କେନ୍ଦ୍ରାପଡ଼ା: ଘୁଷୁରି ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁର ସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲରେ ଫସି ଯାଇଥିଲା କୁମ୍ଭୀର। ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର। ଅଧା ଖିଆ ଘୁସୁରିକୁ ଛାଡି ଚାଲିଯିବା ପରେ ଘୁଷୁରି ଜଗୁଆଳି ଏହି ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାଶ ବସାଇଥିଲେ। ସଂଧ୍ୟାରେ କୁମ୍ଭୀର ମୃତ ଘୁସୁରିକୁ ଖାଇବା ପାଇଁ ଆସିଥିବା ବେଳେ ଫେରିବା ବାଟରେ ମାଟି ପକାଇ ଅବରୋଧ କରି ଦେଇଥିଲେ […]
ଭୁବନେଶ୍ୱର: ବର୍ଷା ଆସୁଛି, ସତର୍କ ରୁହ। ଲଘୁଚାପଜନିତ ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି କରିଛନ୍ତି। ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ମୟୂରଭଂଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁରକୁ ଆଲର୍ଟ କରାଯାଇଛି। ତେବେ ଏନେଇ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ତଳିଆ […]
ନୂଆଦିଲ୍ଲୀ: ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀ ନିଜ ତରଫରୁ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍ ସହ ‘VIVO’ର ଚୁକ୍ତି ଆଉ ତିନିବର୍ଷ ବାକି ରହିଛି। ଏଥିପାଇଁ […]
ଭୁବନେଶ୍ୱର: ରାଜଧାନୀରେ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନ, ୫୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି। କେଉଁ ଅଞ୍ଚଳରୁ କେତେ:- ଶିରିପୁର କନ୍ଧସାହିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହିରୁ ଆଉ ୧୧, ନୟାପଲ୍ଲୀ ବ୍ରିଟ କଲୋନିରୁ ୭, ଡୁମୁଡୁମାରୁ ୬, ୟୁନିଟ-୬ରୁ ୪, ଖଣ୍ଡଗିରି ତପୋବନ ବସ୍ତିରୁ ୩, ବଡ଼ଗଡ଼ ବ୍ରିଟ କଲୋନିରୁ ୩, ୟୁନିଟ-୧ରୁ […]
ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା। ଅଯୋଧ୍ୟାରେ ଥିବା ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି। ଏଥି ସହିତ ଅତିଥିମାନେ ମଧ୍ୟ ଆଗମନ କଲେଣି। ଏହି ସମୟରେ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ହୋଟେଲ/ରେଷ୍ଟୁରାଣ୍ଟ ଓ ଢାବା। ଏନେଇ ଗାଇଡଲାଇନ ଜାରି କରିଛି ବିଏମ୍ସି। ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି। ହୋଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ। ହୋଟେଲ/ରେଷ୍ଟୁରାଣ୍ଟ ବସାଇ ଖାଦ୍ୟ ଖୁଆଇ ପାରିବେନି, ପାର୍ସଲ ଦେବେ। ରାସ୍ତାକଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ, ଚାଟ୍ କେବଳ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସାମ୍ପଲ ରିପୋର୍ଟ ପଜିଟିଭ ଆସିଛି। ପରେ ଧର୍ମେନ୍ଦ୍ରଙ୍କୁ ହରିୟାନାର ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ନେଇ ସ୍ପଷ୍ଟ କଲେ ନିଜେ ଧର୍ମେନ୍ଦ୍ର। ଏନେଇ ନିଜେ ଟ୍ୱିଟର ହ୍ୟାଣ୍ଡେଲ୍ରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, କୋଭିଡ଼ ଲକ୍ଷଣ ଦେଖିଲା ପରେ ମୁଁ ଟେଷ୍ଟ କରାଇଥିଲି। ଟେଷ୍ଟରେ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। […]
ସମାଜ ପାଇଁ ଆପଣ ପ୍ରଥମେ ଭଲ ମଣିଷ ହେବା ଆବଶ୍ୟକ। ଆମେ ସମାଜଠାରୁ କିଛି ଆହରଣ କରିଛୁ, ଆମର ମଧ୍ୟ ସମାଜ ପାଇଁ କିଛି କରିବାର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ରହିଛି। ସମାଜ ପାଇଁ କିଛି କରିବାକୁ ହେଲେ ସିଭିଲ୍ ସର୍ଭିସ୍ ଗୋଟିଏ ବେଷ୍ଟ ଅପ୍ସନ୍ ବୋଲି କହିଛନ୍ତି UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ପୁଅ ଅନୁପ ଦାସ। ଏହି ଅବସରରେ ଅନୁପଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ଚନ୍ଦନ କୁମାର। ପ୍ର: ଯେତେବେଳେ ସିଭିଲ ସର୍ଭିସ୍ରେ […]
ଭୁବନେଶ୍ୱର: ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ। ଆଜି ରାଜ୍ୟରେ ଦିନକରେ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୪, ୪୮୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଗଂଜାମରୁ ସର୍ବାଧିକ ୨୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ରୁ ୧୨୨, […]
ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଠି ଥିଲେ ବି ଏକ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘର ଭିତରେ ହେଉ କିମ୍ବା ବାହାରେ, ଯେଉଁଠି ଥିଲେ ବି ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ନବୀନ କହିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଟିଭି ଏବଂ ସୋସିଆଲ୍ ମିଡିଆରେ ଶପଥ […]
ଇସଲାମାବାଦ: ନେପାଳ ରାସ୍ତାରେ ଚାଲିଲା ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ବିବାଦୀୟ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି। ନକ୍ସାରେ ପାକିସ୍ତାନ କଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପ୍ରଥମେ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି କହିଆସୁଥିଲା, କିନ୍ତୁ ଏବେ ନୂଆ ନକ୍ସାରେ କଶ୍ମୀରକୁ ସାମିଲ୍ କରିଛି। ପାକିସ୍ତାନ ତା’ର ନୂଆ ନକ୍ସାରେ ଲଦାଖ, ସିଆଚେନ୍ ସମେତ ଗୁଜରାଟର ଜୁନାଗଡ଼ ପର୍ଯ୍ୟନ୍ତ ନିଜର ବୋଲି ଦାବି କରିଛି। The political map of Pakistan unveiled by PM […]
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହ ବ୍ୟକ୍ତିଗତ ସମ୍ପର୍କରେ ରହିବା ଅପରାଧ ନୁହେଁ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ନାଁକୁ ନେଇ ଚର୍ଚ୍ଚା ପରେ ଏପରି କହିଛନ୍ତି ଆଦିତ୍ୟ ଠାକରେ। ଗଣମାଧ୍ୟମରେ ଏହି ଘଟଣା ସହ ତାଙ୍କ ନାଁକୁ ଯୋଡ଼ା ଯାଉଥିବାରୁ ଏହାକୁ ଡାର୍ଟି ପଲିଟିକ୍ସ ବୋଲି କହିଛନ୍ତି ଆଦିତ୍ୟ। ଏପରିକି ବାଲା ଠାକରେଙ୍କ ନାତି ହିସାବରେ ମହାରାଷ୍ଟ୍ର, […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ତରଫରୁ ହୋଇଥିବା ସୁପାରିଶରେ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହା ପୂର୍ବରୁ ସୁଶାନ୍ତଙ୍କ ପିତା କେକେ ସିଂହ ରାଜପୁତ ସିବିଆଇ ତଦନ୍ତ ଦାବି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିବେଦନ କରିଥିଲେ। ଯାହା ପରେ ନୀତିଶ କୁମାର ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ। ସିବିଆଇ ତଦନ୍ତ ତଦନ୍ତର ସୁପାରିଶର ଘୋଷଣା କରି ନୀତିଶ କୁମାର କହିଥିଲେ, […]
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ…
ବେରୁଟ: ଲେବାନନ ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ। କ୍ୟାମେରାରେ କଏଦ ହେଲା ଭୟଙ୍କର ବିସ୍ଫୋରଣର ଦୃଶ୍ୟ। ଆଜି ଲେବାନନ ରାଜଧାନୀ ବିରଟ ସହରରେ କେନ୍ଦ୍ର ସ୍ଥଳରେ ପୋର୍ଟ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣ ଏଯାଏଁ ଜଣାପଡ଼ି ନାହିଁ। ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳି ଥିଲା ଯେ ଆଖପାଖ ଅଞ୍ଚଳର ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଦୋହଲି ଯାଇଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ […]
ବେରୁଟ୍: ଲେବାନନ୍ ରାଜଧାନୀ ବେରୁଟ୍ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଅନେକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବେରୁଟରେ ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳର ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଦୋହଲି […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଗଜପତି, କୋରାପୁଟ, ଭଦ୍ରକ ଓ ଯାଜପୁର। ଆଜି ସକାଳ ୯ଟା ଯାଏ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଅଯୋଧ୍ୟା: ଆଉ ମାତ୍ର କିଛି ସମୟର ଅପେକ୍ଷା । ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ତିନି ଦିନ ଧରି ଚାଲିଛି ଭୂମି ପୂଜନ ଉତ୍ସବ । କୋଟି କୋଟି ରାମଭକ୍ତଙ୍କ ସ୍ୱପ୍ନ ସାକାର ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି । ଭୂମି ପୂଜନ କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ରସାଳପୁର ଗାଁରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇପଡ଼ିଛନ୍ତି। ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ଗୁରତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ସ୍ଥାନାନ୍ତର ହୋଇଥିବା ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ରସାଳପୁର ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡରଟି ଫାଟି ଯାଇଥିଲା। ନିଆଁ ଲାଗି […]