ନୂଆଦିଲ୍ଲୀ: ସୁନା, ରୂପା ଦର ଗତକାଲି ହ୍ରାସ ପାଇଥିବା ବେଳେ ଆଜି ବି ସୁନା ଦରରେ ହ୍ରାସ ଘଟିଛି। ଯଦିଓ Multi Commodity Exchange(MCX)ରେ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ହେଲେ ଦେଶର ସର୍ରାଫା ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବଜେଟ୍ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ୫ ଦିନ ଧରି ସୁନା ଦରରେ ହ୍ରାସ […]
ଅହମ୍ମଦାବାଦ: ଭାଷଣ ଦେବାବେଳେ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ବଡୋଦରାର ନିଜାମପୁରରେ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶରେ ନଗରପାଳିକା ନିର୍ବାଚନ ପାଇଁ ଭାଷଣ ଦେବା ବେଳେ ବେହୋସ୍ ହୋଇଗଲେ ବିଜୟ ରୂପାନୀ। ତେବେ ଏହି ଅଘଟଣ ପରେ ତୁରନ୍ତ ତାଙ୍କର କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଥିଲା। ମଞ୍ଚ ଉପରେ ହିଁ ପ୍ରାଥମିକ ଚିକିତ୍ସା କରିବା ପରେ ନିଜେ ଶିଡ଼ିରେ ଓହ୍ଲାଇ ତଳକୁ ଆସିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ। ନଗରପାଳିକା ନିର୍ବାଚନ ପ୍ରଚାର ପାଇଁ […]
ଚେନ୍ନାଇ: ଆହୁରି ଭାରତୀୟ ସେନାବାହିନୀକୁ ‘ଅର୍ଜୁନ ମେନ୍ ବ୍ୟାଟଲ୍ ଟ୍ୟାଙ୍କ୍’ ହସ୍ତାନ୍ତର। ତାମିଲନାଡୁ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ସେନା ମୁଖ୍ୟ ଏମ ନରୱାଣେଙ୍କୁ ଅର୍ଜୁନ ଯୁଦ୍ଧ କମାଣ ଟ୍ୟାଙ୍କ (MK-1A) ପ୍ରଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପୂର୍ବରୁ ମେଗା ଶୋରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ଏଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଚେନ୍ନାଇରେ ପ୍ରଧାନମନ୍ତ୍ରୀ ଅର୍ଜୁନ୍ ଯୁଦ୍ଧ ଟ୍ୟାଙ୍କ MK-1Aକୁ ଭାରତୀୟ ସେନାକୁ ଅର୍ପଣ କରାଯାଇଛି। ଆଜି ବିଧିବଦ୍ଧ ଭାବେ […]
ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। କ୍ୟାପିଟାଲ୍ ହିଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ମିଳିବନି ଦଣ୍ଡ। ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ଗତକାଲି ମହାଭିଯୋଗ ମାମଲାରେ ଭୋଟିଂ ହୋଇଥିଲା। ଯେଉଁଥିରେ ଟ୍ରମ୍ପଙ୍କ ବିରୋଧରେ ୫୭ ସିନେଟରେ ଭୋଟ୍ ପଡ଼ିଥିବାବେଳେ ସପକ୍ଷରେ ୪୩ଟି ଭୋଟ୍ ପଡ଼ିଥିଲା। ଫଳରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିପାରି ନଥିଲା। ଏହାସହ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। US Senate voted 57-43 […]
ନୂଆଦିଲ୍ଲୀ: ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ। ନିଜ ଦେଶରେ ଆଉ ରହିବାକୁ ମନ ନାହିଁ। ତେବେ ସପିଂ କି କିଛି ଦିନ ପାଇଁ ନୁହେଁ ବରଂ ସ୍ଥାୟୀ ଭାବେ ବିଦେଶରେ ରହିବାକୁ ଚାହୁଁଛନ୍ତି ଅଧିକରୁ ଅଧିକ ଧନୀ ବ୍ୟକ୍ତି। ୨୦୧୯ ତୁଳନାରେ ୨୦୨୦ରେ ୬୩ ପ୍ରତିଶତ ଅଧିକ ଲୋକ ଦେଶ ଛାଡ଼ି ପଳାଇଛନ୍ତି। କୋଭିଡ୍ ଯୋଗୁଁ ବିଦେଶ ଯାତ୍ରା ଉପରେ କଟକଣା ରହିଛି। ତଥାପି ଦେଶ ଛାଡ଼ି ଚାଲିଯାଉଛନ୍ତି ଭାରତୀୟ ବ୍ୟକ୍ତି। ୨୦୧୯ରେ ଯେତିକି ଧନୀ […]
ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଷଡ଼ଯନ୍ତ୍ରର ବଡ଼ ଖୁଲାସା। NSA ଅଜିତ ଡୋଭାଲଙ୍କ ଅଫିସ ଉପରେ ଆତଙ୍କବାଦୀଙ୍କ ନଜର। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ କାର୍ଯ୍ୟାଳୟର କିଛି ଭିଡିଓ ମିଳିଛି। ଫେବୃଆରୀ୬ ରେ କାଶ୍ମୀରର ଶୋପିଆନ୍ ନିବାସୀ ହିଦୟତ-ଉଲ୍ଲା ମଲିକଙ୍କୁ ଗିରଫ କରିଛି ଭାରତୀୟ ସେନା। ଗିରଫ ପରେ ପଚରାଉଚରା କରି ତା’ଠାରୁ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେ ପାକିସ୍ତାନକୁ ଭାରତରୁ ଭିଡ଼ିଓ କରି ପଠାଉଥିବା କଥା ଜଣାପଡ଼ିଛି। ତେବେ ଏକଥା ଜଣାପଡ଼ିବା […]
ତୁର୍କୀ: ବିଶ୍ୱାସର ଡୋରରେ ବନ୍ଧା ବନ୍ଧୁତା। ଭଗବାନଙ୍କର ଏକ ଆକସ୍ମିକ ଓ ଅମୂଲ୍ୟ ଉପହାର। ଦୁଃଖ ଭିତରେ ସୁଖର ଅନୁଭବ। ବନ୍ଧୁତା ସାଗର ପରି ଗଭୀର, ଆକାଶ ପରି ଅସୀମ। ଶୂନ୍ୟତାରେ ଭରିଦିଏ ଅସଂଖ୍ୟ ଖୁସିର ଫଗୁଣ। ବନ୍ଧୁତା ଦେଖେନା ଜାତିଅଜାତି, ରୂପରଙ୍ଗ, ମଣିଷ, ପଶୁପକ୍ଷୀ କି ସାନବଡ଼। ବନ୍ଧୁତା ଖୋଜେନା ରାଜା କି ପରଜା, ଆସନ ସିଂହାସନ। ବନ୍ଧୁ ଭିତରେ ନିର୍ମଳ ମନ ଟିଏ ହିଁ ଖୋଜେ ପ୍ରକୃତ ବନ୍ଧୁ। କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, […]
ମଣିପୁର : ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ପିଲାବେଳର ପାଇଲଟ ହେବାର ସ୍ୱପ୍ନ ସିନା ପୂରଣ ହୋଇପାରିଲା ନାହିଁ, ହେଲେ ବିମାନ ଉଡାଇବା ବଦଳରେ ବିମାନର ରେପ୍ଲିକା ନିର୍ମାଣ କରୁଛନ୍ତି ଜଣେ ଯୁବକ। କେବଳ ବିମାନ ନୁହଁ, ଭଳିକି ଭଳି ଯାନାବାହାନ ଏବଂ ଟ୍ୟାଙ୍କର ରେପ୍ଲିକା ନିର୍ମାଣ କରୁଛନ୍ତି ମଣିପୁରର ଟମ୍ ଟମ୍ ଥୋଉନାଓଜାମ୍। ’ଚାଲିଥାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ। ଘମାଘୋଟ ଲଢ଼େଇ ଭିତରେ ଆକାଶରେ ପଇଁତରା ମାରୁଥାଏ ବୋମାବର୍ଷୀ ବିମାନ। ଆଉ ସେସବୁକୁ ଅତି […]
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ଯୋଗୁ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ବିଶ୍ୱ ବଜାରରେ ସୁନା ଦର ହ୍ରାସ ଓ ଚଳିତ ବଜେଟ୍ରେ ଆମଦାନୀ ଶୁଳ୍କ ହ୍ରାସ ଘୋଷଣା ପରେ ୪ ଦିନରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପାଖାପାଖି ୨,୦୦୦ ଟଙ୍କା ହ୍ରାସ ପାଇଥିଲା। Multi Commodity Exchange(MCX)ରେ ସୁନା ଦର ୦.୫୬% ହ୍ରାସ ସହ ପ୍ରତି ୧୦ ଗ୍ରାମକୁ […]