ମୁମ୍ବାଇ: ଟିଭି ଅଭିନେତା ତରୁଣ ଖାନ୍ନା ଷ୍ଟାର ପ୍ଲସ୍ ସୋ ‘ଅବିନାଶ ଆଇପିଏସ୍’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଖୁବ୍ ଶିଘ୍ର ତାଙ୍କୁ ମାତା ବୈଷ୍ଣୋ ଦେବୀଙ୍କ କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜରେ ଦେଖିବାକୁ ମିଳିବ। ବୈଷ୍ଣୋ…
ନୂଆଦିଲ୍ଲୀ: ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍। କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଆଇସିସିକୁ ମଧ୍ୟ ଏ ସଂପର୍କରେ ଜଣାଇ ଦିଆଯାଇଛି। ସୌରଭ ଗାଙ୍ଗୁଲି କହିଛନ୍ତି, କ୍ରିକେଟର ଓ ଅଧିକାରୀଙ୍କ…
ନୂଆଦିଲ୍ଲୀ : ପାଖାପାଖି ସାଢ଼େ ୩ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪୦ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୫୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୬ ହଜାର ୯୯୪ ଜଣ…
ଦେଶରେ ମୋଟ ୫୧ଟି ଡେଲଟା ପ୍ଲସ୍ ଭାରିଏଣ୍ଟ ମାମଲା ଚିହ୍ନଟ ଓଡ଼ିଶା ସହ ୧୨ଟି ରାଜ୍ୟରୁ ୫୧ କେସ୍ ମିଳିଛି ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇଛି, ରିସର୍ଚ୍ଚ ଚାଲିଛି । ଡେଲଟା ପ୍ଲସ ଅଧିକ ସଂକ୍ରାମକ ହେବା ନେଇ ଏଯାଏଁ କିଛି…
ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ୧୦୬ କୋଟି ଟଙ୍କାର ଜାଲ୍ ବିଲ୍। ଛାତ୍ର, ଗୃହିଣୀ ଏପରିକି ଚାଷୀଙ୍କ ନାଁରେ ୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ। ଖୋର୍ଦ୍ଧା ବେଗୁନିଆରୁ ଏଭଳି ଜଣେ ଧୂୂର୍ତ୍ତ…
ନୂଆଦିଲ୍ଲୀ : ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକାର ଏକ ନୂତନ ସଂସ୍କରଣ ପରୀକ୍ଷା ଚାଲିଛି। ବିଶେଷକରି ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନା ଭାଇରସ୍ର ବିଟା ପ୍ରକାରକୁ ଧ୍ୟାନରେ ରଖି ଏହି ପରୀକ୍ଷା କରାଯାଉଛି। ଭାରତରେ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିଶିଲ୍ଡ ନାମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍…
ଯାଜପୁର/ମାଲକାନଗିରି(ଅଭୟ ପତି/ ଜିତେନ୍ଦ୍ର ବେଉରା): ଅପପୁଷ୍ଟିର ଅପଖ୍ୟାତି ଅର୍ଜନ କରିିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ପହଞ୍ଚିଲା କରୋନା କବଚ। ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶେଷରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଭ୍ୟାକ୍ସିନ୍। …
ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା…
ଶ୍ରୀନଗର: ଗିରଫର ଦିନକ ପରେ ଟପ୍ ଲସ୍କର-ଇ-ତୋଇବା ଆତଙ୍କବାଦୀ ନଦିମ୍ ଅବ୍ରାର୍ ଏନ୍କାଉଣ୍ଟରରେ ନିହତ ହୋଇଛି। ଜମ୍ମୁ ଓ କାଶ୍ମୀରର ପାରିମ୍ପୋରା ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ବେଳେ ନଦିମ୍ ନିହତ ହୋଇଥିବା ବେଳେ ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ…
ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଛି ଟ୍ୱିଟର। ନିଜର ୱେବସାଇଟରେ ଏହି ମାଇକ୍ରୋ ବଗିଂ କମ୍ପାନି ଜାମ୍ମୁ କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଥିଲା। ଜଣେ ୟୁଜର ଏ…
ଭୁବନେଶ୍ୱର : ରାଜ୍ୟକୁ କରୋନା ସଂକ୍ରମଣରେ ଆଜି କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ୩ ହଜାର ତଳକୁ ଖସିଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩,୩୧୯ ଥିଲା ବେଳେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭…
ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରକୁ ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ବିଏମ୍ସି ପକ୍ଷରୁ ଆସିଛି ଚମକାଇ ଦେବା ଭଳି ଖବର। ବିଏମ୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେର ରିପୋର୍ଟ କହୁଛି ମୁମ୍ବାଇରେ ୫୧ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡ଼ି…
ଭୁବନେଶ୍ୱର: ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା UG,PG ପରୀକ୍ଷା କେମିତି ଏବଂ କେଉଁ ଢ଼ାଞ୍ଚାରେ ହେବ, ସେନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି। ଅନ୍ଲାଇନରେ ହେବାକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ…
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି…
ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ…
ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ…
ଆଠଗଡର ଝିଅ ଚମକିଲେ ଇଣ୍ଡିଆରେ। ଓଡିଶାକୁ ପ୍ରତିନିଧିତ୍ୱ କରି ଆଠଗଡ ଏନଏସି ଅନ୍ତର୍ଗତ ଗଦାସାହିର ଝିଅ ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍ ହୋଇ ଆଠଗଡ ତଥା ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି
କେନ୍ଦ୍ରାପଡା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ। ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍। ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି…
ଢେଙ୍କାନାଳ: କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିଲେ ବ୍ୟାଙ୍କ କର୍ମଚାରୀ। ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ବ୍ୟାଙ୍କରେ ଥିବା ଅନେକ ଖାତାଧାରୀଙ୍କ ନାଁରେ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରି…
ଟାଇପ ମେସିନ ଆଜି ବି ଭରଷା ଯୋଗ୍ୟ ରହିଛି । ଆଜି ଅତ୍ୟାଧୁନିକ କମ୍ପ୍ୟୁଟର ଯୁଗରେ ଭରଷା କମି ନାହିଁ ଲୋକଙ୍କର ଟାଇପ ମେସିନ ଉପରୁ । ଲୋକେ ଆଜି ବି ସେହି ଟାଇପ ମେସିନ ଉପରେ ନିର୍ଭର କରୁଛନ୍ତି
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସୋମବାର ଅନ୍ୟ ଏକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏହାର ନାମ ଅଗ୍ନି ପ୍ରାଇମ ମିସାଇଲ । ଅଗ୍ନି ପ୍ରାଇମ୍ କିମ୍ବା ଅଗ୍ନି କ୍ଷେପଣାସ୍ତ୍ର ହେଉଛି ଅଗ୍ନି ଶ୍ରେଣୀର ଏକ ନୂତନ…
ପାଣି ଭିତରେ ଝରଣା। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ଆଉ ଏ ଝରଣା ବୋହୁଛି ମହାସାଗରର ପାଣି ଭିତରେ
ଭୂମିଠାରୁ ୩୦୦୦ ଫୁଟ ତଳେ ଏକ ନିଆରା ଗାଁ। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା। ଗାଁର ପରିବେଶ ପ୍ରାୟ ସମସ୍ତଙ୍କୁ ପସନ୍ଦ।
ପବିତ୍ର ମନ୍ତ୍ରର ତାଳେତାଳେ ଭେଟ ହୁଅନ୍ତି ଅଜଣା ପକ୍ଷୀ ହଳେ, ସାଥିରେ ପହିଲି ପ୍ରେମର କଅଁଳ ଡେଣା ଯୋଡିଏ ! ସାଖିଥାଏ ସାତଦିପ , ଆଠକଳସ, ମାଟିବେଦୀ, ହୋମକୁଣ୍ଡ, ବାହାମୁକୁଟ, ହାତଗଣ୍ଠି ଦଶଦିଗପାଳ… ସାଖିଥାଏ ବ୍ରାହ୍ମଣର ହୋମମନ୍ତ୍ର ମଙ୍ଗଲମ ଭଗବାନ…