• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tiger skin
ଭୁବନେଶ୍ୱରରୁ ବାଘ ଛାଲ ଜବତ, ସୋଆ ବିଶ୍ୱବିଦ୍ୟାଳୟର ଡ୍ରାଇଭର ଗିରଫ

ଭୁବନେଶ୍ୱର: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ କଲରାପତରିଆ ବାଘର ଛାଲକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରିଛି। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ଖବର ପାଇବା ପରେ ଗତକାଲି ଅପରାହ୍ଣରେ‌ ବରମୁଣ୍ଡା ସ୍ଥିତ କାଳୀ ମନ୍ଦିର ନିକଟରେ ଚଢ଼ଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। […]

fire crackers
ଦୀପାବଳିରେ ବାଣ ଫୁଟି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ: ଦୀପାବଳି ଅବସରରେ ବାଣ ଫୁଟାଉଥିବା ବେଳେ ଗୁରୁତର ଆହତ ହୋଇଥିବା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ୬ ବର୍ଷୀୟ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କିୟାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଘରର ଛାତ ଉପରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ଯିବାରୁ କିୟା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ […]

ଓଡ଼ିଶାରେ କରୋନା ସ୍ଥିତି: ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁ ସଂଖ୍ୟା କମୁନି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୬୦ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରୁ ୩, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏ, ବରଗଡ଼, ଭଦ୍ରକ, ଭୁବନେଶ୍ୱର,ଗଞ୍ଜାମ, କଟକ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the […]

obama-1
ପିଲାବେଳେ ମହାଭାରତ, ରାମାୟଣ ପଢୁଥିଲେ ଆମେରିକାର ଏଇ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି। ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍ ପସନ୍ଦ କରନ୍ତି। ଓବାମାଙ୍କର ପିଲାଦିନ ଇଣ୍ଡୋନେସିଆରେ କଟିଥିଲା। ସେଠାରେ ତାଙ୍କର ଅଧିକାଂଶ ସମୟ ରାମାୟଣ ଓ ମହାଭାରତର କାହାଣୀ ଶୁଣିବାରେ କଟୁଥିଲା । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ସତ। କାରଣ ଏକଥା ଆଉ କେହି ନୁହେଁ, ନିଜେ ଓବାମା ସ୍ୱୀକାର କରିଛନ୍ତି। ନିକଟରେ […]

ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି: ମନ୍ତ୍ରୀ

ଭୁବନେଶ୍ୱର: ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି। କୋଟିଆ ପରେ ଏବେ ସମ୍ବାଇ ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ି ବଢ଼ି ଚାଲିଛି। ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରର ଜନପ୍ରତିନିଧି ଓ ଜନସାଧାରଣ ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରିଛନ୍ତି। ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି। ୭ ଦିନ ହେଲା ଏଠାରେ ଆନ୍ଧ୍ର ପକ୍ଷରୁ ଅବରୋଧ କରି ରଖାଯାଇଛି। ଦୁଇ ରାଜ୍ୟ […]

billal
ବିଶ୍ୱ ପାଇଁ ଆତଙ୍କ ଲାଡେନର ଏଇ ବନ୍ଧୁ, ଭାରତରେ ବି ମେଲାଉଛି କାୟା

ନୂଆଦିଲ୍ଲୀ:କୁଖ୍ୟାତ  ଆତଙ୍କୀ ଓସାମା ବିନ ଲାଡେନ ନିହତ ହେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଲାଡେନର ବନ୍ଧୁ ବିଶ୍ୱ ପାଇଁ ଆଉ ଏକ ବିପଦ ହୋଇ ଉଭା ହୋଇଛି। ଲାଡେନର ଏଇ ବନ୍ଧୁର ନାମ ବିଲାଲ ଫିଲିପ୍ସ (Bilal philips)। ବିଲାଲ ନିଜର କଠୋରପନ୍ଥୀ ଚିନ୍ତାଧାରାରେ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ସେମାନଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରାଉଛନ୍ତି। ତେବେ କିଏ ଏହି ବିଲାଲ ଫିଲିପ୍ସ ? କେଉଁଠି ରହୁଛି ? […]

delhi
ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ; ଗିରଫ ହେଲେ ୨ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ  ହୋଇଛନ୍ତି।  ଦୁଇ ଗିରଫ ଆତଙ୍କୀ ଜୈଶ୍ ଏ ମହମ୍ମଦର ବୋଲି ଜଣାଯାଇଛି। ଗତକାଲି ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବନ୍ଧୁକ ଓ କାଟ୍ରିଜ୍ ଜବତ କରିଛି। ପୋଲିସ ଏମାନଙ୍କୁ ଧରିବା ପରେ ସହରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି। ଉଭୟ ଆତଙ୍କବାଦୀଙ୍କୁ ଏବେ ଜେରା କରୁଛି ପୋଲିସ । ସେମାନଙ୍କର ଯୋଜନା କଣ ଥିଲା, କେଉଁଠି […]

1
୩୦ ହଜାର ତଳକୁ ଖସିଲା ଦୈନିକ କରୋନା ପଜିଟିଭ୍ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨୯,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୩୦,୫୧୯ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧୨,୦୭୭ କମି ମୋଟ ସକ୍ରିୟ ସଂଖ୍ୟା ୪,୫୩,୪୦୧ ରହିଛି। ଦିନକରେ ସୁସ୍ଥ ହୋଇଛନ୍ତି ୪୦,୭୯୧। ଫଳରେ […]

nadda
ରାଜ୍ୟର ଏଇସବୁ ସହରରେ ଖୋଲିଲା ବିଜେପି ନୂଆ ପାର୍ଟି ଅଫିସ

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା। ଆଜି ରାଜ୍ୟରେ ଖୋଲିଛି ଦଳର ଆଉ ୬ଟି ନୂଆ ପାର୍ଟି ଅଫିସ।  ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢେଙ୍କାନାଳରେ ଏହି ପାର୍ଟି ଅଫିସଗୁଡ଼କିର ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ବିଜେପି କାର୍ଯ୍ୟକ୍ରମରେ ନଡ୍ଡା ୬ଟି ଯାକ ପାର୍ଟି ଅଫିସର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶାରେ ବିଜେପିର […]

japanese princess mako
କେବଳ ଏହି ଗୋଟିଏ କାରଣ ପାଇଁ ବିବାହ କରୁ ନାହାନ୍ତି ଜାପାନ ରାଜକୁମାରୀ

ଟୋକିଓ: ପାଖାପାଖି ୭ ବର୍ଷ ହେବ ନିଜ ପ୍ରେମିକଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିବା ଜାପାନ ରାଜକୁମାରୀ ମାକୋ ପୁଣିଥରେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କେବଳ ଗୋଟିଏ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାପାନର ନିୟମ ଓ ରାଜକୀୟ ପରିବାରର ପରମ୍ପରା ଅନୁସାରେ, ଯଦି ରାଜକୁମାରୀ ମାକୋ କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କୁ ରାଜକୀୟ ସୁବିଧା, ସୁଯୋଗ ଓ ମର୍ଯ୍ୟାଦା ହରାଇବାକୁ ପଡ଼ିବ। ଏହାସହ ତାଙ୍କୁ ଜଣେ […]

mp
ଲଭ୍‌ ଜିହାଦ ବିରୋଧରେ କଡ଼ା ଆଇନ୍‌ ଆଣିବ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ଲଭ୍ ଜିହାଦ ବିପକ୍ଷରେ କଡ଼ା ଆଇନ୍ ଆଣିବାକୁ ବିଚାର କରୁଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ନୂଆ ଆଇନ୍‌ରେ ଲଭ୍ ଜିହାଦ ମାମଲା ଜାମିନ ବିହୀନ ହେବ ବୋଲି ବୋଲି ଶ୍ରୀ ମିଶ୍ର କହିଛନ୍ତି। ମଙ୍ଗଳବାର ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘’ଆମେ ଖୁବ୍‌ଶୀଘ୍ର ରାଜ୍ୟ ବିଧାନସଭାରେ ‘ମଧ୍ୟପ୍ରଦେଶ ଧାର୍ମିକ ସ୍ୱାଧିନତା ବିଲ୍ 2020’ ଆଣିବାକୁ ପ୍ରସ୍ତୁତି କରୁଛୁ। ଏହି ଅଧିନରେ ୫ ବର୍ଷ ଜେଲ୍‌ ଦଣ୍ଡ […]

gold
ଫୁଲରୁ ମିଳୁଛି ଲାଲ୍‌ସୁନା, ଦାମ୍ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପାହାଡି ଇଲାକାରେ ଏକ ଦାମୀ ମସଲା ପ୍ରସ୍ତୁତ ହେଉଛି। ଶରତ ଋତୁ ଆଗମନରେ ଫୁଟୁଥିବା ଏକ ଫୁଲରୁ ପ୍ରସ୍ତତ ହୁଏ ଏହି ମସଲା।  ଏହାର ଦାମ ଶୁଣିଲେ ହୋସ ଉଡ଼ିଯିବ। ଶରତ ଋତୁରେ କାଶ୍ମୀରର ପାହାଡିଆ ଅଞ୍ଚଳରେ ଫୁଟେ ଏକ ସୁବାସିତ ତଥା ମୂଲ୍ୟବାନ ଫୁଲ। ଏହି ଫୁଲରେ ପାହାଡି ଇଲାକା ଖାଲି ମହକି ଯାଏନି, ଏହାର ବାଇଗଣି ରଙ୍ଗ କାଶ୍ମୀରର ପରିବେଶକୁ  ସଜେଇ ଦିଏ ଠିକ୍‌ ପରିଟିଏ ପରି। ଏହି ଫୁଲରୁ ବାହାର କରାଯାଏ […]

ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍। ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆଜି ସଂପୃକ୍ତ ଅଞ୍ଚଳରେ ସ୍ମାର୍ଟଫୋନ୍ ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଛି ଏବଂ ଖୁବଶୀଘ୍ର ଫୋର୍ ଜି ସୁବିଧା ଥିବା ଆଉ ୩ଟି ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହିଂସା ଛାଡ଼ି […]

kotia
କୋଟିଆ ପରେ ଏବେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ନଜର

ଭୁବନେଶ୍ୱର: କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଓଡ଼ିଶା ସୀମାର କୋଟିଆ ପଞ୍ଚାୟତରେ ଥିବା ତଳଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ବଡ ବଡ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଛି ତଳଗଂଜେଇ ପଦରରେ ଏକ ବଡ ପୋଖରୀ ଖୋଳୁଥିଲାବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର । ଅପରପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପକ୍ଷରୁ […]

lekhashreee
ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ। ଆଜି ବିଜେଡିର ବିଭିନ୍ନ ନେତା ଲେଖାଶ୍ରୀଙ୍କ ଉକ୍ତିକୁ ନିନ୍ଦା କରିବା ସହ ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଲେଖାଶ୍ରୀ ନାଁ ନନେଇ ତାଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଛନ୍ତି। ପୁରୀ ବାସିନ୍ଦା ହିସାବରେ ତାଙ୍କୁ ଏକଥା ମର୍ମାହତ କରିଛି ଏବଂ ଏମିତି କହି ସେ ନିଜ ନିର୍ବୋଧତା, ବାଚାଳାମୀ, […]

