• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଖସୁଛି କରୋନା ଗ୍ରାଫ୍‌ : ୨୪ ଘଣ୍ଟାରେ ୯୧,୭୦୨ ନୂଆ ମାମଲା, ୩,୪୦୩ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଇତିମଧ୍ୟରେ କରୋନାର ଦ୍ୱିତୀୟ ଲହର କମଜୋର ହୋଇଥିଲେ ମଧ୍ୟ ବିପଦ ଏବେ ବି ବଳବତ୍ତର ରହିଛି।  ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବିକ କରୋନା ଗାଇଡ୍‌ଲାଇନ୍‌କୁ ଯଦି ଠିକରେ ପାଳନ…

yogi adityanath
ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ, ମୋଦିଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି । ତେବେ ଗୁରୁବାର…

nusrat jahan and nikhil jain 5
ନିଖିଲଙ୍କ ଖୁଲାସା, କହିଲେ-‘ସ୍ୱାମୀ-ସ୍ତ୍ରୀଙ୍କ ଭଳି ଏକାଠି ରହୁଥିଲୁ, ହେଲେ ବିବାହ ରେଜିଷ୍ଟର ପାଇଁ ମନା କରୁଥିଲେ ନୁସରତ୍‌’

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି କହିବା ସହ ନିଖିଲଙ୍କ ବିରୋଧରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଖୁଲାସା କରି ନୁସରତ୍‌ କହିଥିଲେ,…

atm
ମହଙ୍ଗା ହେଲା ଏଟିଏମରୁ ଟଙ୍କା ଉଠାଣ : ଶୁଳ୍କ ବୃଦ୍ଧି କଲା RBI

ନୂଆଦିଲ୍ଲୀ : କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ । ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଏବେ ଦେବାକୁ ପଡ଼ିବ ଅଧିକ ଚାର୍ଜ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ…

4
ବିବାହ ବେଳେ ମା’ଙ୍କର ୩୩ ବର୍ଷର ପୁରୁଣା ଶାଢୀ ପିନ୍ଧିଥିଲେ ୟାମି

ମୁମ୍ବାଇ : ଅତି ସରଳ ବିବାହକରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ୟାମି ଗୌତମଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଦେବଦାରୁ ଗଛ, ଗେଣ୍ଡୁ ଫୁଲ ଏବଂ କଦଳୀ ପତ୍ରରେ ସଜାଯାଇଥିବା ମଣ୍ଡପ ସହିତ ପାହାଡି ନୋଥରେ…

maobadi
ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…

ji
ଜିତିନ ପ୍ରସାଦଙ୍କୁ ବଡ଼ ଉପହାର ଦେଇପାରେ ବିଜେପି : ଯୋଗୀ କ୍ୟାବିନେଟରେ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ : : ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ । ଦୁଇ ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ପଦ୍ମପୋଖୀରକୁ ଲମ୍ଫ ପ୍ରଦାନ କରିବା ପରେ ଜିତିନଙ୍କୁ ବଡ଼…

sinkhole swallows
ହଠାତ୍‌ ପାର୍କିଂ ସ୍ଥଳରେ ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ, ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତ ଭିତରେ ପଶିଗଲା

ଇସ୍ରାଏଲ: ପାର୍କିଂ ସ୍ଥଳରେ ରଖା ଯାଇଥିଲା କାର୍‌। ହଠାତ୍‌ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇ ଗୋଟିଏ ପରେ ଗୋଟିଏ ଗାଡ଼ି ଗର୍ତ୍ତରେ ଭିତରେ ପଶିଗଲା। କେହି କିଛି ବୁଝିବା ଆଗରୁ ମାତ୍ର କିଛି ସେକେଣ୍ଡରେ ୩ଟି ଗାଡ଼ି ଗର୍ତ୍ତରେ ଭିତରେ ପଶି…

Rain
ପୁଣି ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ଆସିବାକୁ ଯାଉଛି ବଡ଼ ବର୍ଷା। ଏହାରି ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଆଜି ମାଲକାନଗିରି, କୋରାପୁଟ,…

hamirpur
ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର : ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା

ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀକୁ ଘରକୁ ନେବା ଜିଦରୁ ବିବାଦ ଆରମ୍ଭ ହେଲା ମାଡ଼ପିଟ ହେଲେ ଶ୍ୱଶୁର-ଜ୍ୱାଇଁ ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା ହମିରପୁର : ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର । ସାମାନ୍ୟ…

corona free panchayat
ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି, ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

ବ୍ରହ୍ମପୁର/ଭଞ୍ଜନଗର: ସାରା ଦେଶରେ କରୋନାକୁ ନେଇ ହାହାକାର । ହେଲେ କରୋନାକୁ ମାତ ଦେଇଛି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ। ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର ଏଠି କରୋନା ମୁହଁ ମାରିନି। ପାହାଡ଼ ଜଙ୍ଗଲ ଘେରା…

ccorona mata
ମହାମାରୀ ବିପଦରୁ ରକ୍ଷା କରିବେ କରୋନା ମାତା !

