• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବାରିପଦା (ମାଣିକ ଲାଲ ପାଣି): ବିବାହ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜ୍ୟୋତିପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଇଟାମୁଣ୍ଡିଆ ଗାଁର ଗୌତମ ମହାନ୍ତ ଓ ଅଜିତ୍ ମହାନ୍ତ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗୌତମ ଓ ଅଜିତ୍ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ […]

  • Wednesday, 21 July 2021
representational image
ଡିଇଓଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା !

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା ! ତେବେ କେଉଁ କାରଣରୁ ସମ୍ପୃକ୍ତ ଶିକ୍ଷକ ଜଣକ ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ସୂଚନା ଅନୁସାରେ, ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଶିକ୍ଷକ ଚିତ୍ତ ପଣ୍ଡା, ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନ୍‌ରେ ନିୟୋଜିତ ହୋଇଥିଲେ। ସବୁଦିନ ପରି ଆଜି ଡିଇଓଙ୍କ କାର୍ଯ୍ୟାଳୟକୁ ଆସି କାମ କରୁଥିଲେ। ତେବେ ଆଜି ଡିଇଓ ପ୍ରମୋଦ କିଶୋର ପଣ୍ଡା ଅଫିସିଆଲ୍‌ ଟୁର୍‌ରେ ବୈପାରିଗୁଡ଼ା ଯାଇଥିଲେ। ଆଉ ଗଲା […]

  • Wednesday, 21 July 2021
president
୧୨ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୀର୍ଘ ୧୨ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଓ ତାଙ୍କ ପୁରୁଣା ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କ ସାକ୍ଷାତ ଦୀର୍ଘ ୧୨ ବର୍ଷ ପରେ ଆଜି ହୋଇଛି। ଆଜି ଉତ୍କଳ ୟୁନିଭରସିଟିରି ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଥିଲେ। ଏହି ସମୟରେ ସଭାସ୍ଥଳରେ ରାଷ୍ଟ୍ରପତି, ବୀରଭଦ୍ର ସିଂଙ୍କୁ ଡାକି ସାକ୍ଷାତ କରିଥିଲେ। ଏହାସହ ରାଷ୍ଟ୍ରପତି ଭବନ […]

  • Wednesday, 21 July 2021
odisha
ପ୍ରେମିକ-୪୨୦କୁ ବାନ୍ଧିଲା ପୁଲିସ୍‌

ଭଦ୍ରକ: ଲଭ୍‌, ସେକ୍ସ ଓ ଧୋକା। ଶେଷରେ ପ୍ରେମିକାକୁ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ପୁଲିସ୍‌ ଗିରଫ କରିଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ। ସୂଚନା ଅନୁସାରେ, ଅସୁରା ଗାଁର ପ୍ରମୋଦ ଲେଙ୍କା ନାମକ ଜଣେ ଯୁବକ ୪ ବର୍ଷ ହେବ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଗତ  ଡିସେମ୍ବର ୫ରେ କୋର୍ଟରେ ବିବାହ କରିବାକୁ […]

  • Wednesday, 21 July 2021
122343
ବିଧାୟକଙ୍କୁ ତାଲା ପକାଇ ଗାଡ଼ି ଜାଳିଦେଲେ

ତାଳଚେର: ଘରେ ଶୋଇଥିବା ଥିବା ଅବସ୍ଥାରେ ବିଧାୟକଙ୍କୁ ବାହାର ପଟୁ ତାଲା ପକାଇ ଗାଡ଼ିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ସୂଚନା ଅନୁସାରେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗତକାଲି ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗାଁ ସ୍ଥିତ କ୍ୟାମ୍ପ ଅଫିସରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ କିଛି ଦୁର୍ବୃତ୍ତ ବିଧାୟକଙ୍କ କ୍ୟାମ୍ପ୍‌ ଅଫିସ୍‌କୁ ଆସି ଗ୍ୟାରେଜ୍‌ରେ ଥିବା ଫର୍ଚୁନର୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାସହ ବିଧାୟକଙ୍କୁ […]

  • Wednesday, 21 July 2021
helmet
ହେଲ୍‌ମେଟ୍‌ ପାଇଁ ଫାଇନ୍‌ ଦେଲେ ହାଇୱା ଡ୍ରାଇଭର

ପଦ୍ମପୁର: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ୁଛି। ହେଲ୍‌ମେଟ୍‌ ପାଇଁ ଫାଇନ୍‌ ଦେଲେ ହାଇୱା ଡ୍ରାଇଭର। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ସତ। ଜଣେ ହାଇୱା ଚାଳକଙ୍କୁ ହେଲ୍‌ମେଟ୍‌ ପାଇଁ ଚାଲାଣ କାଟିବାକୁ ପଡ଼ିଛି। ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ। ସୂଚନା ଅନୁସାରେ, ଡିସେମ୍ବର ୨ରେ ମହୁଲପାଲି ଛକରେ ପୁଲିସ୍‌ ପକ୍ଷରୁ ଚେକିଂ କରାଯାଉଥିଲା। ଏହି ସମୟରେ ସେଇ ବାଟ ଦେଇ ଯାଉଥିବା […]

  • Wednesday, 21 July 2021
odisha
ଅଟୋ ଓଲଟି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ସ୍କୁଲରୁ ଅଟୋରେ ଫେରୁଥିବା ବେଳେ ରାସ୍ତାରେ ଓଲଟି ପଡ଼ିଲା ଗାଡ଼ି। ଫଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ଶୁଭସ୍ମିତା। ମୃତ ଛାତ୍ରୀ ଜଣକ ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତି। ସବୁ ଦିନ ପରି ଆଜି ମଧ୍ୟ […]

  • Wednesday, 21 July 2021
ram nath kovind
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ସକାଳ ୯ଟା ୫୦ରେ ସେ ଖୋର୍ଦ୍ଧା ବରୁଣେଇ ପାହାଡ ସ୍ଥଳକୁ ଯାଇ ସେଠାରେ ପାଇକ ବିଦ୍ରୋହ ସୃତିସ୍ଥଳର ଶିଳାନ୍ୟାସ କରିବେ। ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ସହିଦ ସ୍ମାରକୀର ଶିଳାନ୍ୟାସ କରାଯିବ। ତା’ ପର ଦିନ ୧୨ଟା ୩୫ରେ ଉତ୍କଳ […]

  • Wednesday, 21 July 2021
odisha
ସହାୟତା ନାଁରେ ୭୦ ଲକ୍ଷ ଟଙ୍କା ନେଇ ଛୁ ମାରିଲେ ଏହି ମହିଳା

ବଲାଙ୍ଗିର: କାହାକୁ ଚାକିରି କରାଇ ଦେବେ କହି, କାହାର ଝିଅର ବାହାଘର କରାଇ ଦେବେ କହି ଓ କାହାର ଜମିବାଡ଼ି କରେଇ ଦେବେ ଇତ୍ୟାଦି କହି ଜଣେ ମହିଳା ଲୋକଙ୍କଠୁ ୭୦ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରୁ ଏହି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଆରତୀ ନାୟକ ନାମକ ଜଣେ ମହିଳା ତାଙ୍କ ପରିବାର ସହିତ […]

  • Wednesday, 21 July 2021
odisha
କେନ୍ଦ୍ରୀୟ ବିଦ୍ୟାଳୟ-୩ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।  ଆଜି ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ପିଲାଙ୍କୁ ସ୍କୁଲରେ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହା ସହିତ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ଖେଳ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

  • Wednesday, 21 July 2021
pratap jena
‘ହାଇଦ୍ରାବାଦରେ ଯାହା ହୋଇଛି, ଉଚିତ୍‌ ହୋଇଛି...ଦୋଷୀଙ୍କୁ ଦଣ୍ଡ ମିଳିଛି’

ଭୁବନେଶ୍ୱର: ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି।  ତେବେ ପୁଲିସ୍‌ର ଏହି ଏନ୍‌କାଉଣ୍ଟରକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି,“ ମୋ ବ୍ୟକ୍ତିଗତ ମତ- ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଥିଲା ତାହା ସମ୍ବେଦନଶୀଳ ଘଟଣା ଥିଲା। ସେଇ ଘଟଣାର ଯେଉଁମାନେ ଦୋଷୀ ଥିଲେ ସେମାନେ ଖସି ଯିବାକୁ ଉଦ୍ୟମ ବେଳେ ପୁଲିସ୍‌ ସେମାନଙ୍କୁ ଏନ୍‌କାଉଣ୍ଟର କରିଥିଲା। ସେମାନେ […]

  • Wednesday, 21 July 2021
odisha
ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଥାଇ ମଧ୍ୟ କଟାଗଲା ଇ-ଚାଲାଣ

କଟକ: ପୁଣି ଏକ ଟ୍ରାଫିକ ଇ-ଚାଲାଣରେ ଜୋରଜବରଦସ୍ତ ଜରିମାନା ହୋଇଥିବା ଅଭିଯୋଗ ହୋଇଛି। କଟକ ସହର ସ୍ଥିତ ଗଙ୍ଗାମନ୍ଦିର ଅଞ୍ଚଳର ସୁଶାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ ଚଳାଉଥିବା ଏକ କାର୍‌ ଉପରେ ଗତ ଅଗଷ୍ଟ ୨୮ରେ ୩୫୦୦ ଟଙ୍କାର ଜରିମାନା ହୋଇଥିବା ନେଇ ସେ ଜାଣିବାକୁ ପାଇଥିଲେ। ତେବେ ସେହିଦିନ ତାଙ୍କ ଗାଡ଼ି ଭୁବନେଶ୍ୱର ଯାଇ ନ ଥିବା ବେଳେ ବାଣୀବିହାର ଅଞ୍ଚଳରେ କିପରି ଇ-ଚାଲାଣ କଟିଲା ବୋଲି ସେ […]

  • Wednesday, 21 July 2021
odisha
ଶିକାର କରିବାକୁ ଯାଇ ନିଜେ ଖାଇଲେ ଗୁଳି

ବାଲିଗୁଡ଼ା: ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ, ହେଲେ ନିଜେ ଖାଇଲେ ଗୁଳିମାଡ଼। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡ଼ି ଗାଁରେ ଶିକାର କରିବାକୁ ଯାଇଥିବା ଜଣେ ଯୁବକଙ୍କ ଗୁଳି ମାଡ଼ରେ ମୃତ୍ୟୁ ହୋଇଛି। ତାଙ୍କ ନାଁ କ୍ରିଷ୍ଣା ନାୟକ। ଗତ ଶନିବାର ବିଳମ୍ୱିତ ରାତିରେ ଗାଁର ୪ରୁ ୫ ଜଣ ଯୁବକ ସିଆଙ୍ଗବାଲି ଅଞ୍ଚଳରେ ଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ହେଲେ ଶିକାର ସମୟରେ କ୍ରିଷ୍ଣାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ଘଟିଥିବା […]

  • Wednesday, 21 July 2021
odisha
ଆଜିଠୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ

ଭୁବନେଶ୍ୱର: ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ମାଓବାଦୀଙ୍କ ପକ୍ଷରୁ ପିଏଲ୍‌ଜିଏ ସପ୍ତାହ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ପଟାଙ୍ଗି, ନନ୍ଦପୁର ଓ ପଡ଼ୁଆ ଓ ଲମତପୁଟ ଭଳି ଅଞ୍ଚଳରେ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଜିଲ୍ଲାର ସମଗ୍ର ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ […]

  • Wednesday, 21 July 2021
odisha
ନଷ୍ଟ ହେଲା ୨୨ କୋଟି ଟଙ୍କାର ଗଞ୍ଜେଇ ଗଛ

ବାଲିଗୁଡ଼ା(ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ବେଆଇନ୍‌ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ପୁଲିସ୍‌ ଜୋରଦାର ଉଦ୍ୟମ ଚଳାଇଛି। ଗତକାଲି କ.ନୂଆଗାଁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରି ସାଇନିପଡା ପଞ୍ଚାୟତର ଦଉଙ୍ଗିଆ ଓ ବିକାଙ୍ଗିଆ ଆଦି ଅଞ୍ଚଳରେ ୨୨୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୨୨ କୋଟି ଟଙ୍କା ହେବ ବୋଲି ପୁଲିସ୍ […]

  • Wednesday, 21 July 2021
bus-fire
ହୁତୁହୁତୁ ହୋଇ ଜଳିଗଲା ଦୁଇ ଦୁଇଟି ବସ୍‌

ଯାଜପୁର(ଅଭୟ ପତି): ହଠାତ୍‌ ଦୁଇ ଦୁଇଟି ବସ୍‌ରେ ଲାଗିଗଲା ନିଆଁ। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ ବସ୍‌ରେ କେହି ଯାତ୍ରୀ କିମ୍ବା କର୍ମଚାରୀ ନ ଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ମିଳିଥିଲା। ଯାଜପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ବ୍ୟାସନଗର ବସ୍‌ଷ୍ଟାଣ୍ଡରେ ‘ସୁଲୋଚନା’ ଏବଂ ‘ନିରୂପମା’ ବସ୍‌ ଦ୍ୱୟ ଛିଡ଼ା ହୋଇଥିଲା। ବସ୍‌ ଷ୍ଟାଣ୍ଡ୍‌ରେ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଡ୍ରାଇଭର ଆଉ ହେଲପର୍ […]

  • Wednesday, 21 July 2021
drive
ଭୁବନେଶ୍ୱର-କଟକରେ ଦ୍ରୁତ ଗାଡ଼ି ଚାଳନା ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର/କଟକ: ଟ୍ରାଫିକ୍‌ ନିୟମ ଗତକାଲିଠୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଗତକାଲିଠୁ ସାରା ରାଜ୍ୟରେ କଡ଼ାକ଼ଡ଼ି ଭାବେ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର-କଟକରେ ଦ୍ରୁତ ଗାଡ଼ି ଚାଳନା ଉପରେ କମିଶନରେଟ୍‌ ପୁଲିସ୍‌ ଅଙ୍କୁଶ ଲଗାଇଛି।  ଏହି ଦୁଇ ସହର ମଧ୍ୟରେ ଗାଡ଼ିର ସର୍ବାଧିକ ବେଗ ଧାର୍ଯ୍ୟ କରାଯାଇଛି। ଲାଇଟ୍‌ ଓ ହେଭି ଭେଇକିଲ୍‌ ଗୁଡ଼ିକ […]

  • Wednesday, 21 July 2021
odisha
ବାପଝିଅଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ: ଏକ ତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ। ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀ ଓ ତାଙ୍କ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଦଳପତି ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରେମ ଜନିତ କାରଣରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା […]

  • Wednesday, 21 July 2021
odisha
ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ଫାଇନ୍‌ ଦେଲେ ବାପା

କଟକ: ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ଆଉ ବାପା ଦେଲେ ଫାଇନ୍‌। ଟ୍ରାଫିକ୍ ନିୟମ ଆଜି ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବା ପରେ କଟକରେ ଏପରି ଏକ ଘଟଣା ଘଟିଛି। କଟକ ମଧୁପାଟଣା ଛକରେ ଆଜି ଜଣେ ନାବାଳକ ବାଇକ୍‌ ଚଳାଉଥିବା ଅଭିଯୋଗରେ ତାଙ୍କ ବାପାଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ହଜାର ନୁହେଁ କି ୨ ହଜାର ନୁହେଁ ଏକାଥରେ ୬ ହଜାର ଟଙ୍କା ଫାଇନ୍‌ ପଡ଼ିଛି। ଖାନନଗର ଅଞ୍ଚଳର ଏହି ନାବାଳକ ବିନା […]

  • Wednesday, 21 July 2021
odisha
ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶା ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର: ଏଣିକି ଅନଲାଇନ୍ ସପିଙ୍ଗ୍ କମ୍ପାନୀ ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ। ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ନେଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କ MoU ହୋଇଛି। ଏହି ବୁଝାମଣା ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ। ଫଳରେ ଓଡ଼ିଶାର ହଲ୍‌ମାର୍କ ଉତ୍ପାଦ ଜାତୀୟ ବଜାରରେ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି ହେବ। ଏହାସହ  ଇ-କମର୍ସ ମଡେଲରେ ସମସ୍ତ […]

  • Wednesday, 21 July 2021
odisha
ଆଜିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି, ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଆଜିଠୁ ନିସ୍ତାର ନାହିଁ। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଆଜିଠୁ ସାରା ରାଜ୍ୟରେ କଡ଼ାକ଼ଡ଼ି ଭାବେ ଲାଗୁ କରାଯିବ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯାଞ୍ଚ ସମୟରେ ୧୦ଟି ନିୟମର ଉଲ୍ଲଂଘନ କଲେ ଜରିମାନା ଗଣିବାକୁ ପଡ଼ିବ। ମଦ୍ୟପାନ କରି ଗାଡ଼ି ଚଳାଇଲେ […]

  • Wednesday, 21 July 2021
mini marathon
ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ୍‌ ଆୟୋଜିତ

ଭୁବନେଶ୍ୱର: ସାରା ବିଶ୍ୱ ଆଜି ପାଳନ କରୁଛି ଏଡ୍‌ସ ଦିବସ। ପ୍ରତିବର୍ଷ ଭଳି ଏଥର ବି ଏଡ୍‌ସ ବିରୋଧରେ ଦିଆଯାଉଛି ସଚେତନତାର ବାର୍ତ୍ତା। ଏଥରର ଥିମ୍ ରହିଛି “COMMUNITIES MAKE THE DIFFERENCE”। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୯ ହଜାର ୬୬୧ ଜଣ ଏଚ୍‌ଆଇଭି ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୨ ହଜାର ୭୨୯ ଜଣ ହେଉଛନ୍ତି ଗର୍ଭବତୀ। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା […]

  • Wednesday, 21 July 2021
odisha
କାଲିଠୁ ଆଉ ରକ୍ଷା ନାହିଁ ! ଟ୍ରାଫିକ୍‌ ପୁଲିସ୍‌ ନ ଧରିଲେ ବି ଗଣିବେ ଜରିମାନା

ଭୁବନେଶ୍ୱର: କାଲିଠୁ ଆଉ ରକ୍ଷା ନାହିଁ। କଡ଼ାକଡ଼ି ଭାବେ ଟ୍ରାଫିକ ନିୟମ ଯାଞ୍ଚ ହେବ। ଡିଏଲ୍ ଓ ଗାଡ଼ି କାଗଜପତ୍ର ଯାଞ୍ଚ ନ ହେଲେ ମଧ୍ୟ ଅନ୍ୟ ନିୟମ ସବୁ କଡ଼ାକଡ଼ି ପାଳନ କରାଯିବ ଏବଂ ଏସବୁର ଯାଞ୍ଚ ମଧ୍ୟ କଡ଼ାକଡ଼ି ହେବ। ଆପଣ ଭାବନ୍ତୁ ନାହିଁ ଯେ, ଟ୍ରାଫିକ୍‌ ପୁଲିସ୍‌ ଧରିଲା ନାହିଁ ତ, ଫାଇନ୍‌ରୁ ଖସି ଯିବେ ବୋଲି, ଯଦି ଆପଣ ଟ୍ରାଫିକ ନିୟମ ଉଲ୍ଲଂଘନ କରିଛନ୍ତି ତେବେ ସିସିଟିଭିର ଚିତ୍ର ଅନୁସାରେ ଆପଣଙ୍କୁ ଦେବାକୁ […]

  • Wednesday, 21 July 2021
anaconda
ତିନି ଦିନରେ ମଲେଣି ୨ ଆନାକୋଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ।  ଗତ ତିନି ଦିନ ମଧ୍ୟରେ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ଟି ଏବେ ଅସୁସ୍ଥ ଅଛନ୍ତି। ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଚେନ୍ନାଇ ଚିଡ଼ିଆଖାନାରୁ ଗତ କିଛିଦିନ ତଳେ ୮ଟି ଆନାକୋଣ୍ଡାଙ୍କୁ ନନ୍ଦନକାନନ ଅଣାଯାଇଥିଲା। ବଂଶବୃଦ୍ଧି କରିବାକୁ ଅଣାଯାଇଥିବା ଏହି ଆନାକୋଣ୍ଡା ଏବେ ଲୋପ ପାଇବାକୁ ଯାଉଛି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟ ହେଉଛି, ତାହା ଏ […]

  • Wednesday, 21 July 2021
odisha
କାଲିଠୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି

ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଆସନ୍ତାକାଲିଠୁ କଡ଼ାକଡ଼ି ହେବ। ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟ ସୀମାକୁ ରାଜ୍ୟ ସରକାର ଆଉ ୩ ମାସ ବୃଦ୍ଧି କରିବାପରେ ସଡ଼କ ସୁରକ୍ଷା ନିୟମକୁ ଜନସାଧାରଣ କିଭଳି ଭାବରେ ପାଳନ କରିବେ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରିବହନ କମିଶନର ଚିଠି କରିଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରନ୍ତି ସେମାନଙ୍କ […]

  • Wednesday, 21 July 2021