• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

tiger
ମହାବଳ ବାଘକୁ ମିଳିବ ସାଥୀ

ଭୁବନେଶ୍ୱର: ସାତକୋଶିଆରେ ଥିବା ମଧ୍ୟପ୍ରଦେଶର ବାଘକୁ ମିଳିବ ସାଥୀ। କାହିଁକି ନା ଓଡିଶା ଆସୁଛି ଆଉ ଏକ ବାଘୁଣୀ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ସାତକୋଶିଆ ଜଙ୍ଗଲକୁ ଅଣାଯାଉଛି ବାଘୁଣୀ। ବାଘୁଣୀଟି ଏହି ସପ୍ତାହରେ ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା ରହିଛି। ହେଲେ କେଉଁ ରୁଟ୍‌ରେ ବାଘୁଣୀକୁ ଅଣାଯାଉଛି, ସୁରକ୍ଷା ଦୃଷ୍ଟିରୁ ସେନେଇ ଗୁପ୍ତ ରଖାଯାଇଛି। ଗତ ୨୧ ତାରିଖରେ ଏକ ମହାବଳ ବାଘକୁ ମଧ୍ୟପ୍ରଦେଶର କାହ୍ନାରୁ ଅଣାଯାଇ ସାତକୋଶିଆରେ ନିର୍ମିତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।  କିଛି ଦିନ ହେଲା […]

  • Monday, 19 July 2021
mohana
ଜୁଲାଇ ୪ରେ ମୋହନା ବନ୍ଦ

ମୋହନା: ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ବନ୍ଦ ଡାକରା ଦିଆଯାଇଛି।  ମୋହନାରେ ବସ୍‌ଷ୍ଟାଣ୍ଡ, ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ସହ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ରାସ୍ତା ପାର୍ଶ୍ୱରେ ପାର୍କିଂ ହେଉଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ହେଉଥିବା ପରିଷଦ ଅଭିଯୋଗ କରିଛି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ପରେ ଶେଷରେ […]

  • Monday, 19 July 2021
killed
ବିବାହ ପାଇଁ ମନା କରିବାରୁ ଝିଅର ପ୍ରେମିକ ସହ...

ସୁନ୍ଦରଗଡ଼: ଆତ୍ମସମ୍ମାନ ପାଇଁ ଝିଅର ପ୍ରେମିକକୁ ହତ୍ୟା କଲା ବାପା। ଗତକାଲି ସୁନ୍ଦରଗଡ ଜିଲ୍ଲା ଧରୁଅଡିହି ଥାନା ବେଜିଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବେଜିଡିହି ଗାଁର ମୋହନ କିଶାନଙ୍କ ଝିଅଙ୍କ ସହ ସମ୍ବଲପୁର ଜିଲ୍ଲାର ବାମରା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉକ୍ତ ଯୁବକ ଜଣକ ବାରମ୍ବାର ଝିଅ ଘରକୁ ଆସି ଝିଅକୁ ନେଇ ୪-୫ଦିନ ପାଇଁ ବାହାରକୁ ନେଇଯାଉଥିଲା। ବାରମ୍ବାର ଏଭଳି ଘଟଣା ପରେ ମୋହନ […]

  • Monday, 19 July 2021
heavy rainfall
ଘୂର୍ଣ୍ଣିବଳୟ ପ୍ରଭାବ: ୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର: ମୌସୁମୀ ବର୍ଷାରେ ଭିଜିଲା ସାରା ଓଡ଼ିଶା। ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ରାଜ୍ୟର କିଛି ଜିଲ୍ଲାର ୨ ଦିନ ଧରି ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପ୍ରାକ୍  ସୂଚନା ଅନୁସାରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ।  ଉପକୂଳ ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି […]

  • Monday, 19 July 2021
puri
ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ବିଧି ମୁତାବକ କାଳିଆ ଠାକୁର ୩୫, ବଡ଼ ଠାକୁର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ। ପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ସର୍ବ ପ୍ରଥମ ଯାତ୍ରାକୁ ଶୃଙ୍ଖଳିତ ଭାବେ […]

  • Monday, 19 July 2021
devsnana purcima
ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ପୁଣି ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ସର୍ବ ପ୍ରଥମ ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବାକୁ ହୋଇଛି ବ୍ୟାପକ ବ୍ୟବସ୍ଥା। ସେହିପରି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ଲାଗି ୪୨ ପ୍ଳାଟୁନ୍ ଫୋର୍ସ ମୁତୟନ ହେବେ । ଆଉ କିଛି ଘଣ୍ଟାର ଅପେକ୍ଷା ଘଣ୍ଟ, ଘଣ୍ଟା, ବାଦ୍ୟରେ ଦୁଲକି ଉଠିବ […]

  • Monday, 19 July 2021
tulasi
‘ତୁଳସୀ’ ବିକୁଛି ଜହର

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ବ୍ରାଉନ ସୁଗାର ବ୍ୟବସାୟ।  ନିକଟରେ ଲକ୍ଷ୍ମୀସାଗର ଥାନା ହଳଦି ପଡିଆ ବସ୍ତିରୁ ୧୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ, ପୁଣି ସେହି ଅଂଚଳରୁ ପୋଲିସ ୧୪ଗ୍ରାମ ବ୍ରାଉନ ସୁଗାର ଜବତ କରିଛି।  ଏହି ଘଟଣାରେ ପୋଲିସ ଉଭୟ ମା’ ପୁଅଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଜବତ କରିଛି। ନାମ ତୁଳସୀ ହେଲେ କାମ ଓଲଟା।  ନିଜ ନାମକୁ ସାର୍ଥକ କରିବେ କ’ଣ, […]

  • Monday, 19 July 2021
imfa2
ଇମ୍ଫା ଆନ୍ଦୋଳନ: ଦେଢ଼ ମାସ ପରେ ପୁନରାବୃତ୍ତି, ମନ୍ଦ ଉଦ୍ଦେଶ୍ୟ ସନ୍ଦେହ କଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫାରେ ପୁଣି ତେଜିଛି ଆନ୍ଦୋଳନ । ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରି ଆଜିଠୁ କମ୍ପାନିର ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଚେତାବନୀ ବି ଦେଇଛନ୍ତି ।  ନା କେହି ଭିତରକୁ ଯାଇ ପାରୁଛନ୍ତି ନା ଆସି ପାରୁଛନ୍ତି । କାରଖାନାରେ ଉତ୍ପାଦନ ପୂରା ବନ୍ଦ । ଆନ୍ଦୋଳନକାରୀଙ୍କ ଅଭିଯୋଗ, ତ୍ରିପାକ୍ଷିକ ବୈଠକରେ ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି […]

  • Monday, 19 July 2021
xyz
ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ ନେଇ ଫେରାର

ବାରିପଦା: ଅଭିନବ ଉପାୟରେ ମହିଳାଙ୍କୁ ଠକେଇ। ବିଶୋଇ ଅଂଚଳରେ ଗତ କିଛି ବର୍ଷ ହେଲା ଏକ ବେସରକାରୀ ସଂସ୍ଥା ଶତାଧିକ ମହିଳାଙ୍କୁ ଏକ ଗ୍ରୁପ ମାଧ୍ୟମରେ ଟଙ୍କା ଋଣ ଯୋଗାଇ ଦେଉଥିଲା। ସେହି ସଂସ୍ଥାର ଜଣେ କର୍ମଚାରୀ ଦଶରଥ ସାହୁ ମହିଳାଙ୍କୁ ବିଭିନ୍ନ ଉପହାରର ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଏହି ଘଟଣାରେ କୌଣସି ପଦକ୍ଷେପ ନ ନେବାରୁ ମହିଳାମାନେ ବାରିପଦା ଆସି ଅତିରିକ୍ତ […]

  • Monday, 19 July 2021
baliguda
ଛତୁଆ ଖାଇ ଗୋଟିଏ ପରିବାରର ୭ ଗୁରୁତର

ବାଲିଗୁଡା: କନ୍ଧମାଳ ଜିଲ୍ଲା ଖାଜମ ଗାଁର ଗୋଟିଏ ପରିବାରର ୭ଜଣ ଛତୁଆ ଖାଇ ଗୁରୁତର ଅସୁସ୍ଥ। ଅସୁସ୍ଥଙ୍କୁ ପ୍ରଥମେ ତୁମୁଡିବନ୍ଧ ହସପିଟାଲରେ ପ୍ରାଥମିକ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।  ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ସେମାନଙ୍କୁ ବାଲିଗୁଡା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ  ବିଳମ୍ବିତ ରାତିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛତୁଆ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ଛତୁଆ ଅଧିକ ଦିନ ରହିଯାଇ […]

  • Monday, 19 July 2021
drainage problem
ବ୍ରହ୍ମଗିରି: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା, ଅଲାରନାଥରେ ଡ୍ରେନେଜ ସମସ୍ୟା

ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମା ପରେ ଶୀଜୀଉ ବିଜେ କରିବେ ଅଣସର ଘରକୁ । ଏହି ସମୟରେ ମହାପ୍ରଭୁଙ୍କ ପରିବର୍ତ୍ତେ ଜଗନ୍ନାଥଙ୍କ ପ୍ରତୀକ ଭାବେ ଦର୍ଶନ ଦେବେ ଅଲାରନାଥ।  ଅଲାରନାଥଙ୍କୁ ଦର୍ଶନ ପାଇଁ  ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ।  ହେଲେ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ରାସ୍ତାରେ ଲହଡ଼ି ମାରୁଛି ମଇଳା ପାଣି । ବ୍ରହ୍ମଗିରି ଜାତୀୟ ରାଜପଥରୁ ନେଇ ମନ୍ଦିର ପର୍ଯ୍ୟନ୍ତ ରହିଛି ଆଣ୍ଠୁଏ ଉଚ୍ଚର […]

  • Monday, 19 July 2021
raghubir
ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟାରମ୍ଭ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟ ଆରମ୍ଭ।  ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ସର୍କିଟ ହାଉସରେ କମିଶନଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ଆଜି କାର୍ଯ୍ୟାଳୟରେ ଯୋଗଦେଇଛନ୍ତି କମିଶନ ଜଷ୍ଟିସ୍ ରଘୁବୀର ଦାଶ।  ଘଟଣା ନେଇ ଜନସାଧାରଣଙ୍କ ଠାରୁ କମିଶନ ସତ୍ୟପାଠ ଆହ୍ୱାନ କରିଛନ୍ତି। ଏ ନେଇ କମିଶନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୨୫ […]

  • Monday, 19 July 2021
naveen
ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର : ମହିଳାଙ୍କ ପାଇଁ ବିଜୁ  ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।  ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।  ଆଜି ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳର ମମତା ପଡିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ […]

  • Monday, 19 July 2021
Sukhoi Jet
ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ର  : ବାୟୁସେନାର ପୁଣି ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ର ନାସିକ ପାଖରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30 ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହି ଲଢୁଆ ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ। ସେମାନେ ସୁରକ୍ଷିତ ଅଛନ୍ତି । ଠିକ୍ ଦୁର୍ଘଟଣା ହେବା ଆଗରୁ ଦୁଇ ଜଣ ଯାକ ପାଇଲଟ୍ ପାରାଚ୍ୟୁଟ ଜରିଆରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଜଣାପଡ଼ିଛି।

  • Monday, 19 July 2021
rain-monsoon759
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ରାଜ୍ୟବ୍ୟାପୀ ଲାଗିରହିଛି ବର୍ଷା।  ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଓଡ଼ିଶାର ଉପରି ଭାଗରେ ଘୂର୍ଣ୍ଣିବଳୟ ସହ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ସେହିପରି କଟକରେ ବିଭିନ୍ନ ତଳିଆ ଅଞ୍ଚଳରେ […]

  • Monday, 19 July 2021
modi
ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଲେ ମୋଦି

ଜଲଗାଓଁ : ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଏବଂ ଏନ୍‌ସିପିକୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ୩୭୦ ଧାରା ଯଦି ସେମାନେ ପୁଣିଥରେ ଲାଗୁ କରିବାକୁ ଚାହୁଁଛନ୍ତି, ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରନ୍ତୁ। ଅକ୍ଟୋବର ୨୧ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୋଦି ଏହି ଅବସରରେ ଆୟୋଜିତ ଏକ ଜନସଭାରେ ଏଭଳି ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଖଣ୍ଡେ ସ୍ଥାନ ନୁହେଁ […]

  • Monday, 19 July 2021