• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ashok
ଓଟିଭିର ପ୍ରଭାବ ; ଅଶୋକ ଓ ତାର ଭାଇଭଉଣୀଙ୍କୁ ମିଳିଲା ଥଇଥାନ

ତେଲକୋଇ(ଚିନ୍ମୟ ସାହୁ) : ଓଟିଭିର ପ୍ରଭାବ । କେନ୍ଦୁଝର ବିମଳା ପଞ୍ଚାୟତ ପୁରୁଣାପାଣି ଜୁଆଙ୍ଗ ସାହିର ତିନି ଅନାଥ ଭାଇଭଉଣୀଙ୍କ କରୁଣ କାହାଣୀର ଖବର ପ୍ରସାରଣ ପରେ କେନ୍ଦୁଝର ପ୍ରଶାସନର ତତ୍ପରତା । ଚାଇଲଡ ଲାଇନର ସହାୟତାରେ ତିନି ଅନାଥ ଭାଇଭଉଣୀ ଅଶୋକ, ଶୁଶାନ୍ତ ଓ ଭଉଣୀ ନନ୍ଦିନୀକୁ ଥଇଥାନ କରାଯାଇଛି। ସମସ୍ତଙ୍କୁ ତେଲକୋଇ ବ୍ଲକରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ RVDOରେ ରଖାଯାଇଛି।  ବର୍ଷ ତଳେ ସାପ କାମୁଡାରେ ମାଆ ରଶ୍ମୀ ଜୁଆଙ୍ଗର ଦେହାନ୍ତ ହୋଇଥିଲା। ଗତ […]

nayagarh
ବିଦେଶରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ) : ବିଦେଶରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ସହର ଲକ୍ଷ୍ମଣ ନଗର ଅଂଚଳରୁ । ରବି ପାଢୀ ନାମକ ଜଣେ ବ୍ୟକ୍ତି ସ୍ୱରାଧାନ ନାମକ ଏକ ସଂସ୍ଥା ଖୋଲିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳର ଭେଟେଶ୍ୱର ଗାଁର କିଛି ଲୋକଙ୍କ ଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ସେମାନଙ୍କ ପାସପୋର୍ଟ ଏବଂ ଭିଜା ମଧ୍ୟ ପ୍ରସ୍ତୁତ କରିଥିଲେ । […]

barunei
ବରୁଣେଇରେ ପିକ୍‌ନିକ୍‌ ମନା

ଖୋର୍ଦ୍ଧା (ବଳରାମ ଲେଙ୍କା) : ଆଗକୁ ଆସୁଛି ନୂଆବର୍ଷ। ସେଥିପାଇଁ ପିକ୍‌ନିକ୍‌ ସ୍ପଟ୍‌ ଗୁଡ଼ିକରେ ଜମୁଛି ଭୋଜି ଭାତର ଆସର। ହେଲେ ଏଥର ଡିସେମ୍ୱର ୧ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବରୁଣେଇ ପାଦଦେଶରେ ପିକ୍‌ନିକ୍‌ କରିହେବ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ବରୁଣେଇରେ ନିର୍ମାଣ ହେବାକୁ ଥିବା ସହିଦ୍‌ ସ୍ମାରକୀର ଶିଳାନ୍ୟାସ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]

hhh
ହକି ଖେଳରେ ମାର୍‌ପିଟ୍

ନୂଆ ଦିଲ୍ଲୀ : ନେହରୁ କପ୍  ହକି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ କ୍ରୀଡା ଜଗତରେ ଉଦ୍‌ବେଗ।  ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତକାଲି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପଞ୍ଜାବ ପୁଲିସ ଏବଂ ପିଏନ୍‌ବି ଟିମ୍ ମଧ୍ୟରେ ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଉଥିଲା।  ଏଥିରେ ହଠାତ୍ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ […]

bus
ଆସନ୍ତାକାଲି ବ୍ରହ୍ମପୁରରୁ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର  : ନବୀକରଣ ପାଇଁ ଆସନ୍ତା ୨୬ ତାରିଖରୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ବନ୍ଦ ରହିବ। ମରାମତି କାମ ସରିବା ପର୍ଯ୍ୟନ୍ତ ସମସ୍ତ ବସ୍‌ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ। ଏନେଇ ବିଡିଏ ନୋଟିସ୍ କରିଛି। ଏହାକୁ ଗଞ୍ଜାମ ବସ୍‌ ମାଲିକ ସଂଘ ବିରୋଧ କରିଛି। ସେଥିପାଇଁ ଆସନ୍ତାକାଲି ବ୍ରହ୍ମପୁରରୁ କୌଣସି ବସ୍‌ ଗଡ଼ବ ନାହିଁ ବୋଲି ଧମକ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘ ସଂପାଦକ ସନ୍ତୋଷ ପତି। ନୂଆ ରୁଟ୍‌ ଅନୁସାରେ ବସଗୁଡ଼ିକ ହଳଦିଆପଦର […]

ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଡିନର୍ ପାଇଁ ନିମନ୍ତ୍ରଣ କଲେ ପାକିସ୍ତାନୀ କ୍ରିକେଟର

ବ୍ରିସ୍‌ବେନ : ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ କିଛି ପାକିସ୍ତାନ କ୍ରିକେଟରଙ୍କଠାରୁ ଭଡ଼ା ବାବଦରେ କୌଣସି ପାଉଣା ନେବାକୁ ମନା କରିଦେଇଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ଏହି ବ୍ୟବହାର ପାକିସ୍ତାନୀ କ୍ରିକେଟରଙ୍କ ହୃଦୟକୁ ଛୁଇଁଯାଇଥିଲା ଏବଂ ସେମାନେ ଏହା ବଦଳରେ ଉକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ହୋଟେଲରେ ନିଜ ସହ ଡିନର୍ (ରାତ୍ର ଭୋଜନ) କରାଇଥିଲେ। ସୀମାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ ଉଭୟ ଦେଶ ମଧ୍ୟରେ […]

love sex
ପ୍ରେମ ପାଗଳର ସାଂଘାତିକ କାଣ୍ଡ , ଜୀବନ ହାରିଲେ ଯୁବତୀ

ଜଗତସିଂହପୁର  : କେଉଁଠି ଯୌନ ରାକ୍ଷସର ଯୌନ ବିକାରରେ ଖିନ୍‌ଭିନ୍ ହେଉଛି କଅଁଳ କଢ଼ି ତ ଆଉ କେଉଁଠି କାମନାର ନିଆଁରେ ଜଳି ପୋଡ଼ି ଛାରଖାର୍ ହୋଇଯାଉଛନ୍ତି ଯୁବତୀ ।  ଏଭଳି ଏକ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ।  ଏହି ଜଘନ୍ୟ ଅପରାଧ ଏବେ ଦୋହଲାଇ ଦେଇଛି ସଭ୍ୟ ସମାଜକୁ । ଜଣେ ଦଳିତ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଯୁବକ ଭିଆଇଛି ସାଂଘାତିକ କାଣ୍ଡ । ଫଳରେ ଜୀବନ ହାରିବାକୁ […]

maharastra
ବିଜେପିକୁ ୧୪ ଦିନର ସମୟ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା […]

suicide
ଲୋୟର ପିଏମଜିରେ ଆତ୍ମହତ୍ୟା ଉଦ୍ୟମ !

ଭୁବନେଶ୍ୱର : ଗଛରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ହେଲେ ଦମକଳ ବାହିନୀର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉଦ୍ୟମକୁ ପଣ୍ଡ କଲା ଅଗ୍ନିଶମ ବିଭାଗ। ବାଣିବିହାର ପରେ ଆଜି ଲୋୟର ପିଏମଜିରେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଲୋୟର ପିଏମଜି ଧାରଣାସ୍ଥଳରେ ଥିବା ଏକ ବଡ଼ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଜଣେ ଗାଁ ସାଥୀ ବୋଲି ଜଣାପଡ଼ିଛି। ଏହି ଯୁବକଙ୍କ ନାଁ ମଧୁ ଛତ୍ରିଆ ଓ […]

love
ଚୋରା ପୀରତିରୁ ହେଲେ ପତି-ପତ୍ନୀ...

ସୋନପୁର( ରବିନ୍ଦ୍ର ହୋତା) : ଚୋରା ପୀରତିରୁ ହେଲେ ଜୀବନ ସାଥି । ଲୁଚା ପ୍ରେମ ଲୁଚି ପାରିଲାନି । ହୋଇଗଲା ପ୍ରଘଟ । ଆଉ ଶେଷ ପରିଣତି ହେଲା ବାହାଘର । ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ କେଂଝିରିଆପାଲି ଗାଁରେ। ସୂଚନା ମୁତାବକ ,  ସନ୍ତୋଷିନୀ କ୍ଷେତୀ ନାମକ ଜଣେ ମହିଳାଙ୍କ ସ୍ୱାମୀ ଗତ ୬ମାସ ତଳେ ମୃତ୍ୟୁ ବରଣ କରିଥିଲେ। ପାଖରେ ଥିବା ତାଙ୍କର ଦୁଇ ପୁଅ ( […]

mlas
ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା : ହୋଟେଲ ଗ୍ରାଣ୍ଡ ହୟାତରେ ତିନି ଦଳର ବିଧାୟକଙ୍କ ମେଳି

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍‌ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର […]

chiter
ଭାଲିନା ଭାଲେଣ୍ଟିନାଙ୍କୁ ଫସାଇ ଦେଲା ହାଇପ୍ରୋଫାଇଲ୍ ଠକ

ଭୁବନେଶ୍ୱର : କମିଶନରେଟ ପୁଲିସ କବଜାରେ ମହାଠକ। ନକଲି ପରିଚୟ ଦେଇ ଜାତୀୟ ସ୍ତରର ଖେଳାଳି, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କୁ ଲଗାଇଥିଲେ ଚୁନ।  ଏବେ ପୁଲିସ କବଜାରେ ଠକ ଧୁରନ୍ଧର ଧରାପଡିବାପରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜନିଷ ପୁଲିସ ଜବତ କରିଛି । ସେପଟେ ଚୋରା ଦାମୀ ଫୋନକୁ କମ୍‌ ଦାମରେ କିଣି ଖେଳାଳି ହଟହଟା ହୋଇଛନ୍ତି। ଏହି ମହାଠକ ଜଣକ ନାଁ ସୌମ୍ୟଜିତ ତ୍ରିପାଠୀ । ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଂଜିନିୟର । ହେଲେ ପେଶା […]

unfit vechile
ଅନ୍‌ଫିଟ୍ ଗାଡ଼ିରେ ସରକାରୀ ବାବୁ, ଟ୍ରାଫିକ ନିୟମକୁ ଫୁ

ବଲାଙ୍ଗିର (ମନୋରଂଜନ ଯୋଶୀ) :  ଆସନ୍ତା ଡିସେମ୍ବର ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଗାଡ଼ିର କାଗଜପତ୍ର ନଥିଲେ, ଫାଇନ ଆଦାୟ କରାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭୟଭୀତ ସାଧାରଣ ଲୋକେ । କିନ୍ତୁ ଖୋଦ ସରକାରୀ ଅଫିସ ଗୁଡ଼ିକରେ ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରୁଥିବାର, ସାଂଘାତିକ ତଥ୍ୟ ଲାଗିଛି ଓଟିଭି ହାତରେ । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲ୍ଲାର […]

students cut vegetables
ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ଛାତ୍ରୀ !

ବାଲେଶ୍ୱର ( ରଞ୍ଜିତ୍‌ ପାକଳ) : ପାଠ ପଢିବା ବଦଳରେ ମଧ୍ୟାହ୍ନ ଭୋଜନ ଲାଗି ପରିବା କାଟୁଛନ୍ତି ଛାତ୍ରୀ । ପାଚିକା କିମ୍ବା ସହାୟିକା ନୁହଁନ୍ତି ବରଂ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଦୁଇ ଜଣ ଛାତ୍ରୀ ପନିଖି ଧରି କିଭଳି ଆଳୁ କାଟୁଛନ୍ତି । ଏହି ଆଳୁ କାଟୁଥିବା ସମୟର ଦୃଶ୍ୟ […]

pp
ଲିଫ୍ଟ ବ୍ୟବହାର କରୁଥିଲେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ବଡ଼ ବଡ଼ ବିଲଡିଂ , ଆପାର୍ଟମେଣ୍ଟ, ଅଫିସ୍‌ ଓ ଡାକ୍ତରଖାନା ଆଦିରେ ଲିଫ୍ଟ ବହୁଳ ବ୍ୟବହାର ହେଉଥିବାର ଦେଖାଯାଏ । ପାହାଚରେ ଯିବା ପରିବର୍ତ୍ତେ ଅନେକ ଲିଫ୍ଟରେ ଯିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଏହି ସବୁ ଲିଫ୍ଟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ଠିକ୍‌ରେ କାମ ବି କରେନି । ଆଉ ଏହାକୁ ନେଇ ଅନେକ ଦୁର୍ଘଟଣା ବି ଘଟେ । ଲିଫ୍ଟରେ ଫସି ଜୀବନ ବି ଚାଲିଯିବାର ଖବର ଆସେ […]

FAKE JARDA
ନାମୀ ଦାମୀ କମ୍ପାନୀ ନାଁରେ ନକଲି ଜର୍ଦ୍ଦା

ଭଦ୍ରକ  : ଠାବ ହୋଇଛି ନକଲି ଜର୍ଦ୍ଦା ତିଆରି କାରଖାନା। ଭଦ୍ରକ ମିର୍ଜାପୁରରେ ନକଲି ଜର୍ଦ୍ଦା ତିଆରି କରୁଥିବା ନେଇ ଅଭିଯୋଗ ଆସିବା ପରେ ଚଢ଼ଉ କରିଛି ପୁଲିସ୍ । ନାମୀ ଦାମୀ କମ୍ପାନୀ ନାଁ ଓ ଲେବଲ୍‌ରେ ଦୀର୍ଘ ଦିନ ଧରି ଏଠାରେ ନକଲି ଜର୍ଦ୍ଦା ତିଆରି କରାଯାଉଥିଲା । କାରଖାନା ଉପରେ ଚଢ଼ଉ କରିବା ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଛନ୍ତି । ଚଢ଼ଉ […]

Minor-raped
୬ ମାସରେ ୬ଶହ ନାବାଳିକାଙ୍କୁ ଦୁଷ୍କର୍ମ !

ଭୁବନେଶ୍ୱର : ରାଜ୍ୟରେ ୬ ମାସରେ ହୋଇଛି ୬ଶହ ନାବାଳିକାଙ୍କୁ ଦୁଷ୍କର୍ମ।  ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟରେ ନାବାଳିକା ଦୁଷ୍କର୍ମ ନେଇ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି।  ଚଳିତ ବର୍ଷ ପ୍ରଥମ ଛଅ ମାସରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ରାଜ୍ୟରେ ୧୪୩୦ ଓ ଦୈନିକ ୪ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ଗତବର୍ଷ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ […]

mm
ଦୁର୍ଦ୍ଦାନ୍ତ ମାଓବାଦୀରୁ ମେଡିକାଲ୍‌ର ସଫେଇ କର୍ମଚାରୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ହାତରେ ଆଉ ବନ୍ଧୁକ ନାହିଁ, କି ଦେହରେ ବି ନାହିଁ ମାଓ ୟୁନିଫର୍ମ । କେବେଠୁ ମନରୁ ପୋଛି ଗଲାଣି ଜଙ୍ଗଲ୍ ରାଜ୍, ନକ୍ସଲି ହିଂସା ଓ ଲାଲ୍ ଚିନ୍ତାଧାରା ଏବେ ପାଲଟିଯାଇଛି ସାଧାରଣ ମଣିଷଟିଏ ପରି ମୁଣ୍ଡ ଟେକି ବଞ୍ଚିବାର ଇଚ୍ଛାରେ । ହାତରେ ଝାଡ଼ୁ ପୋଛା, ଦେହରେ ନୀଳ ପୋଷାକ ଓ ଆଖିରେ ଝଲସୁଛି ସ୍ୱାବଲମ୍ବୀ ହେବାର ଝୁଙ୍କ୍। ମାଲକାନଗିରିର ଘଞ୍ଚ ଜଙ୍ଗଲ ଭିତରେ ହଜିଯାଇଛି ଏମାନଙ୍କ ଭିତରର ଦୁର୍ଦ୍ଦାନ୍ତ […]

Shinzo-Abe-modi
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦି ବୁଲାଇବେ କୋଣାର୍କ !

ଭୁବନେଶ୍ୱର : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଡିସେମ୍ବର ମଧ୍ୟ ଭାଗରେ ଭାରତ ଆସିବାର ସମ୍ଭାବନା ଅଛି। ଉଭୟ ରାଷ୍ଟ୍ର ପକ୍ଷରୁ ତାରିଖ ସ୍ଥିର ପାଇଁ ଆଲୋଚନା ଜାରି ରହିଛି। ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଏକ ତାରିଖ ସ୍ଥିର ହେବାକୁ ଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ଅଛି। ତେବେ ଏହି ସମ୍ମିଳନୀ ପାଇଁ ଓଡ଼ିଶାର କୋଣାର୍କ ଏବଂ ଆସାମର ଗୌହାଟୀ ୨ଟି ବିକଳ୍ପ ସ୍ଥାନ ରହିଛି। ଗୌହାଟୀ ପ୍ରଥମ ବିକଳ୍ପ […]

bus aCCIDENT
୩ ଜଣଙ୍କ ଜୀବନ ନେଲା ବସ୍‌ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ କୁତ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ସ୍କୁଟିକୁ ବସ୍ ଚାପି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। କୁତ୍ରା ବ୍ଲକ୍ ଲକ୍ଷ୍ମୀପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ତିନି ଜଣ ଯୁବକ ଏକ ସ୍କୁଟିରେ ଯାଉଥିବାବେଳେ ପବନହଂସ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ତିନି ଜଣ ଯାକ ବସର ଚକା ତଳେ ପଶିଯିବାରୁ ବସ ସେମାନଙ୍କୁ ଚାପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ  ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା।  […]

cow
ଗାଈମାନେ ପିନ୍ଧିବେ ଶୀତବସ୍ତ୍ର !

ଅଯୋଧ୍ୟା : ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଲାଣି। ସମସ୍ତେ ଶୀତବସ୍ତ୍ର ସଂଗ୍ରହରେ ବ୍ୟସ୍ତ। ଆଉ ଏହାରି ଭିତରେ ଅଯୋଧ୍ୟାର ପୌର ପାଳିକା  ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଶୀତ ପ୍ରକୋପରୁ ଗାଈମାନଙ୍କୁ ସୁରକ୍ଷା ଦେବାକୁ ଭିନ୍ନ ପଦକ୍ଷେପ ଉଠାଇଛନ୍ତି । କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବେ। ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍‌ […]

onion
ପିଆଜ ପାଇଁ ପଇସା ନାହିଁ : ରୋଷେଇ ଘର ପରେ ଏବେ ଭୋଜିରୁ ବି ଉଭାନ

ଭୁବନେଶ୍ୱର :  ହାଣ୍ଡିଶାଳ ଓ ହୋଟେଲର କିଚେନ୍ ରୁମ୍ ନୁହେଁ, ଭୋଜି ଉପରେ ବି ପିଆଜ ପ୍ରଭାବ। ବିବାହ ଭୋଜିରୁ ବାଦ୍ ପଡ଼ିଲାଣି ପିଆଜ।  ପିଆଜ ଭାଉ ୧୦୦ ଛୁଇଁବା ପରେ ବ୍ରହ୍ମପୁରରେ ଏଭଳି ଘଟଣା ନଜରକୁ ଆସିଥିବା ବେଳେ ଆଉ କେଉଁଠି ପିଆଜର ବିକଳ୍ପ ଖୋଜିଲେଣି ହୋଟେଲ ବ୍ୟବସାୟୀ।  ଏପଟେ କେଇ ମାସ ତଳେ ମାତ୍ର ୪ ଟଙ୍କାରେ ବିକିଥିବା ପିଆଜ ଚାଷୀ ଏବର ରେଟ୍ ଦେଖି ମୁଣ୍ଡରେ ହାତ ଦେଉଛନ୍ତି । ଗଲା କିଛି […]