• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

NDA-Topper
ଓଡ଼ିଆ ଛାତ୍ର ରୋନିତ୍‌ ହେଲେ ଏନ୍‌ଡିଏ ଟପ୍ପର

ନୂଆଦିଲ୍ଲୀ: ଏନ୍‌ଡିଏ  ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ ରଞ୍ଜନ ନାୟକ।  ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲର ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ ରୋନିତ କ୍ୟାରିୟର ପାଇଁ କୋହ୍ଲାପୁୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରାପାରେଟୋରୀ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରଶିକ୍ଷଣ ନେଉଥିଲେ । ରୋନିତଙ୍କ ବାପା ରଶ୍ମିରଞ୍ଜନ ନାୟକ ଗୋଆସ୍ଥିତ ନୌସେନା ବିମାନ […]

  • Tuesday, 13 July 2021
ojs topper
ଓଜେଏସ୍‌ ଟପ୍ପର ହେଲେ ସମ୍ବଲପୁର ଝିଅ

ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଜୁଡ଼ିସିଆଲ ସର୍ଭିସର ଚୂଡ଼ାନ୍ତ ରେଜଲ୍ଟ। ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇବେ॥ କୃତକାର୍ଯ୍ୟ ହୋଇଥିବା ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଏଥର ଓଜେଏସ୍ ଟପ୍ପର ହୋଇଛନ୍ତି । ତାଙ୍କ ପରେ ସମ୍ବେଦନା ସନ୍ଦୀପ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ କୃଷ୍ଣା ମିଶ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି। ନିଜର […]

  • Tuesday, 13 July 2021
jewellery
ଆସନ୍ତା ୧୨ ଯାଏ ଏହି ସହରରେ ବନ୍ଦ ରହିବ ଗହଣା ଦୋକାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଗହଣା ଦୋକାନ। କରୋନା ସଂକ୍ରମଣ ରୋକିବାକୁ ବ୍ରହ୍ମପୁର ଜୁଏଲାରୀ ଆସୋସିଏସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତମାସ ୧୩ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଅଣଅତ୍ୟାବଶ୍ୟକ ଦୋକାନ ବନ୍ଦ ଥିବା ବେଳେ ଚଳିତ ମାସ ୧ତାରିଖରୁ ଏସବୁ ଦୋକାନ ଖୋଲା ଯାଇଥିଲା। ହେଲେ ଜିଲ୍ଲାରେ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଗହଣା […]

  • Tuesday, 13 July 2021
representational image
ଡ୍ୟୁଟି ବେଳେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳିରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ନର୍ସଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକା ଦାନ କାର୍ଯ୍ୟ […]

  • Tuesday, 13 July 2021
pujariguda hospital
ସବୁଜିମାରେ ହସୁଛି ଡାକ୍ତରଖାନା ପରିସର; ଅଧା କଷ୍ଟ ଭୁଲି ଯାଉଛନ୍ତି ରୋଗୀ

ଉମରକୋଟ: ମେଡିକାଲରେ ସୃଷ୍ଟି ହେଉଛି ପାର୍କର ଭ୍ରମ। ଫୁଲ ବଗିଚା ସାଙ୍ଗକୁ ରହିଛି ଓପନ ଜିମ୍ ଓ ପିଲାଙ୍କ ଖେଳକୁଦ ସାମଗ୍ର॥ ମେଡିକାଲ ହତା ଭିତରେ ପଶୁ ପଶୁ ଏସବୁ ଦେଖି ସତେ ଯେପରି ଅଧା ରୋଗ ଭଲ ହୋଇଯିବ ! ମନ ହାଲ୍‌କା ହୋଇଯିବ। ଏମିତି ଡାକ୍ତରଖାନା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ। ଉମରକୋଟର ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ବଗିଚାରେ ହସୁଛି ରଙ୍ଗ ବେରଙ୍ଗର ଫୁଲ । ଗୋଲାପ, ସେବତି, ଜିନିଆ ଭଳି […]

  • Tuesday, 13 July 2021
aditya das death
ଗୁମର ଖୋଲିବ ଆଦିତ୍ୟଙ୍କ ଡାଏରୀ ! ଲେଖା ହୋଇଥିଲା ଏମିତି କଥା...

ଭୁବନେଶ୍ୱର: “ମୋ ଭାଇ କେବେବି ଆତ୍ମହତ୍ୟା କରି ନ ଥିବ। ଏଇଟା ପୂରା ଭୁଲ୍‌। କାହିଁକି ନା ସେ ଆତ୍ମହତ୍ୟା‌ କରିବା ପିଲା ନୁହେଁ’ ଏଭଳି କିଛି କହିଛନ୍ତି ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଜଣେ ସମ୍ପର୍କୀୟ ଭାଇ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, “ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ପରେ ମୋ ଭାଇ(ଆଦିତ୍ୟ) ଡିପ୍ରେସନ୍‌ରେ ଥିଲେ। କାହିଁକି ନା ଏହି ଅଭିଯାନ ଆରମ୍ଭ ହେବା […]

Image for representation
ମହିଳା ଦିବସର ଦିନକ ପୂର୍ବରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଯାଜପୁର: ସାରା ବିଶ୍ୱ ଗତକାଲି ପାଳନ କରିଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ମହାନତାକୁ ନେଇ ଅନେକ ବାର୍ତ୍ତା ସୋଶାଲ ମିଡିଆଠାରୁ ଆରମ୍ଭ କରି ସଭା, ସମିତିରେ ଶୁଣିବାକୁ ମିଳିଥିଲା।  ହେଲେ ଏହାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ସାରା ବିଶ୍ୱ ନାରୀ ସମ୍ମାନ ଉଦ୍ଦେଶ୍ୟରେ ମହିଳା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ରୀ  ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏପରି ଅଭିଯୋଗ ଅସିଛି ଯାଜପୁର […]

  • Tuesday, 13 July 2021
akas-margaru
ମାଲକାନଗିରିରେ ଜଳୁଛି ଜଙ୍ଗଲ; ୧୦ଟି ପାହାଡ଼କୁ ବ୍ୟାପିଲାଣି ନିଆଁ

ଭୁବନେଶ୍ୱର: ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ। ଏହାର ସର୍ବଗ୍ରାସୀ ରୂପ ଦେଖିଲେ ଛାତି ଥରି ଯାଉଛି।  ଶିମିଳାିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲ ଏବେ ନିଆଁ ଲାଗି ଜଳୁଛି।  ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି । ୧୨ ଦିନରୁ ଅଧିକ ହେବ ଜଳୁଛି ଶିମିଳିପାଳ। ନିଆଁକୁ ଆୟତ୍ତ କରିପାରୁନି ଅଗ୍ନଶମ ବିଭାଗ। ପୋଡ଼ାଢିଆ ରେଞ୍ଜର ଠାକୁରାଣୀଗଡି, […]

twin city new cp
ଟ୍ୱିନ୍ ସିଟିର ନୂଆ ସିପି ଦାୟିତ୍ୱରେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି। ଦାୟିତ୍ୱ ନେବା ପରେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି। ଟ୍ୱିନ୍ […]

  • Tuesday, 13 July 2021
purandeswari
ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ-ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରି ଆସିଛନ୍ତି।   ସୂଚନାଥାଉ କି, ଆଜି ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ମା’ ମାନେ ଜନ୍ମରୁ ନେତା। ନେତୃତ୍ୱ […]

  • Tuesday, 13 July 2021
marriage
ଶାଶୂଘର ଯିବାବେଳେ କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା: ଗତକାଲି ହସଖୁସିରେ ଉଛୁଳି ପଡ଼ୁଥିଲା ଘର। ଘରେ ବନ୍ଧୁ ବାନ୍ଧବ, ଭୋଜିଭାତରେ କମ୍ପୁଥିଲା। ଧୁମ୍‌ଧାମରେ ସରିଲା ବାହାଘର। ପଡ଼ିଗଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ବାହାରିଲା ଶାଶୂଘର। ଝିଅକୁ ବିଦା କରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା’। ତଥାପି ଦୁଃଖକୁ ମନରେ ଚାପି ଝିଅର ନୂଆ ସଂସାର ପାଇଁ ଠାକୁରଙ୍କ ପାଖେ ମଙ୍ଗଳ ମନାସୁ ଥିଲେ।  କିନ୍ତୁ ବାପା-ମା’ଙ୍କ ବିଚ୍ଛେଦ ସହି ପାରିଲାନି ଝିଅ। କାନ୍ଦ କାନ୍ଦି ସବୁଦିନ ପାଇଁ ଦୁନିଆ ଛାଡ଼ି […]

  • Tuesday, 13 July 2021
dharmendra pradhan
ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ-ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାର ସାମାଜିକ ତଥା  ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପଛୁଆ ବର୍ଗର ଲୋକଙ୍କର ଏକ ସର୍ଭେ ଆରମ୍ଭ କରିବାକୁ ଯାଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଧର୍ମେନ୍ଦ୍ର  କହିଛନ୍ତି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ହେଲେ ତାଙ୍କ […]

  • Tuesday, 13 July 2021
-tapas mohanty
ପଣବନ୍ଦୀ ଥିବା ତାପସ ଉଦ୍ଧାର; ଅଭିଯୁକ୍ତ ଫେରାର

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସୋର କେଶପୁର ଗାଁର ତାପସ ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଲକ୍ଷ ଟଙ୍କା ଦାବି କରିବା ଘଟଣା ଉପରୁ ଉଠିଛି ପରଦା। ଏଥିସହ ଅପହୃତ ତାପସଙ୍କୁ  ଉଦ୍ଧାର କରିଛି ପୋଲିସ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା କୁଲଟାଲି ଥାନା ଅଞ୍ଚଳରୁ ତାପସଙ୍କୁ ଉଦ୍ଧାର କରାଯାଇ ସୋର ଅଣାଯାଇଛି । ସୂଚନାଥାଉ କି, ଚାକିରି ଯୋଗାଇ ଦେବା ନାମରେ  ବନ୍ଧୁକ ମୁନରେ ତାପସଙ୍କୁ ପଣବନ୍ଦୀ କରି ନେଇଥିଲେ ଦୁର୍ବୃତ୍ତ। ସେତିକି ନୁହେଁ,  […]

  • Tuesday, 13 July 2021
odisha
ଘର ବାହାରକୁ ଡାକି ସ୍ୱାମୀ,ସ୍ତ୍ରୀ ଓ ଝିଅକୁ ହାଣିଲେ ଦୁର୍ବୃତ୍ତ

ଯାଜପୁର: ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମୀର୍ଜାପୁର ଗାଁରେ ଗତ ରାତିରେ ଏହି ବୀଭତ୍ସ କାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ ତରୁଲତା ବିଶ୍ୱାଳ ଓ ସେ ଜଣେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ୱାମୀ ଇଞ୍ଜିନିୟର ଥିବା ବେଳେ […]

  • Tuesday, 13 July 2021
cm odisha
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଅଛି-ମୁଖ୍ୟମନ୍ତ୍ରୀ

ବାରିପଦା: ୪ ଦିନ ହେଲା ଜଳୁଛି ଶିମିଳିପାଳ।  ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାମରେ ହଜାରେରୁ ଅଧିକ ଲୋକ ଲାଗିଛନ୍ତି ସେମାନଙ୍କ ମଧ୍ୟରୁ ୮୫୦ଜଣ ବନ ବିଭାଗ କର୍ମଚାରୀ ଅଛନ୍ତି । ଅଭୟାରଣ୍ୟର ଚନ୍ଦନଚତୁରୀ, ଡିଗଡିଗା, ଡୁକରା, ପୋଡ଼ାଡିହା, ଠାକୁରମୁଣ୍ଡା ଏବଂ ବରେଇପାଣି ଭଳି ୭ଟି ରେଞ୍ଜରେ ନିଆଁ ଲାଗିଯାଇଛି। ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଜଳୁଛି। ପତ୍ରଝଡା ଋତୁରେ […]

  • Tuesday, 13 July 2021
vaccine
କରୋନା ଟିକାକରଣରେ କଟକଣା: ଜାଲିଆତି କଲେ ଦଣ୍ଡ

ଭୁବନେଶ୍ୱର:  କରୋନା ଟିକାକରଣରେ କେହି ଯଦି ଜାଲିଆତି କରିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ କଡ଼ା ଚିଠି ଲେଖିଛନ୍ତି। ସବୁ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ୍ ଉଲ୍ଲେଖ କରିଛନ୍ତି ଯେ, ଟିକା ନେବା ପାଇଁ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଆସିବେ ତାହେଲେ ସେ ଦଣ୍ଡିତ ହେବେ। କେବଳ […]

  • Tuesday, 13 July 2021
radharani panda
ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଅସୁସ୍ଥ

ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି। ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ […]

similpal
ତିନି ଦିନ ହେଲା ଜଳୁଛି ଶିମିଳିପାଳ

ବାରିପଦା: ତିନି ଦିନ ହେଲା ଜଳୁଛି ଶିମିଳିପାଳ।  ମୟୂରଭଞ୍ଜ ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ଯାହାଫଳରେ ଜଙ୍ଗଲରେ ବହୁ ଔଷଧୀୟ ଗଛ ପୋଡ଼ି ଯାଉଛି। ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ ଭୟଭୀତ ହୋଇପଡିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଜଳୁଛି । ପତ୍ର ଝଡା ଋତୁରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ […]

youth kidnap
ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ, ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ: ଭିଡିଓ ହେଲା ଭାଇରାଲ

ବାଲେଶ୍ୱର: ବନ୍ଧୁକ ମୁନରେ ଯୁବକଙ୍କୁ ପଣବନ୍ଦୀ କଲେ ଦୁର୍ବୃତ୍ତ। ସେତିକି ନୁହେଁ,  ୮ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି  ଏକ ଧମକପୂର୍ଣ୍ଣ ଭିଡିଓ ପରିବାର ଲୋକଙ୍କୁ ପଠାଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।  ଭିଡିଓ ପାଇବା ପରେ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏନେଇ ଏକ […]

  • Tuesday, 13 July 2021
satyajit mohanty ips
ପୋଲିସ ସେବାରୁ ଅବସର ନେଲେ IPS ସତ୍ୟଜିତ

ଭୁବନେଶ୍ୱର: OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି। ପୋଲିସ ବିଭାଗରେ ୩୩ ବର୍ଷ ଧରି କାମ କରିବା ପରେ ଗତକାଲି ସେ ପୋଲିସ ସେବାରୁ ଅବ୍ୟାହତି ନେଇଥିଲେ।  ୧୯୮୮ ବ୍ୟାଚ୍‌ର  IPS ସତ୍ୟଜିତ କାଲି ପୋଲିସ ସେବାରୁ ଅବସର ନେଇଥିଲେ । ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୋଲିସ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ […]

  • Tuesday, 13 July 2021
tika-cm
କୋଭିଡ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

  • Tuesday, 13 July 2021
school'
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର: ଆଜିଠୁ ହେବ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ। ସ୍କୁଲ ଗୁଡିକରେ […]

  • Tuesday, 13 July 2021
VSSUT
ଭିସୁଟ୍‌ର ଅଫ୍‌ ଲାଇନ ପରୀକ୍ଷା ସ୍ଥଗିତ

ବୁର୍ଲା: ବୁର୍ଲା ଭିସୁଟ୍‌ (Veer Surendra Sai University of Technology) ରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ପାଇଁ ଅଫ୍‌ ଲାଇନ ପରୀକ୍ଷାକୁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି। ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ଭିସୁଟ୍ ଅଞ୍ଚଳକୁ ସଟଡାଉନ ଘୋଷଣା […]

  • Tuesday, 13 July 2021
marriage
ବାହା ହେବା ପାଇଁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ ବର

ରାଉରକେଲା: ଜୁଲାଇ ଆରମ୍ଭରୁ ମହାମାରୀ କରୋନା ଭୟଙ୍କର ରୂପ ନେଲାଣି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କଟକଣା ଜାରି କରାଯାଇଛି। ପୂର୍ବରୁ ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ। ଏ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି […]

  • Tuesday, 13 July 2021
maoist
୪ କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ୪ ଜଣ କ୍ୟାଡର ମାଓବାଦୀ BGN ଡିଭିଜନ୍‌ର ସଦସ୍ୟ ବୋଲି କୁହାଯାଉଛି। ନିହତ ମାଓବାଦୀଙ୍କ ଉପରେ ସରକାର ପୁରସ୍କାର ଘୋଷଣା କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଆଜି ଭୋରରୁ ଡିଭିଏଫ୍ ଓ ଏସ୍ଓଜି ଯବାନ ମାଓବାଦୀଙ୍କ କ୍ୟାମ୍ପ ଉପରେ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି […]

  • Tuesday, 13 July 2021