ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ […]
ଭୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା। ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାସେ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଶନ୍ ବେଳେ କୋଭିଡ୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛି […]
ଭୁବନେଶ୍ୱର: ପାଦରୁ ଲିଭିନି ଅଳତା କି ହାତରୁ ଛାଡ଼ିନି ମେହେନ୍ଦିର ରଙ୍ଗ। ଯାହା ହାତ ଧରି ନୂଆ ସଂସାରରେ ପାଦ ରଖିଥିଲେ, ସେ ହାତ ଛାଡ଼ି ଚାଲିଗଲେ ଅଫେରା ରାଜ୍ୟକୁ। ଏମିତି ଜଣେ ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର…
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଡିତ ରହି ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ଯାଏ ଜେଲ୍ରେ ରହିବେ । କୋର୍ଟ ଏହି ଅବଧି ବଢାଇଥିବା ଆଜି ଘୋଷଣା କରିଛନ୍ତି । ସୂଚନା ଥାଉ କି, ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ସିବିଆଇ ହାତକୁ ଯିବା ପରେ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣା ପଦାକୁ ଆସିଥିଲା । ଏନସିିବି ଏହି ମାମଲାର ଯାଞ୍ଚ କରି ରିୟା […]
ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଡ୍ରଗସ ଲିଙ୍କରେ ଆସିବା ପରେ ଏନେଇ ଟ୍ଵିଟ୍ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ବିଶାଦରେ ଥିବା ବ୍ୟକ୍ତି କଣ ଡ୍ରଗ୍ସ ନିଏ? ତଥାକଥିତ ଆଭିଜାତ୍ୟ ସମ୍ପନ୍ନଙ୍କ ଘରର ପିଲା ନିଜକୁ ଉଚ୍ଚକୋଟୀର ଦର୍ଶାଇବା ସହ ମ୍ୟାନେଜରଙ୍କୁ ଡ୍ରଗ୍ସ ମାଗିଥାନ୍ତି ? ଆଜି ଏପରି କହି ସମାଲୋଚନା କରିଛନ୍ତି କଙ୍ଗନା। ମାଲ୍ ହେ କ୍ୟା ଲେଖି କଙ୍ଗନା ଇଙ୍ଗିତରେ ଦୀପିକାଙ୍କୁ କଟ୍ଟାକ୍ଷ କରିଛନ୍ତି। ନିଜ ପୂର୍ବତନ ମ୍ୟାନେଜର […]
ଭୁବନେଶ୍ଵର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। କେବଳ ପ୍ରଶ୍ନ କାଳକୁ ଛାଡିଲେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ। ବସିବା ପାଇଁ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ମଧ୍ୟ ବସିବେ ବିଧାୟକ। ଏଥିଲାଗି ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି। ସଂସଦ ଭଳି ବିଧାୟକ ସିଟ୍ ସମ୍ମୁଖରେ ପ୍ଲାଷ୍ଟିକ୍ ସିଲ୍ଡ ଲଗାଯାଇଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ […]
ପଟନା: କରୋନା ମହାମାରୀ ଭିତରେ କିଛି ରାଜ୍ୟରେ ୨୧ ତାରିଖ ଠାରୁ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଛି। ଏବେ ବିହାରରେ ସେପ୍ଟେମ୍ବର ୨୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଯାଉଛି। ତେବେ ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ସ୍କୁଲ ବନ୍ଦ ରହିବ। ଶିକ୍ଷା ବିଭାଗ ଅନୁଯାୟୀ, ଜଣେ ପିଲା ସପ୍ତାହକୁ ଦୁଇଦିନ ହିଁ ସ୍କୁଲ୍ ଯିବ। ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୦ ପ୍ରତିଶତ ଶିକ୍ଷକ ସ୍କୁଲ୍ ଆସିବେ। ଅବିଭାବକ ନିଜ ପିଲାମାନଙ୍କୁ ଯଦି ସ୍କୁଲ ପଠାଇବାକୁ ଚାହୁଁନଥିବେ, ତାହେଲେ ସେମାନଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ। ଆସନ୍ତା ଅକ୍ଟୋବର ୧ ତାରିଖ, ଦିନ ୧୧ଟାରେ ଶୁଣାଣି ପାଇଁ ହାଜର ହେବାକୁ ସାନି ସମନ କରାଯାଇଥିବା ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା ସୂଚନା ଦେଇଛନ୍ତି। ସେହିପରି ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପି ୩ ସପ୍ତାହ ସମୟ ମାଗିଥିବା ସେ ସୂଚନା ଦେଇଛନ୍ତି। ତେବେ ମାମଲାରେ ଯେଉଁ […]
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲା ଲଗାତର ହ୍ରାସ ପାଉଛି। ଆଜି ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍ରୁ ୧୦୧ ଓ ଲୋକାଲ କେସ୍ ୨୪୪ ରହିଛି। ସେହିପରି ଆଜି ୪୧୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected #COVID19 cases in the […]
ଲଭ୍, ସେକ୍ସ, ଧୋକା। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏହା ମହଙ୍ଗା ପଡ଼ିଛି। ଥାନାରେ ଅଭିଯୋଗ ପରେ ତାଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ।
