• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

buttler
ଭାରତ ଛାଡ଼ିବା ପୂବର୍ରୁ ଜୋସ ବଟଲର ହେଲେ ଭାବପ୍ରବଣ, ଲେଖିଲେ ଏଭଳି ସନ୍ଦେଶ..

ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ…

pmo
ପ୍ରଦୀପ୍ତ ନାଏକ, ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାଏକ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ନୀ ପ୍ରମିଳା…

tahsildar
କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କୁ ତହସିଲଦାର ଧରିଲେ, ପୋଲିସ ଛାଡିଦେଲେ

ବାଲେଶ୍ୱର: ବାଲେଶ୍ୱର ହିଞ୍ଜିଳି ଗାଁରେ ଏକାଦଶ ଭୋଜିରେ ତହସିଲଦାରଙ୍କୁ ଆକ୍ରମଣ। ଚଢ଼ଉ ବେଳେ ଉତ୍ତ୍ୟକ୍ତ ଲୋକେ ସଦର ତହସିଲଦାର ଏବଂ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ କୋଭିଡରେ ଆକ୍ରାନ୍ତ ହୋଇ ଗାଁର ହାରାମଣି ରାଉତଙ୍କ ମୃତ୍ୟୁ ପରେ ତାଙ୍କ ଏକାଦଶାହରେ…

8 died
ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର ୮ ମୃତ

ରାଇପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ବିଭିନ୍ନ ପ୍ରକାରର ଟିପ୍ସ ସବୁ ଆପଣାଉଛନ୍ତି। ଯାହା ସେମାନଙ୍କ ପାଇଁ ପରେ ବିପଦଜ୍ଜନକ ସାବ୍ୟସ୍ତ ହେଉଛି। ଏଭଳି ଏକ ଘଟଣା ଛତିଶଗଡର ବିଳାସପୁରରେ ଘଟିଛି। ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର…

sand-storm
ହଠାତ ଘୋଟି ଆସିଲା ଅନ୍ଧାର, ୪୦ ଡିଗ୍ରୀର ଦାଉ ଦାଉ ଖରା ବେଳେ ଉଭାନ ହୋଇଗଲେ ସୂର୍ଯ୍ୟ..

ଜୟପୁର/ଚୁରୁ: ଦିନ ଥାଉ ଥାଉ ହଠାତ ଘୋଟି ଆସିଲା ଅନ୍ଧାର । ୪୦ ଡିଗ୍ରୀ ଦାଉ ଦାଉ ଖରା ବେଳେ ହଠାତ୍ ଉଭାନ ହୋଇଗଲେ ସୂର୍ଯ୍ୟ ଦେବତା । ଆଉ ମାଡ଼ି ଆସିଲା ଅନ୍ଧାର । ତେବେ ଏହା ପଛରେ କାରଣ…

vaccination
୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ଟିକାକରଣ ସଂପର୍କରେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଲେଣି। ରାଜ୍ୟରେ ୪୫ ବର୍ଷରୁ…

ପ୍ରେମ ପ୍ରତାରଣାର ଆଉ ଏକ କୋହଭରା କାହାଣୀ

ସନ୍ତକବୀରନଗର : ପ୍ରେମ ପ୍ରତାରଣାର ଆଉ ଏକ କୋହଭରା କାହାଣୀ । ପ୍ରେମିକକୁ ବିବାହ କରି ଖୁସିରେ ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖୁଥିଲେ ଯୁବତୀ । ଆଉ ଏଥିପାଇଁ ମହାମାରୀର ସଙ୍କଟ ଭିତରେ ବି ଧାଇଁ ଆସିଥିଲେ ମନର ମଣିଷ…

କରୋନାରେ ଚାଲିଗଲା ପ୍ରସିଦ୍ଧ ହାସ୍ୟ ଅଭିନେତା ଓ ଫିଲ୍ମ ଅଭିନେତ୍ରୀଙ୍କ ଜୀବନ

ଚେନ୍ନାଇ/ନୂଆଦିଲ୍ଲୀ: ମହାମାରୀ କରୋନାରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଅନେକ ରାଜନେତା ଓ ସେଲିବ୍ରିଟିଙ୍କ ଜୀବନ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଥିବାବେଳେ…

madras-high-coutt
କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍ ହାଇକୋର୍ଟ

ମୁମ୍ବାଇ: ନିର୍ବାଚନ କମିଶନରଙ୍କୁ କଡା ସାମାଲୋଚନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି। କୋର୍ଟ ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ…

SupremeCourtofIndia
ନିର୍ବାଚନ ଆୟୋଗ ଉପରେ ମାଡ୍ରାସ ହାଇକୋର୍ଟଙ୍କ ହତ୍ୟା ଅଭିଯୋଗ ଟିପ୍ପଣୀକୁ କଠୋର ଓ ଅନୁଚିତ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉପରେ ମାଡ୍ରାସ ହାଇକୋର୍ଟ ହତ୍ୟା ଅଭିଯୋଗ ପରି ଦେଇଥିବା ଟିପ୍ପଣୀକୁ ସୁପ୍ରିମକୋଟ ସମାଲୋଚନା କରିଛନ୍ତି । ଏପରି ଟପ୍ପଣୀ କଠୋର ଏବଂ ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ ଜଜମେଣ୍ଟର…

covid death
କରୋନା ରିପୋର୍ଟ ନେଗେଟିଭ ଥାଇ ବି ପରିବାରର ୫ ସଦସ୍ୟ ଆଖି ବୁଜିଲେ

ଲକ୍ଷ୍ନୌ: କରୋନାକୁ ନେଇ ଏବେ ବି ଚିିକିତ୍ସା ବିଜ୍ଞାନ ଦ୍‌:ନ୍ଦ୍‌:ରେ । କେମିତି ଏଇ ଭାଇରସକୁ ଚିହ୍ନଟ କରାଯିବ, କେମିତି ନିପାତ କରାଯିବ ଏବଂ କେମିତି ତାହାଠାରୁ ସୁରକ୍ଷିତ ରହିପାରିବ ସେ ନେଇ ବିଶେଷଜ୍ଞମାନେ ଏବେ ବି ସନ୍ଦିହାନ । ପ୍ରତିଦିନ…

lion
ମଣିଷଙ୍କୁ ଠାରୁ ପଶୁପକ୍ଷୀଙ୍କୁ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ସଂକ୍ରମିତ ହେବା ଆଶଙ୍କା ଦେଖାଦେଇଛି। ଦେଶର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସଂକ୍ରମିତ ମନୁଷ୍ୟଙ୍କଠାରୁ ପଶୁପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା…

sc
ତୃତୀୟ ଲହରରେ କେଉଁଠୁ ଆସିବ ମ୍ୟାନ୍ ପାୱାର ? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହର ସାରା ଦେଶରେ ତାଣ୍ଡବ ରଚିଥିବା ବେଳେ ତୃତୀୟ ଲହର ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଜି ଦିଲ୍ଲୀରେ ଅକ୍ସିଜେନ ଅଭାବ ସମ୍ପର୍କରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଜଧାନୀ ଦିଲ୍ଲୀ…

muralidharan
ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ : ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ

କୋଲକାତା : ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡ଼ିକୁ ଆକ୍ରମଣ । ପଶ୍ଚିମ ମେଦିନିପୁର ପଞ୍ଚଖୁଡ଼ି ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଭି. ମୁରଲୀଧରନଙ୍କ ଗାଡ଼ି କାଚକୁ ବାଡ଼େଇ ଭାଙ୍ଗିବା ସହ ସହକର୍ମୀଙ୍କୁ ଆକ୍ରମଣ…

oxygen
ଅକ୍ସିଜେନ୍ କମ୍ ହେଲେ ଭୟ କରନ୍ତୁନି, ସଂକ୍ରମିତଙ୍କ ଘରେ ସରକାର ପହଞ୍ଚାଇବେ ସିଲିଣ୍ଡର

ନୂଆଦିଲ୍ଲୀ : କରେନା ସଂକ୍ରମିତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌, ସରକାର ପହଞ୍ଚାଇବେ ସିଲିଣ୍ଡର । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ହୋମ ଆଇସୋଲେସନରେ ରହୁଥିବା ଭାଇରସ୍ ସଂକ୍ରମିତ ଲୋକଙ୍କ ପାଇଁ ସରକାର ଜରୁରୀକାଳୀନ ଅମ୍ଳଜାନ ବିତରଣ କରିବା ପାଇଁ ଏକ ଅମ୍ଳଜାନ…

kerala moonsoon
ଜୁନ୍‌ ୧ରେ କେରଳ ଛୁଇଁବ ମୌସୁମୀ ବାୟୁ

ଆସନ୍ତା ମାସ ଅର୍ଥାତ୍‌ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ଆକଳନ। ୧ରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା। ତେବେ ପୂର୍ବରୁ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ବୋଲି ଆକଳନ କରିଥିଲା ଆଇଏମଡ଼ି।

vihar
‘ମୋର ଚାଲାଣ କାଟିଲେ ହଙ୍ଗାମା ହେବ, ପୂରା ବିହାର କମ୍ପିବ’

ପାଟଣା : ‘ମୋର ଚାଲାଣ କାଟିଲେ, ସମସ୍ତଙ୍କର ଚାଲାଣ କଟେଇ ଦେବି । ତୁମ ସମସ୍ତଙ୍କର ଚାକିରି ରହିବନି । ବିହାରରେ ହଙ୍ଗାମା ହେବ । ୧୧ଟାରେ ମୋର ଟ୍ରେନ୍ ଧରିବାର ଅଛି । ବିଗତ ୩ ଘଂଟା ଧରି ଘରୁ…

bill-and-milinda-gates-divorc
ବିଲ୍ ଗେଟ୍ସ ଓ ମେଲିଣ୍ଡାଙ୍କ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଚର୍ଚ୍ଚା : କେଉଁ ଆଧାରରେ ଭାଗ ହେବ ସମ୍ପତ୍ତି ?

ଉଭୟ ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଛନ୍ତି ବିଲ୍ ଗେଟ୍ସଙ୍କର ରହିଛି ପ୍ରାୟ ୧୪୬ ବିଲିୟନ୍ ଡଲାର ସମ୍ପତ୍ତି ସମ୍ପତ୍ତିରୁ କାହା ଭାଗକୁ କେତେ ଆସିବ, ସେନେଇ କଳ୍ପନା ଜଳ୍ପନା ନ୍ୟୁୟର୍କ: ୬୫ ବର୍ଷୀୟ ବିଲ୍ ଗେଟ୍ସ ଓ…

elephant
ମାତିଲେ ହାତୀପଲ: ୨ ଜଣଙ୍କୁ ମାରିଲେ,ନର୍ସରୀକୁ ଧ୍ୱଂସ କଲେ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ତାଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟା ବେଳେ ତାଳଗଡ଼ର ମମତା ସେଠୀ ଆମ୍ବ ଗୋଟାଇବାକୁ ତୋଟାକୁ ଯାଇଥିଲେ

thunderst
ଆହୁରି ୪ ଦିନ କାଳବୈଶାଖୀ ! ୧୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା  କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଭଦ୍ରକ ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା । ଏ…

asaram bapu'
କରୋନାରେ ଆଶାରାମ ବାପୁ ଗୁରୁତର, ଆଇସିୟୁରେ ଭର୍ତ୍ତି

ଯୋଧପୁର: ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ସଜା କାଟୁଥିବା ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ବୁଧବାର ରାତିରେ ତାଙ୍କ ମହାତ୍ମାଗାନ୍ଧି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲ୍‌ରେ କରୋନା ସଂକ୍ରମଣ ବ୍ୟାପିବାର ୩ ଦିନ ପରେ ସେ ସଂକ୍ରମିତ…

MAMATA BANERJEE
ଶପଥ ନେଉ ନେଉ ଆକ୍ସନରେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ପଶ୍ଚିମବଙ୍ଗ ସରକାର ପଦକ୍ଷେପ ନେଇଛନ୍ତି । ଗତକାଲି ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଉ ନେଉ ପଶ୍ଚିମବଙ୍ଗକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି…