ଭୁବନେଶ୍ୱର : ରାଜ୍ୟକୁ କରୋନା ସଂକ୍ରମଣରେ ଆଜି କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ୩ ହଜାର ତଳକୁ ଖସିଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩,୩୧୯ ଥିଲା ବେଳେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭…
ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରକୁ ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ବିଏମ୍ସି ପକ୍ଷରୁ ଆସିଛି ଚମକାଇ ଦେବା ଭଳି ଖବର। ବିଏମ୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେର ରିପୋର୍ଟ କହୁଛି ମୁମ୍ବାଇରେ ୫୧ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡ଼ି…
ଭୁବନେଶ୍ୱର: ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା UG,PG ପରୀକ୍ଷା କେମିତି ଏବଂ କେଉଁ ଢ଼ାଞ୍ଚାରେ ହେବ, ସେନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି। ଅନ୍ଲାଇନରେ ହେବାକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ…
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି…
ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ…
ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ…
ଆଠଗଡର ଝିଅ ଚମକିଲେ ଇଣ୍ଡିଆରେ। ଓଡିଶାକୁ ପ୍ରତିନିଧିତ୍ୱ କରି ଆଠଗଡ ଏନଏସି ଅନ୍ତର୍ଗତ ଗଦାସାହିର ଝିଅ ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍ ହୋଇ ଆଠଗଡ ତଥା ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି
କେନ୍ଦ୍ରାପଡା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ। ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍। ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି…
ଢେଙ୍କାନାଳ: କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିଲେ ବ୍ୟାଙ୍କ କର୍ମଚାରୀ। ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ବ୍ୟାଙ୍କରେ ଥିବା ଅନେକ ଖାତାଧାରୀଙ୍କ ନାଁରେ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରି…
ଟାଇପ ମେସିନ ଆଜି ବି ଭରଷା ଯୋଗ୍ୟ ରହିଛି । ଆଜି ଅତ୍ୟାଧୁନିକ କମ୍ପ୍ୟୁଟର ଯୁଗରେ ଭରଷା କମି ନାହିଁ ଲୋକଙ୍କର ଟାଇପ ମେସିନ ଉପରୁ । ଲୋକେ ଆଜି ବି ସେହି ଟାଇପ ମେସିନ ଉପରେ ନିର୍ଭର କରୁଛନ୍ତି
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସୋମବାର ଅନ୍ୟ ଏକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏହାର ନାମ ଅଗ୍ନି ପ୍ରାଇମ ମିସାଇଲ । ଅଗ୍ନି ପ୍ରାଇମ୍ କିମ୍ବା ଅଗ୍ନି କ୍ଷେପଣାସ୍ତ୍ର ହେଉଛି ଅଗ୍ନି ଶ୍ରେଣୀର ଏକ ନୂତନ…
ପାଣି ଭିତରେ ଝରଣା। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ଆଉ ଏ ଝରଣା ବୋହୁଛି ମହାସାଗରର ପାଣି ଭିତରେ
ଭୂମିଠାରୁ ୩୦୦୦ ଫୁଟ ତଳେ ଏକ ନିଆରା ଗାଁ। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା। ଗାଁର ପରିବେଶ ପ୍ରାୟ ସମସ୍ତଙ୍କୁ ପସନ୍ଦ।
ପବିତ୍ର ମନ୍ତ୍ରର ତାଳେତାଳେ ଭେଟ ହୁଅନ୍ତି ଅଜଣା ପକ୍ଷୀ ହଳେ, ସାଥିରେ ପହିଲି ପ୍ରେମର କଅଁଳ ଡେଣା ଯୋଡିଏ ! ସାଖିଥାଏ ସାତଦିପ , ଆଠକଳସ, ମାଟିବେଦୀ, ହୋମକୁଣ୍ଡ, ବାହାମୁକୁଟ, ହାତଗଣ୍ଠି ଦଶଦିଗପାଳ… ସାଖିଥାଏ ବ୍ରାହ୍ମଣର ହୋମମନ୍ତ୍ର ମଙ୍ଗଲମ ଭଗବାନ…
ଆମେ ଜାଣିଛେ ଯେ ସାପ ଓ ନେଉଳର ଶତ୍ରୁତା ବିଷୟରେ। ସେମାନଙ୍କ ମଧ୍ୟରେ ଲଢେଇ ମଧ୍ୟ ଅନେକ ଦେଖିଥିବେ। ଅନେକ ସମୟରେ ସାପ-ନେଉଳ ଯୁଦ୍ଧର ରୋମାଞ୍ଚକର ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଆପଣ କେବେ ଏଣ୍ଡୁଅ…
ଫୁଲବାଣୀ: ଶ୍ରମିକଙ୍କୁ ନେଇ କେରଳ ଯାଉଥିବା ବସ୍ କର୍ମଚାରୀଙ୍କୁ ସରପଞ୍ଚଙ୍କ ମାଡ଼ ଅଭିଯୋଗ। କନ୍ଧମାଳ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତରେ ଘଟିଛି ଏହି ଘଟଣା। ସରପଞ୍ଚ ରାଜକିଶୋର ପ୍ରଧାନ ବସ୍ କର୍ମଚାରୀଙ୍କୁ ମା଼ଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ…
ତେହେରାନ : ଇରାନ ସେନା ଦାବି କରିଛି ଯେ ସେ ଏକ ଡ୍ରୋନ୍ ତିଆରି କରିବାରେ ସଫଳ ହୋଇଛି ଯାହା ୭ ହଜାର କିଲୋମିଟର ଦୂରତା ଉପରେ ନଜର ରଖିପାରିବ। ଏହି ବିପଜ୍ଜନକ ଡ୍ରୋନ୍ ବିଷୟରେ ଏକ ସାକ୍ଷାତକାରରେ ଇରାନର ସେନା…
ତେଜିବାରେ ଲାଗିଛି କଂଗ୍ରେସର କନ୍ଦଳ। ଜଣଙ୍କ ପରେ ଜଣେ ଛାମୁଆ ନେତା ଦଳକୁ ବାଏ ବାଏ କରୁଛନ୍ତି। ଆଉ ଏହାରି ମଧ୍ୟରେ କଂଗ୍ରେସ ମହାସଚିବଙ୍କର ଜଣେ ଖାସ୍ ଲୋକ କଂଗ୍ରେସ ଛାଡ଼ିଥିବା ଜଣାପଡ଼ିଛି
ଭୁବନେଶ୍ୱର: ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫…
ମୁମ୍ବାଇ : ଅଭିନେତା ଫରହାନ ଅଖତର ପୁଣି ଥରେ କ୍ରୀଡାଭିତିକ ଡ୍ରାମା ଫିଲ୍ମ ‘ତୁଫାନ’ ସହିତ ଆସୁଛନ୍ତି। ଏହାର କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରାଯାଇଛି।…
ଓଟିଭିର ମହାପ୍ରଭାଵ। ଆଜି ଯାଜପୁର ଜିଲ୍ଲା ନଗଡାରେ ଆରମ୍ଭ ହୋଇଛି କୋଭିଡ଼ ଟିକାକରଣ। କିଛିଦିନ ତଳେ ଆମେ ନଗଡାରେ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଚେତନତା ଏବଂ ମାସ୍କ, ଟୀକାକରଣ ଉପରେ ଗ୍ରାଉଣ୍ଡ ରିପୋର୍ଟ ପ୍ରକାଶ କରିଥିଲୁ
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ।…
ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବି ଜୋରସୋର ହେଉଛି।
କରୋନା ଯତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲା କେନ୍ଦ୍ର। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି