ମୁମ୍ବାଇ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର। ବିବାହ ଓ ରିଲେଶନ୍ଶିପ୍କୁ ନେଇ ବେଶ୍ କିଛିଦିନ ହେବ ଚର୍ଚ୍ଚାରେ ଥିବା ନେହା ସିଙ୍ଗର୍ ରୋହନପ୍ରୀତ୍ ସିଂଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ ନେହାଙ୍କ ଘରେ ୱେଡିଂ ବେଲ୍ ମଧ୍ୟ ବାଜି ସାରିଲାଣି। ଅର୍ଥାତ୍ ବିବାହର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାର କିଛି ଝଲକ୍ ଦେଖିବାକୁ ମିଳିଛି ନେହାଙ୍କ ମେହେନ୍ଦୀ ଓ ହଳଦୀ ସେରେମୋନିର କିଛି […]
ଦିଗପହଣ୍ଡି: ଗାଁ ଦାଣ୍ଡରେ ଗଡିଲା ମୁଣ୍ଡ। ଗଞ୍ଜାମ ଦିଗପହଣ୍ଡି ଥାନା ବନ୍ଥାପଲି ଗାଁରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତ ଯୁବକ ହେଲେ ବଚନ ସ୍ୱାଇଁ। ଆଜି ସକାଳେ ବଚନ ସ୍ୱାଇଁ ଓ ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଏହା ଉଗ୍ର ରୂପ ନେବା ପରେ ବଚନଙ୍କୁ ଅନ୍ୟ ଯୁବକ ଜଣଙ୍କ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୬୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୦୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨ରେ ପହଞ୍ଚିଛି। 6. Boudh: 11 7. Cuttack: 103 […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୨୨୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of fifteen #COVID19 positive patients while under treatment in hospitals. 1.A 60-year old male of Angul district.2.A 51-year old male of Boudh district […]
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନା ନେଇଛି ଆଉ ୬୫୦ ଜୀବନ। ଏହା ସହିତ ୫୩ ହଜାର ୩୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୭୦ ଲକ୍ଷ ୧୬ ହଜାରରୁ ଅଧିକ। ମୋଟ ଆକ୍ଟିଭ କେସ୍ ହେଲା ୬ ଲକ୍ଷ ୮୦ ହଜାରରୁ ଅଧିକ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଞ୍ଚିଛି। ଏ ନେଇ […]
ନୂଆଦିଲ୍ଲୀ: ସାରା ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏମିତି ଅନେକ ଘଟଣା ଆପଣମାନେ ଅନ୍ଲାଇନ୍ ଅର୍ଡରରେ ଦେଖିବାକୁ ପାଇଥିବେ। ଆପଣ ଅନ୍ଲାଇନ୍ରେ ଗୋଟିଏ ଜିନିଷ ଅର୍ଡର କରିଥିବେ ହେଲେ ଆଉ ଗୋଟିଏ ଜିନିଷ ଆସି ଘରେ ପହଞ୍ଚିଯାଇଥାଏ। ଯାହା ଆପଣ କେବେ ଭାବି ମଧ୍ୟ ନଥିବେ। ଏଭଳି ଏକ ଘଟଣା କାନାଡାରେ ଦେଖିବାକୁ ମିଳିଛି। ସେଠାରେ ଜଣେ ମହିଳା ଅନ୍ଲାଇନ୍ରେ ହାମ୍ବର୍ଗର(Hamburger) ଅର୍ଡର କରିଥିଲେ। ହେଲେ […]
ୱାସିଂଟନ: ଆମେରିକାରେ ଅଷ୍ଟ୍ରେଜେନିକା ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି। ୟୁଏସ୍ ନିୟାମକ ପକ୍ଷରୁ ଅନୁମୋଦନ ପରେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। କଂପାନିର ୟୁକେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୬ ତାରିଖରୁ ଭାକ୍ସିନର ୟୁଏସ୍ ଟ୍ରାଏଲ ବନ୍ଦ ରହିଥିଲା। ଅଷ୍ଟ୍ରାଜେନିକା ପିଏଲସି ହେଉଛି ବ୍ରିଟିଶ ବହୁରାଷ୍ଟ୍ରୀୟ ଫାର୍ମାସିୟୁଟିକାଲ୍ ଏବଂ ବାୟୋଫାର୍ମାସ୍ୟୁଟିକାଲ୍ କଂପାନି, ଯାହାର କେମ୍ବ୍ରିଜ୍, ୟୁନାଇଟେଡ୍ କିଙ୍ଗଡମ୍ ଏବଂ […]
ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ପାଇଁ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ୩ଟି ପ୍ରକଳ୍ପ ହେଲା- ୟୁ.ଏନ୍ ମେହଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ଠାରେ ଶିଶୁ ହୃଦ୍ରୋଗ ହସ୍ପିଟାଲ୍, ଗୁଜରାଟର କୃଷକମାନଙ୍କ ପାଇଁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’ ଓ ଗିରନାରଠାରେ ୨,୩୨୦ ମିଟର ଲମ୍ବା ବିଶିଷ୍ଟ ରୋପ୍ୱେର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିସାନ ସୂର୍ଯ୍ୟୋଦୟ ଯୋଜନା…. ଜଳସେଚନ ପାଇଁ ଦୈନିକ ବିଦ୍ୟୁତ […]
ବାଲେଶ୍ୱର: ବାଲେଶ୍ୱର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ମନ୍ତ୍ରୀ ସମଗ୍ର ବାଲେଶ୍ୱରବାସୀଙ୍କୁ ଅପମାନିତ କରିଛନ୍ତି। ମନ୍ତ୍ରୀ ନିଜର ରୁଚିହୀନ ଓ ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। […]
ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହସ୍ପିଟାଲ୍ ବେଡ୍ରୁ ସାମ୍ନାକୁ ଆସିଥିବା ତାଙ୍କର ଏହି ପ୍ରଥମ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଚେତନ୍ ଶର୍ମା ଏହି ଫଟୋକୁ ଟ୍ୱିଟ୍ରରେ ଶେଆର କରି ଲେଖିଛନ୍ତି, ‘ଅପରେସନ୍ ପରେ କପିଲ୍ ପା ଜୀ ବର୍ତ୍ତମାନ ଠିକ୍ ଅଛନ୍ତି। ସେ ତାଙ୍କ ଝିଅ ଅମ୍ୟାଙ୍କ ସହ ବସିଛନ୍ତି। ଜୟ […]
ବଲାଙ୍ଗିର: ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ। ବଲାଙ୍ଗିର ଜେଲରେ ଜେଲର୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପାଟଣାଗଡ଼ SDJM କୋର୍ଟରେ ମାଡ଼ ନେଇ ତାଙ୍କର ଓକିଲ ଜଣାଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ କହିଛନ୍ତି। ପ୍ରକାଶଥାଉକି, ଆଜକୁ ୨ ବର୍ଷ ତଳେ ଅର୍ଥାତ ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। […]
ଭୁବନେଶ୍ୱର: ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ବାଲେଶ୍ୱର ରୁପ୍ସାରେ ଉପନିର୍ବାଚନ ପ୍ରଚାରରେ ଯୋଗ ଦେଇ ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି, ଅହଙ୍କାରୀଙ୍କ ସଦ୍ବୁଦ୍ଧି ହେଉ। ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ। ବିଜେଡି ବାଲା କାରବାର ଆରମ୍ଭ କଲେଣି ବୋଲି ଚର୍ଚ୍ଚା ହେଲାଣି। ସ୍ୱୟଂ ସହାୟିକାଙ୍କୁ ଜଣ ପିଛା ୨ ଶହ ଟଙ୍କା ଲେଖାଏଁ ଦିଆଯାଉଥିବା କୁହାଯାଉଛି। ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି, ଯଦି ଦେବାର ଥିଲା, କରୋନା ବେଳେ କାହିଁକି ଦେଲ ନାହିଁ? ବାଲେଶ୍ୱରର ବିକାଶ ପାଇଁ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ‘ନେକି କି ଦିୱାର’ ବିଷୟରେ ଆପଣ ଶୁଣିଥିବେ। ଏହା ଏମିତି ଏକ ଷ୍ଟୋର୍ ଯେଉଁଠି ଲୋକମାନେ ଡ୍ରେସ୍ ଏବଂ ଜୋତା ଆଣି ରଖିଦିଅନ୍ତି। ଗରିବ ଏବଂ ଦରକାରୀ ଲୋକ ଏଠାରୁ ଆସି ସେମାନଙ୍କର ଆବଶ୍ୟକ ଅନୁସାରେ କପଡା ନେଇଯାଆନ୍ତି। ସେମିତି ଏହି ଅଞ୍ଚଳରେ ଆଉ ଏକ ଗଛ ରହିଛି। ଯାହାର ନାଁ ରହିଛି ‘ଫ୍ରି ଟ୍ରି’। ଏହି ଗଛ ତଳେ ଲୋକମାନେ ତାଙ୍କର ଅଦରକାରୀ କପଡା ଏବଂ ଜୋତା ରଖିଦେଇଯାଆନ୍ତି। ଏବଂ ଗରିବ ଲୋକମାନେ […]
ବାରିପଦା: ଆନନ୍ଦ, ଉଲ୍ଲାସର ସହ ପାର୍ବଣ ପାଳନ ନ ହେଲା ନାହିଁ। ଦଶଭୂଜାଙ୍କ ଆବାହନରେ କିନ୍ତୁ କୌଣସି କମି ନାହିଁ। ଭକ୍ତିମୟ ପରିବେଶରେ ପୂଜା ମଣ୍ଡପ ଓ ପୀଠରେ କୋଭିଡ ନିୟମ ମାନି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏ ଦୃଶ୍ୟ ହେଉଛି ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାର ସାର୍ବଜନୀନ ଦୁର୍ଗାପୂଜାର। ୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟ କୋହିନୁର ଇସଲାମ। ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ […]