• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: ନେପାଳରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଜୟ କୁମାର ଜେନାଙ୍କ ମୃତଦେହ ଗାଁରେ ପହଞ୍ଚିଛି।  ମୃତ ଦେହ ପହଞ୍ଚିବା ପରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁରେ ଶୋକର ଛାୟା ଖେଳି ଯାଇଛି।

ଭାରତର ଏକ ତୀର୍ଥଯାତ୍ରୀ ବସ୍ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ  ହୋଇଥିଲା। ୨ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନାଙ୍କ ଗୁରୁତର ଆହତ ହୋଇଥିଲେ ।

PURI_DEADBODY_AVO_10AM

Bijoy-kumar-jena-reached-his-village-in-puri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories