• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

anil deshmukh
ଆର୍ଥିକ ଦୁର୍ନୀତି ମାମଲା : ଆଜି ଇଡିରେ ହାଜର ହେବେନି ଅନୀଲ ଦେଶମୁଖ

  ଅସୁସ୍ଥ ଥିବା କହିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନଲାଇନ୍ ବୟାନ୍ ରେକର୍ଡ କରିବାକୁ ନିବେଦନ ମୁମ୍ବାଇ : ଇଡିରେ ହାଜରେ ହେବେନି ଅନୀଲ ଦେଶମୁଖ ।  ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଶମନ ପଠାଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

covid
ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ

ଭୁବନେଶ୍ୱର: ବିପର୍ଯ୍ୟୟ ଆଣି ଦେଇଛି କରୋନା। ନୂଆ ନୂଆ ଲକ୍ଷଣ, ନୂଆ ଭାରିଏଣ୍ଟ ଡାକ୍ତର, ବିଶେଷଜ୍ଞଙ୍କ ନିଦ ହଜାଇ ଦେଲାଣି। କରୋନାକୁ ନେଇ ସବୁଦିନ ନୂଆ ନୂଆ ସମସ୍ୟା ଦେଖିବାକୁ ମିଳୁଛି। ଏବେ କୋଭିଡର ପୁଣି ଏକ ନୂଆ ଲକ୍ଷଣ  ଦେଖିବାକୁ…

drone
୨ ଦିନ ଭିତରେ ଜମ୍ମୁରେ ୪ ଥର ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ

ଶ୍ରୀନଗର: ପୁଣି ଜମ୍ମୁରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ। ସୋମବାର ଓ ମଙ୍ଗଳବାର ମଧ୍ୟ ରାତ୍ରରେ ଜମ୍ମୁର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମ ଡ୍ରୋନ କାଲୁଚକ୍‌ କ୍ୟାଣ୍ଟନମେଣ୍ଟ…

Untitled-1
ଲୋହିତ ଗ୍ରହର ରହସ୍ୟ ; ମଙ୍ଗଳରେ ହ୍ରଦ!

ଲୋହିତ ଗ୍ରହ ମଙ୍ଗଳରେ ଆମର ବୈଜ୍ଞାନିକମାନେ କେବଳ ଜୀବନ ଖୋଜୁ ନାହାଁନ୍ତି, ସେମାନେ ମଧ୍ୟ ସମ୍ଭାବ୍ୟ ଅନୁସନ୍ଧାନ କରୁଛନ୍ତି ଯାହା ଜୀବନକୁ ସୁସଙ୍ଗତ କରିପାରିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ମଙ୍ଗଳରେ ଜଳର ଉପସ୍ଥିତି। ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଛି ଯେ…

kejriwal
୩୦୦ ୟୁନିଟ୍ ମାଗଣା ବିଜୁଳି, ପୁରୁଣା ବିଲ୍ ଛାଡ଼୍ : ମିଶନ୍ ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି

ଚଣ୍ଡୀଗଡ଼ : କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ରାଜନୀତି ଆରମ୍ଭ । ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହ କ୍ରମରେ ମଙ୍ଗଳବାର…

iit
ଏଥର ଆଇଆଇଟିରେ ନୂଆ କୋର୍ସ

ନୂଆଦିଲ୍ଲୀ: ବିଭିନ୍ନ ଆଇଆଇଟି ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ନୂଆ ନୂଆ କୋର୍ସ ଆରମ୍ଭ କରାଯିବ। ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଆଇଆଇଟି ପକ୍ଷରୁ ଅନଲାଇନ କୋର୍ସ…

jewellery shop
ଓଡ଼ିଶାର ୮ ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ଓଡ଼ିଶାର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର। ଏହିି ଜିଲ୍ଲା ଗୁଡ଼ିକର ସୁନା ଦୋକାନୀମାନେ…

sc
ଜୁଲାଇ ୩୧ ସୁଦ୍ଧା 'ୱାନ ନେସନ ୱାନ ରେସନ କାର୍ଡ' ଲାଗୁ କରିବାକୁ ବାଧ୍ୟ ସମସ୍ତ ରାଜ୍ୟ

  ଜୁଲାଇ ୩୧ ସୁଦ୍ଧା ନେସନ, ୱାନ ନେସନ୍ ୱାନ ରାସନ କାର୍ଡ ତୁରନ୍ତ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ NIC ସହ ପରାମର୍ଶ କରି ସ୍ୱତନ୍ତ୍ର ପୋର୍ଟାଲ ପାଇଁ କହିଲେ ପ୍ରବାସୀ ଓ ଅସଂଗଠିତ ଶ୍ରମିକଙ୍କ ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ…

accident
ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଖାଇ ତଳକୁ ଖସିଲା ଜିପ୍‌, ୧୦ ମୃତ

ଶିମ୍‌ଲା: ଖାଇ ତଳକୁ ଜିପ୍‌ ଖସି ପଡ଼ି ୧୦ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ସୋମବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ…

CHAR DHAM
ୟୁ-ଟର୍ଣ୍ଣ ନେଲେ ଉତ୍ତରାଖଣ୍ଡ ସରକାର : ଚାରିଧାମ ଯାତ୍ରା ଉପରେ ଲାଗିଲା ରୋକ୍

ଡେରାଡ଼ୁନ୍ : ଗାଇଡଲାଇନ୍ ଜାରି ହେବା ପରେ ୟୁ-ଟର୍ଣ୍ଣ ନେଲେ ଉତ୍ତରାଖଣ୍ଡ ସରକାର । ଉତ୍ତରପ୍ରଦେଶ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ସରକାର ତୁରନ୍ତ ଚାରି ଧାମ ଯାତ୍ରାକୁ ସ୍ଥଗିତ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ…

1
ନିଜ ପୋଷାକ ବିକ୍ରି କରିବେ ଅନୁଷ୍କା ଶର୍ମା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ପ୍ରସବ ସମୟର ପୋଷାକ ବିକ୍ରି କରିବେ। ଏହି ପୋଷାକଗୁଡିକୁ ସେ ଅନଲାଇନରେ ବିକ୍ରିକରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନୁଷ୍କା ଓ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲି ଚଳିତ ବର୍ଷ କନ୍ୟା…

matric result
ଜୁଲାଇ ୫ରୁ ମାଟ୍ରିକ ଅଫ୍‌ଲାଇନ ପରୀକ୍ଷା ଫର୍ମ ଫିଲ୍ଅପ୍

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେବା ପରେ ମୁହଁ ଖୋଲିଛି ବୋର୍ଡ। ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ସ୍ଥିତି ସୁଧୁରିଲେ ପରୀକ୍ଷା…

us president
ସରକାରଙ୍କୁ ଘାରିଲା ଚିନ୍ତା, ପୁଣି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରି ଡେମୋକ୍ରାଟିକ୍‌ ପାର୍ଟିର ନେତା ଜୋ ବାଇଡେନ୍‌ ରାଷ୍ଟ୍ରପତି ହୋଇଛନ୍ତି। କିନ୍ତୁ ଆମେରିକା ସରକାରଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଅଗଷ୍ଟରେ ରିପବ୍ଲିକାନ୍‌ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି ହେବା…

sub-inspector
ପ୍ରେମ ବିବାହ ପରେ ସ୍ୱାମୀ ଦେଲେ ଧୋକା, ପ୍ରତାରଣା ହିଁ ଉପରକୁ ଉଠିବା ପାଇଁ ଦେଲା ପ୍ରେରଣା

ପ୍ରେମରେ ପ୍ରତାରଣା ମଣିଷକୁ ଜୀବନକୁ ନର୍କ କରିଦିଏ। ପ୍ରତାରିତ ମଣିଷ ପାଇଁ ଯେମିତି ଜୀବନ ଗୋଟିଏ ବିନ୍ଦୁରେ ଅଟକି ଯାଏ। ଆଗକୁ ଯିବାପାଇଁ ନା ଥାଏ ଆଗ୍ରହ ନା ବର୍ତ୍ତମାନକୁ ନେଇ ବଞ୍ଚିବା ଲାଗିଥାଏ ସ୍ପୃହା ! ହେଲେ ଆନି ଶିବା…

Untitled-1
ରେକର୍ଡ ସୃଷ୍ଟିକଲେ ତରୁଣ ; ୮ ଥର ହେଲେ ମହାଦେବ

ମୁମ୍ବାଇ: ଟିଭି ଅଭିନେତା ତରୁଣ ଖାନ୍ନା ଷ୍ଟାର ପ୍ଲସ୍ ସୋ ‘ଅବିନାଶ ଆଇପିଏସ୍’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଖୁବ୍ ଶିଘ୍ର ତାଙ୍କୁ ମାତା ବୈଷ୍ଣୋ ଦେବୀଙ୍କ କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜରେ ଦେଖିବାକୁ ମିଳିବ। ବୈଷ୍ଣୋ…

twenty world
ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍

ନୂଆଦିଲ୍ଲୀ: ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍। କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଆଇସିସିକୁ ମଧ୍ୟ ଏ ସଂପର୍କରେ ଜଣାଇ ଦିଆଯାଇଛି। ସୌରଭ ଗାଙ୍ଗୁଲି କହିଛନ୍ତି, କ୍ରିକେଟର ଓ ଅଧିକାରୀଙ୍କ…

Untitled-1
୩ ମାସ ପରେ ଦେଶରେ ୪୦ହଜାର ତଳେ ସଂକ୍ରମଣ

ନୂଆଦିଲ୍ଲୀ : ପାଖାପାଖି ସାଢ଼େ ୩ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪୦ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୫୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୬ ହଜାର ୯୯୪ ଜଣ…

ବ୍ରେକିଂ ନ୍ୟୁଜ: ୨୯ ଜୁନ, ୨୦୨୧

ଦେଶରେ ମୋଟ ୫୧ଟି ଡେଲଟା ପ୍ଲସ୍‌ ଭାରିଏଣ୍ଟ ମାମଲା ଚିହ୍ନଟ ଓଡ଼ିଶା ସହ ୧୨ଟି ରାଜ୍ୟରୁ ୫୧ କେସ୍ ମିଳିଛି ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇଛି, ରିସର୍ଚ୍ଚ ଚାଲିଛି । ଡେଲଟା ପ୍ଲସ ଅଧିକ ସଂକ୍ରାମକ ହେବା ନେଇ ଏଯାଏଁ କିଛି…

fraud
୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ

ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ୧୦୬ କୋଟି ଟଙ୍କାର ଜାଲ୍ ବିଲ୍। ଛାତ୍ର, ଗୃହିଣୀ ଏପରିକି ଚାଷୀଙ୍କ ନାଁରେ ୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ। ଖୋର୍ଦ୍ଧା ବେଗୁନିଆରୁ ଏଭଳି ଜଣେ ଧୂୂର୍ତ୍ତ…

Untitled-1
ମହାମାରୀ ବିରୋଧରେ ରାମବାଣ ହେବ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା

ନୂଆଦିଲ୍ଲୀ : ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକାର ଏକ ନୂତନ ସଂସ୍କରଣ ପରୀକ୍ଷା ଚାଲିଛି। ବିଶେଷକରି ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନା ଭାଇରସ୍‌ର ବିଟା ପ୍ରକାରକୁ ଧ୍ୟାନରେ ରଖି ଏହି ପରୀକ୍ଷା କରାଯାଉଛି। ଭାରତରେ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିଶିଲ୍ଡ ନାମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍…

nagada-1
ନଗଡା, ବଣ୍ଡାଘାଟିରେ ପହଞ୍ଚିଲା କରୋନା କବଚ

ଯାଜପୁର/ମାଲକାନଗିରି(ଅଭୟ ପତି/ ଜିତେନ୍ଦ୍ର ବେଉରା): ଅପପୁଷ୍ଟିର ଅପଖ୍ୟାତି ଅର୍ଜନ କରିିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ପହଞ୍ଚିଲା କରୋନା କବଚ। ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶେଷରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଭ୍ୟାକ୍ସିନ୍। …

shakti mishra
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା…

Jammu and Kashmir
ଗିରଫର ଦିନକ ପରେ ଏନ୍‌କାଉଣ୍ଟରରେ ଟଳିଲା ଟପ୍‌ ଆତଙ୍କବାଦୀ

ଶ୍ରୀନଗର: ଗିରଫର ଦିନକ ପରେ ଟପ୍‌ ଲସ୍କର-ଇ-ତୋଇବା ଆତଙ୍କବାଦୀ ନଦିମ୍‌ ଅବ୍‌ରାର୍‌ ଏନ୍‌କାଉଣ୍ଟରରେ ନିହତ ହୋଇଛି। ଜମ୍ମୁ ଓ କାଶ୍ମୀରର ପାରିମ୍ପୋରା ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ବେଳେ ନଦିମ୍‌ ନିହତ ହୋଇଥିବା ବେଳେ ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ…

up
ଭାରତର ଭୁଲ ମ୍ୟାପକୁ ନେଇ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଛି ଟ୍ୱିଟର। ନିଜର  ୱେବସାଇଟରେ ଏହି ମାଇକ୍ରୋ ବଗିଂ କମ୍ପାନି ଜାମ୍ମୁ କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଥିଲା। ଜଣେ ୟୁଜର ଏ…

୨୪ ଘଣ୍ଟାରେ ୨,୬୪୦ ନୂଆ ପଜିଟିଭ୍ : ଖୋର୍ଦ୍ଧାକୁ ଟପିଗଲା ବାଲେଶ୍ୱର

ଭୁବନେଶ୍ୱର : ରାଜ୍ୟକୁ କରୋନା ସଂକ୍ରମଣରେ ଆଜି କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ୩ ହଜାର ତଳକୁ ଖସିଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩,୩୧୯ ଥିଲା ବେଳେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭…