• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

modi-addresing
'ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ'

ନୂଆଦିଲ୍ଲୀ: ପୂର୍ବ ସୂଚନା ମୁତାବକ ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ସମ୍ବୋଧନରେ ଦେଶବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସେ କହିଛନ୍ତି ଯେ ପାପ, ଭୁଲ ଓ ବେମାରୀକୁ ଆଦୌ ଛୋଟ ଭାବିବା ଉଚିତ ନୁହେଁ। ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି। ଆମେ ଏକଥା ଭୁଲିବାନି ଯେ ଲକ୍ଉଡାଉନ ଯାଇଥିଲେ ବି ଭାଇରସ ଯାଇନି। ସମ୍ଭାଳି ଯାଇଥିବା ସ୍ଥିତିକୁ […]

4
ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ନବରଙ୍ଗପୁର: ନବରଙ୍ଗପୁରରେ ମକା ପ୍ରକ୍ରିୟାକରଣ ୟୁନିଟ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଆସିବାଥିବାବେଳେ ୬ ଜଣଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକେ ନବରଙ୍ଗପୁର ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଥାନା ଭିତରକୁ ଯିବାକୁ ଚେଷ୍ଟା କରିବା ବେଳେ ପୋଲିସ ସେମାନଙ୍କୁ ଫାଟକ ଠାରେ ଅଟକାଇ ଥିଲା। ହେଲେ ପୋଲିସ ସହ ସେମାନଙ୍କର […]

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ନୟାଗଡ଼: ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ। ନକଲି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ ବେଳେ ଧରିଲା ପୋଲିସ୍। ଶୋ ରୁମ୍‌ରେ ୧.୨୫ ଲକ୍ଷର ୨ ଯୁବକ ନକଲି ନୋଟ୍ ଦେଇଥିଲେ। ସନ୍ଦେହ ହେବାରୁ ପୋଲିସ୍‌କୁ ଖବର ଦେଇଥିଲେ ସୋରୁମ୍ ମାଲିକ। ତେବେ ଟଙ୍କା ନକଲି ଜଣାପଡ଼ିବାରୁ ପୋଲିସ୍ ୨ ଜଣଙ୍କୁ ଥାନାକୁ ନେଇଥିଲା। ୨ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ନକଲି ଟଙ୍କା […]

pakistan
ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା। ନାଗରିକ ଜଣକ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା। ବିଏସ୍‌ଏଫ୍ ଯବାନ ଜାଣିବା ପରେ ବ୍ୟକ୍ତିକୁ ଧରିଥିଲେ। ଏହାପରେ ତା’ […]

5
ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

କଟକ: ମରଣଯନ୍ତା ପାଲଟିଛି କଟକ ଜିଲ୍ଲା ଟାଙ୍ଗୀର ମଙ୍ଗୁଳି ଛକ। ଟ୍ରାଫିକ୍ ବ୍ୟବସ୍ଥା ନଥିବା ସହ ରାସ୍ତା କଡ଼ରେ ଶହଶହ ଟ୍ରକ୍ ଅଟକି ରହୁଛି। ରାସ୍ତାର ଦୁଇପାର୍ଶ୍ୱରେ ମଙ୍ଗୁଳିରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ରହୁଛି ଟ୍ରକ୍। ଫଳରେ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଅସୁବିଧା ହେଉଛି। ଏହାସହ ଭୁବନେଶ୍ୱର, ସମ୍ବଲପୁର, ଯାଜପୁର ଆଦି ଅଞ୍ଚଳରୁ ଯିବା ଆସିବା କରୁଥିବା ଯାତ୍ରୀମାନେ ବସରୁ ଓହ୍ଲାଇବା ପରେ ଜୀବନରୁ ପାଣି ଛଡ଼ାଇ ରାସ୍ତା ପାର୍ ହେଉଛନ୍ତି। ପୁଣି ରାସ୍ତା […]

by-election
ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରଚାର ଜୋର୍ ଧରିଲାଣି। ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେଓ୍ୱିୱେଟ୍ ନେତା। ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ୍‌ର ଟାର୍ଗେଟ୍‌ରେ ରହିଛି ବିଜେଡିା ପ୍ରଥମେ ବାଲେଶ୍ୱର ସ୍ଥିତି ଜାଣନ୍ତୁ, ଏଠାରେ ଆଜି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ। ବାଲେଶ୍ୱର ସହରର ଗୋଳା ପୋଖରୀଠାରୁ ସିନେମା ହଲ୍ ପର୍ଯ୍ୟନ୍ତ ସେମାନେ […]

6
ଦେଶରେ ସବୁଠାରୁ କମ୍‌ ସୁଧରେ ମିଳୁଛି ଏହି ଲୋନ୍‌, ପଢ଼ନ୍ତୁ କିଏ ଦେଉଛି

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଏହି ଫେଷ୍ଟିଭାଲ୍‌ ସିଜିନ୍‌ରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଘର କିମ୍ୱା ଅଟୋ ଲୋନ୍‌ ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ସେ ପୁଣି ପୁରୁଣା ସୁଧହାର ଠାରୁ କମ୍‌ ଦରରେ। ଯଦି ଆପଣ ଘର କିମ୍ୱା ଗାଡ଼ି ଲୋନ୍‌ରେ କିଣିବା ପାଇଁ  ଯୋଜନା କରୁଛନ୍ତି ତେବେ ଏହା ଠାରୁ ଭଲ ସମୟ ହୁଏତ ଆଉ ଆସି ନପାରେ। କାରଣ ଏହି ଫେଷ୍ଟିଭ୍ ସିଜିନ୍‌ରେ ଋଣ ପ୍ରଦାନକାରୀ ବ୍ୟାଙ୍କ ବା କମ୍ପାନୀଗୁଡ଼ିକ […]

puri-3
ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇ, ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ଏସ୍‌ସିବି ନେବା ଏବଂ ସେଠାରେ ମୃତ୍ୟୁ ଘଟଣାର ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ୍। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଏସ୍‌ସିବି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି। କମିଶନ ସଦସ୍ୟ ଅମିତାଭ ଦାସଙ୍କ ଖଣ୍ଡପୀଠ ପକ୍ଷରୁ ଏହି ମାମଲାରେ ନୋଟିସ ଜାରି କରାଯାଇଛି। ଆସନ୍ତା ନଭେମ୍ବର ୧୨ ତାରିଖ ସୁଦ୍ଧା […]

coronavirus
ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭା ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୯୭, ମୟୂରଭଞ୍ଜରୁ ୧୩୧, ସୁନ୍ଦରଗଡ଼ରୁ ୧୨୫, କଳାହାଣ୍ଡିରୁ ୧୧୮ ଓ ବଲାଙ୍ଗିରରୁ ୧୧୪ ଜଣ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ଓ ନୂଆପଡ଼ାରୁ ୯୯ ଜଣ […]

Untitled-1
ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଭୁବନେଶ୍ୱର: ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ? ବିଗତ କିଛି ଦିନ ଧରି ବଢ଼ିଚାଲିଥିବା ବେଧଡ଼କ୍ ଲୁଟ୍, ଛିନ୍ତାଇ, ହତ୍ୟା ଭଳି ଘଟଣା ଭୁବନେଶ୍ୱର ବାସିନ୍ଦାଙ୍କ ମନରେ ଏଭଳି ପ୍ରଶ୍ନକୁ ଠିଆ କରିଛି। ଲଗାତର ଘଟି ଚାଲିଥିବା ଛିନ୍ତାଇ ଘଟଣାରେ ଆଜି ଶିକାର ହୋଇଛନ୍ତି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ବୟୋଜ୍ୟୋଷ୍ଠ ମହିଳା। ଏଭଳି ସ୍ଥିତିରେ ରାଜଧାନୀରେ ଆଇନ୍‌ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବେଳେ ଡିସିପି କହିଛନ୍ତି, ଥାନାରେ ପେସାଦାର ଅପରାଧୀଙ୍କ ହାଜିରା ରେଜିଷ୍ଟରକୁ […]

dhawan
ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ ଓପନ୍‌ର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କ ଧମାକା। ଆଇପିଏଲ୍‌ର ୫ମ ବ୍ୟାଟ୍ସମ୍ୟାନ୍‌ ଭାବେ ୫ ହଜାର ରନ୍‌ ପୂରଣ କଲେ ଶିଖର। ଚଳିତ ଆଇପିଏଲ୍ ସିଜନରେ ଶିଖର ଧାୱନଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ବିଶେଷକରି ଗତ ୩ଟି ମ୍ୟାଚ୍‌ରେ ଶିଖର ୬୯, ୫୭ ଓ ୧୦୧ ରନ୍‌ କରିଛନ୍ତି। ଚଳିତ ଆଇପିଏଲ୍‌ ସେ ଦ୍ୱିତୀୟ ସର୍ବାଧିକ ସ୍କୋର୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ୪୨୧ ରନ୍‌ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ […]

2
ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ଭୁବନେଶ୍ୱର: ଗରିବ ଓ ନାମମାତ୍ର ଚାଷୀଙ୍କ ଧାନରୁଆ ଯନ୍ତ୍ର କିଣାରେ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାର ସବ୍‌ସିଡି ବାବଦ ଅର୍ଥ ଚଳୁ କରିଦେଲେ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକରୁ। ମିଛସତ କହି ଓ ଫୁସୁଲାଇ ଚାଷୀଙ୍କଠୁ ସବ୍‌ସିଡି ବାବଦ ଅର୍ଥ ହଡ଼ପ୍ କରିଛି ମେସିନ୍ ଯୋଗାଇଥିବା ସଂସ୍ଥାର ସ୍ଥାନୀୟ ଡିଲର୍ ଓ ଏଜେଣ୍ଟ। ଠକାମୀର ଶିକାର ଚାଷୀମାନେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ ହେବାବେଳେ ପଦାକୁ ଆସିଛି ଅସଲ ତଥ୍ୟ। […]

3
ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର: ଉପନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଚେଲା କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କ ସହ ସେ ବୈଠକ କରିବେ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସେ ରଣନୀତି ପ୍ରସ୍ତୁତ କରିବେ। ଏଥିରେ କଂଗ୍ରେସର ନୂତନ ଜିଲ୍ଲା ସଭାପତି ସାମିଲ ହେବେ। ପରେ ସେ ୨୨ ଓ ୨୩ ତାରିଖରେ ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ। ୨୨ […]

maoits
ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ହତ୍ୟା କରିବା ସହ ୨ ଜଣଙ୍କୁ ନିର୍ଧୂମ ମାଡ଼ମାରି ଗୁରୁତର ଅବସ୍ଥାରେ ମାଓବାଦୀମାନେ ଛାଡ଼ି ଦେଇଥିବା ସୂଚନା ମିଳିଛି। ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଏହି ଘଟଣା ଘଟିଛି।  ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏପରି କରିଥିବା ସନ୍ଦେହ କରାଯାଉଛି। ସୂଚନାଥାଉ କି, ଗତକାଲି ସ୍ୱାଭିମାନ ଅଞ୍ଚଳରୁ ବିଏସ୍ଏଫ ଯବାନ ୭ଟି IED ଜବତ କରିଥିଲେ। ଟିଫିନରେ ରଖାଯାଇ […]

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି।  ଏହାର ପ୍ରଭାବରେ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରକୁ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡ଼ିକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା […]

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ବାସୁଦେବପୁର: ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଜଣେ ଦିବ୍ୟାଙ୍ଗ ବାଳିକା ଚିଠି ଲେଖିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଇଶାଣପୁର ଗାଁର ଉପେନ୍ଦ୍ର ପାଣିଙ୍କ ଝିଅ ମଧୁମିତା ବାକ୍ ଓ ଶ୍ରବଣ ବାଧିତ। ଦିନ ମଜୁରିଆ ଭାବେ କାମ କରି ଉପେନ୍ଦ୍ର ପରିବାର ବହୁତ କଷ୍ଟରେ ଚଳାଉ ଥିବାବେଳେ ଘରର ଅବସ୍ଥା ନ କହିବା ଭଲ। ସରକାରୀ ସହାୟତାରେ ଘରଟିଏ ପାଇଁ ବହୁବାର ବିଭିନ୍ନ ଦପ୍ତର ବୁଲି […]

video
ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

Viral Video: ସୋଶାଲ ମିଡିଆରେ ଏକ ଛୋଟ ଛୁଆର ଡ୍ୟାନ୍ସ ବେଶ ଭାଇରାଲ ହୋଇଛି। ଏକ ବର୍ଷର ଶିଶୁଟି ଅମିତାଭ ବଚ୍ଚନଙ୍କ ଗୀତକୁ ମନ ଦେଇ ଉପଭୋଗ କରୁଛି ଆଉ ମ୍ୟୁଜିକ୍‌ର  ତାଳେ ତାଳେ ଝୁମୁଛି। ଗୀତ ଶୁଣୁଶୁଣୁ ଏତେ ଜୋରରେ ଶିଶୁଟି ହସୁଛି, ଦେଖିଲେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ। ବର୍ଷକର ଏହି କୁନି ଶିଶୁଟି ମା’ଙ୍କ କୋଳରେ ବସି ତାଙ୍କର ସହାୟତାରେ ଅଭିତାଭଙ୍କ ‘ ଖାଇକେ ପାନ ବନାରସ ୱାଲା..’ […]

neha
ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଗତ କିଛିଦିନ ହେବ ବେଶ୍‌ ଚର୍ଚ୍ଚା ହେଉଛି। ରୋହନ‌ପ୍ରୀତ୍‌ ସିଂଙ୍କ ସହ ନେହାଙ୍କ ବିବାହ ଖୁବ୍‌ ଶୀଘ୍ର ହେବ ବୋଲି ଶୁଣିବାକୁ ମିଳୁଛି। ଗତକାଲି ନେହା ଇନ୍‌ଷ୍ଟାଗ୍ରାମ ରେ ଏକ ଭିଡିଓ ଶେଆର କରି ଲେଖିଥିଲେ, ଯେତେବେଳେ ସେ ମୋତେ ପ୍ରଥମ ଥର ପାଇଁ ତାଙ୍କ ବାପାମା’ ଓ ପରିବାର ଲୋକଙ୍କ ସହ ଭେଟ କରାଇଥିଲେ… ମୁଁ ତୁମକୁ ବହୁତ […]

china-1
ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ନୂଆଦିଲ୍ଲୀ/ ବେଜିଂ:ଭାତର-ଚୀନ ସୀମାରେ ଦୀର୍ଘମାସ ଧରି ଲାଗି ରହିଥିବା ଉତ୍ତେଜନା ଲାଗି ରହଛି । ଏହା ସତ୍ତ୍ୱେ ଭାରତୀୟ ସେନା ତାଙ୍କର ମହନୀୟତା ଭୁଲି ନାହାନ୍ତି। ସୀମା ନିକଟରେ ଧରାପଡ଼ିଥିବା ଜଣେ ଚୀନୀ ଯବାନଙ୍କୁ ଭାରତୀୟ ସେନା ଫେରାଇ ଦେଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ବୟାନ ଜାରି କରି ଯବାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲା। ଚୀନ ସେନାଙ୍କ କହିବା ଅନୁଯାୟୀ, ଏହି ଯବାନ ଜଣକ କିଛି ଗୋପାଳକଙ୍କୁ ରାସ୍ତା ବତାଉ ବତାଉ […]

low-pressure
୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ଏହା ୱେଲ୍‌‌ଡ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହୋଇ ଅବପାତର(ଡିପ୍ରେସନ୍‌) ରୂପ ନେଇପାରେ। ଏହାର ପ୍ରଭାବରେ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା […]

corona
ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୩୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୨୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୮୧୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ରେ ପହଞ୍ଚିଛି।

hathrus
ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ଗାଜିଆବାଦ: ଗାଜିଆବାଦ ହାଥରସ୍‌ ଘଟଣାରେ ମର୍ମାହତ ବାଲ୍ମିକୀ ସମାଜର ୫୦ ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି। ପରିବାରର ପ୍ରାୟ ୨୩୬ ଜଣ ସଦସ୍ୟ ବୌଦ୍ଧ ଧର୍ମ ଗ୍ରହଣ କରି ନେଇଛନ୍ତି। ଏହି ଘଟଣା ଗାଜିଆବାଦର କରହେଡ଼ା ଇଲାକାରେ ଘଟିଛି। ବାବା ସାହେବ ଆମ୍ବେଦକର ନାତି (Great-grandson) ଉପସ୍ଥିତିରେ ସେମାନେ ଏହି ଧର୍ମ ପରିବର୍ତ୍ତନ କରିଛନ୍ତି। ଏହି ପରିବାର ଲୋକେ ଅଭିଯୋଗ କରିଛନ୍ତି, ସମାନେ ହାଥରସ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହା ସହିତ ସେମାନେ ଅଭିଯୋଗ କରିଛନ୍ତି, […]

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

ବାଙ୍କୀ: ‘ମୁଁ ରାଉରକେଲାରେ କାମ କରୁଥିଲି। ଦେହ ଅସୁସ୍ଥ ହେବାରୁ ସେଠି କେହି ନ ପଚାରିବାରୁ ମୁଁ ଗାଁକୁ ପଳାଇ ଆସିଲି। ଭାବିଲି ଗାଁକୁ ଆସିଲେ ଭାଇବନ୍ଧୁ ପଚାରିବା ସହ ସେବା କରିବେ ବୋଲି। ହେଲେ ମୋତେ କେହି ପଚାରିଲେ ନାହିଁ। ୬ ମାସ ହେଲା ଘାଣ୍ଟି ହେଉଛି’ ଏଭଳି ଭାବରେ ନିଜ ଦୁଃଖ କଥା କହିଛନ୍ତି କଟକ ଜିଲ୍ଲା ବାଙ୍କି ବ୍ଲକ ବୋତଲମା ଗାଁର ନବ ଦେହୁରୀ। ଚିକିତ୍ସା ସୁବିଧା ପାଇ ନ ପାଇ ଯନ୍ତ୍ରଣାରେ […]