• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

attack
ଫେସବୁକରେ ଥିବା ପ୍ରୋଫାଇଲ୍ ଫଟୋକୁ ପରିହାସ କରିବା ପଡ଼ିଲା ମହଙ୍ଗା : ରାଗରେ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ

ଇନ୍ଦୋର : ଫେସବୁକ ପ୍ରୋଫାଇଲ୍ ଫଟୋର ମଜାକ୍ ଉଡାଇବା ମହଙ୍ଗା ପଡ଼ିଲା । ପରିହାସ ସହ୍ୟ କରିନପାରି କିଛି ଲୋକଙ୍କ ସହ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ କଲେ ଅଭିଯୁକ୍ତ । ସାମାନ୍ୟ ଏକ ଫଟୋ ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି…

dutee chand
ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜଲ୍‌ୱା ଦେଖାଇବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ…

cbk mohanty
‘ହଠାତ ନିୟମ କୋହଳ କଲେ ଲୋକେ ଅମାନିଆ ହୋଇଯିବେ’

ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍,…

flight
ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା

 ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ DGCA…

kerala
କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିପାରିବେ ପରିବାର ଲୋକ : ଅନୁମତି ପ୍ରଦାନ କଲେ ସରକାର

ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ…

teacher
କରୋନା ଛଡ଼ାଇ ନେଲା ଜୀବିକା: ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର:  ମହାମାରୀ କରୋନା କାହାର ରୋଜଗାର ଉଜାଡ଼ି ଦେଇଛି, କାହାକୁ କରିଦେଇଛି ଦାଣ୍ଡର ଭିକାରୀ। କିଏ ଚାକିରୀ ଛାଡ଼ି ରାସ୍ତାକଡରେ ଦୋକାନ ଖୋଲୁଛି ତ କିଏ ଚାଷ ଜମିରେ ଖୋଜୁଛି ଜୀବନ ଜୀବିକା।  କେଉଁ ଗାଁ ଗହଳି କଥା ଛାଡ,  ରାଜଧାନୀର…

mandira bedi husband
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରାଜ୍‌ କୌଶଲଙ୍କ ସହ ଫିଲ୍ମ ‘My Brother…

sc
କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ : ନିଷ୍ପତ୍ତି ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ…

corona
୮୧ ଦିନ ପରେ ଦେଶରେ ସବୁଠାରୁ କମ୍ ମୃତ୍ୟୁ : ୨୪ ଘଣ୍ଟାରେ ୪୫,୯୫୧ ନୂତନ ସଂକ୍ରମିତ ଚିହ୍ନଟ

  ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ନୂଆଦିଲ୍ଲୀ :…

helping man
ଅନ୍ୟକୁ ସାହାଯ୍ୟ କରିବା ପାଇଁ ୩୦୦ କିମି ଲୁନାରେ ଗଲେ ୮୦ ବର୍ଷର ବୃଦ୍ଧ

ବ୍ରହ୍ମପୁର: ସାମାନ୍ୟ ସ୍ୱାର୍ଥ ପାଇଁ ଲୋକ ଏଠି ମାରପିଟ୍‌, ହଣାକଟା କରିବାକୁ ପଛାଉ ନାହାନ୍ତି। ଆଜିର ବସ୍ତୁବାଦୀ ଦୁନିଆରେ ମଣିଷ କେବଳ ନିଜର ସୁବିଧା ଖୋଜୁଥିବାବେଳେ ସେ ଥିଲେ ଜଣେ ନିଆରା ମଣିଷ। ବୟସର ଅପହରାହ୍ନରେ ମଣିଷ ଯେତେବେଳେ ଆଉ କାହାର…

jammu
ଜମ୍ମୁରେ ପୁଣି ଦେଖାଗଲା ୩ ଟି ଡ୍ରୋନ୍

  ପ୍ରତିରକ୍ଷା ଶିବିର ନିକଟରେ ପୁଣି ଉଡିଲା ଡ୍ରୋନ୍ ପୁଣି ଜମ୍ମୁରେ ୩ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା ଜମ୍ମୁ : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା । ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ବାୟୁସେନା…

covaxin
ଆଲଫା ଓ ଡେଲଟା ଭାରିଏଣ୍ଟ୍ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ : ଦାବି କଲା ୟୁଏସର ଶୀର୍ଷ ସଂସ୍ଥା

ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ ।  କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ…

odisha
ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ: ମିଠା ମିଠା କଥା କହି ଗିଫ୍ଟ ବାହାନାରେ ଲୁଟି ନେଲେ

ସାଲେପୁର: ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ। ମିଠା ମିଠା କଥା କହି ଓ ବିବାହର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଚଳୁ କରିନେଲେ ଯୁବତୀ। ଠକାମିର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଅନ୍ତର୍ଗତ…

twitter
ପୁଣି ବଢିଲା ଟ୍ୱିଟର ପାଇଁ ଅଡ଼ୁଆ: ଚାଇଲ୍‌ଡ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…

woman raped
ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ,…

lockdown
ଆଜି ସରିବ ଲକଡାଉନ୍ ଅବଧି; ଅପରାହ୍ନରେ ମୁଖ୍ୟ ଶାସନ ସଚିବ କହିବେ କ’ଣ ରହିବ ଗାଇଡଲାଇନ

ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍,…

corona
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ରାଜ୍ୟରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ତୁଳନାରେ ଆଜି ଅଧିକ ରହିଛି। ଗତ ୨୪ ଘଣ୍ଟାରେ…

wearing mask
କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା…

Modi
ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ଘଟଣା ପରେ ସେନାର ଆଧୁନିକୀକରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି…

Couple
ବିବାହିତ ହୋଇ ବି ଭୁଲିଗଲେ...ପତ୍ନୀଙ୍କୁ କହିଲେ ଚାଲ ଆମେ ବିବାହ କରିବା, କଣ ଥିଲା ପୂରା ଘଟଣା?

ନୂଆଦିଲ୍ଲୀ: ଆଲଜାଇମର ରୋଗ କଣ? ଯଦି ଏହି ରୋଗରେ କୌଣସି ମଣିଷ ଶିକାର ହୁଅନ୍ତି ତେବେ କଣ ହେବ? ତେବେ ଆମେ ଆପଣଙ୍କୁ ଆଜି ଏମିତ ଏକ ଘଟଣା କହିବୁ ଯାହାକୁ ଜାଣିବା ପରେ ଆପଣମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ…

Marrege
ବିବାହ-ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ ! ଲୋକଙ୍କ ମନରେ ବଢ଼ିଲାଣି ଅସନ୍ତୋଷ

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନରୁ ଫାଇଦା ନେଉଛନ୍ତି…

samir mohanty
ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ…

Pahad Singh
ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ନବେ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ । ୮୪ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ…

Loot
ସାଇବର ଲୁଟ୍‌ରେ ସାମିଲ ମୋବାଇଲ ଓ ସିମ୍‌ ଦୋକାନୀ, ୧୦୦କି ୨୦୦ ନୁହେଁ ୧୭ ହଜାର ସିମ୍‌ ଜବତ !

ଭୁବନେଶ୍ୱର: ଆପଣ ଜାଣିନଥିବେ ହେଲେ ଆପଣଙ୍କ ନାଁରେ ଆକ୍ଟିଭ୍‌ ହୋଇଯାଇଥିବ ସିମ୍ । ଆଉ ସେହି ସିମ୍ ବ୍ୟବହାର କରି ଅପରାଧୀ କରୁଥିବେ ସାଇବର ଲୁଟ୍ । ରାଜ୍ୟ ସୀମା ଡେଇଁ ସାଇବର ଅପରାଧୀଙ୍କ ପାଖକୁ ଯାଉଥିଲା ଏଭଳି ପୁଳା ପୁଳା…

nirjatana
ବର୍ବରତାର ସୀମା ପାର୍‌: ମାଡ଼ ମାରିଲେ, ଦାନ୍ତ ଉପାଡ଼ିଲେ ଆଉ ବିଷ୍ଠା ବି ଖୁଆଇଲେ

ଅମାନୁଷିକ, ବର୍ବର, ଲୋମହର୍ଷକ ଘଟଣା। କେତେ ସାଂଘାତିକ, ସ୍ପଷ୍ଟ ବୟାନ କରୁଛି ମୋବାଇଲରେ ଉତ୍ତୋଳିତ ହୋଇଥିବା ଭିଡିଓ। କିଛି ଦୃଶ୍ୟ ତ ବିନା ଝାପ୍ସାରେ ଦେଖିବା ଅସମ୍ଭବ ହୋଇଛି