ନୂଆଦିଲ୍ଲୀ: ଦୁବାଇର ମରୁଭୂମି ଶସ୍ୟଶ୍ୟାମଳା ହୋଇଉଠିବ । ସବୁଜିମାରେ ପରିପୂର୍ଣ୍ଣ ହୋଇ ହସି ଉଠିବ ଏହାର ପରିବେଶ । ଟେକନିକ୍ ସାହାଯ୍ୟରେ ଏବେ ସମ୍ଭବ ହୋଇପାରିବ ଏହି ଅସମ୍ଭବ କାମ । ନରୱେର ଏକ କମ୍ପାନୀ ଦୁବାଇର ଏହି ଶୁଷ୍କ ଅଞ୍ଚଳରେ ଏହି ଟେକନିକର ପ୍ରୟୋଗ କରି ସାରିଲାଣି । ମାର୍ଚ୍ଚ ମାସରେ ଏହି ବାଲୁକାମୟ ଅଞ୍ଚଳରେ ଚାଷକାମ ଆରମ୍ଭ ହୋଇଥିଲା । ବାଜରାଠାରୁ ଆରମ୍ଭ କରି ବିଭିନ୍ନ ଫୁଲ, ଫଳ ଏବଂ ତରଭୁଜ ଚାଷ କରାଯାଉଛି […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ଅଭିଯୁକ୍ତ ପୋଲିସ କର୍ମଚାରୀ ଏଯାଏ ଚିହ୍ନଟ ହୋଇପାରି ନାହାନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଜେରା ହେଲାଣି କି ବୋଲି ପ୍ରଶ୍ନର ଉତ୍ତରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ତଦନ୍ତ ଚାଲୁ ରହିଛି। ଏହାର ଅର୍ଥ ନିଜ ବିଭାଗର କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ। ଗତ ଅଗଷ୍ଟ ୩୦ ତାରିଖରେ ଏତଲା ଦେଇଥିଲେ ନାବାଳିକାଙ୍କ ମାଆ। ସେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ ଯେ, ଘଟଣାରେ ଗଣମାଧ୍ୟମର […]
ମୁୁମ୍ବଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗସ ଲଙ୍କ ଯାଞ୍ଚ କରୁଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରିବା ପରେ ଏହି ଲିଙ୍କରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ନାଁ । ଅନେକ ବଡ ବଡ ତାରକାଙ୍କୁ ଏନସିବି ଜେରା କରିବ ବୋଲି ଜଣାପଡ଼ିଛି । ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ […]
ନୂଆଦିଲ୍ଲୀ: ନଭେମ୍ବର ପହିଲାରୁ ହେବ ୟୁଜି ଓ ପିଜି କ୍ଲାସ। ଉଭୟ ଷ୍ଟ୍ରିମର ପ୍ରଥମ ବର୍ଷ କ୍ଲାସ ନଭେମ୍ବରରୁ ଆରମ୍ଭ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। In view of the COVID-19 pandemic, the Commission has accepted the Report of the Committee and approved the @ugc_india Guidelines on Academic Calendar for the First Year of Under-Graduate and Post-Graduate Students […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା । କରୋନାରେ ଅନେକ ଗର୍ଭବତୀ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛିା ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଗର୍ଭବତୀ କିଭଳି ଯତ୍ନ ନେବେ, ଏନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୁସି ଦାସ। ଡାକ୍ତର ଲୁସି ଦାସ କହିଛନ୍ତି- ଗର୍ଭବତୀ ମହିଳା କରୋନାରେ ଆକ୍ରାନ୍ତ ହେଲେ ହୋମ୍ ଆଇସୋଲେସନରେ ରହିପାରିବେ। ସେମାନେ ଘରେ ଅଲଗା ଭାବେ ରହିବେ। କାହାସହ ମିଶିବେ ନାହିଁ। ସେମାନେ […]
ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୫୩୨୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୮୯, ପୁରୀରୁ ୨୭୪, ଅନୁଗୋଳରୁ ୨୧୦, ବରଗଡ଼ରୁ ୧୯୦, ବାଲେଶ୍ୱରରୁ ୧୮୫, ବଲାଙ୍ଗିରରୁ ୧୮୩, କେନ୍ଦ୍ରାପଡ଼ାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ୱଲପୁରରୁ ୧୩୮, ଜଗତସିଂହପୁରରୁ […]
ଭୁବନେଶ୍ୱର: କରୋନା ରୋଗୀଙ୍କ ସହିତ କଥା ହେବେ ପରିବାର ଲୋକ। ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍ ଲାଇନ୍ ଅନୁସାରେ ସବୁ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ରହିବ। ପ୍ରତି ହେଲ୍ପ ଡେସ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ରହିବ। ଏହି ଟୋଲଫ୍ରି ନମ୍ବର ରାଜ୍ୟସ୍ତରୀୟ ପ୍ରାଧିକୃତ ଅଫିସର ତଥା ଅତିରିକ୍ତ DMETଙ୍କୁ […]
ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଯାଞ୍ଚ ସମୟରେ ପ୍ରତି ଦିନ ନୂୂଆ ନୂଆ ଖବର ସାମ୍ନାକୁ ଆସୁଛି । ଆଜି ଅନେକ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ଅଭିନେତ୍ରୀ ଦିଆ ମିର୍ଜା ବି ଏହି ଡ୍ରଗ୍ସ ଲିଙ୍କରେ ଅଛନ୍ତି । ଏପରିକି ତାଙ୍କୁ ଜେରା କରିବା ପାଇଁ ଏନସିବି ସମନ ଜାରି କରିଛି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ତେବେ ଏସବୁ ଖବର ମଧ୍ୟରେ ଦିଆ ମିର୍ଜାଙ୍କ ପ୍ରତିକ୍ରିୟା ଆସିଛି । ସେ ସୋଶାଲ […]
ନୀଳଗିରିରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଶୁଖିଲା ଖାଦ୍ୟ ଯୋଗାଣରେ ଅନିୟମିତତା ପ୍ରସଙ୍ଗରେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନୀଳଗିରି ବିଜେପି ବିଧାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ ଜେରା ତ ଦୂରର କଥା ଏଯାଏଁ ଚିହ୍ନଟ ବି କରିପାରୁନି କମିଶନରେଟ୍ ପୁଲିସ । […]