ ବିତର୍କ ପରେ ଏବଂ ବିଳମ୍ବରେ ଏବର୍ଷ ରଥଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କେବଳ ପୁରୀକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୀଳଗିରି ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ତାହା ପୁଣି ରାତି ଅଧରେ। ନୀଳଗିରି ଜଗନ୍ନାଥ ମନ୍ଦିର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ । ୨୫ ତାରିଖ ମଧ୍ୟରାତ୍ରିରେ ଅଣସର ଗୃହରୁ ବାହାରିଲେ ମହାପ୍ରଭୁ […]
ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଚୀନ ତିକ୍ତତା ଦିନକୁ ଦିନ ବିସ୍ଫୋରକ ରୂପ ନେଉଛି। ଚୀନର ଦୋମୁହାଁ ନୀତିକୁ ଦେଖି ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଆପୋଷ ସହମତି ଭିତ୍ତିରେ ସମସ୍ତ ବୁଝାମଣା ହେବା ସତ୍ତ୍ୱେ ଏହାକୁ ସମ୍ପୂର୍ଣ୍ଣ ବେଖାତିର କରିଛି ଚୀନ ସେନା। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ସୀମାରେ ଭାରତର ଭୂଖଣ୍ଡ ଭିତରକୁ ଚୀନ ସେନା ଲଗାତାର ଅନଧିକାର ପ୍ରବେଶ କରିଛି। ଉଭୟ ଦେଶର ଆପୋସ ସହମତିରେ ହୋଇଥିବା […]
ଭୁବନେଶ୍ୱର: ଅନ୍ଲାଇନ୍ ପାଠପଢ଼ା ଉପରେ ଦିଆଯିବ ଗୁରୁତ୍ୱ। ଅନ୍ଲାଇନ୍ରେ ପିଲାମାନେ କିପରି ବିଭିନ୍ନ ଟପିକ୍ ବିଷୟ ଅନୁସାରେ ପଢିପାରିବେ, ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍କୁ ଆସିପାରିଛନ୍ତି। ତେବେ ଯେଉଁମାନେ ଆସିପାରି ନାହାଁନ୍ତି, ଏଥିପାଇଁ ଗଠିତ କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏହାର ବିକଳ୍ପ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର । ଆକ୍ରାନ୍ତ ଦୁଇ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା BSF ଯବାନ ବୋଲି ଜଣାପଡିଛି l ସେମାନେ ମହାରାଷ୍ଟ୍ରରୁ ଆସି କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ l ଏହି ଜଣଙ୍କୁ ମିଶାଇ ଜିଲ୍ଲାରେ ୯ ଜଣ BSF କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି l ପୂର୍ବରୁ ଜିଲ୍ଲାରେ ସର୍ବମୋଟ ୧୨ ଜଣ […]