• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jammu
ଜମ୍ମୁରେ ପୁଣି ଦେଖାଗଲା ୩ ଟି ଡ୍ରୋନ୍

  ପ୍ରତିରକ୍ଷା ଶିବିର ନିକଟରେ ପୁଣି ଉଡିଲା ଡ୍ରୋନ୍ ପୁଣି ଜମ୍ମୁରେ ୩ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା ଜମ୍ମୁ : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା । ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ବାୟୁସେନା…

covaxin
ଆଲଫା ଓ ଡେଲଟା ଭାରିଏଣ୍ଟ୍ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ : ଦାବି କଲା ୟୁଏସର ଶୀର୍ଷ ସଂସ୍ଥା

ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ ।  କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ…

odisha
ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ: ମିଠା ମିଠା କଥା କହି ଗିଫ୍ଟ ବାହାନାରେ ଲୁଟି ନେଲେ

ସାଲେପୁର: ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ। ମିଠା ମିଠା କଥା କହି ଓ ବିବାହର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଚଳୁ କରିନେଲେ ଯୁବତୀ। ଠକାମିର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଅନ୍ତର୍ଗତ…

twitter
ପୁଣି ବଢିଲା ଟ୍ୱିଟର ପାଇଁ ଅଡ଼ୁଆ: ଚାଇଲ୍‌ଡ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…

woman raped
ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ,…

lockdown
ଆଜି ସରିବ ଲକଡାଉନ୍ ଅବଧି; ଅପରାହ୍ନରେ ମୁଖ୍ୟ ଶାସନ ସଚିବ କହିବେ କ’ଣ ରହିବ ଗାଇଡଲାଇନ

ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍,…

corona
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ରାଜ୍ୟରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ତୁଳନାରେ ଆଜି ଅଧିକ ରହିଛି। ଗତ ୨୪ ଘଣ୍ଟାରେ…

wearing mask
କୋଭିଡ୍ ପରିଚାଳନା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ଯାହାକୁ ଅନୁସରଣ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା…

Modi
ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ଘଟଣା ପରେ ସେନାର ଆଧୁନିକୀକରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି…

Couple
ବିବାହିତ ହୋଇ ବି ଭୁଲିଗଲେ...ପତ୍ନୀଙ୍କୁ କହିଲେ ଚାଲ ଆମେ ବିବାହ କରିବା, କଣ ଥିଲା ପୂରା ଘଟଣା?

ନୂଆଦିଲ୍ଲୀ: ଆଲଜାଇମର ରୋଗ କଣ? ଯଦି ଏହି ରୋଗରେ କୌଣସି ମଣିଷ ଶିକାର ହୁଅନ୍ତି ତେବେ କଣ ହେବ? ତେବେ ଆମେ ଆପଣଙ୍କୁ ଆଜି ଏମିତ ଏକ ଘଟଣା କହିବୁ ଯାହାକୁ ଜାଣିବା ପରେ ଆପଣମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ…

Marrege
ବିବାହ-ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ ! ଲୋକଙ୍କ ମନରେ ବଢ଼ିଲାଣି ଅସନ୍ତୋଷ

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନରୁ ଫାଇଦା ନେଉଛନ୍ତି…

samir mohanty
ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ…

Pahad Singh
ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ନବେ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ । ୮୪ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ…

Loot
ସାଇବର ଲୁଟ୍‌ରେ ସାମିଲ ମୋବାଇଲ ଓ ସିମ୍‌ ଦୋକାନୀ, ୧୦୦କି ୨୦୦ ନୁହେଁ ୧୭ ହଜାର ସିମ୍‌ ଜବତ !

ଭୁବନେଶ୍ୱର: ଆପଣ ଜାଣିନଥିବେ ହେଲେ ଆପଣଙ୍କ ନାଁରେ ଆକ୍ଟିଭ୍‌ ହୋଇଯାଇଥିବ ସିମ୍ । ଆଉ ସେହି ସିମ୍ ବ୍ୟବହାର କରି ଅପରାଧୀ କରୁଥିବେ ସାଇବର ଲୁଟ୍ । ରାଜ୍ୟ ସୀମା ଡେଇଁ ସାଇବର ଅପରାଧୀଙ୍କ ପାଖକୁ ଯାଉଥିଲା ଏଭଳି ପୁଳା ପୁଳା…

nirjatana
ବର୍ବରତାର ସୀମା ପାର୍‌: ମାଡ଼ ମାରିଲେ, ଦାନ୍ତ ଉପାଡ଼ିଲେ ଆଉ ବିଷ୍ଠା ବି ଖୁଆଇଲେ

ଅମାନୁଷିକ, ବର୍ବର, ଲୋମହର୍ଷକ ଘଟଣା। କେତେ ସାଂଘାତିକ, ସ୍ପଷ୍ଟ ବୟାନ କରୁଛି ମୋବାଇଲରେ ଉତ୍ତୋଳିତ ହୋଇଥିବା ଭିଡିଓ। କିଛି ଦୃଶ୍ୟ ତ ବିନା ଝାପ୍ସାରେ ଦେଖିବା ଅସମ୍ଭବ ହୋଇଛି

Unlk
ଦୋଳି ଖେଳୁଛି କରୋନା: କଣ ହେବ ଜୁଲାଇ ଗାଇଡ୍‌ ଲାଇନ୍‌?

ପ୍ରାୟ ଦୁଇ ମାସର ଲକଡାଉନ୍‌, ସପ୍ତାହାନ୍ତ ସଟଡାଉନ୍‌ ଓ ପୁଣି ଆଂଶିକ ଲକଡାଉନ୍‌ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ଲାଇନ୍ ଉପରେ ରହିଛି।

10th
ମାଟ୍ରିକ୍‌ ମୂଲ୍ୟାୟନକୁ ନେଇ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ, କାର୍ଯ୍ୟାଳୟକୁ ଧସେଇ ପଶିଲେ ଅଭିଭାବକ

ଭୁବନେଶ୍ୱର: କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ ନେଇ ଦୂର ହେଉନି ଅସନ୍ତୋଷ । ଗତକାଲି ଭଳି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନକୁ ଓହ୍ଲାଇବା ସହ ନାରା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ…

coronavirus
କୋଭିଡ୍ ସଂକ୍ରମଣ ଯୋଗୁଁ ସାମ୍ନାକୁ ଆସିଲା ନୂଆ ଲକ୍ଷଣ !

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ…

T20-trophy
ଭାରତରେ ଖେଳା ଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌"..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି…

Bhadrak Dhaba
ଇଂଜିନିୟରିଂ ପାସ୍‌ କରିଛନ୍ତି, ଏବେ ଢ଼ାବା ଚଳାଉଛନ୍ତି

ନୂତନ ସମାଜକୁ ଦୀଗଦର୍ଶନ ଦେଉଛନ୍ତି ମହିଳା । ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ରାସ୍ତା କଡରେ ଢାବା କରିଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ ।  ଏହି ଢ଼ାବାରେ ଜଣେ ମହିଳା ଚଳାଚଞ୍ଚଳ ରହୁଥିବା ଦେଖାଯାଏ

naveen patnaik
ତୃତୀୟ ଲହର ପ୍ରସ୍ତୁତି ପାଇଁ ଡାକ୍ତରଙ୍କ ତାଲିମକୁ ଦିଅ ପ୍ରାଥମିକତା-ମୁଖ୍ୟମନ୍ତ୍ରୀ

କୋଭିଡ଼ ନିୟମ କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ

Capture 16
ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ଏକ ଐତିହାସିକ ଭୁଲ୍ : ଓଷ୍ଟା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତିକୁ ସରକାରଙ୍କ ଏକ ଐତିହାସିକ ଭୁଲ୍ କହିଲା ଓଷ୍ଟା । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି କଲା ସଂଘ । ଅଫ୍‌ଲାଇନ୍ ପରୀକ୍ଷାରୁ ମୂଲ୍ୟାୟନ କରିବା ଉପରେ ଏବେ ମତ…

Visnu Murti
ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠୁ ବଡ଼ ବିଷ୍ଣୁ ମୂର୍ତ୍ତି କେଉଁଠି ରହିଛି

ଇଣ୍ଡୋନେସିଆର ଧର୍ମ, ସଂସ୍କୃତି ସବୁବେଳେ ବିଶ୍ୱକୁ ଆଶ୍ଟର୍ଯ୍ୟ କରି ଆସିଛି। ସେହିକ୍ରମରେ ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ବିଷ୍ଣୁ ପ୍ରତିମୂର୍ତ୍ତି। ଯାହା ଏଠାକାର ଆଉ ଏକ ପରିଚୟ ପାଲଟିଯାଇଛି

Capture 17
ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା

ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା । କିନ୍ନରଙ୍କ ସାହାରା ନେଇ ଏବେ ଗଞ୍ଜେଇ ବ୍ୟବସାୟୀ କରୁଛନ୍ତି ବେପାର । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏବେ କିନ୍ନରଙ୍କୁ କରିଛନ୍ତି ମୋହରା । ତେବେ ଏହା ପଛର…

River
ଏହି ନଦୀ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀ

ଭାରତରେ ପାଖାପାଖି ୪୦୦ରୁ ଅଧିକ ନଦୀ ରହିଛି। ଆଉ ସେ ସବୁ ଭିତରୁ ପ୍ରତ୍ୟେକଟି ନଦୀ କିଛି ଭିନ୍ନ ଭିନ୍ନ କାରଣରୁ ଖାସ୍। କିଛି ନଦୀ ଆମ ସଂସ୍କୃତି ଅନୁଯାୟୀ ଖାସ୍ ତ ଆଉ କିଛି ନଦୀ ନିଜର ସୁନ୍ଦରତା କାରଣରୁ ଖାସ୍ ଥାଏ।