• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

strike
ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୌଦ୍ଧ(ଭାର୍ଜନ ପ୍ରଧାନ): କୋଶଲ ସମନ୍ୱୟ ସମିତି କଣ୍ଟାମାଳ ଶାଖା ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। କୋଶଳ କର୍ମୀମାନେ ବିଭିନ୍ନ ସ୍ଥାନରେ  ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ କଣ୍ଟାମାଳ ବୌଦ୍ଧ ସୋନପୁର ଓ କଣ୍ଟାମାଳ ବାଲିଗୁଡ଼ାକୁ ଯାତାୟତ  ବନ୍ଦ ରହିଛି। କଣ୍ଟାମାଳ ବ୍ଲକ୍‌କୁ ସବଡିଭିଜନ ଘୋଷଣା, ତରଭା ତେଲ ନଦୀ ସେତୁ […]

onion song
ପିଆଜକୁ ନେଇ ଚର୍ଚ୍ଚା , ସୋଶାଲ୍ ମିଡ଼ିଆରେ ପିଆଜ ଗୀତ ଭାଇରାଲ୍

କଟକ (ପ୍ରଭାତ ବିଷୋୟୀ ) : ପିଆଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଠି। ପିଆଜ ନା ଶୁଣିଲେ ଆଖିରୁ ଲୁହ ବାହାରୁଛି । ରୋଷେଇ ଘରୁ ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି । ତେବେ ଏପରି ଅବସ୍ଥାରେ ପିଆଜକୁ ନେଇ ଗୀତ ଏବେ ସାଧାରଣଲୋକଙ୍କ ବେଶ ପସନ୍ଦ ହୋଇଛି। ସୋଶାଲ ମିଡ଼ିଆରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି। ମାର୍କେଟରେ […]

elephant
ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

ସୁନ୍ଦରଗଡ଼  : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ। ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ ସେ ନିକଟରେ ଥିବା ଜମି ମଧ୍ୟକୁ ଦୌଡ଼ି ପଲାଇଥିଲେ। ହେଲେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ତେବେ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଥିବା ଅନ୍ୟ ତିନି ଜଣ […]

rickshaw puller
ଘର ଖଣ୍ଡେ ଲାଗି ଦୌଡ଼ି ଦୌଡ଼ି ନୟାନ୍ତ ୭୦ ବର୍ଷିୟ ବାବାଜୀ

କଟକ (ବିବର୍ତ୍ତନ ପଣ୍ଡା ): ପ୍ରଶାସନିକ ବ୍ୟବସ୍ଥାରେ କୁଢ କୁଢ ଯୋଜନା। ହେଲେ ଆଜି ବି  ଏହି ଯୋଜନାରୁ ଅନେକ ଦୂରରେ ବହୁ ଯୋଗ୍ୟ ହିତାଧିକାରୀ ।  ପ୍ରଶାସନିକ ଦୃଷ୍ଟିର ଅଭାବ ଅବା ଅବହେଳା ଆଜି ଲୋକଙ୍କୁ ଯୋଜନାରୁ ବଞ୍ଚିତ କରୁଛି। ଦପ୍ତରକୁ ବର୍ଷ ବର୍ଷ ଦୌଡ଼ିଲେ ବି ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି ଏହି ହିତାଧିକାରୀ । ଏମିତି ଏକ ଉଦାହରଣ କଟକରେ ଦେଖିବାକୁ ମିଳିଛି। ନିକଟରେ ଚାଲଗଲେ ସ୍ତ୍ରୀ । ଏବେ ତିନି ପ୍ରାଣୀଙ୍କୁ […]

guest
ଉଦ୍ଧବଙ୍କ ଶପଥ ପାଠ ଉତ୍ସବରେ ଅତିଥିଙ୍କ ଭିଡ଼

ମୁମ୍ବାଇ : ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବରେ ଅନେକ ଅଭୂତ ପୂର୍ବ ଘଟଣା ଘଟିଛି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ବାଲା ସାହେବ ଠାକରେ ଦେଖିଥିବା ସ୍ୱପ୍ନକୁ ମଧ୍ୟ ସେ ପୂରଣ କରିଛନ୍ତି। ଏହାବାଦ ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଆଜି ଶପଥ ପାଠ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଜେପିର […]

cm
ଭାଙ୍ଗିଲା ଠାକ୍‌ରେ ପରିବାରର ପରମ୍ପରା

ମହାରାଷ୍ଟ୍ର : ଉଦ୍ଧବ ବାଲ୍ ଠାକ୍‌ରେ । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ କନିଷ୍ଠ ପୁତ୍ର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଉଦ୍ଧବ। ୧୯୬୦ ଜୁଲାଇ ୨୭ ରେ ଉଦ୍ଧବଙ୍କର ଜନ୍ମ । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତି ଅପେକ୍ଷା ଫଟୋଗ୍ରାଫିରେ ଉଦ୍ଧବଙ୍କର ବିଶେଷ ରୁଚି ଥିଲା। ତାଙ୍କ ଫଟୋଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ନିର୍ବାଚନ ସମୟରେ ଉଦ୍ଧବ ଦଳର ପ୍ରଚାର ଅଭିଯାନର […]

sania
କୋର୍ଟକୁ ଫେରିବେ ସାନିଆ ମିର୍ଜା

ମୁମ୍ବାଇ: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଖୁବଶୀଘ୍ର କୋର୍ଟକୁ ଫେରିବେ। ଆସନ୍ତାବର୍ଷ ଜାନୁଆରୀରେ ହୋବାର୍ଟ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ସାନିଆ ଟେନିସ୍ କୋର୍ଟକୁ ଫେରିବେ। ୩୩ ବର୍ଷୀୟ ସାନିଆ ଶେଷଥର ପାଇଁ ଅକ୍ଟୋବର ୨୦୧୭ରେ ଚାଇନା ଓପନରେ ଭାଗ ନେଇଥିଲେ। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ବିଶ୍ୱ ରାଙ୍କିଙ୍ଗର ୩୮ତମ ସ୍ଥାନରେ ଥିବା ୟୁକ୍ରେନର ନାଡିଆ କିଚେନୋକଙ୍କ ସହ ଯୋଡ଼ିଦାର ହେବେ। ପାକିସ୍ତାନ କ୍ରିକେଟର୍ ଶୋଏବ ମଲିକଙ୍କୁ ବିବାହ କରିଥିବା ସାନିଆ ଗତବର୍ଷ ଅକ୍ଟୋବରରେ ନିଜର ପ୍ରଥମ […]

hanging
ସପ୍ତମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ସି’ ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣୀ ବାନ୍ଧି ଫ୍ୟାନ୍‌ରୁ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଚିତା ଠାକୁର। ଆଜି ତାଙ୍କର ଜନ୍ମଦିନ ଥିଲା। ଏହି ଛାତ୍ରୀ ଜଣଙ୍କ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିଲେ। ସ୍କୁଲ୍ ଡ୍ରେସ୍ ପିନ୍ଧି ଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା […]

marreg
ପ୍ରେମ ସତ ନା ପ୍ରତାରଣା ସତ ; ଦ୍ୱିତୀୟ ବିବାହ କରିବାକୁ ଯାଇ ଯୁବତୀ ହଟହଟା

ଭୁବନେଶ୍ୱର : ରାଜଧାନୀରେ ପ୍ରେମ, ପ୍ରତାରଣାର ଚର୍ଚ୍ଚିତ କାହାଣୀ । ପ୍ରେମିକାଙ୍କ ମେହେନ୍ଦୀ ଉତ୍ସବରେ ଉଭା ହୋଇଛନ୍ତି ପ୍ରେମିକ। ଆଉ ଜିଦି କରିଛନ୍ତି ନିଜର ସ୍ତ୍ରୀଙ୍କୁ ସାଥିରେ ନେଇ ଯିବାକୁ । ଯାହାଙ୍କୁ ସେ କୋର୍ଟ ମ୍ୟାରେଜ୍ କରିଥିଲେ । ଯୁବକଙ୍କ ନାଁ ରାକେଶ ବାରିକ । ରାକେଶଙ୍କ କହିବା କଥା, ୨୦୧୨ରେ ବ୍ୟାଙ୍କିଂ କୋଚିଂ ପାଇଁ ଅନୁଗୁଳରୁ ଭୁବନେଶ୍ୱର ଆସିଥିଲେ ରମେଶ। ଏହି ସମୟରେ ସଂପୃକ୍ତ ଯୁବତୀଙ୍କ ସହ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପରେ […]

udhav
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ବାଲା ସାହେବ୍‌ଙ୍କ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କୁ ଶପଥ କରାଇଛନ୍ତି। ଆଜି ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। […]

polish
ଜୋତା ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି !

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାଜ୍ୟରେ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବାପାଇଁ ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମୋ ସରକାର ଜରିଆରେ ରାଜ୍ୟ ସରକାର ୫ଟି ଲାଗୁ କରିଛନ୍ତି। ଅଥଚ ଏତେ ପରେବି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ନିଜେ ପୁଲିସ ବିଭାଗରେ ଦୀର୍ଘଦିନ ଚାକିରୀ କରି ଏସ.ପି. ଭାବେ ଅବସର ଗ୍ରହଣ କରି ନ୍ୟାୟ ପାଇବାରୁ ବଞ୍ଚିତ ହେବାପରେ ପୁଲସ ଓ ବିଭିନ୍ନ ବିଭାଗରରେ […]

laxmi puran patha 3
ଲକ୍ଷ୍ମୀ ପୁରାଣର ପ୍ରଚାର ପାଇଁ ମହିଳାଙ୍କ ମହତ ଉଦ୍ୟମ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ,ଏହା ଏକ ସାମାଜିକ ବିପ୍ଳବ। ଲକ୍ଷ୍ମୀ ପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହିଁ , ଏହା ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଛି। ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା, ପରିବାରର ଭିତରେ ଉତ୍ତମ ବୁଝାମଣା ଓ ସୁସଂପର୍କ ସହ ସ୍ୱଚ୍ଛତା ଭଳି ମହାନ ଭାବଧାରା ଏଥିରେ ଉଲ୍ଲେଖ ହୋଇଛି। ଯାହାକୁ […]

RTO
ଆର୍‌ଟିଓ କଟକଣା ଯାଞ୍ଚ ୩ ମାସ କୋହଳ

ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍‌ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍‌ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆରଟିଓ […]

sudent --2
ସ୍କୁଲ୍‌ରେ ଛାତ୍ରୀଙ୍କର ହେଲା ଝଗଡ଼ା, ପ୍ରତିଶୋଧ ନେଲେ ଅଭିଭାବକ

ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି […]

ck
ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ହାଇଦ୍ରାବାଦରେ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ଓ ତୃତୀୟ ମ୍ୟାଚର ଭେନ୍ୟୁ ବଦଳିବା ନେଇ ବିସିସିଆଇ ଘୋଷଣା କରିଛି। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଡିସେମ୍ବର ୧୧ ତାରିଖରେ ତୃତୀୟ ତଥା ଫାଇନାଲ୍ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ଦ୍ୱିତୀୟ ମ୍ୟାଚ୍ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ୍ ମୁମ୍ବାଇ ଏବଂ […]

inhaling from an electronic cigarette.
ଇ-ସିଗାରେଟ ନିରୋଧ ବିଲ୍ ପାରିତ

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ ଏକ ବିଲ୍‌ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଛନ୍ତି, ନୂଆ ଫ୍ୟାଶନ୍‌ ନାମରେ କିଛି କମ୍ପାନୀ ଯୁବବର୍ଗଙ୍କୁ ବିମୁଖ କରିବାରୁ ଏହା ରୋକ ଲଗାଇବ। ଏହି ଇ-ସିଗାରେଟ୍‌ (ଉତ୍ପାଦନ, ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବଣ୍ଟନ, ମହଜୁଦ ଏବଂ ବିଜ୍ଞାପନ) ବିଲ୍‌ ୨୦୧୯ ସେପ୍ଟେମ୍ବର ୧୮ରେ ଆସିଥିବା ବିଧେୟକର ସ୍ଥାନ ନେବ। ଏହା ବିରୋଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ […]

ms-dhon
କ୍ରିକେଟକୁ ଫେରିବା ନେଇ ଚର୍ଚ୍ଚା ଉପରୁ ପରଦା ଉଠାଇଲେ ଧୋନି

ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି […]

lox sex
ଧରା ପଡିଲେ ୬ ପ୍ରେମୀ ଯୁଗଳ , ଗେଷ୍ଟ ହାଉସ୍‌ରେ କରୁଥିଲେ ଏମିତି କାମ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍‌। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍‌ ଥାନା ପୁଲିସ ୬ ଯୁବତୀଙ୍କୁ  ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ […]