ନୟାଗଡ଼: ପରୀ ହତ୍ୟା ମାମଲାରେ SIT ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ ସହିତ ତାକୁ ମାରାଥନ ଜେରା କରାଯାଇଥିବା ସୂଚନା ମିଳିଛି। ଗତକାଲି ବାବୁଲିକୁ ଜେରା କରିବା ପରେ SIT ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି ଓ ତାର ଡ୍ରାଇଭରକୁ ନିଆଯାଇଛି। କୁନି ଝିଅ ପରୀର ହତ୍ୟା ପଛରେ ବାବୁଲିର ହାତ ଥିବା ପରୀଙ୍କ ପରିବାର ଅଭିଯୋଗ କରି ଆସୁଛନ୍ତି। ଅଙ୍ଗ ତସ୍କରି ପାଇଁ […]
ନୂଆଦିଲ୍ଲୀ / ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ। ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂରାପୂରି ସମର୍ଥନ ଦେଉଛି। କେବଳ ଏତିକି ନୁହେଁ ବରଂ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାରୁ ଓଡିଶାବାସୀ ସମର୍ଥନ ଦେବା ଲାଗି ସେ ଆହ୍ୱାନ ମଧ୍ୟ କରିଛନ୍ତି […]
ପାରାଦୀପ: ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ହେଇଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍ଟି ଠକେଇ କରିଥିବା […]
ପରୀ ହତ୍ୟାକୁ ନେଇ ତେଜୁଛି ରାଜନୀତି । ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗେ।ଳ ଦେଖିବାକୁ ମିଳିଥିଲା । ତେବେ ବିଧାନସଭା ପରେ ବି ପରୀ ହତ୍ୟା ଘଟଣାକୁ ନେଇ ଜେ।ରସେ।ରରେ ଚାଲିଛି ଚର୍ଚା
ଚଣ୍ଡୀଗଡ଼: ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ୍ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍ରେ ସ୍ୱେଚ୍ଛାକୃତ ଭାବେ ସେ କୋଭାକ୍ସିନର ଏକ ଡୋଜ୍ ନେଇଥିଲେ। କୋଭାକ୍ସିନର ୩ୟ ପର୍ଯ୍ୟାୟ ଟ୍ରାଏଲରେ ସେ ଏହି ଟିକା ନେଇଥିଲେ। ତେବେ କିଛି ଦିନ ପରେ ସେ […]
ରାଜ୍ୟରେ ୨୪ ଘଣ୍ଟାରେ ୪୦୯ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୫ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୬୫ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Regret to inform the demise of five numbers of Covid positive patients while under treatment in hospitals. 1.A 55-year-old male of Bhubaneswar who […]
ମୁମ୍ବାଇ: କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ମିରର୍ର ରିପୋର୍ଟ ଅନୁସାରେ, ନଭେମ୍ବର ୨୭ରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଘରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଅଭିଷେକଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁର ସପ୍ତାହକ ପରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ୩୭ ବର୍ଷୀୟ ଅଭିଷେକ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ […]
ବିଜ୍ଞାନ ମଣିଷକୁ ଅନେକ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚାଇଛି। ଯେମିତିକି ଅନ୍ୟଗ୍ରହରେ ମଣିଷକୁ ବିଜ୍ଞାନ ହିଁ ପହଞ୍ଚାଇପାରିଛି। ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ଗୋଟିଏ ୨୭ ବର୍ଷର ଶିଶୁ ଜନ୍ମ ହୋଇଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ କଥାଟା ଠିକ୍। କିନ୍ତୁ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ହିସାବ କରାଯାଇଛି। ପ୍ରକୃତରେ, ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ଭ୍ରୁଣକୁ ଫ୍ରିଜ୍ କରାଯାଇଥିଲା। ଏହି ଭ୍ରୁଣ ଫେବୃଆରୀ […]
ଭୁବନେଶ୍ୱର: ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା:୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଆଉ ୩ ଜିଲ୍ଲା ଏଥିରେ ସାମିଲ ହେଲା ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ…
ଭେ।ଟରଙ୍କ ମନ ଜିତିବାର ସମସ୍ତ କୌଶଳ ମେ।ଦୀଙ୍କୁ ବେଶ ଭଲ ଭାବରେ ଜଣା । କେମିତି ଭାବରେ ଲେ।କଙ୍କ ମନ ଜିଣିବାକୁ ହୁଏ ସେଥିରେ ସିଦ୍ଧହସ୍ତ ।
ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି କାଉନ୍ସିଲର ମନୋଜ ମହଲୱତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା […]
ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି ପୋଲିସ ପଞ୍ଝାରେ ପଡ଼ିବା ଥୟ। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ତିନିଟି ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି। ଏବେ ସିରିୟଲ ମହମ୍ମଦଙ୍କୁ ଇଫ୍କୋ ଚୌକ ଦିଲ୍ଲୀରୁ ଗିରଫ […]
ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ । ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି…
ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । କୁନିଝିଅ ପରୀ ହତ୍ୟା ଘଟଣାର ଅନୁଧ୍ୟାନ ଓ ତାର ବାପାମାଆଙ୍କ ସହ ଆଲେ।ଚନା ଲାଗି କଂଗ୍ରେସର ଏକ ଟିମ ଯଦୁପୁରରେ ପହଂଚିଥିବା ଜଣାଯାଇଛି
ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ବେଳେ ଅଭୟକାନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ସବୁ ପ୍ରମାଣ ଦେବି, ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ସେହିପରି ପୁଅ ଆକାଶ ଟାଟାରେ ଚାକିରି କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପୁଅ ଏବେ ବି ଚାକିରି କରୁଛି। ଅନ୍ୟପକ୍ଷରେ […]
କରୋନା ସଂକ୍ରମଣ ବେଳେ ଜୁଲାଇ ଗାଇଡ୍ଲାଇନ୍ ଘୋଷଣା କଲେ ରାଜ୍ୟ ସରକାର। ନୂଆ ଗାଇଡ୍ଲାଇନ୍ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୂରା ତଥ୍ୟ ଦେଇଛନ୍ତି
କୁନି ଝିଅ ପରୀ ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ । ଛେ।ଟ ଝିଅକୁ ନ୍ୟାୟ ଦେବା ଲାଗି ସବୁଆଡେ ଏକା ସ୍ୱର ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଘଟଣାରେ ଜେ।ରଦାର ହେ।ଇଛି ଏସଆଇଟି ତଦନ୍ତ ।
ପାଖରେ ଟଙ୍କା ଥିଲେ ଜଣେ କିଛି ବି କରିପାରିବ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁ ଘଟଣାରେ ଜଣେ କୋଟିପତି କେବଳ ବର୍ଗର ଖାଇବା ପାଇଁ ହେଲିକପ୍ଟର ଭଡ଼ା କରି ପ୍ରାୟ ୩୬୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଋଷରେ ଏଭଳି ଅଜବ ଘଟଣା ଘଟିଛି। ଘଟଣା ଅନୁସାରେ, ଏହି ଧନୀ ବ୍ୟକ୍ତିଙ୍କର ବର୍ଗର ଖାଇବାକୁ ଇଚ୍ଛା ହେଲା। ହେଲେ ଆଖପାଖରେ ଥିବା କୌଣସି ଦୋକାନ ତାଙ୍କର ପସନ୍ଦ ଆସିଲା ନାହିଁ। ଯେଉଁଥିପାଇଁ ସେ ଦୁଇ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଦଳିତ ନେତା ତଥା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାର CBI ତଦନ୍ତ ଦାବି ହୋଇଛି। ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡରେ ମହାକାଳପଡ଼ା ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି ସହ କେନ୍ଦ୍ରାପଡ଼ା ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ। ଏପରିକି ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୬ ତାରିଖରୁ ୧୨ […]
କେ।ଟିପତି ବାପ ପୁଅଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେ।ଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ସ୍କାନରଙ୍କୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର