ମୁମ୍ବାଇ: ବିବାହ କରିବାକୁ ମନା କରିବାରୁ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ଏକତରଫା ପ୍ରେମ କରି ହିତାହିତ ହରାଇଲା ପ୍ରେମିକ। ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ସୌଭାଗ୍ୟବଶତଃ ଆକସ୍ମିକ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ଯୁବତୀ ଜଣକ। ଅନ୍ୟପଟେ ଏପରି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ଅଭିଯୁକ୍ତ। ହେଲେ ସିସିଟିଭି ଫୁଟେଜ୍ […]
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିବିଆଇ ଅଡ଼ୁଆ। ସିବିଆଇ ସ୍କାନରରେ ମମତାଙ୍କ ପୁତୁରା। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସିବିଆଇ ଜେରା କରିଛି। କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ତାଙ୍କର କୋଲକାତା ଘରେ ପହଞ୍ଚି ଜେରା କରିଥିବା ସୂଚନା ମିଳିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (CBI) ଅଭିଷେକ ବାନାର୍ଜଙ୍କ ପତ୍ନି ରୁଜିରା ନରୁଲା ବାନାର୍ଜଙ୍କୁ ପଚରାଉଚରା କରିବାକୁ ପହଞ୍ଚିଛି। ଏନେଇ […]
ମଣିଷର ଅମାନୁଷିକ କାଣ୍ଡ ଗାଈ ଖାଇଦେଲା ଅମୃତଭଣ୍ଡା ପେଟ ଚିରି ଅମୃତଭଣ୍ଡା ବାହାର କଲେ ଦୋକାନୀ ରାୟଗଡ: ସାମାନ୍ୟ ଏକ ଅମୃତଭଣ୍ଡାର ମୂଲ୍ୟ କ’ଣ ଜୀବନ ଠାରୁ ବହୁତ ବଡ଼ ? ବିବେକ ବୁଦ୍ଧିର ବିଚାର କରିପାରୁନଥିବା ପଶୁପକ୍ଷୀଙ୍କ ଉପରେ ଫଳ ପାଇଁ ଅକଥନୀୟ ଅତ୍ୟାଚାର କରିବା ସତରେ କେତେଦୂର ଯୁକ୍ତିଯୁକ୍ତ? ଦୁନିଆର ହାନିଲାଭ, ଭଲମନ୍ଦ ପ୍ରତି ଅଜ୍ଞ ଥିବା ପଶୁଜନ୍ତୁଙ୍କୁ ବାରମ୍ବାର ନିର୍ଯାତନା ଦେଇ କ’ଣ ପାଉଛି ଏ ମଣିଷ ସମାଜ ? ପୁଣି ନିରୀହ […]
ନୂଆଦିଲ୍ଲୀ: ଶୀତ ଦାଉରୁ ରକ୍ଷା ପାଇବେ ଯବାନ। ଲଦାଖରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଭାରତୀୟ ଯବାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୋଲାର ହିଟେଡ୍ ଟେଣ୍ଟ। ଥ୍ରୀ ଇଡିଅଟ୍ସ ସିନେମାର ଚିନ୍ତାଧାରାରେ ଏହି ଟେଣ୍ଟ ନିର୍ମାଣ ହୋଇଛି।ପ୍ରସିଦ୍ଧ ବୈଜ୍ଞାନିକ ସୋନମ ଓ୍ୱାଙ୍ଗଚୁକ୍ ତଥା ଅସଲି ରାଞ୍ଚୋ ଏହି ଟେଣ୍ଟ ପ୍ରସ୍ତୁତ କରିଛନ୍ତି। ଏହା ହେଉଛି ବିଶ୍ୱର ପ୍ରଥମ ସୋଲାର ହିଟେଡ୍ ଟେଣ୍ଟ। ତେବେ ଓ୍ୱାଙ୍ଗଚୁକ୍ ଏହି ସୋଲାର ଟେଣ୍ଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ୍ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ଖୋଜୁଛି। ଦୀପ୍ଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଲଗାତାର ଭାବେ ଭିଡିଓ ପୋଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସେ କୃଷକ ନେତା ଓ ଆନ୍ଦୋଳନ ବିଷୟରେ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଦିଲ୍ଲୀ ପୋଲିସ୍ର ସୂଚନା ଅନୁସାରେ, ଦୀପ୍ ସିଦ୍ଧୁଙ୍କ ଫେସ୍ବୁକ୍ ଆକାଉଣ୍ଟ୍ ତାଙ୍କର ଜଣେ ମହିଳା ବନ୍ଧୁ ହ୍ୟାଣ୍ଡେଲ୍ କରୁଛନ୍ତି। ଯିଏକି ବିଦେଶରେ ରୁହନ୍ତି। ସେ ବିଦେଶରୁ […]
ନୂଆଦିଲ୍ଲୀ: ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁଁ ବିଭିନ୍ନ ଅଂଚଳରେ ସଂକ୍ରମଣ ବୃଦ୍ଧି ପାଇଛି। ନୂଆ ଷ୍ଟ୍ରେନ୍ ଦ୍ୱାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି। ଭ୍ୟାକ୍ସିନ ଜରିଆରେ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଲୋକଙ୍କୁ ତଥା ଆଣ୍ଟିବଡ଼ି ପାଇଥିବା ଲୋକଙ୍କୁ ପୁଣି ଥରେ ସଂକ୍ରମିତ କରିପାରେ ଏହି ଷ୍ଟ୍ରେନ୍। ଏପରିସ୍ଥଳେ ଲୋକେ କରୋନା ଭାଇରସକୁ ହାଲୁକାରେ ନନେଇ ପୂର୍ବପରି ସତର୍କତା ଅବଲମ୍ବନ କରିବା ଜରୁରୀ, […]
ବିବାହ ଉତ୍ସବରେ ନବଦମ୍ପତିଙ୍କୁ ମହଙ୍ଗାରୁ ମହଙ୍ଗା ଉପହାର ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର ଦେଲେ ବନ୍ଧୁ ହସି ହସି ବେଦମ୍ ନବବଧୂ,ଭାଇରାଲ ହେଲା ଭିଡ଼ିଓ ବିବାହ ଉତ୍ସବରେ ଟଙ୍କାପଇସା କିମ୍ବା ସୁନାଗହଣା ବଦଳରେ ନବ ଦମ୍ପତିଙ୍କୁ ମିଳିଲା ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର। ବଢ଼ୁଥିବା ଦରଦାମ ଭିତରେ ତାମିଲନାଡୁରେ ଜଣେ ନବ ବିବାହିତ ଦମ୍ପତିଙ୍କୁ ତାଙ୍କ ବନ୍ଧୁମାନରେ ଏପରି ଉପହାର ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଶୁଭାକର୍ଯ୍ୟରେ ଯୋଗଦେବାକୁ […]
ନୂଆଦିଲ୍ଲୀ: ସୁନା, ରୂପା ଦର ଗତକାଲି ହ୍ରାସ ପାଇଥିବା ବେଳେ ଆଜି ବି ସୁନା ଦରରେ ହ୍ରାସ ଘଟିଛି। ଯଦିଓ Multi Commodity Exchange(MCX)ରେ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ହେଲେ ଦେଶର ସର୍ରାଫା ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବଜେଟ୍ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ୫ ଦିନ ଧରି ସୁନା ଦରରେ ହ୍ରାସ […]
ଅହମ୍ମଦାବାଦ: ଭାଷଣ ଦେବାବେଳେ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ବଡୋଦରାର ନିଜାମପୁରରେ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶରେ ନଗରପାଳିକା ନିର୍ବାଚନ ପାଇଁ ଭାଷଣ ଦେବା ବେଳେ ବେହୋସ୍ ହୋଇଗଲେ ବିଜୟ ରୂପାନୀ। ତେବେ ଏହି ଅଘଟଣ ପରେ ତୁରନ୍ତ ତାଙ୍କର କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଥିଲା। ମଞ୍ଚ ଉପରେ ହିଁ ପ୍ରାଥମିକ ଚିକିତ୍ସା କରିବା ପରେ ନିଜେ ଶିଡ଼ିରେ ଓହ୍ଲାଇ ତଳକୁ ଆସିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ନଗରପାଳିକା ନିର୍ବାଚନ ପ୍ରଚାର ପାଇଁ […]