• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

anubhab
ଜାତୀୟ ଉଦ୍ୟାନ ମାନ୍ୟତା ମିଳିବାର ୨୨ ବର୍ଷ ପରେ ଭିତରକନିକା ମହୋତ୍ସବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ନଳିତାପାଟିଆ ଠାରେ ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ତାଙ୍କ ସହିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି , ରାଜନଗରର ବିଧାୟକ ଧୃବ ସାହୁ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ। ଭିତରକନିକାକୁ ଜାତୀୟ ଉଦ୍ୟାନ ମାନ୍ୟତା ମଳିବାର ଦୀର୍ଘ ୨୨ ବର୍ଷ ପରେ ପ୍ରଥମ […]

  • Saturday, 24 July 2021
ko
ଫେରିଲେ ୨୦୪ ଦାଦନ ଶ୍ରମିକ

ଟିଟିଲାଗଡ଼: ବେଙ୍ଗାଲୁରୁର ଏକ ଇଟା ଭାଟିକୁ କାମ କରିବାକୁ ଯାଇ  ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକଙ୍କୁ  ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରଯାଇଛି। ଆଜି ସମସ୍ତ ଦାଦନ ଶ୍ରମିକ ଏକ ଟ୍ରେନ୍‌ରେ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ଏହି ଦାଦନ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ  ଗତ ଦଶହାର ମାସରୁ  ପରିବାର ଲୋକଙ୍କୁ ନେଇ ବେଙ୍ଗାଲୁରୁ ନିକଟ ଉର୍ବାନ ଜିଲ୍ଲାର ପି.ଭି ଗଣେଶ ଇଟା ଭାଟିରେ କାମ କରିବାକୁ ଯାଇଥିଲେ।  ହେଲେ ଇଟାଭାଟି […]

  • Saturday, 24 July 2021
RPF-Hero
ଯୁବତୀଙ୍କ ଜୀବନ ବଞ୍ଚାଇଥିବା ଆରପିଏଫ୍ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର: ମହିଳା ରେଳଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ଆରପିଏଫ୍ ଯବାନ ସୁବ୍ରତ ମହାରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁବ୍ରତଙ୍କ ତତ୍ପରତା ଓ ସାହସିକତା ଯୋଗୁ ଏକ ବହୁମୂଲ୍ୟ ଜୀବନ ବଞ୍ଚି ଯାଇଥିବା ସେ ଟ୍ୱିଟ୍ କରିଛନ୍ତି। The promptness with which RPF Constable Subrat Moharana ran to protect a citizen’s life is a loud reassurance of our security staff’s vigilance […]

  • Saturday, 24 July 2021
ploce
ଭୁବନେଶ୍ୱରର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା; କମିବ ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ୱର: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ୧୭/୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ୍ ସମସ୍ୟା କମିବ ବୋଲି କହିଛନ୍ତି ପୁଲିସ କମିଶନର। ଏଥିସହ ସେ କହିଛନ୍ତି, ଆମ୍ବୁଲାନ୍ସ ବାହାରିଲେ ଟ୍ରାଫିକ୍ ପୋଷ୍ଟରେ ମୁତୟନ କର୍ମଚାରୀ ପରବର୍ତ୍ତୀ ଟ୍ରାଫିକ୍ ପୋଲିସକୁ  ସୂଚନା ଦେବେ। […]

  • Saturday, 24 July 2021
home
ପକ୍କା ଘର ପାଇଁ ହିତାଧିକାରୀଙ୍କ ତାଲିକାକୁ ନେଇ ବଢ଼ିଲା ଡେଡ୍‌ଲାଇନ୍

ଭୁବନେଶ୍ୱର: ସରକାରୀ ଯୋଜନାରେ ପକ୍କାଘର ପାଇବାକୁ ଚିହ୍ନଟ ହିତାଧିକାରୀଙ୍କ ଯୋଗ୍ୟ-ଅଯୋଗ୍ୟ ବିବାଦ ଭିତରେ ହିତାଧିକାରଙ୍କ ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହିତାଧିକାରୀ ତାଲିକାରେ ସାମିଲ୍ ହେବା ଓ ନାଁ କାଟିବା ସଂପର୍କିତ ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ତାରିଖ ଥିଲା। ତେବେ ଏହାକୁ ୨୨ ତାରିଖ ଯାଏଁ ବୃଦ୍ଧି କରିଛି ପଞ୍ଚାୟତିରାଜ ବିଭାଗ। ୨୨ ତାରିଖ ଭିତରେ ଅଭିଯୋଗ ପାଇଁ ପ୍ରତି ପଞ୍ଚାୟତ ଅଫିସ୍‌ରେ ସ୍ୱତନ୍ତ୍ର ବାକ୍ସ […]

  • Saturday, 24 July 2021
murder
ରାଜଧାନୀରେ ଗୁଣ୍ଡାରାଜ: ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୯ ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଯୁବକଙ୍କ ନାଁ  ଆକାଶ କୁମାର ଦୋରା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକାଶଙ୍କୁ ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ୍ ସନ୍ଦେହ […]

  • Saturday, 24 July 2021
matric-2
ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନେଇ ଯାଇପାରିବେନି ଶିକ୍ଷକ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯାଇଥିବାର ଦେଖିବାକୁ ମିଳିବ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ […]

  • Saturday, 24 July 2021
lowe
ବାଚସ୍ପତି ରୁଲିଂ ନେଇ ଆଜି ୯ଥର ମୁଲତବୀ ରହିଥିଲା ଗୃହ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ଆଜି ଗୃହ ୯ଥର ମୁଲତବୀ ହୋଇଛି। ଏହାପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ କେବଳ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ସନ୍ଧ୍ୟାରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ […]

  • Saturday, 24 July 2021
lagingis-750x430
ଠିକ୍‌ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗ୍‌ସ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଠିକ୍‌ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗସ। ଆଜି ଏପରି ଘଟଣା ବ୍ରହ୍ମପୁରରେ ଏକ ଇଂଲିଶ ମିଡିୟମ୍‌ ସ୍କୁଲରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଇ ଛାଡ଼ି ଦେଇଛି। ଆଜି ଶନିବାର ଥିବାରୁ ପିଲାମାନେ ଧଳା ୟୁନିଫର୍ମ ପିନ୍ଧି ସ୍କୁଲ ଆସିବାର ନିୟମ ରହିଥିଲା। ମାତ୍ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଧଳା ଡ୍ରେସ୍‌ […]

  • Saturday, 24 July 2021
j
ମ୍ୟାଟ୍ରିକ୍‌ ପରୀକ୍ଷା ଆଉ ୩ଦିନ: ପିଲାଙ୍କ ପାଇଁ ଏବେ ଆସୁଛି ବହି

ଭୁବନେଶ୍ୱର: ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ କେହି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ମିଶନ୍‌ ଜିରୋ ଫେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ହାତରେ ୩ ଦିନ ସମୟ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ୍‌ ସେଣ୍ଟରକୁ ପଠାଯାଉଛି। ଆଉ ଏପଟେ ପାଠ ପଢ଼ିବା ପାଇଁ ବହି ବଣ୍ଟା ଯାଉଛି। ଏହି ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଛି ଶିକ୍ଷକ ଓ […]

  • Saturday, 24 July 2021
kd
କଳ୍ପନାଙ୍କୁ ହତ୍ୟା କରିବାରେ ଅନୁପଙ୍କୁ କିଭଳି ସାହାଯ୍ୟ କରିଥିଲେ ଡ୍ରାଇଭର୍‌ ବର୍ଦ୍ଧନ

ସମ୍ବଲପୁର: ବହୁ ଚର୍ଚ୍ଚିତ ହମିର୍‌ପୁର ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଇଛି ରାୟଗଡ଼ ପୁଲିସ। ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଅନୁପଙ୍କ ସବୁଠୁ ବିଶ୍ୱସ୍ତ କୁହାଯାଉଥିବା ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଥିବାରୁ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଓ ଲୁହା ରଡ୍ କୁଆଡ଼େ ଗଲା ତାର ଛାନଭିନ୍ ବି ଆରମ୍ଭ ହୋଇଛି। ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ […]

  • Saturday, 24 July 2021
d
ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୧ ମୃତ ଅନ୍ୟ ଜଣେ ଗୁରୁତର