kali-pyuja
କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

କୋଲକାତା: କାଳିପୂଜାରେ ଯୋଗଦେଇ ମୃତ୍ୟୁ ଧମକ ପାଇବା ପରେ କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ କ୍ୟାପ୍ଟେନ୍‌ ଶାକିବ ଅଲ ହସନ। ଏ ନେଇ ସେ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଛନ୍ତି। ଭିଡିଓରେ ଶାକିବ କହିଛନ୍ତି “ ମୁଁ ଜଣେ ମୁସ୍ଲିମ ଭାବରେ ସବୁବେଳେ ଗର୍ବ ଅନୁଭବ କରେ। ତାହା ପାଳନ କରିବା ପାଇଁ ଚେଷ୍ଟା କରେ। ତେବେ ଯଦି ମୁଁ ଆପଣଙ୍କ ଭାବନାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି।” ସୂଚନା […]

1
ଦୀର୍ଘ ୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହି ଘରକୁ ଫେରିଲେ ୭୦ ବର୍ଷୀୟ ବୃଦ୍ଧ

କାନପୁର: ଜଣେ ୭୦ ବର୍ଷିୟ ବୃଦ୍ଧ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିବା ପରେ ଏବେ ପରିବାର ପାଖକୁ ଫେରିଛନ୍ତି। ପରିବାରକୁ ପାଖରେ ପାଇ ସେ ଖୁସିରେ କାନ୍ଦି ପକାଇଛନ୍ତି। ସାମ୍‌ସୁଦ୍ଦିନ ନାମକ ଏହି ବ୍ୟକ୍ତି ଘରକୁ ଫେରି ଅତ୍ୟନ୍ତ ଖୁସି ହୋଇଥିବାବେଳେ ଆତ୍ମୀୟଙ୍କୁ ଧରି କାନ୍ଦିଥିବା ଏବଂ ପାକିସ୍ତାନକୁ ଯାଇ ବହୁତ ବଡ଼ ଭୁଲ୍‌ କରିଥିବା କହିଛନ୍ତି। ସାମ୍‌ସୁଦ୍ଦିନ ପାକିସ୍ତାନ ଜେଲ୍‌ରୁ ଖଲାସ ହୋଇ ଗତ ରବିବାର ସକାଳୁ ତାଙ୍କ ଘର କାଙ୍ଘି […]

surat
ରାସ୍ତାରେ ଗଡ଼ୁଥିଲା ଜଳନ୍ତା କାର୍‌

ସୁରଟ: ରାଜରାସ୍ତାରେ ଜଳୁଥିଲା କାର। ଜଳି ଜଳି ଆଗକୁ ଚାଲିଥିଲା। ଯିଏ ଦେଖୁଥିଲା ଭୟରେ ଥରି ଯାଉଥିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ବାଣରେ ଭର୍ତ୍ତି ଚଳନ୍ତା କାରରେ ଲାଗି ଯାଇଥିଲା ନିଆଁ।  ନିମିଷକରେ କାରଟି ସଂପୂର୍ଣ୍ଣ ଜଳିଗଲା।  ଗୁଜରାଟର ରାଜକୋଟରେ ଏହି ଜଳନ୍ତା କାରଟି ଗଡୁଥିଲା। ତେବେ କାରରେ ନିଆଁ ଲାଗିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାରରୁ ଡେଇଁ ପଡିଥିଲେ । ଆଉ ଜଳନ୍ତା ଅବସ୍ଥାରେ କାରଟି ଗଡି ଚାଲିଥିଲା […]

corona testing
୨୪ ଘଣ୍ଟାରେ ଓଡ଼ିଶାରେ ୩,୦୮୭ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୦୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୬୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ…

jagannath-temple
ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା

ପୁରୀ: ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ମନ୍ଦିର ଯଦି ଖୋଲେ ତେବେ କିପରି ପ୍ରସ୍ତୁତି ହେବ ? କେତେ ପରିମାଣର ଶ୍ରଦ୍ଧାଳୁ ଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ଏକ କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କମିଟିରେ ଖୋଦ୍ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପି ରହିବେ। କମିଟି ହିଁ ନିଷ୍ପତ୍ତି […]