• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

maxresdefault
'ଫୋନି' ମାଡ଼ ପରେ ବି ଜମୁଛି ରଜ ପାନର ଆସର

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ॥ ଭୁବନେଶ୍ୱର (ବିଶ୍ୱବନ୍ଦିତା ସ୍ୱାଇଁ): ଏ ହେଉଛି ଜଣାଶୁଣା ରଜ ଗୀତ। ଓଡ଼ିଆମାନଙ୍କ ଗଣ ପର୍ବ ହେଉଛି ରଜ। ତିନି […]

ira-2..
ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ଅମିର୍‌ଙ୍କ ଝିଅ

ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକସ୍‌ନିଷ୍ଟ ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ୍‌ ଲାଇଟ୍‌ରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ସୋଶାଲ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍‌ଙ୍କ ସହ ଯୋଡି ହୋଇଥାନ୍ତି। ଇରା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରେଗୁଲାର ଭାବେ ଫଟୋ ଶେଆର କରନ୍ତି। କିଛି ଦିନ ପୂର୍ବେ ସେ ଇନ୍‌ଷ୍ଟାଗ୍ରାମ୍‌ରେଏକ ଫିଚର ‘(Ask Me A Question)’ ର ବ୍ୟବହାର କରି ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବସରରେ […]

labourer
୨୯ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି। ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ଇଟା ଗଢ଼ିବାକୁ ଆନ୍ଧ୍ର ଚାଲାଣ କରୁଥିଲା […]

lpg cylindar
ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ମହଙ୍ଗା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର। ଏଣିକି ଗ୍ରାହକଙ୍କୁ ଏଲ୍‌ପିଜି ସିଲିଣ୍ଡର ପିଛା ୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ସରକାର ଏଲ୍‌ପିଜି ଡିଲରମାନଙ୍କ କମିଶନ ବୃଦ୍ଧି କରିବା ପରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ୫୦୭.୪୨ ଟଙ୍କା ରହିଛି। ପୂର୍ବରୁ ଏହା ୫୦୫.୩୪ଟଙ୍କା ଥିଲା। ଗତବର୍ଷ ସେପ୍ଟେମ୍ବରରେ ଏଲ୍‌ପିଜି ବିତରକଙ୍କ କମିଶନ ବାବଦରେ ୧୪.୨ କେଜି ସିଲିଣ୍ଡର ପିଛା ୪୮ ଟଙ୍କା ୮୯ ପଇସା ଓ […]

_c9e4e190-8e6a-11e9-a1b4-540227be794e
ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ,ଧମକ ଦେଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମମତା ସରକାର ଗତକାଲି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ଭ୍ରୁକ୍ଷେପ ନକରି ସେମାନଙ୍କୁ ତୁରନ୍ତ କାମରେ ଯୋଗ ଦେବା ପାଇଁ କହିଥିଲେ। ଯଦି ସେମାନେ ଏପରି ନ କରନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧମକକୁ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡ଼ାକ୍ତର ସଂଘ ପ୍ରତ୍ୟାଖ୍ୟାନ କରିଥିଲା। ମମତାଙ୍କ ଏଭଳି ଧମକର ପ୍ରତିବାଦରେ ସାରା ଦେଶର ଡାକ୍ତରମାନେ ରଣହୁଙ୍କାର ଦେଇଛନ୍ତି। ଆଜି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର […]

11111
'ପଶ୍ଚିମବଙ୍ଗକୁ ‘ମିନି ପାକିସ୍ତାନ’ କରିଛନ୍ତି ଦିଦି'

ଅଗରତାଲା: ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଓ ଲଢ଼େଇ ଜାରି ରହିଛି। ଏହାରି ଭିତରେ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ପାପିୟା ଦତ୍ତ ଗତକାଲି ଏକ ଦଳୀୟ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଯେଉଁଭଳି ହତ୍ୟା, ଗୁଣ୍ଡାଗର୍ଦି ବଢ଼ିଛି ତାହା ଏବେ ‘ମିନି ପାକିସ୍ତାନ’ ପାଲଟିଗଲାଣି। ଏଥିପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ଏହି ବିଜେପି ନେତ୍ରୀ। ଆଗାମୀ […]

i-4-1
AN-୩୨ ବିମାନରେ ଥିବା ସମସ୍ତ ୧୩ ଜଣ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଆଜି ଭାରତୀୟ ବାୟୁସେନା ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବାୟୁସେନା ଉଲ୍ଲେଖ କରିଛି ଯେ ବିମାନଟି ଦୁର୍ଘଟଣା ହୋଇ ପଡ଼ିଥିବା ସ୍ଥାନରେ ଆଜି ୮ ଜଣିଆ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ହେଲେ ଘଟଣାସ୍ଥଳରେ କେହି ବଞ୍ଚିଥିବା ଦେଖିବାକୁ ମିଳିନାହିଁ। ମୃତ ବାୟୁସେନା ଅଧିକାରୀ ହେଲେ ଜି.ଏମ୍. ଚାର୍ଲସ, ଏଚ୍, ବିନୋଦ, ଆର.ଥପ୍ପା, ଏ.ତନଓ୍ୱର, […]

meeting
ଘୋଷଯାତ୍ରା ପ୍ରସ୍ତୁତି ନେଇ ସମନ୍ୱୟ ବୈଠକ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ନେଇ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ସମସ୍ତ ପର୍ବ ପରମ୍ପରାକୁ ସୁରୁଖୁରୁରେ ସମ୍ପାଦନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୨୫ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରଥଯାତ୍ରା ପୂର୍ବରୁ ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ […]

rainfall
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।

pipili
ଗାଁରେ ପହଞ୍ଚିଲା ବିଜୟଙ୍କ ମୃତଦେହ

ପୁରୀ: ନେପାଳରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଜୟ କୁମାର ଜେନାଙ୍କ ମୃତଦେହ ଗାଁରେ ପହଞ୍ଚିଛି।  ମୃତ ଦେହ ପହଞ୍ଚିବା ପରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁରେ ଶୋକର ଛାୟା ଖେଳି ଯାଇଛି। ଭାରତର ଏକ ତୀର୍ଥଯାତ୍ରୀ ବସ୍ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ  ହୋଇଥିଲା। ୨ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା […]

akbar
ବିଦେଶରୁ ଫେରିଲେ କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବର ବିଦେଶ ଗସ୍ତ ସାରି ଆଜି ଦିଲ୍ଲୀ ଫେରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ପରେ ବୟାନ ଜାରି କରିବେ ବୋଲି କହିଛନ୍ତି। ଗତ କିଛି ଦିନ ତଳେ ଅନେକ ମହିଳା  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପ୍ରଖ୍ୟାତ ସାମ୍ବାଦିକ ଏମ୍‌ ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମ୍ବାଦିକ ଅଛନ୍ତି। ଅନ୍ୟପକ୍ଷରେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ […]

456
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ପାଟିରେ ମୋଦିଙ୍କ ପ୍ରଶଂସା, କହିଲେ...‘ମୋଦି ହୈ ତୋ ମୁମ୍‌କିନ୍‌ ହୈ’

ଓ୍ଵାଶିଂଟନ୍‌: ଆମେରିକାର ବୈଦେଶିକ ସଚିବ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଚଳିତମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ନୂଆ ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ଭେଟିବେ। ହେଲେ ଭାରତ ଆସିବା ପୂର୍ବରୁ ଚଳିତ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ମୋଦି ହୈ ତୋ ମୁମ୍‌କିନ୍‌ ହୈ’କୁ ପୋମ୍ପିୟୋ ଏକ ବୈଠକରେ ଉଦବୋଧନ ଦେବା ବେଳେ କହିଛନ୍ତି। ଗତକାଲି […]

elephant attack
ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ନୂଆଖେତା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରମେଶ ସାହୁ। ସୂଚନା ଅନୂସାରେ, ରମେଶ ସାହୁ କୌଣସି କାମରେ ଘର ନିକଟ ଜଙ୍ଗଲ ପାଖକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀମାନଙ୍କ କବଳରୁ ଫସଲ ଓ ଧନ ଜୀବନର ସୁରକ୍ଷା ଦେବା ସହ […]

111
ଏସ୍‌ଓଜି କମାଣ୍ଡାଣ୍ଟଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: SOG କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଅଭିଯୋଗ ଜଟିଳ ରୂପ ନେଇଛି। ଟ୍ରେନି SI ବିଶ୍ୱଜିତ୍ ବେହେରା ଏପରି ଅଭିଯୋଗ କରି ଅନ୍‌ଲାଇନ୍‌ରେ ଚନ୍ଦକା ଥାନାରେ ଫେରାଦ ହୋଇଛନ୍ତି। କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଚନ୍ଦକା ଥାନାରେ ଏତଲା ଦେଇ ବିଶ୍ୱଜିତ କହିଛନ୍ତି ଯେ, ଟ୍ରେନିଂ ବେଳେ ଅନିରୁଦ୍ଧ ସିଂ ତାଙ୍କ ସହ ଦୁର୍ବ୍ୟବହାର ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଟ୍ରେନିଂ ବେଳେ […]

bac
ଦାନଗଦୀ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଯାଜପୁର:ସାଧାରଣ ନିର୍ବାଚନ ସରିବା ପରେ ଏବେ ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି।  ଗୋଟିଏ ପଟେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ, ଅନ୍ୟ ପଟେ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ। ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ଆଣିଛନ୍ତି । ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। […]

indian
ନଟିଂହ୍ୟାମ୍‌ରେ ଆଜି ନ୍ୟୁଜିଲାଣ୍ଡ-ଭାରତ ମୁକାବିଲା

ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ […]