• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

doctors
କରୋନା ସାଇଡ୍‌ ଇଫେକ୍ଟ: ସୁସ୍ଥ ହେବା ପରେ ଯୁବକଙ୍କଠାରେ ଦେଖା ଦେଉଛି ନୂଆ ସମସ୍ୟା !

କରୋନା ସାଇଡ୍‌ ଇଫେକ୍ଟ: ସୁସ୍ଥ ହେବା ପରେ ଯୁବକଙ୍କଠାରେ ଦେଖା ଦେଉଛି ନୂଆ ସମସ୍ୟା !

school students
ହ୍ରାସ ପାଉଛି ସଂକ୍ରମଣ : ଜୁନ ୧ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା

ଚଣ୍ଡୀଗଡ଼ : ସଂକ୍ରମଣ ଭିତରେ ସ୍କୁଲ ଖୋଲିପାରେ । ହରିୟାଣାରେ ସଂକ୍ରମଣ ହ୍ରାସ ପାଉଥିବାରୁ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି । ରାଜ୍ୟରେ ଆରୋଗ୍ୟ ହାର ୯୪.୩୮ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଜୁନ୍ ୧, ୨୦୨୧ ରୁ ବିଦ୍ୟାଳୟ…

dharmendra pradhan
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌: କହିଲେ, ଦେଶ ଅପେକ୍ଷା ରାଜ୍ୟରେ କମ୍‌ ରହିଛି ଟେଷ୍ଟିଂ ହାର

କରୋନା ଟେଷ୍ଟ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ଟେଷ୍ଟିଂ ହାର କମ୍ ରହିଛି। ଓଡ଼ିଶାର ଜନସଂଖ୍ୟା ଯାହା କେରଳ ଜନସଂଖ୍ୟା ପ୍ରାୟ ସେତିକି । କେରଳରେ କିନ୍ତୁ ଟେଷ୍ଟିଂ ହାର ୧ ଲକ୍ଷରେ ୩୯୦ ରହିଛି କହିଲେ ଧର୍ମେନ୍ଦ୍ର।

OHRC
ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ । ନିଜ ତରଫରୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି…

corona
ପିକ୍‌ ଆଡ଼କୁ ମୁହାଁଉଛି ରାଜ୍ୟର ସଂକ୍ରମଣ

ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା।

vimsar
ଜଣେ ନର୍ସ ଅନ୍ୟ ଜଣେ ନର୍ସଙ୍କୁ ଦେଇ ଦେଲେ ଭୁଲ ଇଞ୍ଜେକ୍‌ସନ୍‌

ନର୍ସଙ୍କ ବିରୋଧରେ ଆସିଛି ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ସଂପର୍କୀୟମାନେ ହଙ୍ଗାମା କରିଛନ୍ତି।

covid injection for health worker family
ଡାକ୍ତର, ନର୍ସଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟକୁ କୋଭିଡ ମୁକ୍ତ କରିବାକୁ ଆଉ ଗୋଟିଏ ପାଦ ଆଗେଇଲେ ସରକାର। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ କୋଭିଡ ଟିକା। ସ୍ୱାସ୍ଥ୍ୟକର୍ମୀମାନେ ସିଧାସଳଖ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ପରିବାର ପ୍ରତି କରୋନା ସଂକ୍ରମଣ ଭୟ ଅଧିକ…

କିପରି କରୋନାକୁ ପରାସ୍ତ କଲେ କହିଲେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ର ପଙ୍ଗା ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତ ମଙ୍ଗଳବାର ତାଙ୍କ କରୋନା ନେଗେଟିଭ୍‌ କଥା ସୋସିଆଲ ମିଡିଆରେ କହିଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଏହାର ପ୍ରମାଣ ମାଗିଲେ। ତେବେ ପ୍ରମାଣ ମାଗିଥିବା ଲୋକଙ୍କୁ ବଲିଉଡର ବିବାଦୀୟ…

ae28f2ad-1c27-424b-891f-c4f7c3428f8c
ଡକାୟତି ଉଦ୍ୟମ ବେଳେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ଅନେକ ଅପରାଧରେ ସମ୍ପୃକ୍ତି ଅଭିଯୋଗ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପଣ୍ଡ ହେଲା ଡକାୟତି ଉଦ୍ୟମ । ସଂକ୍ରମଣ ସମୟରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କ୍ଷରାପଡ଼ିଲେ ଦୁର୍ଦ୍ଦାନ୍ତ ଅପରାଧୀ । ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ରାସ୍ତାରେ ପାଟ୍ରୋଲିଂ ସମୟରେ ଗୁରୁଣ୍ଡା-ଭୋଇପଡା ଗ୍ରାମ ମଝିରେ…

cyclone
ଆସୁଛି ଆଉ ଏକ ବାତ୍ୟା; ୨୫ରୁ ଉପକୂଳରେ ବର୍ଷିପାରେ

ଭୁବନେଶ୍ୱର: କରୋନା ସାଙ୍ଗକୁ ମାଡ଼ି ଆସୁଛି ବାତ୍ୟା ଭୟ। ଆରବସଗାରରେ ତାଉତେ ତାଣ୍ଡବ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଆସନ୍ତା ୨୨ ତାରିଖ ବେଳକୁ ଏହି  ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

nayagarh
ଭାବ ବିନୋଦିଆ କାଳିଆର କୁନି ଭକ୍ତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭାବ ବିନୋଦିଆ କାଳିଆ କୁନି ଭକ୍ତ । କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ କିଛି ଦେଖନ୍ତିନି ଭକ୍ତର ଭକ୍ତି ଟିକକ ଦେଖନ୍ତି । ଭକ୍ତର ଭାବାବେଗ ସହ ଜଡିତ କାଳିଆ ସାଆନ୍ତ । ଦିନେ…

covid-death
କରୋନାରେ ଆଖି ବୁଜିଲେ ବିଜେପିର ଦୁଇ ରାଜନେତା

ଜୟପୁର: କରୋନାର କରାଳ ଗ୍ରାସରେ ସାରା ଦେଶ ଥରୁଛି। ଚାରିଆଡେ ଯେମିତି ମୃତ୍ୟୁ ଦୂତ ଛକି ବସିଛି। ଯେମିତି ସେ କାହାକୁ ବି ଛାଡ଼ୁନି। ସାଧାରଣ ଲୋକଙ୍କଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ କରୋନା କବ୍‌ଜାରେ। ଗତକାଲି  ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ…

delhi cm
କରୋନାର ନୂଆ ଷ୍ଟ୍ରେନକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ପରେ ହଙ୍ଗାମା ଆରମ୍ଭ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ତୃତୀୟ ଲହରୀକୁ ନେଇ ସତର୍କତା ବଢ଼ିଯାଇଛି । ଆଉ ଏପରି ସମୟରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିବା…

ବଲିଉଡ୍‌ରେ ପାଦ ଥାପିଲେ ସଞ୍ଜୟ କପୁରଙ୍କ କନ୍ୟା

ମୁମ୍ବାଇ : ଅଭିନେତା ସଞ୍ଜୟ କପୁର ଏବଂ ମହିପ କପୁରଙ୍କ ଝିଅ ଶନାୟା କପୁର କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଅଧୀନରେ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିର୍ଦ୍ଦେଶକ କିମ୍ବା ଚଳଚ୍ଚିତ୍ର ନିର୍ମାତା ଅପେକ୍ଷା କରଣ ଜୋହର ଗତ କିଛି…

jamia
କରୋନାରେ ଜୀବନ ହାରିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର

ନୂଆଦିଲ୍ଲୀ : ‘ରାଜଧାନୀ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ’ । ମହାମାରୀର ଭୟାବହତା ସମ୍ପର୍କରେ ଜାଣି କିଛି ଦିନ ପୂର୍ବରୁ ଏପରି ଟ୍ୱିଟ କରିଥିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର । ଆଉ ଟ୍ୱିଟ୍ କରିବାର କିଛି ଦିନ ପରେ…

puri
ପୁଲିସ-ଦୋକାନୀ ମୁହାଁମୁହିଁ, ସାମ୍ବାଦିକଙ୍କୁ ବି ପିଟିଲେ

ପୁରୀ : ପୁଲିସ୍-ଦୋକାନୀ ମୁହାଁମୁହିଁ। ପୁରୀ ବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ…

covid-1
ଆଜି କରୋନାରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ: ଚାଲିଗଲା ୪,୫୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଦେଶରୁ ସଂକ୍ରମଣ ହାର ଧୀରେ ଧୀରେ କମୁଥିଲେ ହେଁ କମୁନି ମୃତ୍ୟୁ ସଂଖ୍ୟା। ଆଜି ଦେଶରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪,୫୨୯ ଜଣ କରୋନାରେ…

nitin gadkari
କେନ୍ଦ୍ରକୁ ନୀତିନ ଗଡ଼କରୀଙ୍କ ପରାମର୍ଶ : ଟିକା ଉତ୍ପାଦନ ପାଇଁ ଅଧିକ କମ୍ପାନୀଙ୍କୁ ଲାଇସେନ୍ସ ଦେବା ଆବଶ୍ୟକ

ନୂଆଦିଲ୍ଲୀ : କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ । ଭାରତରେ ଟିକାକରଣ ଚାଲିଥିବା ବେଳେ ଟିକାର ଅଭାବ ସମୟରେ ବଡ଼ ବୟାନ ଦେଇଛନ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କରୋନା ଟିକାର ଉତ୍ପାଦନ ବଢ଼ାଇବା ପାଇଁ ଅନ୍ୟ କମ୍ପାନୀକୁ ଲାଇସେନ୍ସ ଦେବା ଆବଶ୍ୟକ,…