ନବରଙ୍ଗପୁର: ମନରେଗା ଯୋଜନାରେ ମହାଦୁର୍ନୀତି । ପୋଖରୀ ଖୋଳା ନାଁରେ ବଡ଼ ଚଞ୍ଚକତା । ହଡ଼ପ ହୋଇଛି ଲକ୍ଷାଧିକ ଟଙ୍କା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ବନ ଅଧିକାରୀଙ୍କ ବିରୋଧରେ । ଡାବୁଗାଁ ବନାଞ୍ଚଳ ଅଧୀନ ବଡ଼ପାଞ୍ଜିରିଗୁଡ଼ା…
ପଟ୍ଟାମୁଣ୍ଡାଇ: ନିୟମ ମାନୁ ନାହାନ୍ତି ସରକାରୀ ମଦ ଦୋକାନୀ। କରୋନା କଟକଣା ପାଇଁ ସରକାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ପଟ୍ଟାମୁଣ୍ଡାଇରେ ଦିନ ୧ଟା ପରେ…
ଆଜି ଦେଶରେ ୫୦ ହଜାର ୪୦ ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୨ ଲକ୍ଷ ୩୩ ହଜାର ୧୮୩ ଦେଶରେ ଆଜି ୧୨୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୫…
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା…
ଗତ ୨୪ ଘଣ୍ଟାରେ ଓଡ଼ିଶାରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୦୮ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୱାରେଣ୍ଟିନ୍ରୁ ୧,୯୪୩ ସଂକ୍ରମିତ…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…
ଶ୍ରୀନଗର: ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମିନିଟ୍ ବ୍ୟବଧାନରେ ୨ଟି ବିସ୍ଫୋରଣ ହୋଇଥିଲା। ପ୍ରଥମ ବିସ୍ଫୋରଣଟି ଗୋଟିଏ ଘର…
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଜି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…
ଭୁବନେଶ୍ୱର: ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ ? ଭଲ କଲେଜରେ ସିଟ୍ ମିଳିବ ତ ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ ? ଏବେ ଏମିତି ଅନେକ…
ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୩୯ ଜଣଙ୍କ ମଧ୍ୟରୁ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ। ଏହାପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୬…
ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ…
କଳାହାଣ୍ଡି: ଦାନଙ୍କ ଛାତି ଆଜି କୁଣ୍ଢେମୋଟ । ଖୁସିରେ ଆତ୍ମବିଭୋର ଆଉ ଭାବବିହ୍ୱଳ । କାହିଁକି ବା ନହେବେ । ଝିଅ ଯେତେବେଳେ ତାଙ୍କର ମାଟ୍ରିକ୍ ପାସ୍ କରିଛି । ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି ତାଙ୍କ…
ସୁବର୍ଣ୍ଣପୁର: ନିଜ ମୁହଁକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ ! ମହିଳାମାନେ ସୁନ୍ଦର ଦେଖାଯିବା ଅନେକ ମେକ୍ଅପ ଶୈଳୀକୁ ଆପଣାଉଛନ୍ତି। କିନ୍ତୁ ମେକ୍ଅପ୍ ସମୟରେ ସତର୍କ ରହିବା ନିହାତି ଜରୁରୀ। ନହେଲେ ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦରତାର…
ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ସର୍ବୋତ୍ତମ ସାଧନା। ଏହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରାଯାଇପାରେ। ଏନେଇ ଆଜିକାଲି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ସେମାନଙ୍କ…
ଭୁବନେଶ୍ୱର: ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ…
ଭୁବନେଶ୍ୱର: ନୟାପଲ୍ଲୀ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ନୂଆଦିଲ୍ଲୀରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ…
ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ…
ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ୱଳ ପିଣ୍ଡ କ୍ୱିଜାର ଆମ ବୈଜ୍ଞାନିକମାନଙ୍କ ପାଇଁ ବହୁତ କୌତୁହଳର ବିଷୟ। ସାଧାରଣତ ଗାଲାକ୍ସିର ମଧ୍ୟଭାଗରେ ଦେଖାଯଉଥିବା ଏହି ପିଣ୍ଡଗୁଡ଼ିକ ବ୍ଲାକହୋଲରୁ ଶକ୍ତି ପାଇଥାଏ। ସେମାନଙ୍କର ଓଜନ ଆମ ସୂର୍ଯ୍ୟଙ୍କ ଓଜନଠାରୁ ଏକ ବିଲିୟନ ଗୁଣ ପର୍ଯ୍ୟନ୍ତ ହୋଇଥାଏ।…
ଚାଷୀ ଆଉ ବଳଦ ମଧ୍ୟରେ ସମ୍ପର୍କ ବେଶ ନିବିଡ । ସେଥିପାଇଁ ତ କର୍ଣ୍ଣାଟକର କୁଲବର୍ଗୀ ଅଂଚଳରେ କାରା ହୁନିମେ ପର୍ବ ପାଇଁ ପ୍ରତିବର୍ଷ ବଳଦମାନଙ୍କୁ ଆକର୍ଷଣୀୟ ରଂଗରେ ସଜାଯାଇଥାଏ । ଏହି ଦିନ ବାଜା ବଜାଇ ନାଚଗୀତ କରିବା ସହ…
ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ। ଡାକ୍ତରମାନେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କୁ ୬ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। ପର୍ଯ୍ୟାପ୍ତ ପରିମାଣର ନିଦ ଶରୀରର ଗତିବିଧିକୁ ଠିକ୍ ରଖେ ଏବଂ ଏହା ଆମର ସମ୍ପୂର୍ଣ୍ଣ ଜୀବନଶୈଳୀକୁ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏବେ ଫୋକସ୍ରେ ରହିଛି ଅଯୋଧ୍ୟା । ଏହି ପବିତ୍ର ସହରରର ବିକାଶ କାର୍ଯ୍ୟ ନେଇ ଆଜି ନିଜେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ…
ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ…
ବାଲେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ୱର ଆର୍ଟ କଲେଜ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତ୍ତନ ଦାବି କଲେ ମନ୍ତ୍ରୀ ନବ ଦାସ ରାଉରକେଲା: ସିକ୍ରେଟ କୋଡ୍ ବ୍ୟବହାର କରି…
ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ଓ ନିର୍ମାତା ଦିଲ ରାଜୁ ତେଲୁଗୁ ଚଳଚ୍ଚିତ୍ର ‘ନାନ୍ଧୀ’କୁ ହିନ୍ଦୀରେ କରିବାକୁ ଘୋଷଣା କରିଛନ୍ତି। ଅପରାଧ ଏବଂ ଆଇନ ଆଧାରିତ ଏହି ଫିଲ୍ମକୁ ଅଜୟ ଏବଂ ରାଜୁ ଅଧିକାରକୁ ନେଇଛନ୍ତି। ୨୦୨୧ରେ ଆସିଥିବା ଏହି ଚଳଚ୍ଚିତ୍ରଟି…