ନୂଆଦିଲ୍ଲୀ: ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଂକଳ୍ପ ବଦ୍ଧ ହୋଇଛନ୍ତି। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ୨୦୨୪ ସୁଦ୍ଧା ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ଭାରତ ଦୁନିଆର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛି। ଖାଲି ଅର୍ଥନୀତି ନୁହେଁ […]
ଭୁବନେଶ୍ୱର: ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍ପି ନୁସରତ ଜହାଁ ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପଶ୍ଚିମବଙ୍ଗର ବିଜନେସମ୍ୟାନ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ନୁସରତ ନିଜେ ବିବାହ ଫଟୋ ସୋଶାଲ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସୂଦୂର ତୁର୍କୀରେ କେବଳ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁଙ୍କ ଗହଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଥିଲା। ଟିଏମସିର […]
କୋଲକାତା: ପୁଣିଥରେ ପଶ୍ଚିମବଙ୍ଗର ଭାତପରାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ୧୭ ବର୍ଷୀୟ ବାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୧୭ ବର୍ଷୀୟ ବାଳକ ଜଣଙ୍କ ନାଁ ରାମବାବୁ ଶ’ ସେ ଏଠାରେ ଗୁପଚୁପ୍ ଦୋକାନ କରିଥିଲେ। ଘଟଣାରେ ଆହତ ହୋଇଥିବା ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିକଟସ୍ଥ […]
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପାଖାପାଖି ମାସେ ପରେ ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ନିଜର ଆଭିମୁଖ୍ୟ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି ପୂର୍ବରୁ ସେ କହିଥିଲେ ରାଫେଲ୍ ଡିଲରେ ଚୋରି ହୋଇଛି। ଆଉ ଏବେ ବି ତାଙ୍କ ମତ ଅପରିବର୍ତ୍ତିତ ରହିଛି ବୋଲି ରାହୁଲ କହିଛନ୍ତି। ଆଜି ସଂସଦର ଉଭୟ ସଦନକୁ ମିଳିତ ଭାବରେ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଦବୋଧନ ଶେଷ ହେବା ପରେ ସଂସଦ ବାହାରେ […]
ମୁମ୍ବାଇ: ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍ ଇନ୍ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍ ଫିଲ୍ମ ୱିକ୍ରେ ପ୍ରତିଯୋଗିତା ଶ୍ରେଣୀରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଆତ୍ମନିର୍ଭରତା ଜରିଆରେ ସମ୍ମାନ ଓ ଆଦର ପାଇବାର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ମୌଜି ଓ ମମତାଙ୍କୁ ନେଇ ଗତି କରିଛି। ଯିଏ କି ଏକ ବଡ଼ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ଏହି […]
ଭୁବନେଶ୍ୱର: ନିକଟରେ ରଜ ଉପଲକ୍ଷେ ରିଲିଜ୍ ହୋଇଯାଇଛି ଓଡ଼ିଆ ଫିଲ୍ମ ‘ଗୋଲ୍ମାଲ୍ ଲଭ୍’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍ କମେଡି ସହ ବାବୁସାନ୍ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ଏସବୁ ତ ଗଲା ଫିଲ୍ମ ସମ୍ପର୍କୀତ କଥା। ତେବେ ସବୁଠୁ ବଡ କଥା ହେଲେ ଏହି ଫିଲ୍ମରୁ ହିଁ ଓଲିଉଡ […]
ଲକ୍ଷ୍ନୌ: ବାହାଘର ଭୋଜି ଖାଇ ଗାଁକୁ ଫେରୁଥିବା ବେଳେ କେନାଲକୁ ଖସି ପଡ଼ିଛି ବରଯାତ୍ରୀଙ୍କ ଗାଡି। ମୋଟ ୨୯ ଜଣ ଯାତ୍ରୀଙ୍କ ସହ ପିକ୍ ଅପ ଭ୍ୟାନଟି ଫେରୁଥିବା ବେଳେ ଓଲଟି ପଡ଼ିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଛି। ୨୯ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏଯାଏ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ବାକି ୨୨ ଜଣ ସୁରକ୍ଷିତ ଥିବା ସୂଚନା ରହିଛି। […]
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଚାଳିତ ଯାନବାହନକୁ ଲୋକପ୍ରିୟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି, କାର ଆଦିରେ ରେଜିଷ୍ଟ୍ରେସନ, ପୁନଃ ରେଜିଷ୍ଟ୍ରେସନ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦୩୦ ସୁଦ୍ଧା ଦେଶରେ କିଭଳି ଅଧିକରୁ ଅଧିକ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ଚାଲିବ, ସେ ନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବୁଧବାର […]
ଭୁବନେଶ୍ୱର:ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି। ସେପଟେ ଆଜି ଓଡ଼ିଶା ଆସୁଛି ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର। ସୋମବାର ଜାମ୍ମୁ ଓ କାଶ୍ମୀର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । […]
ପାଟନା: ବିହାରରେ କାୟା ବିସ୍ତାର କରି ଚାଲିଛି ଘାତକ ମସ୍ତିଷ୍କ ଜ୍ୱର। ଗତ ତିନି ସପ୍ତାହ ମଧ୍ୟରେ ୧୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀକୃଷ୍ଣ ହସ୍ପିଟାଲ୍ରେ ହିଁ ୯୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏତେ ପରିମାଣରେ ଶିଶୁଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାକୁ ଲାଗିଲାଣି । ଏବେ ବି ହସ୍ପିଟାଲ ବାହାରେ ଜ୍ୱରରେ ପୀଡ଼ିତ ଶିଶୁଙ୍କୁ […]
ଫ୍ରାନ୍ସ: ପ୍ରେମରେ ବିରହ, ବିଚ୍ଛେଦ କିଛି ନୂଆ କଥା ନୁହେଁ। ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇଯିବା, ଅଲଗା ଘର ସଂସାର କରି ତା ଭିତରେ ହଜିଯିବା…. ଏସବୁ ଘଟେ। ହେଲେ ରାବିନ୍ସ-ଜେନିନ ପିୟର୍ସନଙ୍କ ପ୍ରେମ, ବିଚ୍ଛେଦ ଆଉ ମିଳନର କାହାଣୀ ଟିକିଏ ନିଆରା। ଖାଲି ନିଆରା ନୁହେଁ, ରୋମାଣ୍ଟିକ୍ ମଧ୍ୟ। ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଏହି ସମୟରେ ୨୪ ବର୍ଷୀୟ କେଟି ରାବିନ୍ସ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଜେନିନ ପିୟରସନଙ୍କୁ […]
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସୂଚନାଯୋଗ୍ୟ, ଜୁନ୍ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।
କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପରେ ଅନେକ ତୃଣମୂଳ କଂଗ୍ରେସ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି। ଗତକାଲି ମଧ୍ୟ ଟିଏମସିର ୧୨ କାଉନସିଲର ପଦ୍ମ ଧରିଛନ୍ତି। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି। ଆଗାମୀ ଦିନରେ ଯେଉଁମାନେ ତାଙ୍କ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ମଧ୍ୟ ତୁରନ୍ତୁ ଦଳ ଛାଡ଼ି […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍ ନେସନ, ୱାନ୍ ଇଲେକସନ୍’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍ ତାଙ୍କ ପ୍ରତିନିଧି ପଠାଇ ପାରିବେ। ଓଡ଼ିଶାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବୈଠକରେ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଭାଗ ନେଇ […]
ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ୍ରୁ ଉଦ୍ଧାର ହୋଇଛନ୍ତି ୮ ଜଣ ମହିଳା ଶ୍ରମିକ। ଏମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ସମସ୍ତ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଓ କେରଳର ବିଭିନ୍ନ ଚିଙ୍ଗୁଡ଼ି ସଂସ୍ଥାକୁ ଏମାନେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଏମାନଙ୍କୁ ଚାଲାଣ କରାଯାଉଥିବା ବେଳେ ଷ୍ଟେସନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି।
ଗାନ୍ଧୀନଗର: ଜଙ୍ଗଲର ରାଜା ସିଂହ ଏବେ ଜଙ୍ଗଲ ଛାଡି ଗାଁ ଦାଣ୍ଡରେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ତଥାପି କଥାଟା ସତ। ଗୁଜରାଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଖାମ୍ବାର ବାରମଣ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଏହି ଫଟୋ ଏବେ ଭାଇରାଲ ହେଉଛି। ଏମିତିରେ ଗୁଜରାଟରେ ସିଂହ ଖୋଲାରେ ବିଚରଣ କରୁଥିବା ଦୃଶ୍ୟ ଅନେକ ଥର ନଜରକୁ ଆସିଛି । ହେଲେ ଏଥର ଅମରୋଲିରେ ଗିର୍ ଜାତୀୟ […]
ଭୁବନେଶ୍ୱର: ଗହୀରମଥାରେ ବିରଳ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଏବେ ବି ଜାରି ରହିଛି। ଅଲିଭ ରିଡ଼୍ଲେ ଦୀର୍ଘ ଦୁଇ ମାସ ଧରି ଅଣ୍ଡା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବିରଳ ଅଲିଭରିଡଲେ କଇଁଛଙ୍କୁ ସଧାରରତଃ ଅକ୍ଟୋବର ଶେଷ ସପ୍ତାହରେ ଗହୀରମଥା ଉପକୂଳରେ ଦେଖିବାକୁ ମିଳିଥାଏ। ଦୀର୍ଘ ୪ ମାସ ଧରି ମିଳନ ପ୍ରକ୍ରିୟାରେ ସାମିଲ ହେବା ସହ ଅଣ୍ଡାଦାନ କରନ୍ତି। ଫେବ୍ରୁଆରିରୁ ମାର୍ଚ୍ଚ ତୃତୀୟ ସପ୍ତାହ ମଧ୍ୟରେ ଏମାନେ ଛୁଆ ଫୁଟାଇ ଗଭୀର ସମୁଦ୍ର ମଧ୍ୟକୁ […]