ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା ଏହା ୨ ଶହ ଟଙ୍କା ବୃଦ୍ଧି ହୋଇପାରେ ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ହେବ। ଆଜି ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ହେବାର ସମ୍ଭାବନା ଅଛି। ଚାଷୀମାନେ ଯେମିତି ଖର୍ଚ୍ଚର ଦ଼େଢ଼ଗୁଣା ଦାମ୍ ପାଇବେ, ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର […]
ବିଦିଶା : ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ଘଟଣା ଘଟିଛି। ଦୁଇ ଜଣ ବ୍ୟକ୍ତି ପ୍ରଥମେ ନିଜ ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ସ୍ୱାମୀ ଅର୍ଥାତ ଦୁଇ ବ୍ୟକ୍ତି ନିଜ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସୋମବାର ଦିନ ତାଙ୍କ ସ୍ୱାମୀଙ୍କ ଦୁଇ ଜଣ ବନ୍ଧୁ ତାଙ୍କ ଘରକୁ ଆସିଥିଲେ। ଘର ମଧ୍ୟରେ ଜଣେ ବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଆଉ ଜଣେ ବନ୍ଧୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା […]
ଭୁବନେଶ୍ୱର : ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ। ୬ ତାରିଖଠୁ ବର୍ଷା ପରିମାଣ ବଢିବ। ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]
ନୂଆଦିଲ୍ଲୀ: ଘୃଣା, ଗାଳିଗୁଲଜ, ଅସମ୍ମାନ ଓ ହିଂସାତ୍ମକ ଧମକ। ସୋସିଆଲ୍ ମିଡିଆରେ ଗୁଣ୍ଡାଗିରିର। ନୂଆ ଟ୍ରେଣ୍ଡ –ଟ୍ରୋଲ୍କୁ ନେଇ ଘମାସାନ। ଏକ ଭିନ୍ନଧର୍ମୀ ଦମ୍ପତିଙ୍କୁ ଦୂର୍ବ୍ୟବହାର ପ୍ରସଙ୍ଗରେ ଲକ୍ଷ୍ନୌରେ ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରୋଲିଂ ଥମୁନଥିବା ବେଳେ ସୁଷମା ବି ଦେଉଛନ୍ତି ଏହାର କଡ଼ା ଜବାବ। ଆଜି ସୋନମ ମହାଜନ ନାମକ ଜଣେ ଟ୍ୱିଟର୍ ୟୁଜର୍ଙ୍କୁ ବ୍ଲକ୍ କରିଛନ୍ତି ସୁଷମା। ସୋନମ ସୁଷମାଙ୍କୁ କଟାକ୍ଷ କରିବା ସହ ତାଙ୍କୁ […]
ଜବୁଲ୍: ଆଫଗାନିସ୍ତାନର ଜବୁଲ ପ୍ରଦେଶରେ ଆଫଗାନୀ ସେନା କରିଥିବା ଏୟାରଷ୍ଟ୍ରାଇକ୍ରେ ୪୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିରେ ୧୫ ଆତଙ୍କବାଦୀ ଆହତ ହୋଇଛନ୍ତି। ସେନାର ଜଣେ ମୁଖପାତ୍ର କହିଛନ୍ତି, ଏହି ତାଲିବାନ ଆତଙ୍କବାଦୀ ଶିଙ୍କି ଏବଂ ନାଓବାହାର ଜିଲ୍ଲାରେ ଲୁଚିଥିଲେ। ଏହି ଆକ୍ରମଣ ବ୍ୟତୀତ ଅର୍ଘଣାବାଦ୍ ଏବଂ ଶାହ ୱରାଲି ଜିଲ୍ଲାରେ ମଧ୍ୟ ଆକ୍ରମଣ ଘଟଣା ଘଟିଛି। କାନ୍ଦାହାର ଜିଲ୍ଲାର ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଉରୁଜଗାନ୍ ପ୍ରଦେଶର ଗିଜାବ […]
ନୂଆଦିଲ୍ଲୀ: ଦେଶର ପୋଲିସ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ଡିଜିପି ବାଛିବ UPSC। ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଅଫିସରଙ୍କ ନାଁ UPSCକୁ ପଠାଇବେ। UPSC ଏହି ତାଲିକାରୁ ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ତେବେ ରାଜ୍ୟ ସରକାରଙ୍କ ପାଖରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବାର କ୍ଷମତା ରହିବ। ତେବେ ଡିଜିପି […]
ଭୁବନେଶ୍ୱର: ORHDC ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ । ୨୦୦୦ ମସିହାରେ ଓଅାରଏଚଡିସି ରେ ୫୫ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନସ କୋର୍ଟ । ଅାଇଏଏସ ବିନୋଦ କୁମାର ସମେତ ୫ ଜଣ କୋର୍ଟରେ ହାଜର ନ ହେବାରୁ ସେମାନଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା […]
ନୂଆଦିଲ୍ଲୀ : ଯୌନ ନିର୍ଯାତନା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଶେଲ୍ଟର ହୋମ୍ ମାଲିକ ଫୟାଜ୍ ରେହମାନ୍ ଓରଫ୍ ‘ଡ୍ୟାଡି’ ଜେଲ୍ ଯିବାର ବେଶ୍ କିଛି ଦିନ ପରେ ତାଙ୍କ ସମର୍ଥନରେ ବିବାଦୀୟ ମତ ଦେଇଛନ୍ତି ଜଣେ ଆମେରିକୀୟ ସାଂସଦ। ରିପବ୍ଲିକାନ୍ର ଏହି ସିନେଟର ଚାର୍ଲସ୍ ୟାର୍ଣ୍ଣେଷ୍ଟ ଗ୍ରାସଲି ଭାରତକୁ ଚିଠି ଲେଖି କହିଛନ୍ତି, ଫୟାଜ୍ ରେହମାନ୍ ନାମକ ଏହି ବ୍ୟକ୍ତିଙ୍କୁ ଜେଲ୍ ପଠାଯିବାର କାରଣ ସେ ଜଣେ ଖ୍ରୀଷ୍ଟିଆନ୍। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି […]
ଭୁବନେଶ୍ୱର: ପୁଣି ଚଳିତ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର। ସାଧାରଣ ଧାନର MSP କ୍ୱିଣ୍ଟାଲ ପ୍ରତି ୨୯୩୦ ଏବଂ ଏ’ ଗ୍ରେଡ ଧାନ ୨୯୭୦ ଟଙ୍କା ପାଇଁ ଦାବି କରି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ କୃଷି ସଚିବ। ସେପଟେ କେନ୍ଦ୍ରକୁ ଟାର୍ଗେଟ୍ କରି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ଧାନର MSP ଧାର୍ଯ୍ୟ କରିବା କଥା। […]
ଭୁବନେଶ୍ୱର: ବ୍ଲାକ୍ରୋଜ ବୁଡ଼ି ଘଟଣାରେ ଯାଜପୁରର ଜଣେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି। ଦଳର ଉପସଭାପତି ସମୀର ମହାନ୍ତି ଏକ ପ୍ରେସ୍ମିଟ୍ କରି ବ୍ଲାକ୍ରୋଜ ସହ ବିଧାୟକଙ୍କ ଭାଇଙ୍କର ବ୍ୟାବସାୟିକ ସମ୍ପର୍କ ଥିବା କହିଛନ୍ତି। ଯାଜପୁର ପୌରପରିଷଦର ଶତବାର୍ଷିକୀ ଉତ୍ସବରେ ସେ ଗାଡ଼ି ଚଲାଉଥିଲେ ଗାଡ଼ିରେ ମୁଖ୍ୟମନ୍ତ୍ରୀ ମଧ୍ୟ ବସିଥିଲେ। ତେଣୁ ସେ ଏହାକୁ ଲୁଚାଇଥାଇ ପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସମୀର। ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାର […]
କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁଁ ମାନସରୋବର ଯାତ୍ରାରେ ଥିବା ପ୍ରାୟ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ ଅଧାବାଟରେ ଫସି ରହିଛନ୍ତି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ୫୨୫ ତୀର୍ଥଯାତ୍ରୀ ସିମିକୋଟରେ ଫସି ରହିଥିବାବେଳେ ତିବ୍ବତ ଅଞ୍ଚଳରେ ୫୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି।ଅଟକ ରହିଥିବା ଯାତ୍ରୀଙ୍କ ମଧ୍ୟରେ କର୍ଣ୍ଣାଟକର ୨୯୦ ଜଣ ଅଛନ୍ତି। ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନେପାଳଗଂଜ, ସିମିକୋଟ ଏବଂ ହିଲ୍ସା ଅଞ୍ଚଳରେ ସ୍ଥିତି ଉପରେ ନଜର ରଖିଛନ୍ତି। ପାଣିପାଗ ଖରାପ […]
ନୂଆଦିଲ୍ଲୀ : ଅକ୍ଟୋବର ୩୧ରେ ବିଧିବଦ୍ଧ ଜମ୍ମୁ-କଶ୍ମୀର ବିଭାଜନ ହେବ। ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ। ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି କିଛି ଅଘଟଣ ହେବାନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏହାର ଆଧାରରେ ଏଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ବେଶ୍ କିଛି ଆତଙ୍କବାଦୀ […]
ୱାଶିଂଟନ : ବିଶ୍ୱର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଅଲ୍ ବଗ୍ଦାଦିର ମୃତ୍ୟୁ ପରେ ତାର ଉତ୍ତରାଧିକାରୀକୁ ନିପାତ କରିଛନ୍ତି ଆମେରିକା ସେନା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କେବେ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ନିହତ କରାଯାଇଛି, ସେନେଇ ଟ୍ରମ୍ପ କୌଣସି ସ୍ପଷ୍ଟ କରିନାହାଁନ୍ତି। Just confirmed that Abu Bakr al-Baghdadi’s number one replacement has been terminated by American […]
ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ । ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି ତାଲିକାରୁ UPSC ୩ ଜଣଙ୍କୁ ମନୋନୀତ କରିବେ। UPSC ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ। ସୁପ୍ରିମକୋର୍ଟର ମୁଖ୍ୟ […]
ବାରିପଦା: ଅାଜି ସକାଳୁ ଶିମିଳିପାଳରୁ୨ଟି ପୋଷା ହାତୀଙ୍କୁ ସାତକୋଶିଅା ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିଲା I ତେବେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସ୍ଥାନାନ୍ତର ହେଉଥିବା ଦୁଇଟି ପୋଷା ହାତୀକୁ ଅଟକାଇଛନ୍ତି I ଏଥିସହ ୧୮ନମ୍ବର ଜାତୀୟ ରାଜପଥର ମୁର୍ଗାବାଡି-ଗୋଲେଇ ଛକ ନିକରେ ରାସ୍ତାରୋକ କରିଛନ୍ତି I ଏଥିଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି I ପୋଷାହାତୀ ମହେନ୍ଦ୍ରର ବୟସ ୫୫ବର୍ଷ ହୋଇଥିବା ବେଳେ ଯୁବରାଜର ବୟସ ୧୫ବର୍ଷ I ଏମାନଙ୍କୁ ସାତକୋଶିଅାରେ ବାଘ ଟ୍ରାକିଂ ପାଇଁ […]
ଭୁବନେଶ୍ୱର: ଲୋକପ୍ରିୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ ଚଳିତ ବର୍ଷ ଟାଇମପାସ୍ ବୁକର୍ ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷଣା ହୋଇଛି ।୨୦୧୬ ପାଇଁ ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି ‘ନଟୁ’ ମନୋନୀତ ହୋଇଥିବାବେଳେ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କ ଗଳ୍ପ ପାଣ୍ଡୁଲିପି ‘କ୍ୟାସିନୋ’ ଚୟନ ହୋଇଛି । ୪୫ ବର୍ଷ ବା ତହିଁରୁ କମ୍ ବୟସର କଥାଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଟାଇମପାସ୍ ପକ୍ଷରୁ […]
ଭୁବନେଶ୍ୱର: ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ରୁ ଜେଲ୍ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲେ। ବିଜେଡ଼ି ଟିକେଟରେ ସେ ମୟୂରଭଞ୍ଜରୁ ଜିତିଥିଲେ। ତେବେ ଗିରଫ ପରେ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା।
ସୋର: ବାହାଘର ଭୋଜିକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ସଂଘର୍ଷ I ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ସରିଯିବାରୁ କନ୍ୟାପକ୍ଷଙ୍କୁ ମାଡ଼ ମାରିଥିଲେ ବର ପକ୍ଷ I ଏଥିରେ ଉଭୟ ବରଯାତ୍ରୀ ଓ କନ୍ୟାପକ୍ଷର ୭ ଜଣ ଅାହତ ହୋଇଛନ୍ତି I ପ୍ରାୟ ୧୦୦ ଜଣ ବରଯାତ୍ରୀ ଅାସିଥିବା ବେଳେ କନ୍ୟା ପକ୍ଷ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ I […]
ଭୁବନେଶ୍ୱର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଷ୍ଟାର କନ୍ସଲ୍ଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା ଚାଲିଛି। ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ରେ ଲାଗିଥିବା ଚିଟ୍ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିବା ସୂଚନା ମିଳିଛି।
ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ୍ ସାଇନ୍ସରେ ୨୯ହଜାର୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ଯାଏ ଆଡମିଶନ୍ କରିବେ।
ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ […]
ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ ।