ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ୧୩୦ ଜଣଙ୍କୁ ବିବାହ କରିଥିଲେ ଏବଂ ୨୦୩ଟି ପିଲାଙ୍କର ବାପା ହୋଇଥିଲେ। ହଁ ଆପଣ ଠିକ୍ ଶୁଣିଛନ୍ତି। ଗୋଟିଏ ଗାଁର ଲୋକ ସଂଖ୍ୟା ଭଳି ପରିବାର ବସାଇଥିବା ବ୍ୟକ୍ତି ହେଉଛନ୍ତି ନାଇଜେରିଆର ମହମ୍ମଦ ବେଲ୍ଲୋ ଅବୁବକର। ୨୦୧୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପୁଣିଥରେ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କରୋନା ଏବଂ ଲକ୍ଡାଉନ୍କୁ ନେଇ କିଛି ଏକ୍ସର୍ପଟ୍ସ କହିଥିଲେ […]
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରୁ ହ୍ୱାଟ୍ସଆପ୍ ନିଜର ଟର୍ମସ ଅଫ୍ ସର୍ଭିସ୍ ଅପ୍ଡେଟ୍ କରିବାକୁ ଯାଉଛି। ୟଜରଙ୍କୁ ଏହି ଅପ୍ଡେଟ୍ ଆକ୍ସେପ୍ଟ କରିବାକୁ ପଡ଼ିବ, ନହେଲେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଡିଲିଟ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍ ଏକ ନୂଆ ଭର୍ସନ୍ ଅପ୍ଡେଟ୍ ଆଣିଛି, ଯେଉଁଥିରେ ନୂଆ ଟର୍ମସ ଅଫ୍ ସର୍ଭିସ୍ ଦିଆଯାଇଛି। ଏହା ୮ ଫେବ୍ରୁଆରୀ ୨୦୨୧କୁ ୟୁଜର୍ସଙ୍କ ପାଇଁ ଲାଗୁ ହେବ। ସାରା ବିଶ୍ୱରେ ହ୍ୱାଟ୍ସଆପ୍ର ୧.୫ ଆରବରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ଯଦି ସେମାନେ […]
ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସର୍ଦଳା ନିକଟରେ ଗୋଟିଏ ଚଳନ୍ତା କାରରେ ନିଆଁ ଲାଗି କାରଟି ସମ୍ପୁର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ଏହି କାରରେ ବାଲେଶ୍ୱରର ସୋରରୁ ନାସୀମା ଖାତୁନ, ତାଙ୍କ ପୁଅ ଓ ଡ୍ରାଇଭର ସମୁଦାୟ ୩ଜଣ କଟକ ବଡ଼ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଷଣ୍ଢ ପଶି ଯିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ନିଆଁ […]
ଏଣିକି ଆଉ ଚଳିବ ନାହିଁ ଗାଡି ଚାଳକଙ୍କ ମନମାନି । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବେ।ଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ ।
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଜାରି ରହିଛି। ଏଥିରେ ୪୦ ଜଣ କୃଷକ ପ୍ରତିନିଧୀ ଦଳ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ […]
କାରିଗରମାନଙ୍କର କଳାକୃତି ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ଏହି କଳାକୃତି ଗୁଡିକ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ
କୋଲକାତା: ଟିଏମ୍ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ଚାର୍ଜସିଟ୍ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ ରହିଛି। ସତ୍ୟଜିତଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ସିଆଇଡି ଚାର୍ଜସିଟିରେ ମୁକୁଲ ରୟଙ୍କ ନାଁ ରହିଥିବା ସୂଚନା ମିଳିଛି। ରାନଘାଟ ଏସିଜେଏମ୍ କୋର୍ଟରେ ସିଆଇଡି ଶନିବାର ଚାର୍ଜଶିଟ୍ ଦାଖଲ କରିଛି। ସିଆଇଡି ଚାର୍ଜଶିଟ୍ ମୁକଲଙ୍କୁ ମିଶାଇ ମୋଟ ୫ ଜଣଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କର […]
ନୂଆଦିଲ୍ଲୀ: ଲଗାତାର ୩ ଦିନ ଧରି ବଢୁଥିଲା ସୁନା ଦର। ଆଜି ସୁନା ଦରରେ ହ୍ରାସ ଘଟିଥିବାରୁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ଦି ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ) ଅନୁସାରେ ସୁନା ଦର ୦.୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୯ ହଜାର ୨୦୯ ଟଙ୍କା ରହିଛି। ସେହିପରି ରୁପା ୩ ପ୍ରତିଶତ ବଢ଼ି କିଲୋଗ୍ରାମ ପ୍ରତି ୬୩ ହଜାର ୮୪୮ ଟଙ୍କା ରହିଛି। ବିଶେଷଜ୍ଞଙ୍କ କହିବାନୁସାରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ […]
ଭୁବନେଶ୍ୱର:ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଜୁଲାଇ ଗାଇଡଲାଇନ୍ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା…
ଓଟ୍ଟୱା: ଭାରତର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ କାନାଡାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଛି। ଏପରିକି ୧୦୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କାନାଡାର Vancouver…
ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ । ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ…
ଇନ୍ଦୋର : ଫେସବୁକ ପ୍ରୋଫାଇଲ୍ ଫଟୋର ମଜାକ୍ ଉଡାଇବା ମହଙ୍ଗା ପଡ଼ିଲା । ପରିହାସ ସହ୍ୟ କରିନପାରି କିଛି ଲୋକଙ୍କ ସହ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ କଲେ ଅଭିଯୁକ୍ତ । ସାମାନ୍ୟ ଏକ ଫଟୋ ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି…
ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜଲ୍ୱା ଦେଖାଇବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ…
ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍,…
ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ DGCA…