କଟକ: ବାଙ୍କୀ ବୈଦେଶ୍ୱର ଥାନା ଯୋକଲାଞ୍ଜିଠାରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।  ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ଅପରାହ୍ନ ପ୍ରାୟ ୨ଟା ୩୦ରେ ପଞ୍ଚାୟତ କାର୍ଯ୍ୟସାରି ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଯୋକଲାଞ୍ଜିଠାରେ ଦୁର୍ବୁତ୍ତ ମାରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ […]

  • Saturday, 24 July 2021
low
କୁନି ଛାତ୍ରଙ୍କ ଉପରେ ସ୍କୁଲ୍‌ର ବୋଝ; ୩ କିମି ବୋହି ବୋହି ଆଣିଲେ ସବୁ ବହି

ବାଲେଶ୍ୱର: ଛୋଟ ଛୋଟ ପିଲାମାନଙ୍କ ଉପରେ ସ୍କୁଲର ସମସ୍ତ ବହି ବୋଝ। ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ସାଇକେଲରେ ଲଦି ବହିବସ୍ତା ଆଣିଲେ ୩ ଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।   ଏଭଳି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ସ୍କୁଲକୁ ନୂଆ ବହି ଦିଆଯାଉଛି। ଆଉ ଏଥିପାଇଁ ସ୍ଥାନୀୟ ଡିଏସ ହାଇସ୍କୁଲରୁ ସତ୍ୟବାଦୀ […]

  • Saturday, 24 July 2021
lo
କାଠ ବୋଝେଇ ଟ୍ରକ୍‌ ଯାଉଥିଲା; ଚଢ଼ାଉ କଲା ବେଳେ ବାହାରିଲା...

ନୟାଗଡ଼: କାଠ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଚୋରା ଚାଲାଣ ବେଳେ ଧରା ପଡ଼ିଲା ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ। ନୟାଗଡ଼ ବାଣିଗୋଚ୍ଛା ନିକଟରୁ ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଟ୍ରକ୍‌ରେ ପ୍ରାୟ ଗୋଟିଏ ଟନ୍ ଓଜନର ଗଞ୍ଜେଇ ରହିଛି। ଗଞ୍ଜେଇ ସହ ଟ୍ରକକୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି। ଗତକାଲି ରାତିରେ ଟ୍ରକ ଯାଉଥିବା […]

  • Saturday, 24 July 2021
KK1
ପୁଣି ଯୁକ୍ତ-୩ ପ୍ରଶ୍ନପତ୍ର ଭାଇରାଲ୍ ସନ୍ଦେହ

ସମ୍ବଲପୁର: ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଯୁକ୍ତ ୩ ତୃତୀୟ ସେମିଷ୍ଟର ଆଜିର ଗଣିତ ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ଗୋଟାଏରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା। ହେଲେ ତାପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଦିନ ୧୧ଟାରୁ ୧୨ଟା ୩୦ ମଧ୍ୟରେ ଇମେଲ୍‌ରେ ପ୍ରଶ୍ନ ପଠାଯିବ। ପ୍ରଶ୍ନପତ୍ର ଡାଉନ୍‌ଲୋଡ କରି ପରୀକ୍ଷା କରିବାକୁ କଲେଜଗୁଡ଼ିକୁ […]

  • Saturday, 24 July 2021
2-killed-10-critical-as-bus-overturns-in-Odishas-Nabarangpur-750x430
ବସ୍‌ ଆଗକୁ ଗାଈ ଚାଲିଆସିବାରୁ ଓଲିଟା ପଡ଼ିଲା ବସ୍‌

ନବରଙ୍ଗପୁର: ଓଲିଟିଲା ବସ୍। ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିବାରୁ ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ଜେକେ ବସ୍‌ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ଓଲଟି ପଡ଼ିଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଗୁରୁତର ହୋଇଛନ୍ତି। ଆଜି ପ୍ରାୟ ସାଢ଼େ ୧୨ଟା ବେଳେ  ଘଟିଛି ଏହି ଘଟଣା। ଜେକେ ବସ୍‌ କୋରାପୁଟ୍‌ ଜିଲ୍ଲା ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଆସିଥିଲା। ତେବେ ପାପଡ଼ାହାଣ୍ଡି ଥାନା ମୃଗ ବିହାର ନିକଟରେ ବସ୍‌ ଅଗକୁ ହଠାତ ଏକ ଗାଈ […]

  • Saturday, 24 July 2021
kk
ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣା ଦେଲା କଂଗ୍ରେସ

ଭୁବନେଶ୍ୱର: ମହାମହିମ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ରାଜଭବନ ସମ୍ମୁଖରେ ଧାରଣା ଦେଲା କଂଗ୍ରେସ। ରାଜ୍ୟପଳ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧି ଭଳି କାମ କରୁଛନ୍ତି। ଏଥିପାଇଁ ସେ କଂଗ୍ରେସ ପ୍ରତିନିଧି ଦଳକୁ ରାଜଭବନ ଭିତରକୁ ଛାଡୁନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ସରଂକ୍ଷଣ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ଆସିଥିବା ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳକୁ ରାଜଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିବା କଂଗ୍ରେସ […]

  • Saturday, 24 July 2021
traffic
ଟ୍ରାଫିକ୍‌ ଟ୍ରାଜେଡି; ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ର ପାଠ ପଢ଼ାଇଲେ ସିପି

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଶିଶୁର ଜୀବନ ଯିବା ଅଭିଯୋଗ ଘଟଣାରେ କିଏ ସତ କହୁଛି? ସେଦିନ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଲା ବୋଲି ମୃତ ଶିଶୁର ବାପା କହିଥିବା ବେଳେ ଆଜି କମିଶନରେଟ୍‌ ପୁଲିସ ଟ୍ୱିଟ୍‌ରେ କିନ୍ତୁ ଅଲଗା କଥା କୁହାଯାଇଛି। ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ପ୍ରାୟ ୨୩ ମିନିଟ୍ ସମୟ ଲାଗିଥିବା ଟ୍ୱିଟ୍‌ରେ ଲେଖା ଅଛି। ଅନ୍ୟପକ୍ଷରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ପୁଲିସ […]

  • Saturday, 24 July 2021
t
ବଜେଟ୍‌ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂରେ ଖପ୍ପା ବିରୋଧୀ; କକ୍ଷ ତ୍ୟାଗ କଲା କଂଗ୍ରେସ୍

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ବିଧି ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ପ୍ରଥମେ ଦିଆଯାଇଥିଲା ଗାର୍ଡ ଅଫ ଅନର୍‌। ତେବେ ବଜେଟ୍‌ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂକୁ ନେଇ ଖପ୍ପା ହୋଇଥିଲେ ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଏକଛତ୍ରବାଦ ଓ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ। ସେପଟେ […]

  • Saturday, 24 July 2021
WAMI1
ଅନୁପ ସାଏଙ୍କ ବିଷୟରେ ଏମିତି କହିଲେ କଳ୍ପନାଙ୍କ ପ୍ରଥମ ସ୍ୱାମୀ

ଭୁବନେଶ୍ୱର: ରାଜନେତାର ଖୋଳପାରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସୈତାନୀ ଚେହେରା ଏବେ ସମସ୍ତ ସାମ୍ନାକୁ ଆସିଯାଇଛି। ଅନୁପ କଳ୍ପନା ଓ ନାବାଳିକା ଝିଅ ବବ୍‌ଲୀଙ୍କୁ ହତ୍ୟା କରିଛନ୍ତି। ଅନୁପଙ୍କୁ ଏହି ଡବଲ୍ ମର୍ଡର୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଳ୍ପନାଙ୍କ ପ୍ରଥମ ସ୍ୱାମୀ ସୁନିଲ ଶ୍ରୀବାସ୍ତବ। ସେ ଅନୁପ ସାଏଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ସୁନୀଲ କଳ୍ପନାଙ୍କ ସହ ଡିଭୋର୍ସ ହୋଇଥିବା ସୁନୀଲ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଳ୍ପନାଙ୍କ ସହ ତାଙ୍କର ପ୍ରେମ […]

  • Saturday, 24 July 2021
anup
ଅନୁପଙ୍କୁ କେମିତି ଧରିଲା ପୁଲିସ୍; ଏହି କନଷ୍ଟେବଲ୍‌ଙ୍କର ମୁଖ୍ୟ ଭୂମିକା

ଭୁବନେଶ୍ୱର: ପୁଲିସ ଆଗରେ ମୁଣ୍ଡ ନୁଆଁଇ ଶାନ୍ତ ଆଉ ସୁଧାର ଭାବେ ଛିଡ଼ା ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ସେହି ଅନୁପ ସାଏ, ଯାହାଙ୍କୁ ବୀଭତ୍ସ ଆଉ ବର୍ବରକାଣ୍ଡର ଖଳନାୟକ ବୋଲି ଦର୍ଶାଇଛି ଛତିଶଗଡ଼ ପୁଲିସ। ଯିଏ ଅତି ବିଭସ୍ତ ଭାବେ କଳ୍ପନା ଦାସ ଏବଂ ଝିଅ ପ୍ରଭାତୀଙ୍କୁ ମାରିଥିଲେ। ତେବେ ଅନୁପ ସାଏଙ୍କ ସଂପୃକ୍ତିର ପ୍ରମାଣ ଖୋଜିବା ପୁଲିସ ପାଇଁଥିଲା ବଡ଼ ଚାଲେଂଜ। କାରଣ ପ୍ରାଥମିକ ଅବସ୍ଥାରେ ନା କୌଣସି ସୁରାଗ୍ ଥିଲା ନା ଥିଲେ […]

  • Saturday, 24 July 2021
ganei
୨୦୨୦ରେ ୫୧ଜଣ ଜଜ୍‌ଙ୍କୁ ନିଯୁକ୍ତି ମିଳିବ: ରାଜ୍ୟପାଳ

ଭୁବନେଶ୍ୱର: ଆଜିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ମୋ ସରକାର କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି। ଏହାସହ ୫ଟି ଦ୍ୱାରା ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟରେ ଦାରିଦ୍ୟ ଦୂରୀକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। […]

  • Saturday, 24 July 2021
d
ବସ୍ତାନୀ ବୋଝ ଯାଞ୍ଚ ରିପୋର୍ଟ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଦାଖଲ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ଫେବୃଆରୀ 20 ସୁଦ୍ଧା ସମସ୍ତ ଜିଲ୍ଲାର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସ୍କୁଲ୍ ବସ୍ତାନି ବୋଝ ଗାଇଡ୍ ଲାଇନ୍ ଅନୁପାଳନ ହେଉଛି ନା ନାହିଁ ସେ ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେବେ।  ପୂର୍ବରୁ ଦୁଇଥର ବିଭାଗ ପକ୍ଷରୁ ଚିଠି ହୋଇଥିଲେ ସୁଦ୍ଧା କି ପଦକ୍ଷେପ ନିଆଯାଇଛି ସେନେଇ […]

  • Saturday, 24 July 2021
SK
ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ନେଇ କମିସନରେଟ୍‌ ପୁଲିସ୍‌ଙ୍କ ଆଉ ଏକ ଟ୍ୱିଟ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍‌ରେ ଆମ୍ବୁଲାନ୍ସ ଫସି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟଣାରେ କମିଶନର ପୋଲିସଙ୍କ ଆଉ ଏକ ଟ୍ୱିଟ୍।  ସେ ଏଥିରେ ଆମ୍ବୁଲାନ୍ସର ଯିବା ସମୟ ଦର୍ଶାଇଛନ୍ତି। ସିସିଟିଭି ଚିତ୍ରକୁ ଆଧାର କରି ରାଜଭବନ ଛକ ଦେଇ କିମ୍ସ ହସ୍ପିଟାଲ ଯିବାର ସମୟ ସେ ଏଥିରେ ଦର୍ଶାଇଛନ୍ତି। Fact Check: CCTV footage show that Ambulance OD 33 Y 6019 took 22 mnts 38 sec on 11th […]

  • Saturday, 24 July 2021
anup saye
ଅବୈଧ ସମ୍ପର୍କ ରଖି ଧୋକା ଦେଉଥିଲେ ଅନୁପ; ବାହା ହେବାକୁ ମନା କରି ମାଆ, ଝିଅଙ୍କୁ ମାରିଦେଲେ

ସମ୍ବଲପୁର (ସଞ୍ଜୟ ଜେନା): ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟା ନାବାଳିକା ଝିଅ ବବଲି ଦାସଙ୍କୁ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନୁପଙ୍କୁ ଗତକାଲି ଗିରଫ କରାଯିବା ପରେ ଛତିଶଗଡ଼ର ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାରୁ ଏ କଥା ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁପ ସାଏଙ୍କୁ ମଧ୍ୟ […]

  • Saturday, 24 July 2021