ଭୁବନେଶ୍ୱର: ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ଥାନାରେ ଆଜି ହାଜର ହୋଇପାରି ନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ। ଥାନାରେ ହାଜର ପାଇଁ ସେ ୧୫ଦିନ ସମୟ ମାଗିଛନ୍ତି। ଦେଢ଼ ବର୍ଷ ତଳର ଫେକ୍ ଭାଇରାଲ୍ ଭିଡିଓ ମାମଲାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଭୁବନେଶ୍ୱରରେ ରାସ୍ତା ଉପରୁ ଟାଣି ଘୋଷାରି ଉଠାଇ ନେଇଥିଲା। ପରେ ଦୀର୍ଘ ସମୟ ଏ ଥାନାରୁ ସେ ଥାନା ବୁଲାଇଥିଲା। ସେଥିରେ ରମେଶ ଗଭୀର ଭାବେ ମାନସିକ ଆଘାତ ପାଇବା ସହ […]
ବାଲେଶ୍ୱର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ଚଳାଇଛି ଉଦ୍ୟମ । ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଏକାଠି କରି ଦଳ ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ଆଲୋଚନାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏବେ […]
ବାଲେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ସବୁଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ବିଜେପି ସଭାପତି ସମୀର ମହାନ୍ତି ନେତୃତ୍ୱରେ ଆଜି ବାଲେଶ୍ୱର ସହରରେ ଏକ ରୋଡ ସୋ କରାଯାଇଛି। ଚଣ୍ଡିଛକ ଠାରୁ ଫକୀର ମୋହନ ଛକ ଦେଇ ଏହି ରୋଡ ସୋ ରେଲେଓ୍ୱ ଷ୍ଟେସନ ଯାଏଁ ଯାଇଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଜୋରଦାର କରିଛି କ୍ୟାଂପେନ । ସେପଟେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଜି ବାଲେଶ୍ୱର ଟାଉନର ୪ […]
ଭୋପାଳ: ମଧ୍ୟପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଦେଶର ସମସ୍ତ ମାଦ୍ରାସାକୁ ବନ୍ଦ କରିବା ଉଚିତ। ସେଠାରେ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି ବୋଲି ଉଷା ଠାକୁର କହିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଷା କହିଛନ୍ତି “ଦେଶର ସମସ୍ତ ଆତଙ୍କାବାଦୀ ମଦ୍ରାଶାରୁ ସୃଷ୍ଟି ହୋଇଛନ୍ତି। ସେମାନେ ଜାମ୍ମୁ ଓ କାଶ୍ମୀରକୁ ଆତଙ୍କବାଦୀର କାରଖାନାରେ ପରିଣତ କରିଦେଇଛନ୍ତି। ସରକାର ମଦ୍ରାଶାଗୁଡ଼ିକୁ ଅର୍ଥଯୋଗାଣ ବନ୍ଦକରିବା ଦେବା ଦରକାର।” ଖାଲି ଏତିକି ନୁହେଁ […]
ଚୀନର ମୋହେ ସହରର ଲୋକମାନେ ଏକ ଅଦ୍ଭୁତ ଘଟଣା ଦେଖିଛନ୍ତି। ଲୋକମାନେ ଗତ ୧୫ ତାରିଖ ସକାଳୁ ସକାଳୁ ଆକାଶରେ ଦେଖିଲେ ତିନୋଟି ସୂର୍ଯ୍ୟ। ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁଦିନ ଗୋଟିଏ ସୂର୍ଯ୍ୟ ଦେଖନ୍ତି , ତିନୋଟି ସୂର୍ଯ୍ୟ ଆସିଲେ କେଉଁଠୁ? ଲୋକମାନେ ଏହାର ଭିଡିଓ କରିବା ସହ ଫଟୋ ଉଠାଇବାରେ ଲାଗିଗଲେ। କିଛି ସମୟ ପାଇଁ ଲୋକମାନେ ମୁଣ୍ଡ ଉପରର ସୂର୍ଯ୍ୟଙ୍କୁ ଚାହିଁ ରହିଲେ। ସୂର୍ଯ୍ୟ ଦୁଇପଟେ ଆଉ ଦୁଇଟି ସୂର୍ଯ୍ୟ ଦେଖାଯାଉଥିଲା। ଦୃଷ୍ଟି […]
ମୁମ୍ବାଇ: ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁଁ ଏଠାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନା ମନ୍ତ୍ରୀଙ୍କ କହିବାନୁସାରେ, ସହରରେ ୧୯୦୮ ମସିହା ପରେ ଦ୍ୱିତୀୟ ଥର ପାଇଁ ଏମିତି ରେକର୍ଡ ଭଙ୍ଗା ବର୍ଷା ହୋଇଛି। ରାଜ୍ୟ ସରକାର ବସ୍ତି ଏବଂ ତଳିଆ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୩୭,୦୦୦ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଏହି ସମୟରେ ତେଲେଙ୍ଗାନାର ବନ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କୁ ସାହାଯ୍ୟ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଚୋରି ହେଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା । ଚୋର ଧରାହେଲା କୋଲକାତାର ହାଓଡା ଷ୍ଟେସନରୁ । ଏକ ନାଟକୀୟ ଢଙ୍ଗରେ ବେଙ୍ଗାଲୁରୁ ପୋଲିସ କୋଲକାତାରୁ ଏହି ଚୋରକୁ ଧରିଛି । ତାର ନାଁ କୈଳାଶ ଦାସ । ଘର ପଶ୍ଚିମବଙ୍ଗ ଜିଲ୍ଲା ବର୍ଦ୍ଧମାନ ଜିଲ୍ଲାରେ । ସେ ବେଙ୍ଗାଲୁରୁରେ ଜଣେ ବିଲ୍ଡରଙ୍କ ଘରେ ରହି କାମ ଦାମ କରୁଥିଲା । ଏହି ମାଲିକଙ୍କ ଘରେ ଏଇ ମାସ ପ୍ରଥମ ସପ୍ତାହରେ ଜଣେ […]
ସୁନ୍ଦରଗଡ଼: ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍। ସୁନ୍ଦରଗଡ଼ ବଣାଇ ରକ୍ସି ଖାଦାନ୍ ଅଞ୍ଚଳରେ ଦୁଇ ଗୋଷ୍ଠୀର ଶହ ଶହ କର୍ମୀ ଆଜି ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା କି ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଓ ଲାଠି ମାଡ଼ ହୋଇଛି। ସିପିଆଇଏମ୍ କର୍ମୀମାନେ ପେସାଙ୍କ ପଥର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଉତ୍ତେଜନା ପରେ ବି ଏସମ୍ପର୍କରେ ପୋଲିସ୍ ପାଖରେ କୌଣସି […]
