• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଡ୍ରୟର୍‌ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରିଛି। ଏହାସହ ତାଙ୍କ କାର୍ଯ୍ୟାଳୟରେ ତନାଘନା କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା। ମିର୍‌ ରାଜା ସରକାରୀ ଅଫିସରୁ ଘରକୁ ବାହାରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ପାଇ ଅଫିସରେ ପହଞ୍ଚିଥିଲା […]

cake-2
ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ନାଗପୁର: ମହଙ୍ଗା ପଡ଼ିଲା ଖଣ୍ଡାରେ ବର୍ଥ ଡେ’ କେକ୍‌ କାଟିବା। ଖଣ୍ଡାରେ କେକ୍‌ କାଟିବା ଅଭିଯୋଗରେ ନାଗପୁର ପୋଲିସ୍‌ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନିଜ ବର୍ଥ ଡେ’ରେ ଖଣ୍ଡା ସାହାଯ୍ୟରେ କେକ୍‌ କାଟିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁସାରେ, ନିଖିଲ ପଟେଲ୍‌ ନାମକ ଏହି ଯୁବକ ଅକ୍ଟୋବର ୨୧ରେ ନିଜ ବର୍ଥ ଡେ’ ସେଲିବ୍ରେସନ୍‌ କରିଥିଲେ। […]

pramod mittal
ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ନୂଆଦିଲ୍ଲୀ:ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି ଟଙ୍କା। ଏବେ ତାଙ୍କୁ ବ୍ରିଟେନର ସବୁଠାରୁ ବଡ ଦେବାଳିଆ ବୋଲି ଘୋଷଣା କରାଯାଇଛି। କୁହାଯାଉଛି, ତାଙ୍କ ଉପରେ ଏବେ ପ୍ରାୟ ୨୪୫ କୋଟି ପାଉଣ୍ଡର ଋଣ ରହିଛି। ଏବେ ସେ ତାଙ୍କ ପତ୍ନୀଙ୍କ ରୋଜଗାରରେ ଚଳୁଛନ୍ତି। ଚଳିତ ଗ୍ରୀଷ୍ମଋତୁରେ ଲଣ୍ଡନର କୋର୍ଟ ୬୪ ବର୍ଷୀୟ ମିତ୍ତଲଙ୍କୁ ଦେବାଳିଆ ଘୋଷଣା କରିଛି। ତାଙ୍କ ଉପରେ ୨୫୪ କୋଟି ପାଉଣ୍ଡ […]

murder
ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ନୂଆଦିଲ୍ଲୀ: ମା’ ଉପରେ ବାପାର ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇ ବାପାକୁ ପିଟିପିଟି ମାରିଦେଲା ନାବାଳିକା। ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ। ଖବର ଅନୁସାରେ, ମୃତ ବ୍ୟକ୍ତି ଜଣକ ବେରୋଜଗାର ଥିଲେ। ବଡ଼ ପୁଅ ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ। ଝିଅର ବାପା ମଦ ପିଇ ପତ୍ନୀ ଉପରେ ଅତ୍ୟାଚାର କରୁଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରଧର ବି କରୁଥିଲେ। ମା’ ଉପରେ ବାପାଙ୍କର ଏପରି ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇଯାଇଥିଲେ ନାବାଳିକା। […]

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଭୁବନେଶ୍ୱର: ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ କରାଗଲା ଗ୍ରୀନ୍‌ କରିଡର୍। ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡର୍‌ରେ ଗଲା ଆମ୍ବୁଲାନ୍ସ। ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍‌ କରିଡର୍ କରାଯାଇଥିଲା। ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା। ପ୍ରାୟ ସାଢ଼େ ୬ କିଲୋମିଟର୍ […]

betting
ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ନୂଆଦିଲ୍ଲୀ: ଆଇପିଏଲକୁ ନେଇ ବଡ଼ ଧରଣର ବେଟିଂ । ଜବତ ହେଲା ବିପୁଳ ପରିମାଣର ଟଙ୍କା । ରାଜସ୍ଥାନ ଜୟପୁରରେ ଆଇପିଏଲ୍ ବେଟିଂ ବେଳେ ଜବତ ହୋଇଛି ୪ କୋଟି ଟଙ୍କା । ଜୟପୁର ପୋଲିସ ୪ କୋଟି ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ୧୯ଟି ମୋବାଇଲ୍ ଫୋନ୍ ଏବଂ ୨ଟି ନୋଟ୍ ଗଣିବା ମେସିନ୍ ମଧ୍ୟ ଜବତ କରାଯାଇଛି।  ଆଇପିଏଲ୍ ଚାଲିଥିବା ବେଳେ ଏହାକୁ ନେଇ ଜୁଆ […]

coronavirus
କରୋନାରେ ମୃତ ବ୍ୟକ୍ତିଙ୍କ ଅଟୋପ୍ସି ରିପୋର୍ଟରେ ଆସିଲା ଚମକାଇ ଦେଲା ଭଳି ତଥ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କରୋନାରେ ମୃତ୍ୟୁ ହୋଇଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର Autopsy (ମୃତ୍ୟୁର କାରଣ ଜାଣିବା ପାଇଁ ଶବ ପରୀକ୍ଷଣ) କରିବା ପରେ ଯାହା ଜଣା ପଡ଼ିଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଅଟୋପ୍‌ସି ରିପୋର୍ଟରେ ବ୍ୟକ୍ତିର ଫୁସ୍‌ଫୁସ୍‌ ଚମଡ଼ା ବଲ୍ ପରି ଶକ୍ତ ହୋଇଯାଇଥିବା ଜଣାପଡ଼ିଛି। ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟକୁ ଆଧାର କରି ଏଭଳି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ। ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଙ୍କର […]

rain
ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌(ଅବପାତ) ପଶ୍ଚିମବଙ୍ଗ-ବାଂଲାଦେଶ ଅଭିମୁଖେ ଗତି କରୁଛି। ପାଣିପାଗ ବିଭାଗର ଲାଟେଷ୍ଟ୍‌ ବୁଲେଟିନ୍‌ ଅନୁସାରେ, ଏହି ଡିପ୍ରେସନ୍‌ ପାରାଦୀପଠୁ ପୂର୍ବ ଉତ୍ତର ପୂର୍ବଦିଗରୁ ୨ ଶହ କିଲୋମିଟରରେ ଦୂରରେ ରହିଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଠାରୁ ଦକ୍ଷିଣପୂର୍ବ ଦିଗରେ ୬୦ କିମି ଦୂରରେ ଏବଂ ବାଂଲାଦେଶର ଖେପୁପାରା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୨୧୦ କି.ମି. ଦୂରରେ ସକ୍ରିୟ ରହିଛି। ଏହି ଡିପ୍ରେସନ୍‌ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ […]

kapil-dev
କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପ ବିଜେତା ଭାରତର କ୍ରିକେଟ୍ କିମ୍ବଦନ୍ତି କପିଲ ଦେବଙ୍କୁ ହୃଦଘାତ ଶିକାର ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଆଞ୍ଜିଓପ୍ଲାଷ୍ଟିକ୍ ଚିକିତ୍ସା ପୂର୍ବରୁ ତାଙ୍କ ହାର୍ଟଆଟାକ ହୋଇଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ୬୧ ବର୍ଷୀୟ କପିଲଙ୍କୁ ହୃଦ୍‌ଘାତ ହୋଇଥିବା ଖବର ଆସିବା ପରେ କ୍ରିକେଟ ଜଗତରୁ ଆରୋଗ୍ୟ କାମନାର ସୁଆ ଛୁଟିଛି। କପିଲଙ୍କ ଅସୁସ୍ଥତା ନେଇ ପୂର୍ବତନ କ୍ରିକେଟର ମଦନ ଲାଲ୍‌ ସୁଚନା ଦେଇଥିଲେ। କପିଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ […]

1
କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ: ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ। ତା ପୁଣି ଜଣେ ବ୍ୟକ୍ତିଙ୍କ ଘରୁ। କୋରାପୁଟ ମାଛକୁଣ୍ଡ ଥାନା ଏକଟାପୁଟ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୧୩ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଗତକାଲି ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏକଟାପୁଟ ଗାଁରେ ଚଢ଼ଉ କରିଥିଲେ। ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ଗଞ୍ଜେଇ […]

10am-duplicate-bisleri
ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

ରାଜଧାନୀରେ ବ୍ରାଣ୍ଡ ବଦଳରେ ମିଳୁଛି ନକଲି ପାଣି,ପଢ଼ନ୍ତୁ କେଉଁଠି ଠାବ ହେଲା

taliban
ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

କାବୁଲ: ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୨୦ ଆଫଗାନୀସ୍ତାନ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଫାରା ସିଟିର ମିଲିଟାରୀ ବେସ୍‌ର ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଛଡ଼େଇ ନେଇଛନ୍ତି ଆତଙ୍କବାଦୀ। ଏନେଇ ସୂଚନା ଦେଇ ଫାରା ପ୍ରାଦେଶିକ ପରିଷଦର ଅଧିକାରୀ ଦାଦୁଲ୍ଲା କାନି କହିଛନ୍ତି, ଶାଖାବାଲା କାନସ୍କ ଅଞ୍ଚଳରେ ଥିବା ମିଲିଟାରୀ ବେସ୍‌ରେ ଆହି ଆକ୍ରମ ହୋଇଥିଲା। ପାଖାପାଖି  ଦିନ ୨ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। […]

rain
୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ଭୁବନେଶ୍ୱର: ଆଗାମୀ ୨ ଦିନରେ ଓଡ଼ିଶାର କେତେକ ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ତାର ଆଉ ୨ ଦିନ ପରେ ସାରା ଓଡ଼ିଶାରୁ ମୌସୁମୀ ଫେରିଯିବ। ମୌସୁମୀ ପ୍ରତ୍ୟାଗମନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉପକୂଳ ଓଡ଼ିଶା ସମେତ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ଯାଏଁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ […]

presidencial-debate
ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ଶେଷ ପ୍ରେସିଡେନସିଆଲ୍ ଡିବେଟ୍ ହୋଇଛି। ସାମ୍ନାସାମ୍ନି ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୋଏ ବିଡେନ୍। କରୋନା ମହାମାରୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟ୍ରମ୍ପ ଓ ବିଡେନ୍। ଖୁବ୍ ଶୀଘ୍ର ଆମେରିକାକୁ କରୋନା ଭ୍ୟାକସିନ୍ ମିଳିବ। ଟ୍ରମ୍ପ ପ୍ରଶାସନ ଏନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଆଜି ପ୍ରେସିଡେଣ୍ଟାଲ୍ […]

odisha
ଶୁଣିଲେନି ମେଡିକାଲ୍‌ କର୍ମଚାରୀ, ପତ୍ନୀଙ୍କ ମୃତଦେହକୁ ଟେକି ଟେକି ୨ ମହଲା ତଳକୁ ଆଣିଲେ ସ୍ୱାମୀ

ଫୁଲବାଣୀ: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ। ରୋଗରେ ପଡ଼ିଲେ ଯେଉଁ ମେଡ଼ିକାଲ୍‌କୁ ଭରସା କରି ରୋଗୀ ଏବଂ ସେମାନଙ୍କର…