• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

niranjan
ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ

ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ। ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ୩ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦଳର ସାଂଗଠାନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗତକାଲି ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ଆଲୋଚନା ପରେ ପିସିସିରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବୈଠକରେ ପିସିସି କର୍ମକର୍ତ୍ତା ତାଲିକାରେ ମୋହର […]

  • Saturday, 17 July 2021
jajpur
ବଞ୍ଚିଗଲା ମାଆ, ଚାଲିଗଲା ପୁଅ

ଯାଜପୁର: ବୈତରଣୀରେ ଭାସି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।  ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ନିକଟ ବନ୍ଦାଳ ଗାଁରେ ଏହି ଅଘଟଣ ଘଟିଛି। ମୃତ ନାବାଳକର ବୟସ ୧୪ ବର୍ଷ ହେବ। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ତାଙ୍କ ମାଆ। ଆଜି ସକାଳେ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ନାବାଳକ ଜଣକର ଗୋଡ଼ ଖସି ଯିବା ଫଳରେ ସେ ଭାସି ଯାଇଥିଲେ। ଫଳରେ ପୁଅକୁ ବଞ୍ଚାଇବାକୁ ଯାଇ ମାଆ ଗଭୀର ପାଣି […]

  • Saturday, 17 July 2021
student
ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେଲେ ବୋଲି ଏମିତି କଲେ ଛାତ୍ର...

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାନ୍ତସାହିରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ଜଣକ ହେଲେ ରତିକୃଷ୍ଣ ଖୁଣ୍ଟିଆ।  ଏ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫେଲ୍ ହେବାରୁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା […]

  • Saturday, 17 July 2021
heavy rainfall
ଓଡ଼ିଶା ଛୁଇଁଲା ମୌସୁମୀ: ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ମୌସୁମୀ ଓଡ଼ିଶା ଛୁଇଁ ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଗତକାଲିଠୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ତେବେ ୪୮ ଘଣ୍ଟାରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି […]

  • Saturday, 17 July 2021
bariapda trafic problem
ଜବରଦଖଲକାରୀଙ୍କ କବ୍‌ଜାରେ ବାରିପଦା ସହର

ବାରିପଦା: ଜବରଦଖଲକାରୀଙ୍କ କବ୍‌ଜାରେ ବାରିପଦା ସହର। ସହରର ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏଥିସହ ରାସ୍ତା କଡ଼ରେ ବେଆଇନ ପାର୍କିଂ ଲୋକଙ୍କୁ ଅସୁବିଧାରେ ପକାଉଛି। ଫଳରେ ଟ୍ରାଫିକ ସମସ୍ୟା ଲୋକଙ୍କ ଦୈନନ୍ଦୀନ ଜୀବନକୁ ବେଶ୍‌ ପ୍ରଭାବିତ କରିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନୀ ଆଉ ରାସ୍ତାର ଉପରେ ଥିବା ବିଭିନ୍ନ ଛୋଟ ବଡ଼ ଦୋକାନ ରାସ୍ତାକୁ ବେଆଇନ ଭାବେ କବ୍‌ଜା କରିବା ଦ୍ୱାରା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଲୋକଙ୍କୁ ନାହିଁ […]

  • Saturday, 17 July 2021
plus two cut off mark
ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍‌ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥର ପରୀକ୍ଷା ଦେଇଥିଲେ ମୋଟ ୨, ୩୦, ୨୦୬ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ […]

  • Saturday, 17 July 2021
koraput
କୋରାପୁଟ ୟୁନିଅନ ବ୍ୟାଙ୍କରେ ୨କୋଟି ଟଙ୍କାର ଠକେଇ ଅଭିଯୋଗ

କୋରାପୁଟ: କୋରାପୁଟ ୟୁନିଅନ ବ୍ୟାଙ୍କରେ ୨ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ଟାଉନ ଥାନାରେ ରିଜିଓନାଲ ହେଡ୍ ଏତଲା ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଅମ୍ରିତା ପ୍ରିୟଦର୍ଶିନୀ ପାତ୍ର ବିଭିନ୍ନ ଉପାୟରେ ନିଜ ପରିବାର ଓ ସଂପର୍କୀୟଙ୍କ ନାଁରେ ୨ କୋଟିରୁ ଅଧିକ ଟଙ୍କାର ଋଣ ଆକାରରେ ଠକି ନେଇଥିବା ଅଭିଯୋଗ ହୋଇଛି। ଇଣ୍ଟରନାଲ ଅଡିଟରୁ ଏହା ଜଣାପଡ଼ିବା ପରେ ରିଜିଓନାଲ ହେଡ୍ ସୁଶାନ୍ତ ମିଶ୍ର ଥାନାରେ […]

  • Saturday, 17 July 2021
Jagannath-Temple
ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନ ନେଇପାରିବେନି ସେବାୟତ

ପୁରୀ: ଶ୍ରୀମନ୍ଦିରକୁ ଭକ୍ତ ଦେଉଥିବା ଦାନ ଓ ଭକ୍ତଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି  ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି , ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ସେବାୟତଙ୍କୁ ଦାନ ନ ଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ […]

  • Saturday, 17 July 2021
plus two result
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ସକାଳ ସାଢେ ୧୦ ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିବେ। ଏହା ପରେ ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍‌ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ […]

  • Saturday, 17 July 2021
lightning
ବଜ୍ରାଘାତ ନେଇଗଲା ୧୦ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗତକାଲି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା କୋର ତନାର ଗାଁରେ କିଛି ଯୁବକ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା।  ଫଳରେ ସେଠାରେ ଥିବା ୪ ଜଣ ବେହୋସ ହୋଇଯାଇଥିଲେ।  ଗ୍ରାମବାସୀମାନେ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡା ମେଡିକାଲକୁ ନେଇଥିଲେ।  ସେଠାରେ ଡାକ୍ତର ୨ ଜଣଙ୍କ ମୃତ ଘୋଷଣା କରିଥିବାବେଳେ ଅନ୍ୟ ୨ ଗୁରୁତରଙ୍କ ମେଡିକାଲରେ ଚିକିତ୍ସା ଚାଲିଛି। ସେହିପରି ପଟ୍ଟାମୁଣ୍ଡାଇ […]

  • Saturday, 17 July 2021
cong
କଂଗ୍ରେସର ଜିଲ୍ଲାଓ୍ୱାରି କର୍ମୀ ସମ୍ମିଳନୀ ଶେଷ: ରାହୁଲଙ୍କୁ ଭେଟିବ ଟିମ୍ ନିରଞ୍ଜନ

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ନେତୃତ୍ୱ ନେବା ପରେ ରାଜ୍ୟରେ ଆଗ୍ରେସିଭ୍‌ ମୋଡ୍‌ରେ ରାଜ୍ୟ କଂଗ୍ରେସ। ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ନେଇ ରାଜ୍ୟବ୍ୟାପୀ ଚାଲିଥିବା କର୍ମୀ ସମ୍ମିଳନୀ ଆଜି ଅନୁଗୁଳରେ ଶେଷ ହୋଇଛି। କାଲି ଦିଲ୍ଲୀରେ ରାହୁଲଙ୍କୁ ଭେଟିବ ଟିମ୍ ନିରଞ୍ଜନ ଏହି ବୈଠକରେ ପିସିସିର ନୂଆ କର୍ମକର୍ତ୍ତା ତାଲିକାରେ ମୋହର ବାଜିବା ସମ୍ଭାବନା ରହିଛି। ପିସିସିରେ ହେବ ଅମୂଳଚୂଳ ପରିବର୍ତ୍ତନ। ଯେଭଳି ଭାବେ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ ପଦାଧିକାରୀଙ୍କ ପରିବର୍ତ୍ତନ ହୋଇଥିଲା, […]

  • Saturday, 17 July 2021
bjd
ବିଜେଡିରେ ବଢୁଛି ଅନ୍ତର୍ଦ୍ୱନ୍ଦ୍ୱ, ଚିନ୍ତାରେ ସୁପ୍ରିମୋ

ବିଜେଡିରେ ସାଙ୍ଘାତିକ ଭାବେ ବଢୁଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ବିଧାୟକଙ୍କ ପ୍ରତି ବଢୁଥିବା ଅସନ୍ତୋଷ ଓ ଦଳଭିତରୁ ଏମ୍ଏଲ୍ଏଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ସାମ୍ନାକୁ ଆସୁଥିବା ଟିକେଟ୍ ଆଶାୟୀଙ୍କ ପାଇଁ ଏହି ଅନ୍ତର୍ଦ୍ୱନ୍ଦ୍ୱ ତେଜୁଥିବା କୁହାଯାଉଛି। ତା’ସହିତ କିଛି ରାଜ୍ୟସ୍ତରୀୟ ନେତାଙ୍କ ମାମଲାତି ବି ସ୍ଥିତି ବିଗାଡୁଛି। ଯେଉଁଥିପାଇଁ ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ କାର୍ଯ୍ୟକ୍ରମ, ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି ମାରପିଟ୍, ଗଣ୍ଡଗୋଳ ଭଳି ଘଟଣା ଯାହାକୁ ନେଇ ଟେନ୍‌ସନ୍‌ରେ ବିଜେଡି ସୁପ୍ରିମୋ। ଚାନ୍ଦବାଲି ଓ ଆଠଗଡ଼ […]

  • Saturday, 17 July 2021
wright
ହେ ଭଗବାନ ! ବିନା ଦୋଷରେ ଜେଲରେ ୨୫ ବର୍ଷ

ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇବା ପରେ ଜଣା ପଡିଲା ଯେ ସେ ନିର୍ଦ୍ଦୋଷ, ପ୍ରକୃତ ଦୋଷୀ ଆଉ କିଏ । ଆମେରିକାର ଏକ କୋର୍ଟ ଜଣେ ବ୍ୟକ୍ତି ଙ୍କୁ୧୯୯୧ରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଡିଏନ୍ଏ  ଟେଷ୍ଟ ପରେ ସେ ନିର୍ଦ୍ଦୋଷରେ ଜେଲରୁ ମୁକୁଳିଛନ୍ତି । ଆଉ ଅନ୍ୟାୟ ପାଇଁ ଲଢ଼େଇ କରି ସେ ଜିତିଛନ୍ତି ।  ତାଙ୍କୁ ୯.୮୫ ମିଲିୟନ୍ ଆମେରିକୀୟ […]

  • Saturday, 17 July 2021
ganeshi-lal1-720x430
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ରହସ୍ୟ ଉନ୍ମୋଚନ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚାବି ସରକାରୀ ଟ୍ରେଜେରୀରୁ କେମିତି ହଜିଲା ତାହା ଜାଣିବାକୁ ଚାହିଁଛନ୍ତି। ଏଥିସହିତ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଶୀଘ୍ର ଏହାର ରହସ୍ୟ ଉନ୍ମୋଚନ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ। ଏହାସହ ରାଜ୍ୟ ସରକାର ଦେଇଥିବା ନ୍ୟାୟିକ ତଦନ୍ତ ନିର୍ଦ୍ଦେଶକୁ […]

  • Saturday, 17 July 2021
SBI
ଏସବିଆଇ କିଓସ୍କର ଏମିତି ଗ୍ରାହକ ସେବା; ଆକାଉଣ୍ଟରୁ ଟଙ୍କା ଗାଏବ

ବାଲେଶ୍ୱର: ଟଙ୍କା ସୁରକ୍ଷିତ ରହିବ ବୋଲି ବ୍ୟାଙ୍କରେ ଟଙ୍କା ରଖିଥିଲେ ଗରିବ ଲୋକେ। ହେଲେ ଫଳ ହେଲା ଓଲଟା। ଟଙ୍କା ଉଠାଇବାକୁ ଗଲାବେଳକୁ ଆକାଉଣ୍ଟ ଖାଲି। ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ଥିବା ଏସବିଆଇର କିଓସ୍କ ଗ୍ରାହକ ସେବା କେନ୍ଦ୍ରରେ। ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ ହୋଇଛି। ଅନେକ ଗ୍ରାହକ ଏହି ଠକାମିର ଶିକାର ହୋଇଛନ୍ତି। ଅଭିଯୋଗକୁ ନେଇ […]

  • Saturday, 17 July 2021
rain
ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ, ୨୪ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ। ଏ ନେଇ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାରା ଦକ୍ଷିଣ ଓଡ଼ିଶା ଛୁଇଁବ, ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ପୂର୍ବରୁ ଜୁନ୍ ୧୦ କିମ୍ବା ୧୧ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି […]

  • Saturday, 17 July 2021
lightning
ବଜ୍ରାଘାତରେ ୩ ମୃତ, ୨ ଆହତ

କେନ୍ଦ୍ରାପଡ଼ା: ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା କୋରତନା ଗାଁ’ରେ କିଛି ଯୁବକ ସାଙ୍ଗ ହୋଇ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ଟାଉନ୍ ଥାନା ଦାଣ୍ଡବସ […]

  • Saturday, 17 July 2021
dr kishore chandra das
ଡାକ୍ତର ନୁହେଁ ସେ ଦ୍ୱିତୀୟ ଈଶ୍ୱର, ବିଦାୟ ଦେଲାବେଳେ କାନ୍ଦୁଛି ଗାଁ

ନବରଙ୍ଗପୁର: କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଆଉ ସେହିଭଳି ଈଶ୍ୱରୀୟ ଗୁଣ ଥିବା ଜଣେ ଡାକ୍ତରଙ୍କୁ ଆଜି ଝୁରୁଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଁ। ସେ ହେଉଛନ୍ତି ଡାକ୍ତର କିଶୋର ଚନ୍ଦ୍ର ଦାସ। ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ସେ ଯେ କେବଳ ରୋଗୀସେବା କରୁଥିଲେ ତାହା ନୁହେଁ। ପ୍ରଶାସନିକ ଦକ୍ଷତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ, ସ୍ୱାସ୍ଥ୍ୟକର ପରିବେଶ ପାଇଁ ଗଠନ ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଥିଲେ। ଏଥିପାଇଁ ସେ ଅଞ୍ଚଳରେ ସେ ଖୁବ୍‌ ଲୋକପ୍ରିୟ ହୋଇ ଯାଇଥିଲେ। […]

  • Saturday, 17 July 2021
mao
ମାଓ ମୁକାବିଲା ଚିନ୍ତା; ପୂର୍ବ ଭାରତ ଜୋନ୍‌ର ପୋଲିସ୍‌ ଅଧିକାରୀଙ୍କୁ ନେଇ ସମନ୍ୱୟ ବୈଠକ

ଭୁବନେଶ୍ୱର: ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ଆନ୍ତରାଜ୍ୟ ସମନ୍ୱୟ ବୈଠକ ସହ ପୂର୍ବ ଭାରତ ଜୋନର ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସମେତ ପୂର୍ବାଞ୍ଚଳ ରାଜ୍ୟର ଡିଜିପି, ସିଆରପିଏଫ୍ ଓ ବିଏସଏଫ୍ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଡିଜିପି ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। […]

  • Saturday, 17 July 2021
bjp
ରତ୍ନଭଣ୍ଡାର ଚାବି ହଜିବା ଘଟଣା: ୧୧ରେ ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ

ପୁରୀ:  ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ କରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି। ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ଉପଖଣ୍ଡରେ ବିକ୍ଷୋଭ କରିବାକୁ ଅଣ୍ଟା ଭିଡ଼ିଛି ଦଳ। ଏହା ପରଦିନ ଅର୍ଥାତ ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ ବୋଲି ବିଜେପି କହିଛି। ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା […]

  • Saturday, 17 July 2021
shabana
ରେଳ ବିଭାଗକୁ କ୍ଷମା ମାଗିଲେ ଶବନା ଅାଜମୀ

ନୂଅାଦିଲ୍ଲୀ: ବାହାର ଦେଶର ରେଷ୍ଟୁରାଣ୍ଟ ଭିଡିଓକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳ ମନ୍ତ୍ରାଳୟକୁ ଟ୍ୟାଗ୍ କରିବା ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶବନା ଅାଜମୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ୩୦ ସେକେଣ୍ଡର ଭିଡିଓରେ ରେଳକର୍ମଚାରୀମାନେ ଅଳିଅା ପାଣିରେ ବାସନ ଧୋଉଥିବା ଶବନା ଦର୍ଶାଇଥିଲେ। ଭିଡିଓଟି ଯାଞ୍ଚ କରିବା ପରେ ରେଳ ମନ୍ତ୍ରାଳୟ ଟ୍ୱିଟ କରି ସ୍ପଷ୍ଟ କରିଥିଲା ଯେ ଏହି ଭିଡିଓଟି ମାଲେସିଅାର । କୁଆଲାଲମ୍ପୁର ବାନାନା ଲିଫ ରାଇସ୍ ରେଷ୍ଟୁରାଣ୍ଟର କର୍ମଚାରୀମାେନେ ରେଷ୍ଟୁରାଣ୍ଟ […]

  • Saturday, 17 July 2021