• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maneka
ଅସ୍ଥାୟୀ ବାଚସ୍ପତି ହେବେ ମାନେକା ଗାନ୍ଧି

ନୂଆଦିଲ୍ଲୀ : ମୋଦି-୨ ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ମାନେକା ଗାନ୍ଧିଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କାର୍ଯ୍ୟ କରିବେ। ୬୨ ବର୍ଷୀୟ ଶ୍ରୀମତି ଗାନ୍ଧି ବିଜେପିର ହେଭିୱେଟ୍‌ ନେତାଙ୍କ ମଧ୍ୟରୁ ଜଣେ। ସେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି। ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ। ଅସ୍ଥାୟୀ ବାଚସ୍ପତି ଭାବେ ଶ୍ରୀମତି ଗାନ୍ଧି ନୂଆ କରି […]

  • Saturday, 17 July 2021
bjp_manifesto
କର୍ଣ୍ଣାଟକ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର: ମହିଳାଙ୍କୁ ସ୍ମାର୍ଟଫୋନ୍, ମଙ୍ଗଳସୂତ୍ର

ବେଙ୍ଗାଲୁରୁ: ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ସାକାର କରିବା ପାଇଁ ମୋଦି ଆଉ ପାଦେ ଆଗେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ମହିଳାଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ଘୋଷଣା କରିଛି। ତେବେ ଏହା ସବୁ ବର୍ଗର ମହିଳାଙ୍କୁ ମିଳିବ ନାହିଁ। କେବଳ ବିପିଏଲ୍‌ ବର୍ଗର ମହିଳାଙ୍କୁ ମିଳିବ। ସେମାନଙ୍କୁ କେବଳ ସ୍ମାର୍ଟଫୋନ୍‌ ନୁହେଁ ମାଗଣାରେ ମଙ୍ଗଳସୂତ୍ର ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ଭାଗ୍ୟଲକ୍ଷ୍ମୀ ଯୋଜନାରେ ମହିଳାଙ୍କ ପାଇଁ ମଡେଲ କ୍ଲାସ୍ ନିର୍ମାଣ ମଧ୍ୟ ହେବ। […]

  • Saturday, 17 July 2021
pt
ମୋଦିଙ୍କ ଟିମ୍‌ରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶାରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଶପଥ ନେଇଛନ୍ତି। ସେ ଓଡ଼ିଶାର ମୋଦି ଭାବେ ବେଶ ପରିଚିତ। ସେ ୫୪ତମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ଶପଥ ପାଇଁ ଆସିବା ବେଳେ ସମସ୍ତେ କରତାଳି ଦେଇ ସ୍ୱାଗତ କରିଥିଲେ। ଏଥର ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଛକା ମାରିଛନ୍ତି। ମଇଦାନରେ ଥିବା ଦୁଇ ଜଣ […]

  • Saturday, 17 July 2021
thunderstorm
କାଳବୈଶାଖୀ:  ଆଜି ପୁଣି ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତଣ୍ଡବ ଜାରି ରହିଛି। ଆଜି ପୁଣି ବର୍ଷା, ପବନ ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ୭ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାବାସୀଙ୍କୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସତର୍କ କରାଯାଛି। ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ଅନୁମାନ […]

  • Saturday, 17 July 2021
bomikhali
ବମିଖାଲ ଓଭରବ୍ରିଜ ଦୁର୍ଘଟଣା ପ୍ରସଙ୍ଗ: ଇଞ୍ଜିନିୟରଙ୍କ ଅବହେଳା ଓ ପିସି କାରବାରରେ ଚାଲିଛି କାମ

ଭୁବନେଶ୍ୱର: ବମିଖାଲରେ ନିର୍ମାଣାଧିନ ଓଭରବ୍ରିଜ ଦୁର୍ଘଟଣାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ଠିକାଦାର ସଂଘ। ସରକାରୀ ଇଞ୍ଜିନିୟରଙ୍କ ଅବହେଳା ସହ ପିସି କାରବାର ପାଇଁ ଏଭଳି ଦୁର୍ଘଟଣା ହେଲା ବୋଲି ଅଭିଯୋଗ ଉଠାଇଛନ୍ତି ସଂଘ ସଭାପତି ପ୍ରଭାତ ଦାସ। ଦୁର୍ଘଟଣା ପାଇଁ ଦାୟିତ୍ୱରେ ଥିବା ଇଞ୍ଜିନିୟରମାନଙ୍କୁ ସେ ମୁଖ୍ୟତଃ ଦାୟୀ କରିଛନ୍ତି। କାର୍ଯ୍ୟସ୍ଥଳକୁ ଇଞ୍ଜିନିୟରମାନେ ଆଦୌ ଆସୁ ନାହାନ୍ତି। କେବଳ ପିସି ନେବା ଜାଣିଛନ୍ତି ବୋଲି ସେ କହିଛନ୍ତି।  ପ୍ରତି ବିଲ୍‌ରେ ପିସି କାରବାର ହେଉଛି, […]

  • Saturday, 17 July 2021
matric exam
ମେ’ ୭ରେ ମାଟ୍ରିକ ପରୀକ୍ଷାଫଳ

କଟକ: ମେ’ ୭ ତାରିଖରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନଆରା ବେଗମ୍। ୭ ତାରିଖ ସକାଳ ୯ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ ଓ ସେହିଦିନ ଅପରାହ୍ନରେ ପରୀକ୍ଷା OMR ସିଟ୍ ମଧ୍ୟ ଦେଖି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଦିନ ୧୨ଟାଠାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍‌ ମାଧ୍ୟମରେ ପରୀକ୍ଷାଫଳ ଦେଖିପାରିବେ। ଏଥିପାଇଁ www.bseodisha.ac.in ଏବଂ www.bseodisha.nic.in ରେ ଲଗ୍‌ ଇନ୍‌ କରି ପରୀକ୍ଷାଫଳ ଦେଖି ହେବ। ଏସ୍‌ଏମ୍‌ଏସ୍‌ […]

  • Saturday, 17 July 2021
j
ପୂର୍ବତନ ବୈଦେଶିକ ସଚିବ ଜୟଶଙ୍କର ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ : ସର୍ବଦା ସମସ୍ତଙ୍କୁ ଚକମା ଦେଉଥିବା ମୋଦି-ଶାହ ଯୋଡ଼ି ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦି ସରକାର-୧ରେ ବୈଦେଶିକ ସଚିବ ଥିବା ଏସ୍‌ ଜୟଙ୍କରଙ୍କୁ ମୋଦି-୨ ସରକାରରେ ମନ୍ତ୍ରୀ ପଦ ମିଳିବା ନେଇ ହୋଇଥିବା ଚର୍ଚ୍ଚା ଶେଷରେ ସତ ହୋଇଛି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବାବେଳେ ତାଙ୍କ ଅନୁଭୂତି ଅନୁଯାୟୀ ସେ ସୁଷମା ସ୍ୱରାଜଙ୍କ ସ୍ଥାନ ନେବେ ଏବଂ ବୈଦେଶିକ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ୭ ଲୋକ କଲ୍ୟାଣ ମାର୍ଗରେ ଥିବା ହଠାତ […]

  • Saturday, 17 July 2021
Pranab-Balabantaray-
ଧଳସାମନ୍ତ ଲିଙ୍କ୍‌: ବିଜେଡି ବିଧାୟକଙ୍କୁ ସମନ

ଭୁବନେଶ୍ୱର: ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆସନ୍ତା ୭ତାରିଖ ଦିନ ସମସ୍ତ କାଗଜପତ୍ର ସହ ହାଜର ହେବାକୁ ପ୍ରଣବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ୍ ରିପୋର୍ଟ ଧରି ଆସିବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ପ୍ରଣବଙ୍କର ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି-ଲିଙ୍କ୍ ନେଇ ଇଡି ପକ୍ଷରୁ ତନାଘନା ଚାଲିଛି।  

  • Saturday, 17 July 2021
jdu
ଜେଡିୟୁରୁ କେହି ହେଲେନି ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରରେ ଜେଡିୟୁକୁ ମିଳିଥିବା ଗୋଟିଏ ମନ୍ତ୍ରୀ ପଦକୁ ଗ୍ରହଣ କରିନାହାନ୍ତି ଦଳର ସୁପ୍ରିମୋ ନୀତୀଶ କୁମାର। ଠିକ୍‌ ଶପଥ ଗ୍ରହଣ ପୂର୍ବରୁ ହିଁ ସେ ଏହି ବିଷୟରେ ଘୋଷଣା କରିଛନ୍ତି। କିନ୍ତୁ ସେ ଓ ତାଙ୍କ ଦଳ ଏନଡିଏ ସହିତ ରହିଛନ୍ତି ଏବଂ ସରକାରକୁ ସମର୍ଥନ କରି ଚାଲିବେ ବୋଲି ନୀତୀଶ କହିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା […]

  • Saturday, 17 July 2021
lathikata road block
ବମିଖାଲ ଓଭରବ୍ରିଜ ଦୁର୍ଘଟଣା: ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାଉରକେଲା: ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ନିକଟ ଲାଠିକଟାରେ ରାସ୍ତାରୋକ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକେ। ବ୍ରିଜ ନିର୍ମାଣ କରୁଥିବା କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଗତକାଲି ରାତିରେ ବମିଖାଲ ଓଭରବ୍ରିଜରେ ୮ଜଣ ଶ୍ରମିକ ଲୁହା ରଡ଼ ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିଥିଲା। ଫଳରେ ୨ ଜଣ ଶ୍ରମିକ ଲୁହା ରଡ ତଳେ ଚାପି ହୋଇ ରହିଯାଇଥିଲେ। […]

  • Saturday, 17 July 2021
dust storm
ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି: ଏବେ ବି ଟଳିନି ବିପଦ

ନୂଆଦିଲ୍ଲୀ: ଉତ୍ତର ଓ ପଶ୍ଚିମ ଭାରତରେ ହୋଇଥିବା ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ଏଥିସହ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିପଦ ଏବେ ବି ଟଳି ନାହିଁ। କାରଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଆଉ ଏକ ବଡ଼ ଧୂଳିଝଡ଼ ଆସିବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗତକାଲି ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟଗୁଡ଼ିକରେ ଭୟଙ୍କର ଧୂଳିଝଡ଼ ହୋଇଥିଲା।  ରାଜସ୍ଥାନର ଧୋଲପୁର, ଅଲୱାର, […]

  • Saturday, 17 July 2021
dharmendra
ମୋଦିଙ୍କ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିନ୍ଦୀ ଭାଷାରେ ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ୨୫ ଜଣ ସାଂସଦ ଶପଥ ନେଇଥିଲେ। ମୋଦିଙ୍କ କ୍ୟାବିନେଟ୍‌ରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଛନ୍ତି। ଧର୍ମେନ୍ଦ୍ର ପ୍ରଥମେ ବିହାରରୁ ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ମୋଦିଙ୍କ ପରେ ପ୍ରଥମେ ରାଜନାଥ ସିଂହ, ଅମିତ ଶାହ, […]

  • Saturday, 17 July 2021
bomikhal
ବମିଖାଲ ଓଭରବ୍ରିଜ୍‌ରେ ଅଘଟଣ ପାଇଁ ଦାୟୀ କିଏ? ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ଏପଟେ ଏହି ଦୁର୍ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା ଆଜି ଗିରଫ […]

  • Saturday, 17 July 2021
modi--
କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି ସରକାର-୨। ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍‌ ୭ଟାରେ ମୋଦି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦି ଶପଥ ଗ୍ରହଣ କରିଛନ୍ତି। ବ୍ରାଉନ୍‌ ଜ୍ୟାକେଟ୍‌ ଓ ଧଳା କୁର୍ତ୍ତାରେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ […]

  • Saturday, 17 July 2021
berhampur
ନୃଶଂସ ବାପା; କଥା ନ ମାନିବାରୁ ଝିଅକୁ...

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳିତ କନ୍ୟାକୁ ଚେଙ୍କ ଦେଇଛି ବାପା। ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗରରେ ଏଭଳି ଘଟଣା ଘଟିଛି। ଶିଶୁଟି ଅଝଟ ହେବାରୁ ବାପା ତତଲା ଖଡ଼ିକାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।  ଶିଶୁର ମୁହଁ  ଓ  ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଚେଙ୍କ ଦେଇଥିବା ରୁନା ଗୌଡ଼କୁ ଅଟକ ରଖିଛି ପୋଲିସ।

sand art
ନାବାଳିକାଙ୍କ ଉପରେ ଘଟୁଥିବା ଅତ୍ୟାଚାର ରୋକିବା ଲାଗି ବାଲୁକା କଳା ମାଧ୍ୟମରେ ସଚେତନ କରିବାକୁ ସୁଦର୍ଶନଙ୍କ ପ୍ରୟାସ

ପୁରୀ: ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି। କୁନି କୁନି ଝିଅ ଆମ ଝିଅ ଓ ଆମ ଭଉଣୀ- ଏମାନଙ୍କ ସୁରକ୍ଷା ଆମର ଦାୟିତ୍ୱ। ସମସ୍ତେ ଏକାଠି ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କୁ ଦଣ୍ଡ ଦେବା ସହ ସମସ୍ତଙ୍କ ମଧ୍ୟରେ […]

bomikhal
ବମିଖାଲ ଟ୍ରାଜେଡ଼ି: ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମାଲିକ ଗିରଫ

ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା ଗିରଫ ହୋଇଛନ୍ତି। ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି। ଗତକାଲି ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭବ୍ରିଜ୍‌ର ଲୁହା ରଡ଼୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ରାତି ପ୍ରାୟ ୯ଟାବେଳେ ଏହି ଅଘଟଣ ଘଟିଥିଲା […]

  • Saturday, 17 July 2021
naveen patnaik
ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜୁ ଜନତା ଦଳ(ବିଜେଡି)। ତେବେ ଏହାପୂର୍ବରୁ ଆସନ୍ତା ୮ ତାରିଖ ଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆସନ୍ତା ୮ ତାରିଖ ଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି ନବୀନ। ଏଥିସହ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା […]