• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଅଡ଼ୁଆରେ ପ୍ରଧାନଶିକ୍ଷକ

ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍‌ର ବିଦ୍ୟାଧର ସେଠୀ। ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲିଠୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିସିଙ୍କୁ ଘଟଣାର ତଦନ୍ତ ନିମନ୍ତେ […]

  • Wednesday, 21 July 2021
IPS reshuffle
୪ ଆଇପିଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୪ ଜଣ ଆଇପିଏସ୍‌ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟା(ଏଡିଜି)କୁ ପଦୋନ୍ନତି କରିଛନ୍ତି। ୧୯୯୫ ବ୍ୟାଚର ଆଇପିଏସ୍ ଆର.କେ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର ରିତୁ ଅରୋରାଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ଆଇପିଏସ୍ ନରସିଂହ ଭୋଳ, ଅମିତେନ୍ଦ୍ର ନାଥ ସିହ୍ନା ଓ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଆଇପିଏସ୍ ଅନିରୁଦ୍ଧ […]

  • Wednesday, 21 July 2021
Sex-Racket
ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ଲଜ୍‌ରେ ଚଢ଼ଉ; ୩୦ଜଣ ଯୁବକ, ଯୁବତୀ ଉଦ୍ଧାର

ବାରିପଦା (ମାଣିକଲାଲ୍‌ ପାଣି): ଏବେ ଚାଲିଛି ପର୍ଯ୍ୟଟନର ଋତୁ ଏବଂ ଆଗକୁ ପାଳନ ହେବ ନୂଆବର୍ଷ। ହେଲେ ତା’ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ଦେହ ବ୍ୟବସାୟ ଚାଲୁଥିଲା। ଏପରିକି ଦେହ ବ୍ୟବସାୟ ପାଇଁ ଡିଲ୍‌ ମଧ୍ୟ ହେଉଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ୍‌ ଚଢ଼ଉ କରି ହୋଟେଲ୍‌ର ମାଲିକ ଏବଂ ମ୍ୟାନେଜରଙ୍କୁ ଗିରଫ କରିଥିଲା। ଏହି ଘଟଣାର କିଛିଦିନ ନଯାଉଣୁ ବାରିପଦାରୁ ଆସିଛି ସେମିତି ଏକ ଘଟଣା। ବିଚ୍‌ […]

  • Wednesday, 21 July 2021
representational image
ଫାଶୀ ଛାନିଆରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ !

କେନ୍ଦୁଝର: ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜେଲ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁରୀ ମୁଣ୍ଡା। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ ଥିଲେ। ଆଜି ସକାଳୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ସୁନୀଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ମିଳିଥିଲା। ସୁନୀଲ ଭଳି ତାଙ୍କୁ ବି ଫାଶି […]

  • Wednesday, 21 July 2021
odisha
ବ୍ଲାକ୍‌ରେ ମିଳୁଛି ବାରବାଟୀ ଟିକେଟ୍‌ !

କଟକ: ବ୍ଲାକ୍‌ରେ ବାରବାଟୀ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆସନ୍ତା ରବିବାରରେ ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ରାଜ୍ୟରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିବା ବେଳେ ବ୍ଲାକର୍‌ମାନେ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। କୌଣସି ଲୁଚାଛପାରେ ନୁହେଁ ବରଂ ଖୋଲାଖୋଲି ସେମାନେ ମ୍ୟାଚ୍‌ ଦେଖିବା ପାଇଁ ଟିକେଟ୍‌ ବ୍ଲାକ୍‌ରେ ବିକିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବ୍ଲାକର୍‌ OLX ୱେବସାଇଟ୍‌ରେ ବାରବାଟୀ ଦିନିକିଆର ଟିକେଟ୍‌ ବିକ୍ରି ହେବ ବୋଲି […]

  • Wednesday, 21 July 2021
odisha
ବନ୍ଧୁକ ଦେଖାଇ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କଠୁ ଲୁଟ୍‌

କେନ୍ଦ୍ରାପଡ଼ା: ପେଟ୍ରୋଲ ପମ୍ପ୍‌ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଦୁର୍ବୃତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର କ ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ୍‌ରୁ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ […]

  • Wednesday, 21 July 2021
traffic
ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

କଟକ: ଆସନ୍ତା ରବିବାର କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ କଟକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼ ଓ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ପାର୍କିଂ ବ୍ୟବସ୍ଥା କରାଯାଇଛି। ଜାଣି ରଖନ୍ତୁ କ’ଣ ରହିଛି ପାର୍କିଂ ବ୍ୟବସ୍ଥା … ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ […]

  • Wednesday, 21 July 2021
cold wave
ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ଡେରିରେ ହେଲେ ବି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଲାଣି। ତେବେ ଆଗକୁ ଆହୁରି ଶୀତ ବଢ଼ିବ। ରାଜ୍ୟରେ ଶୀତର ପ୍ରକୋପ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତାପମାତ୍ରା ୧ରୁ ୨ ଡିଗ୍ରୀ ହ୍ରାସ ପାଇଥିବାବେଳେ ଆଗକୁ ଆହୁରି କମିବ। ଫଳରେ ଆହୁରି ଅଧିକ ଶୀତ ଅନୁଭୂତ ହେବ। ସେହିପରି କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡିଗ୍ରୀ କମିଛି। ଉତ୍ତରା […]

  • Wednesday, 21 July 2021
odisha
ପିକ୍‌ନିକ୍‌ରୁ ଫେରି ଛାତ୍ରଛାତ୍ରୀ ଅସୁସ୍ଥ

ଆଠଗଡ଼: ପିକ୍‌ନିକ୍‌ରୁ ଫେରି ଛାତ୍ରଛାତ୍ରୀ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି।  ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାଧପୁର ଓ ଆଠଗଡ଼ ମେଡିକାଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି। […]

  • Wednesday, 21 July 2021
babushan 1
‘ଏଥର ଗେଟ୍‌ରୁ ବାହାରିଲା ମାତ୍ରେ ହେଲ୍‌ମେଟ୍‌ ପିନ୍ଧିବି ’

ଭୁବନେଶ୍ୱର: ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍‌ ଷ୍ଟାର ବାବୁଶାନ୍‌ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁଶାନ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍‌ ଛକରେ ନା […]

  • Wednesday, 21 July 2021
odisha
ଜଙ୍ଗଲ ଭିତରେ ଯୁବକଙ୍କୁ ଗଳା କାଟି ଓ ପଥରରେ ଛେଚି ହତ୍ୟା

ବଣାଇ (ରଞ୍ଜିତ ଚୌଧୁରୀ): ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଏହି ହତ୍ୟାକାଣ୍ଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଯୁବକଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତା’ସହିତ ତାଙ୍କ ଗଳା ବି କଟା ଯାଇଛି। ମୃତ ଯୁବକଙ୍କ ନାଁ ଅନୀଲ ମୁଣ୍ଡା। ତାଙ୍କ ଘର […]

  • Wednesday, 21 July 2021
babushan
ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଧରାପଡ଼ିଲେ ବାବୁଶାନ୍, କଟିଲା ଚାଲାଣ

ଭୁବନେଶ୍ୱର: ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି। ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରୁଛି ଟ୍ରାଫିକ୍‌ ପୁଲିସ୍‌। ତେବେ ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଲାଇବା ଜଣେ ଓଡ଼ିଆ ଅଭିନେତାଙ୍କ ପାଇଁ ମହଙ୍ଗା ପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିବା ଅଭିଯୋଗରେ ଓଲିଉଡ୍‌ ଷ୍ଟାର୍‌ ବାବୁଶାନ୍‌ଙ୍କ ନାଁରେ ଚାଲାଣ କଟିଛି। ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର […]

  • Wednesday, 21 July 2021
accident
ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପରେ କମିଛି ଦୁର୍ଘଟଣା

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ରାଜ୍ୟରେ ଦୁର୍ଘଟଣା କମିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା କମିଛି। ଦୁର୍ଘଟଣାରେ ମୃତ୍ୟୁ ହାର ୧୨ପ୍ରତିଶତ କମିଛି। ସଡକ ସୁରକ୍ଷା ନେଇ ରାଜଧାନୀର ଲୋକସେବା ଭବନରେ ଆଜି ବସିଥିବା ରାଜ୍ୟ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରୁ ଏନେଇ ସୂଚନା ମିଳିଛି। ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲ୍ଲା ସର୍ବାଧିକ ଦୁର୍ଘଟଣା ପ୍ରବଣ। ୨୦୧୮ରେ ସମଗ୍ର ଭାରତରେ ୧ […]

  • Wednesday, 21 July 2021
puri
ଆଜି ୪ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ […]

  • Wednesday, 21 July 2021
vigilance-22
ଭିଜିଲାନ୍ସ ଜାଲରେ BDA ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। BDA ସେକ୍ସନ୍ ଅଫିସର ବିଭୂତି ଭୂଷଣ ରାୟଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ଭୁବନେଶ୍ୱରର ଝାରପଡା, ଜିଜିପି କଲୋନୀ ସ୍ଥିତ ଘର ସମେତ ଅଫିସ୍‌ରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରୁଛି। ଏମିତିକି ଜଗତସିଂହପୁର ସ୍ଥିତ ବିଭୂତିଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ର ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଜାରି […]

  • Wednesday, 21 July 2021
odisha
ପୁଲିସ୍‌ ନିକଟରେ ଆର୍ମି ଯବାନଙ୍କ ଆତ୍ମସମର୍ପଣ, ପ୍ରେମିକାକୁ ଦେଇଥିଲେ ଏମିତି ଧୋକା

ବଣାଇ(ରଞ୍ଜିତ ଚୌଧୁରୀ): ବିବାହ ଭୋଜିରୁ ଦେଖା ସାକ୍ଷାତ, ତା’ପରେ ଆରମ୍ଭ ହେଲା ପ୍ରେମ। ଆଉ ଆର୍ମି ଯବାନଙ୍କୁ ହୃଦୟ ଦେଇ ବସିଲେ ଜଣେ ଆଦିବାସୀ ନାବାଳିକା। ଯବାନ ଜଣକ ବି ଚାକିରି କରାଇ ଦେବାର ବିଶ୍ୱାସ ଦେଇ ନାବାଳିକାଙ୍କ ହୃଦୟ ଜିତିଥିଲେ। ହେଲେ ପ୍ରେମିକାଙ୍କ ବିଶ୍ୱାସରେ ବିଷ ଦେଇ ହଠାତ୍‌ କେଉଁ ଆଡ଼େ ଚାଲିଗଲେ ଆର୍ମି ଯବାନ। ପୂରା ଘଟଣାଟି ଏମିତି… ସୁନ୍ଦରଗଡ ଜିଲ୍ଲାର ବାରକୋଟ ଥାନା ଅନ୍ତର୍ଗତ ମସିନ୍ଦା ଗାଁର ବୀରେନ୍ଦ୍ର ସାମାଡ ଆର୍ମିରେ ଯବାନ […]

  • Wednesday, 21 July 2021
odisha
ରାସ୍ତା ମଝିରେ ଫାଟିଲା ବସ୍‌ ଚକ

ସୋର: ରାସ୍ତା ମଝିରେ ଫାଟିଲା ବସ୍‌ର ଆଗ ଚକ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସୂଚନା ଅନୁସାରେ, କୋଲକାତାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ‘ଗ୍ରାଣ୍ଡ୍’ ନାମକ ଏହି ଯାତ୍ରୀବାହୀ ବସ୍‌ର ଆଗ ଚକ ଚପରପଦା ନିକଟରେ […]

  • Wednesday, 21 July 2021
odisha
ଗାଁ ଦାଣ୍ଡରେ ଖେଳୁଥିଲେ, ଚାପିଦେଲା ଟ୍ରାକ୍ଟର

ବାସୁଦେବପୁର: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ରହିଛି। ମୃତକଙ୍କ ନାଁ କାଳିଆ ମଲିକ (୬)। ଗୁରୁତର ଶିଶୁର ନାଁ ଅନିରୁଦ୍ଧ ମଲିକ (୬)। ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କାଳିଆ ଓ ଅନିରୁଦ୍ଧ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ […]

  • Wednesday, 21 July 2021
odisha
ପ୍ଲାଷ୍ଟିକ୍ ଦିଅନ୍ତୁ, ଆହାର ଖାଆନ୍ତୁ

ଭୁବନେଶ୍ୱର: ପ୍ଲାଷ୍ଟିକ୍ ଦିଅନ୍ତୁ, ଆହାର ଖାଆନ୍ତୁ। ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ୍‌ ଦେଲେ ତା’ ବଦଳରେ ମିଳିବ ଗୋଟିଏ ଆହାର ମିଲ୍। ତେବେ ଜଣେ ବ୍ୟକ୍ତି ସର୍ବାଧିକ ଗୋଟିଏ ଦିନରେ ୧ କିଲୋ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଦେଇ ଆହାର ମିଲ୍‌ ପାଇଁ କୁପନ୍‌ ନେଇ ପାରିବେ। ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ। ଭୁବନେଶ୍ୱରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର […]

  • Wednesday, 21 July 2021
odisha
ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ସାଲାଇନ୍‌, ନର୍ସଙ୍କ ଉପରକୁ ଦୋଷ ଠେଲିଲେ ଡାକ୍ତର

ଉଦଳା: ଔଷଧ କିଣିଲା ବେଳେ ତାହାର ବ୍ୟାଚ୍ ନମ୍ବର ଓ ଏକ୍ସପାଏରୀ ତାରିଖ ଦେଖି କିଣିବାକୁ ଲୋକଙ୍କୁ ସରକାର ସଚେତନ କରୁଛନ୍ତି। ଏକ୍ସପାଏରୀ ତାରିଖ ପରେ ଔଷଧ ରୋଗୀଙ୍କ ସ୍ୱାସ୍ଥ୍ୟ ସୁଧାରିବା ପରିବର୍ତ୍ତେ ଆହୁରି ବିଗାଡ଼ି ଦିଏ। ଏପରିକି ରୋଗୀଙ୍କୁ ବେଳେ ବେଳେ ମୃତ୍ୟୁ ମୁଖରେ ବି ପକାଇ ଦେଇଥାଏ। ଏଭଳି କିଛି ଚରମ ଅବହେଳା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।ସେଠାରେ ଜଣେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍‌ ଦିଆଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା […]

  • Wednesday, 21 July 2021
odisha
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧାର ଏକ କ୍ଲିନିକ୍‌ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଡାକ୍ତର ମାନସ ଦାସ କ୍ଲିନିକ୍‌ରେ ବସିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା। ତାଙ୍କ ଛାତି ଓ ପେଟରେ ଗୁଳି […]

  • Wednesday, 21 July 2021
odisha
ସେଲ୍ଫି ନେବାବେଳେ ନଦୀରେ ବୁଡ଼ିଗଲେ ଦୁଇ ଭଉଣୀ

ଯାଜପୁର: ସପ୍ତାହ ତଳେ ବାହା ହୋଇଥିଲେ। ଆଉ ଖୁସିରେ ବାପ ଘରକୁ ଆସିଥିଲେ ବୁଲିବାକୁ। ହେଲେ ସେ ଜାଣି ନ ଥିଲେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି କିଛି ଘଟିବ। ଆଉ ଏସବୁ ପଛରେ କାରଣ କ’ଣ ଜାଣନ୍ତି ? ସେଲ୍ଫି ନିଶା। ଆଜିକାଲି ଯୁବପିଢ଼ିଙ୍କ ମନରୁ ସେଲ୍ଫି ଉଠାଇବା ନିଶା ଆଦୌ ଯାଉନାହିଁ। ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। […]

  • Wednesday, 21 July 2021
odisha
ବାତିଲ୍‌ ହେଲା ଏହିସବୁ ଟ୍ରେନ୍‌

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଥିବା ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡିଶାକୁ ଏବଂ ଓଡିଶା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍‌ ପ୍ରଭାବିତ ହୋଇଛି। ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନ୍‌ ଗତକାଲି ବାତିଲ ହୋଇଥିଲା। ଆସନ୍ତାକାଲି କୋଲକାତାରୁ ଆସୁଥିବା ସାଲଦା-ପୁରୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି। ଏପଟେ ପୁରୀରୁ କୋଲକାତା ଯାଉଥିବା ପୁରୀ-ଚେନ୍ନାଇ […]

  • Wednesday, 21 July 2021
odisha
ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣାରେ ନାଟକୀୟ ମୋଡ଼

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ନିଖୋଜ ଘଟଣା ନାଟକୀୟ ମୋଡ଼ ନେଇଛି। ଯେଉଁମାନେ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା ସେମାନଙ୍କ ସହିତ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ସମସ୍ତେ ମାର୍ଚ୍ଚ ୨୮ ତାରିଖରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। କେହି ସେମାନଙ୍କୁ ଅପହରଣ କରି ନାହାନ୍ତି। ବିଜେପି ମିଛ କହୁଛି। ବିଜେପି ଦ୍ୱାରା ନିଜ ଅଞ୍ଚଳର ବିକାଶ […]

  • Wednesday, 21 July 2021
accident
ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ

ନରସିଂହପୁର: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ରତାପାଟ ନିକଟ ହାଡୁଆ ନାଳରୁ ୨ ଜଣ ମହିଳା ଶୌଚ ସାରି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ରତାପାଟ ଗାଁର ଉପର ସାହିର ରଙ୍ଗବତୀ ସାହୁ ଓ ତାରା ନାୟକ। ଆଜି ସକାଳ ପ୍ରାୟ ୫ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ […]

  • Wednesday, 21 July 2021