• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pravas
ଫ୍ୟାନ୍ସଙ୍କ ପୋଷ୍ଟରରେ ରାମ-ସୀତା ବେଶରେ ପ୍ରଭାସ ଓ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଦମ୍ପତି ପ୍ରଭାସ-ଅନୁଷ୍କା ଶେଟ୍ଟୀ ହେଉଛନ୍ତି ପରଦାରେ ସବୁଠାରୁ ପପୁଲାର ହିଟ ଯୋଡି। ଏହି ଯୋଡ଼ିର ଏକ ବଡ଼ ପ୍ରଶଂସକ ଗୋଷ୍ଠୀ ଅଛନ୍ତି । ଏହି ଯୋଡ଼ିକୁ ପୁଣି ଥରେ ସ୍କ୍ରିନ୍‌ରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଏମାନଙ୍କ ମଧ୍ୟରେ ଥିବା ଲଭ୍‌, ରୋମାନ୍ସକୁ ପୁଣି ଦର୍ଶକ ଏନ୍‌ଜଏ କରିବେ। ନିକଟରେ ପ୍ରଭାସ-ଅନୁଷ୍କାଙ୍କର ଜଣେ ଫ୍ୟାନ ‘ଆଦିପୁରଷ’ର ଏକ ପୋଷ୍ଟର ତିଆରି କରିଛନ୍ତି, ଯେଉଁଥିରେ ପ୍ରଭାସଙ୍କୁ ଭାଗବାନ ରାମ ଏବଂ ଅନୁଷ୍କାଙ୍କୁ ସୀତା […]

cinbd
ରାଜ୍ୟରେ ହଜାରେ ଟପିଲା କରୋନା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୦୦୬ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଓ  ଖୋର୍ଦ୍ଧାରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର, ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, […]

electrocuted
ଶ୍ୱଶୁରଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ଯାଇଥିଲେ ବୋହୂ, ହେଲେ...

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳ ଠଙ୍ଗପଡ଼ା ଗାଁରେ ବିଦ୍ୟୁତ୍‌ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା। ସୂଚନା ଅନୁସାରେ, ଇଲେକ୍ଟ୍ରିକ୍‌ ବୋର୍ଡରୁ ଆସିଥିବା ତାର ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା। ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ […]

calender
ଆଜି କ୍ୟାଲେଣ୍ଡରର ଏକ ବିଶେଷ ଦିନ; କ’ଣ ବିଶେଷତା ରହିଛି ଜାଣନ୍ତି ?

ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଛି। ଏ ବର୍ଷ କ୍ୟାଲେଣ୍ଡରରେ ବାକି ରହିଛି ଆଉ ମାତ୍ର ୮୩ ଦିନ । ତେବେ ୨୦୨୦ର ଆଜି ଦିନଟି ଅର୍ଥାତ୍‌ ୧୦ ଅକ୍ଟୋବର ୧୦-୧୦-୨୦୨୦ ଏକ ବିଶେଷ ଦିନ। ଏମିତି ଦିନ କ୍ୟାଲାଣ୍ଡରରେ କେବେ ଆସି ନ ଥିଲା କିମ୍ବା ଆସିବ ନାହିଁ। ତେବେ ଜ୍ୟୋତିଷ ବିଷାରଦ ତଥା ନ୍ୟୁମରୋଲଜି ଏକ୍ସପର୍ଟମାନେ ଆଶା କରିଛନ୍ତି, ଆଜିର ଦିନଟି ଏକ ନୂଆ ଆରମ୍ଭର ଦିନ ହେବ। ଏହି ଦିନକୁ ନେଇ ଅନେକ […]

corona 2
ଦିନକରେ ଚିହ୍ନଟ ହେଲେ ୨,୮୫୪ କରୋନା ପଜିଟିଭ୍‌, ଖୋର୍ଦ୍ଧାରେ କମିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୮୫୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୫୯ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୯୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ରେ ପହଞ୍ଚିଛି।

୩ ଦିନ ବନ୍ଦ ରହିବ VSSUT

ସମ୍ବଲପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବୁର୍ଲାର ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ। ଏଥିପାଇଁ ୩ ଦିନ ବନ୍ଦ ରହିବ ଭିସୁଟ୍ VSSUT (Veer Surendra Sai University of Technology)। ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ। ଏହାବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମଧ୍ୟ ବନ୍ଦ ରହିବ ଭିସୁଟ୍। ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବା ନିମନ୍ତେ ମୋଟ ୩ ଦିନ ପାଇଁ ଭିସୁଟ୍ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। […]

simanchal
୩ ଦିନ ପରେ ବି ମିଳିଲାନି ପୁଅର ଖବର , ଶେଷରେ ଏମିତି ଦେଲେ ଅନ୍ତିମ ବିଦାୟ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି। ହେଲେ  ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ।  ଏପରିକି ସେ ମୃତ ନା ଜୀବିତ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଏ ନେଇ ଦ୍ୱନ୍ଦ୍ୱରେ  ପଡ଼ିଛନ୍ତି। କିଛି ବାଟ ନ ପାଇ ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର […]

accident
ଖୁସିରେ ପରିବାର ସହ ଫେରୁଥିଲେ, ବାଟରେ ଉଜୁଡ଼ିଗଲା ସଂସାର

ତେଲକୋଇ: ଆଖି ସାମ୍ନାରେ ବାପାଙ୍କୁ ହରାଇଲେ ଦୁଇ ଭାଇ। ମାମୁ ଘରକୁ ବୁଲିବାକୁ ଯାଇ ନିଜ ଘରକୁ ଫେରୁ ଥିବାବେଳେ ବାଟରେ ଘଟିଲା ଦୁର୍ଘଟଣା। ଏଥିରେ ଦୁଇ ଭାଇ ଓ ମା’ଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସବୁଦିନ ପାଇଁ ଦୁଇ ଭାଇ ସେମାନଙ୍କର ବାପାଙ୍କୁ ହରାଇଦେଲେ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତା ଦାନ୍ତୁଆଣି ରେଲ୍‌ୱେ ଓଭରବ୍ରିଜ୍ ନିକଟରେ ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ସୁଦର୍ଶନ ମହାକୁଡ଼। […]

encounter
କୁଲଗାମରେ ଏନ୍‌କାଉଣ୍ଟର; ୨ ଆତଙ୍କୀ ନିହତ

ଶ୍ରୀନଗର;  ଜାମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର। କୁଲଗାମ ଜିଲ୍ଲାରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଅପରେସନ ଜାରି ରହିଥିବାରୁ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇପାରି ନାହିଁ । ସୂଚନା ଅନୁସାରେ, ଚିଙ୍ଗମ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ପୋଲିସ ଓ ଆର୍ମିର ଜିିରୋ ଓ୍ୱାନ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ବାହିନୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପୋଲିସ ଓ […]

mp aparajita sarangi
ସିଲ୍ ହେଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ BMC ସିଲ୍ କରିଛି। BMCର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରିଛନ୍ତି। ସୂଚନାଥାଉ କି, ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ […]

bjd mla
ମୁଁ କରିଥିବା ଭୁଲ୍‌ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି: ବିଜେଡି ବିଧାୟକ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି କ୍ଷମା ମାଗିଛନ୍ତି। କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ବିଧାୟକ ଉମାକାନ୍ତ କ୍ଷମା ମାଗି କହିଛନ୍ତି, ‘ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ଯେହେତୁ ମୁଁ କରୋନା ପଜିଟିଭ୍‌ ଥିଲି, ସ୍ୱର୍ଗଦ୍ୱାରରେ ପହଞ୍ଚିବା ଏହା […]

rekha
ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ରେଖା, ଏହି କାରଣରୁ ନାଁରେ ଲଗାନ୍ତିନି ସାଙ୍ଗିଆ

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କର ଜନ୍ମଦିନ। ୧୯୫୪ ମସିହା ଅକ୍ଟୋବର ୧୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ରେଖା। ୧୯୭୯ମସିହାରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଅନ୍‌ଜାନା ସଫର୍‌’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୧୮୦ରୁ ଉର୍ଦ୍ଧ୍ୱ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା ରେଖାଙ୍କର ଫିଲ୍ମ ସଫର୍‌କୁ ନେଇ ଯେତିକି ପ୍ରଶଂସା ହୁଏ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ରେଖାଙ୍କର ପ୍ରକୃତ ନାଁ ଭାନୁରେଖା ଗଣେଶନ। ସେ ସାଉଥ ଷ୍ଟାର୍‌ ଜେମିନୀ […]

train
ଆଜିଠୁ ଟ୍ରେନ୍‌ ଟିକେଟ୍‌ ରିଜର୍ଭେସନ୍‌ ନିୟମରେ ପରିବର୍ତ୍ତନ, ଜାଣନ୍ତୁ କ’ଣ ଏହି ନିୟମ...

ନୂଆଦିଲ୍ଲୀ: ଆଜିଠୁ ଟ୍ରେନ୍‌ ଟିକେଟ୍‌ ରିଜର୍ଭେସନ୍‌ ‌ ନିୟମରେ ପରିବର୍ତ୍ତନ ହୋଇଛି। ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍‌ ୩୦ ମିନିଟ୍‌ରୁ ୫ମିନିଟ୍‌‌ ମଧ୍ୟରେ ମଧ୍ୟ ଟିକେଟ୍‌ ବୁକ୍‌ କରିହେବ। ଆଜିଠୁ ରିର୍ଜଭେସନ୍ ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହୋଇଛି। ଏହି ନିୟମ ପୂର୍ବରୁ ମଧ୍ୟ ଥିଲା। ହେଲେ କରୋନା ମହାମାରୀ ସମୟରେ ଏହା ସମ୍ଭବପର ହେଉ ନ ଥିଲା। ହେଲେ ପୁଣିଥରେ ଏହି ନିୟମ ଆଜିଠୁ ଲାଗୁ ହୋଇଛି। ରେଲ୍‌ୱେର କହିବା ମୁତାବକ […]

puri
ଚିକିତ୍ସା ପାଇଁ ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ବସାଇ କଟକ ଆଣିଲେ ବୃଦ୍ଧ

ପୁରୀ: ଦୀର୍ଘ ଏକ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପତ୍ନୀ। ସାଧ୍ୟମତେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା ବଢୁଥିଲା ସିନା କମୁ ନ ଥିଲା। ପତ୍ନୀଙ୍କ ଦୁଃଖ ଆଉ ସହି ପାରିଲେନି। ଅଧିକ ଚିକିତ୍ସା ପାଇଁ ହାତରେ ସମ୍ବଳ ନାହିଁ, ତଥାପି ମନରେ ଆଶା ଅଛି, କଟକ ନେଲେ ପତ୍ନୀ ଭଲ ହେବେ। ଅର୍ଥାଭାବରୁ ଗାଡ଼ି କି ଆମ୍ବୁଲାନ୍ସ କରିପାରି ନ ଥିଲେ। ଶେଷରେ ଟ୍ରଲିରେ ବସାଇ ସାକ୍ଷୀଗୋପାଳରୁ କଟକ ଆଣିଥିଲେ ୭୦ ବର୍ଷର […]

dil-bechara
ସିନେମା ହଲ୍‌ରେ ରିଲିଜ୍‌ ହେବ ‘ଦିଲ୍‌ ବେଚାରା’!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ସିନେମା ହଲ୍‌ରେ ରିଲିଜ୍‌ କରିବାର ଯୋଜନା ଚାଲିଛି। କରୋନା ମହାମାରୀ ପାଇଁ ଫିଲ୍ମକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଥିଲା।  ଓଟିଟି ପ୍ଲାଟଫର୍ମ ‘ଡିଜ୍‌ନି ହଟଷ୍ଟାର୍‌’ ଫିଲ୍ମକୁ ଦେଖିବା ପରେ ଲୋକମାନେ ଢେର୍‌ ସାରା ଭଲ ପାଇବା ଦେଇଥିଲେ। ଯାହାକୁ ଦେଖି ଏବେ ଏହି ଫିଲ୍ମକୁ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ଯୋଜନା ଚାଲିଛି। ଅନ୍‌ଲକ୍‌-୫ରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବା […]

neha
ଅକ୍ଟୋବର ୨୪ରେ ବିବାହ କରିବେ କି ନେହା ? ସୋସିଆଲ୍‌ ମିଡିଆରେ ଶେଆର କଲେ ହୃଦୟର କଥା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ତାଙ୍କର ଦୀର୍ଘ ଦିନର ବନ୍ଧୁ ରୋହନ‌ପ୍ରୀତ୍‌ ସିଂଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏପରିକି ରୋହନଙ୍କ ପ୍ରତି ଥିବା ଭଲପାଇବାକୁ ନେହା ସୋସିଆଲ୍‌ ମିଡିଆରେ ମଧ୍ୟ ଶେଆର୍‌ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋହନପ୍ରୀତଙ୍କ ସହ ଏକ ଫଟୋ ଶେଆର କରିବା ସହ ରୋହନପ୍ରୀତଙ୍କୁ ଟ୍ୟାଗ କରି ନେହା କକ୍କର ଲେଖିଛନ୍ତି, ‘You’re Mine’। ଯାହାର ଉତ୍ତରରେ ରୋହନ କହିଥିଲେ, Babuuuuuuuu 😍😍😍😍😍 i love youuuuu […]

1111
ଦଳିତ ବୋଲି ମିଟିଂରେ ତଳେ ବସିଲେ ମହିଳା, ଭିଡିଓ ଭାଇରାଲ

କୁଡ୍ଡଲୋର: ତାମିଲନାଡୁର କୁଡ୍ଡଲୋର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଏକ ପଞ୍ଚାୟତ ବୈଠକରେ ସମସ୍ତ ସଦସ୍ୟ  ଚେୟାରରେ ବସିଥିଲେ ମଧ୍ୟ ଜଣେ ଦଳିତ ମହିଳାଙ୍କୁ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁଡ୍ଡଲୋରରେ ପଞ୍ଚାୟତ ଅଧ୍ୟକ୍ଷ ବୈଠକ ବସିଥିଲା। ବୈଠକରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିଲା। ହେଲେ ବୈଠକରେ ଯୋଗ ଦେଇଥିବା ଜଣେ ମହିଳାଙ୍କୁ ଚେୟାର ଦିଆଯାଇ […]

laxmi-bomb
ରିଲିଜ୍‌ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର

ମୁମ୍ବାଇ: ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ଧମାକେଦାର୍ ଏଣ୍ଟ୍ରି। ସୂର୍ଯ୍ୟବଂଶୀ ରିଲିଜ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ଘୁଞ୍ଚିବା ପରେ ଆସୁଛି ଅକ୍ଷୟଙ୍କ ଆଉ ଏକ ଫିଲ୍ମ। ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ପିଲ୍ମ ଲକ୍ଷ୍ମୀ ବମ୍‌। ଗତକାଲି ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ପୁଣିଥରେ ଅକ୍ଷୟଙ୍କ ପୁରୁଣା କମେଡି ଓ ଆକ୍ସନ୍‌କୁ ଏହି ଫିଲ୍ମରେ ଦର୍ଶକ ଦେଖିପାରିବେ ।  ଲକ୍ଷ୍ମୀ ବମ୍ ଏକ ହରର୍ କମେଡି ଫିଲ୍ମ ଯେଉଁଥିରେ ଅକ୍ଷୟଙ୍କ […]

kim
ଆଜି ପଞ୍ଜାବ ଏବଂ କୋଲକାତା ମଧ୍ୟରେ ଟକ୍କର

ଦୁବାଇ: ଚଳିତ ଆଇପିଏଲର ୨୪ ତମ ମ୍ୟାଚ୍ ଆଜି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡ୍‌ର ମଧ୍ୟରେ ଅନୁଷ୍ଠିତ ହେବ। ଆଜି ଦିନ ୩.୩୦ ସମୟରେ ଏହି ଦମ୍‌ଦାର ମ୍ୟାଚ୍‌ ଖେଳାଯିବ। ପଞ୍ଜାବ ପକ୍ଷରୁ ଆଜି ଖେଳିବେ: କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (କ୍ୟା), ନିକୋଲାସ୍ ପୁରାନ୍ (କିପର), ପ୍ରଭାସୀମନ୍ ସିଂ/ ସରଫରାଜ ଖାନ୍, ମନଦୀପ ସିଂ, ମୁଜିବ […]