• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

neet
୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅତିକମରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରହିବ। କରୋନା ଡ୍ୟୁଟିରେ ନିୟୋଜିତ ହେବେ MBBS ଅନ୍ତିମ ବର୍ଷର ମେଡିକାଲ ଛାତ୍ର। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ

2
ବିବାହ ପାଇଁ ଯିଏ ବି ହେଲେ ଚଳିବ ବୋଲି କହିଲେ ‘ଦଙ୍ଗଲ’ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କ ରିଲିଜ୍ ହୋଇଥିବା ଫିଲ୍ମ ‘ପଗଲୈଟ୍’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଏହି ସମୟରେ ସାନ୍ୟା ତାଙ୍କ ବିବାହ ପ୍ରସଙ୍ଗକୁ ନେଇ ଖୁବ ଚର୍ଚ୍ଚାରେ…

tara
"ପଶ୍ଚିମବଙ୍ଗରେ ପରାଜୟ ବିଜେପିର ଅହଂକାର ଭାଙ୍ଗିଛି"

ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମଙ୍ଗ ଧରିଥିଲେ ବି ମମତା ଲ୍ୟାଣ୍ଡ ସ୍ଲାଇଡ୍ ଭ୍ରିି ହାସଲ କରିଛନ୍ତି। ଏଣୁ ଆଞ୍ଚଳିକ ଦଳଗୁଡ଼ିକର ସାରା ଦେଶରେ ପ୍ରଭାବ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି

Cloudy sky
ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟରେ କିଛି ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ୧୧ ଜିଲ୍ଲାକୁ ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,…

rain
ମହାରାଷ୍ଟ୍ରରେ ଅଦିନିଆ ବର୍ଷା ନେଲା ୭ ଜୀବନ

ମହାରାଷ୍ଟ୍ରରେ ଅଦିନିଆ ବର୍ଷା ବିପର୍ଯ୍ୟୟ ଆଣି ଦେଇଛି । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ପବନ ବହିବା ସହ ପ୍ରବଳ ବର୍ଷା ବି ରାଜ୍ୟରେ ଲାଗି ରହିଛି । ଏହି ଅଦିନିଆ ବର୍ଷାରେ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି

avyaakanta
IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି

oxygen shortage
ମିଳିଲାନି ଅକ୍ସିଜେନ; ଡାକ୍ତରଖାନାରେ ଆଖି ବୁଜିଲେ ୨୪ ରୋଗୀ

ଚାମରାଜନଗର: କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ପଡୋଶୀ ଜିଲ୍ଲା ମୈଶୁରରୁ ଅକ୍ସଜେନ…

bjp leader chandana bauri
ଦିନ ମଜୁରିଆଙ୍କ ପତ୍ନୀ ହେଲେ ବିଧାୟିକା, ରହୁଛନ୍ତି ଚାଳ ଘରେ

କୋଲକାତା: ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇଛି। ୨୯୨ଟି ଆସନରୁ ଟିଏମ୍‌ସିକୁ ୨୧୩ ଆସନ ମିଳିଛି। ତେବେ ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ବିଜେପିକୁ ମାତ୍ର ୭୭ଟି ଆସନ ମିଳିଛି। ଯଦିଓ…

1
୫ ରାଜ୍ୟ ବିଧାନସଭା ନିର୍ବାଚନ : ବିଜୟ ପଥରେ ନବାଗତ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟ ନିର୍ବାଚନରେ ଅନେକ ନବାଗତ ବିଜୟୀ ହୋଇ ବିଧାନସଭାକୁ ଆସିଥିବାବେଳେ ଅନେକ ପ୍ରମୁଖ ପ୍ରାର୍ଥୀ ପରାଜୟର ସାମ୍ନା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ମମତା ତାଙ୍କର ପୂର୍ବଦିନର…

Mamata Banerjee
ହାରିଗଲା ପରେ ମୁଖ୍ୟମନ୍ତ୍ରୀ ହେବେ ଦିଦି: ହେଲେ କେମିତି?

ସମସ୍ତଙ୍କୁ ଚକିତ କରିଦେଲା ବଙ୍ଗ ଫଳ। ଦଳ ଜିତିଲା କିନ୍ତୁ ସଭାପତି ହାରିଲେ। ମୋଟ୍‌ ଉପରେ କହିବାକୁ ଗଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍‌ ମିଳିଛି। କିନ୍ତୁ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ବିଜେପିକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ହାରି ଯାଇଛନ୍ତି।

students
ସିବିଏସ୍ଇ ଢାଞ୍ଚାରେ ହେବ ମାଟ୍ରିକ ମୂଲ୍ୟାୟନ

ଭୁବନେଶ୍ଵର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ପରୀକ୍ଷାର ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତିକରି ମୂଲ୍ୟାୟନ ହେବ।…

1
ନର୍ଗିସଙ୍କୁ ସାମ୍ନାରେ ଦେଖି ସୁନୀଲ ଦତ୍ତ ନର୍ଭସ ଥିଲେ, ଚାକିରି ବିପଦରେ ଥିଲା

ମୁମ୍ବାଇ: ହିନ୍ଦୀ ସିନେମାର ମହାନ ଅଭିନେତ୍ରୀ ନର୍ଗିସ୍ ତାଙ୍କ କ୍ୟାରିୟରରେ ସିନେ ଜଗତକୁ ଗୋଟିଏରୁ ବଳି ଗୋଟିଏ ଚଳଚ୍ଚିତ୍ର ଦେଇଛନ୍ତି। ୫ ବର୍ଷ ବୟସରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ନର୍ଗିସ୍ ଶ୍ରୀ ୪୨୦, ମଦର ଇଣ୍ଡିଆ,…

cm odisha
ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: କରୋନା ମହାମାରୀ ଦେଶରେ ଦିନକୁ ଦିନ ବେକାବୁ ହେଉଛି । ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଲାଣି । ବିଶେଷ କରି ଦିଲ୍ଲୀ ସ୍ଥିତି ଖୁବ୍‌ ଗମ୍ଭୀର ହୋଇପଡ଼ିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ…

kkr
IPL 2021: କୋଲକାତା ନାଇଟ୍ ରାଇଡର୍ସର ୨ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: IPL (Indian Premier League)ରେ ପଶିଲା କରୋନା। କୋଲକାତା ନାଇଟ୍ ରାଇଡର୍ସ(Kolkata Knight Riders)ର ୨ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେକେଆର୍‌ ଟିମ୍‌ର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।…

covid
ଦେଶରେ ୨୪ ଘଣ୍ଟାରେ ୩୪୧୭ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ…

vaccination
୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ

ଆଜିଠୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ବାଲେଶ୍ୱରରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ…

odisha
ପର କରି ଦେଉଛନ୍ତି ନିଜ ଲୋକ, ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ

ବଲାଙ୍ଗିର/ବ୍ରହ୍ମପୁର: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି। କରୋନା ଭୟରେ ନିଜ ଲୋକ ପର କରି ଦେଉଛନ୍ତି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ। ମୃତ୍ୟୁ ପରେ…