ନୂଆଦିଲ୍ଲୀ: ଆପଣ ସାଧାରଣତଃ ରିକ୍ସା ଦେଖିଥିବେ। ରିକ୍ସା ଚାଳନା ପାଇଁ ମଣିଷ ଆବଶ୍ୟକ। କିନ୍ତୁ ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ରୋବଟ୍ ରିକ୍ସା ଚଲାଉଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଇଫେକ୍ଟ ଡିଜାଇନର୍ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ଆଡାମ ସାଭେଜ୍ ତିନି ଚକିଆ ଯାତ୍ରୀବାହୀ ଯାନ ଟାଣିବା ପାଇଁ ଏକ ରୋବଟ୍କୁ ପରୀକ୍ଷା କରିଥିଲେ। ଯଦିଓ ଏହି ଭିଡିଓ ଫେବୃଆରୀରୁ ହୋଇଛି, କିନ୍ତୁ ଗତକାଲି ଆଇଏଏସ୍ ଅଫିସର ସୁପ୍ରିୟା ସାହୁ ଟ୍ୱିଟରରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍। ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି। ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ […]
ଆବଶ୍ୟକୀୟ ସାମଗ୍ରୀ: ଚିକେନ୍ ଲେଗ୍ ପିସ୍, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି ପ୍ରଣାଳୀ : ‘ସ୍ୱିଟି ଚିକେନ୍’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। […]
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ। ଅତି ପ୍ରବଳ ବର୍ଷା ନେଇ ଗଂଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି […]
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାସ୍ଥିତ ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିର ନିକଟରେ ବୁଧବାର ଭୂସ୍ଖଳନ ହୋଇଛି। ଘଟଣାରେ ୪ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ଦୁଇଜଣ ସାନିଟାଇଜ୍ କରୁଥିବା କର୍ମଚାରୀ ବି ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ବିଜୟୱାଡାର ଇନ୍ଦ୍ର କୀଲଦ୍ରୀ ପାହାଡ଼ ଉପରେ ଅନେକ ବୋଲ୍ଡର ଗଡ଼ିଆସି କନକ ଦୁର୍ଗା ମନ୍ଦିରରେ ଛାତରେ […]
ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି। ଗିଙ୍କୋ ବିଲୋବା ସାଧାରଣତଃ ଗିନ୍କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର […]
ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]
ଗୁଣପୁର: ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତହସିଲଦାରଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହି ସମୟରେ ଲକ୍ଷ୍ମୀନାରାୟଣ ଜିଲ୍ଲା ମୁଖ୍ୟାଳୟରେ ରହିବେ। ସେ ରାୟଗଡ଼ା ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।
ଫୁଲବାଣୀ(ତ୍ରିନାଥ ସାହୁ): ନଦୀ ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ବହୁତ ଯୋଜନା ଚାଲିଛି । ଏମିତି କି ବିଗତ ବର୍ଷ ଗୁଡିକରେ ବିଭିନ୍ନ ଯୋଜନାରେ ବହୁତ ନଦୀ ନାଳ ଉପରେ ପୋଲ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣଧୀନ ପୋଲ ଯଦି କୌଣସି କାରଣରୁ କ୍ଷତିଗ୍ରସ୍ତ ହେଉଛି କିମ୍ବା ଭାଙ୍ଗିଯାଉଛି ତେବେ ସେହି ପୋଲକୁ ବର୍ଷ ବର୍ଷ ଧରି ପୁନଃନିର୍ମାଣ କିମ୍ବା ମରାମତି କରାଯାଉନି। ତେଣୁ ନଦୀ ନାଳ ଭିତରେ ଲୋକମାନେ ବିପଦ ସଙ୍କୁଳ ଭାବେ […]
ଭୁବନେଶ୍ୱର: ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ଆହ୍ୱାନ କରାଯାଇଛି। ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ କରାଯାଇଛି। କରୋନା ପରି ମହାମାରୀ ସମୟରେ ଲୋକଙ୍କ ଜୀବନ, ଜୀବିକା ବିପନ୍ନ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଉପରେ ପଡ଼ିଛି ବିଦ୍ୟୁତ୍ ଛାଟ। ଲକ୍ଡାଉନ୍ ସମୟରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ (ଡ଼ିସକମ) ଗୁଡ଼ିକୁ […]
ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଇଅନ୍ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରସିବି ପ୍ରଥମେ ବୋଲିଂ କରିବ। ଆଜିର ମ୍ୟାଚ୍ ପାଇଁ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବାଣ୍ଟମଙ୍କୁ ସାମିଲ କରାଯାଇଥିବା ବେଳେ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା […]