• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sundragad
ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ି ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କରୁଛି। ଡେଙ୍ଗୁ ସନ୍ଦେହରେ ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବାବେଳେ ୫୬ଟି ନମୂନା ଡେଙ୍ଗୁ ପଜିଟିଭ ଥିବା ଜଣାପଡିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କୁତ୍ରା ବ୍ଲକ୍ ଖତକୁରବାହାଲ ଅଞ୍ଚଳର ଓ ଅନ୍ୟ ଦୁଇ ଜଣ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ଅଂଚଳର ବୋଲି ଜଣାପଡ଼ିଛି। ଜିଲ୍ଲାର ଖତକୁରବାହାଲରୁ ହିଁ ଜିଲ୍ଲାର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲା। ପ୍ରଥମେ ଆକ୍ରାନ୍ତ ହୋଇଥିବା ୨ ରୋଗୀ ବର୍ତ୍ତମାନ ସୁସ୍ଥ ହୋଇଥିବା […]

  • Thursday, 22 July 2021
plfi...
ପୁଲିସ ହାତରେ ହାଡକୋର ପିଏଲ୍‌ଏଫଆଇ କମାଣ୍ଡର

ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ବିର୍ସା ଅଞ୍ଚଳରୁ ଆଜି ପିଏଲ୍‌ଏଫ୍‌ଆଇ କମାଣ୍ଡର ଦୁର୍ଦ୍ଦାନ୍ତ ନକ୍ସଲ୍ ସୁଦାମ ସିଂହକୁ ପୁଲିସ ଗିରଫ କରିଛି। ତା’ଠାରୁ ଗୋଟିଏ ପିସ୍ତଲ ଓ ଜିଅନ୍ତା ଗୁଳି ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ। ସୁଦାମ ୨୦୦୭ ମସିହାରେ ଝାଡଖଣ୍ଡ ବନୋ ଅଞ୍ଚଳର ଏରିଆ କମାଣ୍ଡର ଭାବେ ସକ୍ରିୟ ରହିବା ସହିତ  ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ନଜରରେ ରଖିଥିଲା। ଓଡ଼ିଶା ଓ ଝାଡଖଣ୍ଡରେ ଘଟୁଥିବା ଚୋରି, ଡକାୟତି, ଦାଦାବଟି […]

  • Thursday, 22 July 2021
b.pur_-750x420
ମରଣ ଫାଶରେ ପୁଅକୁ ଦେଖି ଜୀବନକୁ ବାଜି ଲଗାଇ ଦେଲା ମାଆ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ମୃତକ ଗରିବ ଶ୍ରେଣୀରେ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଖଲିକୋଟ ବ୍ଲକ ବାକୁଟୁ ଗାଁର ନାରାୟଣ ନାହକ ଜଣେ ଦିନ ମଜୁରିଆ। ଆଜି ସକାଳେ ସେ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ସର୍ଭିସ୍‌ (ବିଜୁଳି) ତାରଟି ଝୁଲିଥିବା […]

  • Thursday, 22 July 2021
asribad
ଆଶୀର୍ବାଦଙ୍କ ଚିଟ୍‌ଫଣ୍ଡ ଲିଙ୍କ୍ ଓ ସିବିଆଇ ତଦନ୍ତର ପୂରା ଘଟଣାକ୍ରମ ଏମିତି

ଭୁବନେଶ୍ୱର: ୨୦୧୧ରେ ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର ଲିଗ୍‌ର ପ୍ରମୋସନ ପାଇଁ ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ଗ୍ରୁପଠାରୁ ଟଙ୍କା ଆଣିଥିଲେ ଓସିଏର ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ କମ୍ପାନୀ ସିବିଆଇ ଜାଲରେ ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆଶୀର୍ବାଦ ବେହେରାଙ୍କ ଠାରୁ ସତ ଓଗାଳିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ । ଏନେଇ ୨୦୧୪ ନଭେମ୍ବର ୧୬ ଓ ୧୮ ତାରିଖରେ ଆଶୀର୍ବାଦଙ୍କୁ ସିବିଆଇ ଜେରା କରିଥିଲା ସିବିଆଇ। […]

  • Thursday, 22 July 2021
pm modi
କ୍ୟାନ୍‌ସର ରୋଗୀ ବୋଲି ତଳ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଦେଲେ ଡାକ୍ତର !

ବଲାଙ୍ଗିର: ଭୀମଭୋଇ ମେଡିକାଲରେ କ୍ୟାନସର ପୀଡ଼ିତା କର୍ମଚାରୀଙ୍କୁ ମେଡିକାଲ ଅଧିକ୍ଷକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଚାକିରୀ ଯିବା ପରେ ପୁଣି ଥରେ ନିଯୁକ୍ତି ପାଇଁ ହାରିଗୁହାରି କରିବାକୁ ଯାଇଥିବାବେଳେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ହସ୍‌ପିଟାଲ ସୁପରିଣ୍ଟେଣ୍ଡେଣ୍ଟ। ବଡ଼ ପାଟିରେ ତାଙ୍କ ସମ୍ପର୍କୀୟଙ୍କୁ ଗାଳିଗୁଳଜ କରିବା ସହ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା କର୍ମଚାରୀ। ଯାହାର ପ୍ରତିଟି ଚିତ୍ର କ୍ୟାମେରାରେ କଏଦ ହୋଇଛି। ସାରତି ନାଗ ନାମକ ଜଣେ କର୍ମଚାରୀ […]

  • Thursday, 22 July 2021
acciendt
ସକାଳୁ ଟ୍ୟୁସନ୍ ଯାଇଥିଲା ଝିଅ; ଆଉ ଫେରିଲାନି

ପାରାଦୀପ (ରମାକାନ୍ତ ନାୟକ): ସକାଳେ ଘରୁ ବାହାରି ଟ୍ୟୁସ୍‌ନ ଯାଇଥିଲା ଝିଅ। ଫେରିଥିଲେ ସ୍କୁଲ ଯାଇଥାନ୍ତା। ହେଲେ ଟ୍ୟୁସନ୍‌ ସାରି ଝିଅ ଘରମୁହାଁ ହୋଇଥିବା ବେଳେ ବାଟରେ ଚଢ଼ିଗଲା ଟ୍ୟାଙ୍କର୍‌ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳଠାରେ ଘଟି ଯାଇଛି। ଏହାପୂର୍ବରୁ ଟ୍ୟାଙ୍କରଟି ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ମୃତା ଛାତ୍ରୀଙ୍କ ନାମ ପୂର୍ଣ୍ଣିମା ବେହେରା। ତାଙ୍କ ଘର […]

  • Thursday, 22 July 2021
rain
୧୦ ଜିଲ୍ଲାରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ

ଭୁବନେଶ୍ୱର: ଆଜି ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବ। ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି। ସୂଚନାଯୋଗ୍ୟ, ୫ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଆଜି ସକାଳେ […]

  • Thursday, 22 July 2021
revensa
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବି ରାଗିଂ ଭୟ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଏହି ରାଗିଂ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ଛାତ୍ରାବାସରେ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସିନିୟର ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସିନିୟର ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ର […]

  • Thursday, 22 July 2021
Bhubaneswar-Airport-718x430
ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦୁବାଇକୁ ବିମାନ ଚଳାଚଳ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୂବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ସଂଯୋଗ ପାଇଁ […]

  • Thursday, 22 July 2021
murder-1..1
ନର୍ସ ନିହାରିକାଙ୍କ ହତ୍ୟା ପଛରେ କିଏ ? ‌୬ ଜଣକୁ ଅଟକ ରଖିଲା ପୁଲିସ

ଜଗତସିଂହପୁର (ଶଶାଙ୍କ ଶେଖର ସାହୁ): ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌କୁ ନୂଆ ସୁରାକ ମିଳିଛି। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବିରିଡ଼ି ଥାନା ପୁଲିସ୍‌ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ  କିଶୋର, ତା’ର ବାପା ଓ ୪ ଜଣ ସାଙ୍ଗ। ଗତକାଲି ଅଖା ଭିତରୁ ନର୍ସଙ୍କ […]

  • Thursday, 22 July 2021
cyc
ଆଜି କଟକ ଓ ବଲାଙ୍ଗିର ବନ୍ଦ

ଭୁବନେଶ୍ୱର: ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ୪ ଟି ଦାବି ନେଇ ହିନ୍ଦୁ ସେନା ବନ୍ଦ ଡାକରା ଦେଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଘାଟ ସମସ୍ୟା, ଗାଡି ଚଳାଚଳ ନିୟମକୁ ୩ ମାସ ବଦଳରେ ୬ ମାସ କୋହଳ କରିବା ଦାବି ରହିଛି। ଅନ୍ୟପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ […]

  • Thursday, 22 July 2021
44a18d02fe800ec53ed98c9e840863c7
ପିଣ୍ଡଦାନ କରି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି। ଗାଡ଼ିଟିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। […]

  • Thursday, 22 July 2021
rain
୫ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା ଓ ମାଲକାନଗିର। ସୂଚନାଯୋଗ୍ୟ, ଆଜି ସକାଳେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।

  • Thursday, 22 July 2021
talcher
ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନା କମ୍ପାନୀ

ନୂଆଦିଲ୍ଲୀ:  ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି। ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ । ଆସନ୍ତା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ଲାଣ୍ଟ ଜରିଆରେ ବର୍ଷକୁ ୧.୨୭ ମିଲିୟନ ଟନ୍‌ ୟୁରିଆ ଉତ୍ପାଦନ କରାଯିବ। ଏହି  […]

  • Thursday, 22 July 2021
snip
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ

ଭୁବନେଶ୍ୱର : ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍‌ ଖୋଲିବ ବୋଲି ସୂଚନା ମିଳିଛି। କଳ୍ପନା ଛକସ୍ଥିତ ବିଏମ୍‌ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍‌ସି ୱାର୍ଡ  ଅଫିସ୍‌ ଓ ନାଲ୍‌କୋ ଛକରେ ଥିବା ବିଏମ୍‌ସି ଜୋନାଲ ଅଫିସ୍‌ରେ ଏହି ସବୁ କ୍ୟାମ୍ପ୍ ଅଫିସ୍ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ […]

  • Thursday, 22 July 2021
thakami
OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ!

ଜୟପୁର(ଟି.ଗୌରୀ ଶଙ୍କର): OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ! ସେ ଅନ୍‌ଲାଇନ ଠକ ହାବୁଡ଼ରେ ପଡ଼ି ୭୪ ହଜାର ଟଙ୍କା ଗଣିଛନ୍ତି। କାର୍‌ ଚଳାଇବାକୁ ଆଶା ବାନ୍ଧିଥିବା ଜୟପୁରର ପୁଲୁ ଖରା ଛଦ୍ମ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ଟଙ୍କା ପୈଠ କରି ଶେଷରେ ଗାଡ଼ି ନପାଇବାରୁ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। OLX ରେ ଏକ ମାରୁତି ଅଲ୍‌ଟୋ କାର୍‌ ବିଜ୍ଞାପନ ଦେଖି କିଣିବା ପାଇଁ ମନ ବଳାଇଥିଲେ କୋରାପୁଟ ଜିଲ୍ଲା […]

  • Thursday, 22 July 2021
bjp
ବିଜେପିର ଅଭିଯୋଗ, ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ

ପୁରୀ: ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବା ବେଳେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ବେଳେ ତାଲିକା ମାଗିଲେ ପ୍ରଶାସନ ଦେଉନାହିଁ ବୋଲି ଏମାନେ ଅଭିଯୋଗ ଆଣିଛନ୍ତି। ଗତ୧୫ ତାରିଖରେ ସାତପଡାରେ ହୋଇଥିବା ଋଣମେଳାରେ ଯିବାକୁ ପ୍ରଥମେ ଡାକିବା ପରେ ଏସ୍‌ଏମ୍ଏସ୍‌ରେ ନଯିବାକୁ […]

  • Thursday, 22 July 2021
otv
ରାତି ତମାମ ଷ୍ଟିଲ୍ ରଡ୍, ପାଣି ପାଇପ ଓ ବେଲ୍ଟରେ ସହପାଠୀଙ୍କୁ ନିସ୍ତୁକ ପିଟିଲେ

ସମ୍ବଲପୁର: ସମ୍ବଲପୁର ଉପକଣ୍ଠ ବେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସଂପର୍କୀୟ ଭଉଣୀଙ୍କ ସହ କଥା ହେବାକୁ ନେଇ ଗତ ଶନିବାର ରାତିରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ଲହୁଲୁହାଣ କରି ଦେଇଛନ୍ତି ସହପାଠୀ ଓ ସିନିୟର। ରାତି ତମାମ ଷ୍ଟିଲ ରଡ୍, ପାଣି ପାଇପ ଓ ବେଲ୍ଟରେ ନିସ୍ତୁକ ପିଟିଛନ୍ତି ୩ ସହପାଠୀ ଓ ଜଣେ ଉପର ଶ୍ରେଣୀର ଛାତ୍ର। ଛାତ୍ର ଜଣଙ୍କର ପିଠି ଫାଟି […]

  • Thursday, 22 July 2021
bbsr
ଭୁଲ୍ ରନ୍‌ୱେରେ ଓହ୍ଲାଇଲା ବିମାନ; ଅଳ୍ପକେ ବର୍ତ୍ତିଲେ ୧୫୨ ଜଣ ଯାତ୍ରୀ

ଭୁବନେଶ୍ୱର: ମୁମ୍ବାଇରେ ଭୁଲ୍ ରନ୍‌ୱେରେ ବିମାନ ଅବତରଣ କଲେ ଏୟାର ଇଣ୍ଡିଆ ପାଇଲଟ୍। ଅଳ୍ପକେ ବର୍ତ୍ତିଲେ ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ୧୫୨ ଜଣ ଯାତ୍ରୀ। ତେବେ ଏଥିପାଇଁ ସମ୍ପୃକ୍ତ ବିମାନ ଏଆଇ-୬୬୯ର ପାଇଲଟ୍‌ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ଏନ୍ଆଇ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ଇଞ୍ଜିନିୟରିଂ ଡକ୍ୟୁମେଣ୍ଟ ଠିକ୍ ନ ଥାଇ ଏହା ମୁମ୍ବାଇରୁ ଭୁବନେଶ୍ୱରକୁ ଉଡ଼ାଣ ଭରିଥିଲା। ବିମାନଟି ଭୁବନେଶ୍ୱର ପହଞ୍ଚିବା ପରେ ଏହାକୁ ପୁଣି ମୁମ୍ବାଇ ଉଡ଼ାଣ ପାଇଁ […]

  • Thursday, 22 July 2021
FLIGHT-BIJU-PATNAIK-AIRPORT
୮ ମାସ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ରି- କାର୍ପେଟିଂ ବା ରନ୍ ୱେ ମରାମତି ଲାଗି ପ୍ରାୟ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଭାବିତ ହେବ ବିମାନସେବା। ଆସନ୍ତା ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦରରେ ସମସ୍ତ ଅପରେସନ ବନ୍ଦ ରହିବ । ତେବେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମରାମତି କାମ ପାଇଁ ଏପ୍ରିଲ୍ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନ […]

  • Thursday, 22 July 2021
Capture
ନର୍ସଙ୍କୁ ହତ୍ୟା କଲା ପ୍ରେମିକ !

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସକୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗି ଦେଇଥିଲା ପ୍ରେମିକ! ଏପରି ଅଭିଯୋଗ ଜଗତସିଂହପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ମୃତ ନର୍ସଙ୍କ ପ୍ରେମିକ କିଏ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନିର୍ସିଂହୋମ୍‌ରେ ନର୍ସ ଭାବେ […]

  • Thursday, 22 July 2021
elephant
୧୦ ଘଣ୍ଟାରୁ ଅଧିକ ସମୟ ଧରି ନଈ ଭିତରେ ଫସି ରହିଛନ୍ତି ହାତୀପଲ

କଟକ : ୧୦ ଘଣ୍ଟାରୁ ଅଧିକ ସମୟ ହେଲାଣି ନଈ ଭିତରେ ଫସି ରହିଛନ୍ତି ହାତୀପଲ। ମହାନଦୀ ମଝିରେ ୧୧ଟି ହାତୀ ଫସି ରହିଥିବା ଜଣାପଡ଼ିଛି। କଟକ ଭଗିପୁର ମହାନଦୀ ପାର ହେଉଥିବାବେଳେ ହାତୀପଲ ସେଠାରେ ଫସି ଯାଇଛନ୍ତି। ନଦୀ ପାର ହୋଇ ଆସିପାରୁ ନାହାନ୍ତି। କାରଣ ମଝିରେ ପାଣି ରହିଛି ଏବଂ ନଈର ସୁଅ ମଧ୍ୟ ପ୍ରଖର ଅଛି। ତେଣୁ ନଦୀ ଡେଇଁ ହାତୀମାନେ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସି ପାରୁ ନାହାନ୍ତି। ହାତୀ […]

  • Thursday, 22 July 2021
school
ସ୍କୁଲ୍‌ରେ ଭୂତ ! ପଢ଼ିବାକୁ ଆସୁ ନାହାନ୍ତି ପିଲା

ନୂଆପଡ଼ା: ସ୍କୁଲରେ ଭୂତ ଭୟ ଯୋଗୁ ସ୍କୁଲକୁ ଆସୁନାହାନ୍ତି ଛାତ୍ରଛାତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ନାଗଝର ଗାଁର ୟୁପି ସ୍କୁଲରେ ଏଭଳି ସ୍ଥିତି ଦେଖାଦେଇଛି। ସ୍କୁଲକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଅସ୍ୱାଭାବିକ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଦେଖି ପିଲାମାନେ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ଅଭିଭାବକମାନେ ମଧ୍ୟ ଭୟରେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡୁନାହାନ୍ତି। ଫଳରେ ସ୍କୁଲର ଉପସ୍ଥାନ କମିବାରେ ଲାଗିଛି। ସେପଟେ ଭୂତ ଭୟ କିଛି ନାହିଁ। ଘଟଣାର ପ୍ରକୃତ ରହସ୍ୟ ଖୋଜି […]

  • Thursday, 22 July 2021
saba
ବାପାମା’ଙ୍କୁ ମାରିଦେଲେ ଗାଁ ଲୋକେ; ଶବ ସତ୍କାର ପାଇଁ ଭୟରେ ଗାଁକୁ ଯାଉନି ପୁଅ

ବଲାଙ୍ଗିର: କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ବାପା-ମା’ଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏକଥା ଜାଣିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ପୁଅ ରମେଶ ବରିହା। ଏତେମାତ୍ରାରେ ଡରି ଯାଇଛନ୍ତି ଯେ, ଗାଁକୁ ଯାଇ ପାରୁନାହାନ୍ତି।  ଡେରା ପକାଇଛନ୍ତି ଏସ୍‌ପିଙ୍କ ଅଫିସରେ। ଏଣେ ଡାକ୍ତରଖାନାରେ ପଡ଼ି ରହିଛି ବାପା-ମା’ଙ୍କ ଶବ । ସତ୍କାର ହୋଇ ପାରୁନି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଟିଟକାମାଲ ଗାଁରେ। ଗତକାଲି ଚିନ୍ତାମଣି ବରିହା […]

  • Thursday, 22 July 2021