ପ୍ରତାପଗଡ଼ : ସଙ୍କଟ ସମୟରେ ରକ୍ଷା କରିବେ କରୋନା ମାତା । କରୋନା ଭୟରେ ତିଆରି ହେଲା କରୋନାମାତା ମନ୍ଦିର । ମହାମାରୀ ଆତଙ୍କ ମନରୁ ଲିଭୁନି । କିଏ ଆପଣାର ଲୋକଙ୍କୁ ହରାଇଛି ତ ଆଉ କାହାର ହସଖୁସିର ପରିବାର…

Capture
ଏଣିକି CoWIN ପୋର୍ଟାଲରେ ସାବଧାନର ସହ କରନ୍ତୁ ସର୍ଚ୍ଚ, ନହେଲେ...

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଟିକାକରଣ ପାଇଁ ଲୋକମାନେ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଯଦି ଆପଣ CoWIN ପ୍ଲାଟ୍‌ଫର୍ମରେ କିଛି ସର୍ଚ୍ଚ କରୁଛନ୍ତି, ତା’ହେଲେ ସାବଧାନର…

tukru
ଡ୍ୟୁଟି ସମୟରେ ‘ଟୁକୁୁରୁ ଟୁକୁରୁ’ ଗୀତରେ ଝୁମିଲେ ଦୁଇ କନେଷ୍ଟବଳ : ଡିସିପି ପଠାଇଲେ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ : ଟୁକୁୁରୁ ଟୁକୁରୁ ଦେଖତେ ହୋ କ୍ୟା ଚେହରା ତେରା ଚେହରା ତେରା .. . . ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତ୍ୱକୁ କିଏ ପଚାରେ । ଭିଡିଓ ତିଆରି କରିବାରେ ବ୍ୟସ୍ତ ଦୁଇ କନେଷ୍ଟବଳ । ହେଲେ…

snake
ସାପ ମୁହଁରେ ପଶିଗଲା ବ୍ୟବହୃତ କଣ୍ଡୋମ୍‌ , ଆଉ ତା’ ପରେ..

ମୁମ୍ବାଇ:ବେଳେବେଳେ ମଣିଷର ସାମାନ୍ୟ ଅନ୍ୟମନସ୍କତା ଜୀବଜନ୍ତୁ ମରଣ ମୁହଁକୁ ବି ଠେଲି ଦେଇପାରେ । ଯେମିତି ଆମେ ବ୍ୟବହୃତ ଜରି, ପଲିଥିନି ବେଖିଆଲ ଭାବେ ବାହାରେ ପକେଇ ଦେଉଛୁ। ଆମର ଏହି ସାମାନ୍ୟ ଭୁଲ୍‌ ପରିବେଶ ପାଇଁ ତ ବିପଦ ସୃଷ୍ଟି…

odisha
କରୋନା ଟିକା ନାଁ ଶୁଣିଲେ ଘରେ ପଡ଼ୁଛି ତାଟିକବାଟ

ରାୟଗଡ଼ା: ଶୂନ୍‌ଶାନ୍‌ ଲାଗୁଛି ଗାଁ। କେହି କେଉଁଠି ବି ଦେଖାଯାଉ ନାହାନ୍ତି। ଏମିତି ଲାଗୁଛି, ଯେମିତି ଗାଁରେ କେହି ବର୍ଷ ବର୍ଷ ହେଲା ରହୁ ନାହାନ୍ତି। ପ୍ରକୃତ କାରଣ, କରୋନା ଟିକା ନେବା କଥା ଶୁଣିଲା ପରେ ଯିଏ ଯେଉଁଆଡ଼େ ପାରିଲେ…

delta varient
୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୩୫ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୩

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ …

women
ଟିକା ନେବାରେ ମହିଳା ପଛୁଆ : ୧୦୦୦ ପୁରୁଷରେ ୮୫୪ ମହିଳା ନେଇଛନ୍ତି ଟିକା

ନୁଆଦିଲ୍ଲୀ : କରୋନା ଟିକା ନେବାରେ ମହିଳା ପଛୁଆ । ତୁଳନାତ୍ମକ ଭାବେ ଟିକାକରଣ କାର୍ଯ୍ୟକ୍ରମରେ କମ୍ ମହିଳା ସାମିଲ ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଦେଶରେ ଦୁର୍ବଳ ହେଉଥିଲେ ସୁଦ୍ଧା ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ଏବେ ଠାରୁ…

Padma Shri Professor Radha Mohan
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ରାଧାମୋହନଙ୍କ ପରଲୋକ ନେଇ ତାଙ୍କ ଝିଅ ସାବରମତି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ…

corona 1
୪ ଜିଲ୍ଲା କରୋନା ମୁକ୍ତ : ୫୪ ଜିଲ୍ଲାରେ ସଂକ୍ରମଣ ୧୦ରୁ କମ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ସହର, ଗାଁ, ସାହିରେ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ୍ ଜାରି ରହିଛି । ସେହିପରି ରାଜ୍ୟରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି…

G7 ସମ୍ମିଳନୀରେ ଉଠିବ କରୋନା ଯାଞ୍ଚ ଦାବି!

ନୂଆଦିଲ୍ଲୀ : ବ୍ରିଟେନରେ ଅନୁଷ୍ଠିତ G7 ସମ୍ମିଳନୀରେ ନେତାମାନେ ଦେଶମାନଙ୍କୁ ଏକ ବିଲିୟନ ଟିକା ଦେବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ଉତ୍ପତ୍ତି ସମ୍ବନ୍ଧରେ ଏକ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି।…

Sabitri
ଦୁଇ ସାବିତ୍ରୀଙ୍କ କରୁଣ କାହାଣୀ

ହସ୍ପିଟାଲ୍ ବେଡ୍‌ରେ ଜୀବନ ସହ ଜୁଝୁଛନ୍ତି ସ୍ୱାମୀ ଜୀବନର ପ୍ରଥମ ସାବିତ୍ରୀ ବ୍ରତ ରଖି ସ୍ୱାମୀଙ୍କ ମଙ୍ଗଳ କାମନା ସତ୍ୟବାନଙ୍କ ଜୀବନ ରକ୍ଷା ଲାଗି ଦୁଇ ସାବିତ୍ରୀଙ୍କ ସଂଘର୍ଷ ଗାଥା ଇକ୍‌ମୋ ଚିକିତ୍ସାରେ ଥାଇ ଜୀବନ ସହ ଜୁଝୁଛନ୍ତି ସତ୍ୟବାନ ଭୁବନେଶ୍ୱର…

Untitled-1
ବ୍ରିଟେନର ଭାରତକୁ ଭରସା : ଆର୍ଥିକ ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ନୀରବ ମୋଦୀ ଏବଂ ଅନ୍ୟାନ୍ୟ ଆର୍ଥିକ ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ବ୍ରିଟେନ ଭାରତକୁ ନିଶ୍ଚିତ କରିଛି। ବ୍ରିଟେନ ସରକାର ଭାରତକୁ କହିଛନ୍ତି ଯେ ଏହି ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ସମସ୍ତ ପ୍ରକାର ସହଯୋଗ…

Corona-Death
ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି

ଗଲା ୨୪ ଘଣ୍ଟାରେ ଦେଶରେ ୬ ହଜାର ୧୪୮ ଜଣଙ୍କ ମୃତ୍ୟୁ ସହ ଦୈନିକ ମୃତ୍ୟୁସଂଖ୍ୟାରେ ସୃଷ୍ଟି ହୋଇଛି ଅଲୋଡ଼ା ରେକର୍ଡ। ଏଣେ ରାଜ୍ୟରେ ବି ଗଲା କିଛିଦିନ ଧରି ଯେଉଁ ୪୦ ପ୍ଲସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି ବି ଦେଖିବାକୁ ମିଳିଛି।

Child
ପିଲାଙ୍କ ପାଇଁ ମାସ୍କ ମନା : ଡିଜିଏଚ୍‌ଏସ୍

ନୂଆଦିଲ୍ଲୀ: କରୋନା ଭାଇରସକୁ ମାତ ଦେବାକୁ ମାସ୍କ ପିନ୍ଧିବା ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ସୁପାରିଶ କରାଯାଇ ନାହିଁ। ଏହା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସିଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍)। ୬ରୁ…