• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

usha padhi
ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଜୟପୁରରେ ଉଷା ପାଢ଼ୀ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ।ଜୟପୁର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ସେ ଜୟପୁର ଆସିଛନ୍ତି। ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଛି।  ୨୦୧୬ରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ, ଏ ଯାଏ ତାହା ଶେଷ ହୋଇନାହିଁ।  ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା ଯେ, ୨୦୧୭ ସେପ୍ଟେମ୍ବର ସୁଦ୍ଧା କାମ ସରିବ  ପରେ ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ସମୟ ମାଗିଥିଲେ  କିନ୍ତୁ ୨୦୧୮ର ମେ […]

  • Saturday, 17 July 2021
monsoon
ମେ ୨୪ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ମେ ୨୪ ଯାଏ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ। ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିବା ସହିତ ବର୍ଷା ହେବାର ସମ୍ଭାବନା ଅଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।  ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।  ଏହା ସହିତ ସମସ୍ତ ଜିଲ୍ଲାରେ ପାଣିପାଗ […]

  • Saturday, 17 July 2021
smruti9
ଆମ୍ବୁଲାନ୍ସରେ ଅସୁସ୍ଥ ମହିଳାଙ୍କୁ ହସ୍ପିଟାଲ ନେଲେ ସ୍ମୃତି ଇରାନୀ

ଆମେଠି : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ପାରମ୍ପରିକ ଆସନ ଆମେଠିରେ ହରାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅସୁସ୍ଥ ମହିଳାଙ୍କ ପାଇଁ ନେଇଥିବା ପଦକ୍ଷେପ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ କନ୍‌ଭୟରେ ଥିବା ଆମ୍ବୁଲାନ୍ସରେ ହିଁ ଏହି ମହିଳାଙ୍କୁ ହସ୍ପିଟାଲ ପଠାଇଛନ୍ତି। #WATCH Uttar Pradesh: Smriti Irani, BJP MP from Amethi takes a woman to hospital in her convoy ambulance. pic.twitter.com/ohWl12minG — ANI […]

  • Saturday, 17 July 2021
puri
ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କଲେ ହାଇକୋର୍ଟ ପ୍ରତିନିଧି

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଥର ଖସିବା ଘଟଣାର ଅନୁଧ୍ୟାନ ହୋଇଛି।  ଗତକାଲି ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ମରାମତି ତଦାରଖ ଦାୟିତ୍ୱରେ ଥିବା ଆଇନଜୀବୀ ଏନ୍.କେ ମହାନ୍ତି ପୁରୀ ଗସ୍ତରେ ଆସି ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରୁ ଏବଂ କିପରି ଖସିଲା ଚୂନ ପଥର ସେନେଇ ଟିକିନିଖି ଯାଞ୍ଚ କରାଯାଇଥିଲା।  ଯାଞ୍ଚ ସମୟରେ ଶ୍ରୀମନ୍ଦିର ସୁପରିଟେଣ୍ଡିଂ ଇଞ୍ଜିନିୟର ବିନ୍ଧେଶ୍ୱର ପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ ଏଏସ୍ଆଇ ଅଧିକାରୀ ଉପସ୍ଥିତ […]

  • Saturday, 17 July 2021
bhadrak
ଅଖା ଭିତରୁ ଉଦ୍ଧାର ହେଲେ ନିଖୋଜ ନାବାଳିକା

ଭଦ୍ରକ: ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଥାନା ଗୁଆମାଳ ପଞ୍ଚାୟତ ଗଣ୍ଡପଡା ଗାଁରେ। ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଗତକାଲି ରାତି ପ୍ରାୟ ୮ଟାରେ ଛାତ୍ରୀ ଜଣଙ୍କୁ କେହି ଏକ ଅଖା ଭିତରେ ବାନ୍ଧି ପକାଇ ଦେଇ ଚାଲିଯାଇଥିବା ବେଳେ ପରିବାର ଲୋକେ […]

  • Saturday, 17 July 2021
jee advanced
ଆଜି ଜେଇଇ ଆଡଭାନ୍ସଡ଼୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସଡ଼୍‌।  ଆଇଆଇଟି ଓ ଏନ୍‌ଆଇଟି ଭଳି ଦେଶର ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନରେ ନାମଲେଖା ପାଇଁ ଆଜି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସଡ଼୍‌ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ ହଜାର ୩୦୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ରାଜ୍ୟରେ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର […]

  • Saturday, 17 July 2021
modi
ବଜେଟ୍‌ ୨୦୧୯: କୃଷି ଏବଂ ନିଯୁକ୍ତି ବିଷୟରେ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେଲେ ମୋଦି

ନୂଆଦିଲ୍ଲୀ : ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ୪୦ ଜଣ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନାମ ‘ଇକନମିକ୍‌ […]

  • Saturday, 17 July 2021
676
ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

ବେଙ୍ଗାଲୁରୁ : ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍‌ ନେତା ଏଚ୍‌.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍‌ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍‌ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ […]

  • Saturday, 17 July 2021
suicide
ଆତ୍ମହତ୍ୟା କରିଥିବା ଛାତ୍ର ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ

ବ୍ରହ୍ମପୁର : ପରୀକ୍ଷାରେ ଫେଲ୍ ହେବା ଆଶଙ୍କା କରି ଆତ୍ମହତ୍ୟା କରିଥିବା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀନଗରର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରାଜେଶ ପଣ୍ଡା ,ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି। ଗତ ଗୁରୁବାର ରାତିରେ ସେ ନିଜ ଦେହରେ କିରୋସିନ ଢ଼ାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ସେ କାହିଁକି ସେ ଆତ୍ମହତ୍ୟା କଲେ, ନା ମୃତ୍ୟୁପଛରେ ଅନ୍ୟ କୌଣସି କାରଣ […]

  • Saturday, 17 July 2021
nayagargh BJD
ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି

ନୟାଗଡ଼: ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି। ନୟାଗଡ଼ ଦଶପଲ୍ଲାରେ ଆଜି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବିଜେଡିର ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ମହାନଦୀ ସୁରକ୍ଷା ଶୋଭାଯାତ୍ରା ଚାଲିଥିବା ବେଳେ ହାଟଛକଠାରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିରୋଧ କରି ବିଜେଡିର କିଛି ଅସନ୍ତୁଷ ଗୋଷ୍ଠୀ ଯାତ୍ରାକୁ ଅଟକାଇଥିଲେ। ତେବେ ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ […]

  • Saturday, 17 July 2021
yedi -1
ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]

yedu
କର୍ଣ୍ଣାଟକ ହାଇଡ୍ରାମାର ନାଟକୀୟ ଯବନିକା ; ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ। ସେ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ବୁଝାଇବେ ବୋଲି କହିଥିଲେ। ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ […]

୫୫
ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି: ବୈଜୟନ୍ତ

କେନ୍ଦ୍ରାପଡ଼ା: ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଅବସରରେ ସାଂସଦ ବୈଜୟନ୍ତ ଏ କଥା କହିଛନ୍ତି । ବୈଜୟନ୍ତ ଆହୁରି କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଛି।  ଏହାକୁ କେତେକ ଲୋକ ସହିପାରୁନାହାନ୍ତି। ସାଂସଦ ପାଣ୍ଠିରେ ଗାଙ୍ଗପଡ଼ାରେ ନିର୍ମିତ ଗ୍ରାମ୍ୟ ଉନ୍ନୟନ ଜଳ ପ୍ରକଳ୍ପକୁ ବୈଜୟନ୍ତ ଉଦଘାଟନ କରିଛନ୍ତି । […]

  • Saturday, 17 July 2021